• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

jyotiraditya scindia
ଟ୍ୱିଟର୍‌ ବାୟୋରେ ପରିବର୍ତ୍ତନ କରି ଏମିତି ଲେଖିଲେ ଜ୍ୟୋତିରାଦିତ୍ୟ, ଜୋର୍‌ ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଗୋଟିଏ ପଟେ ମହାରାଷ୍ଟ୍ରର ମହାନାଟକ ଜାରି ରହିଥିବାବେଳେ ଅନ୍ୟପଟେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଚର୍ଚ୍ଚା। ସେ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ୍‌ର ବାୟୋରେ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ଏବେ ତାଙ୍କ ନୂଆ ବାୟୋରେ ଲୋକ ସେବକ ଓ କ୍ରିକେଟ୍‌ ପ୍ରେମୀ(Public servant, cricket enthusiast)...

ranvir
ଅଭିନେତା ରଣବୀର ଆହତ, ଏମିତି ଅବସ୍ଥାରେ ପହଞ୍ଚିଲେ ଏୟାରପୋର୍ଟରେ

ମୁମ୍ବାଇ: ଏବେ ବଲିଉଡ୍‌ରେ ରଣବୀର କପୁର୍‌ ଓ ଆଲିଆ ଭଟ୍ଟଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ନିକଟରେ ଆଲିଆ ଓ ରଣବୀର ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଏମାନେ ଚଣ୍ଡୀଗଡ଼ ଯିବା ପାଇଁ...

bhagya rekha
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୫ ତାରିଖ, ସୋମବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

ncp..
ମୁମ୍ବାଇ ଫେରିଲେ ନିଖୋଜ ଦୁଇ ଏନ୍‌ସିପି ବିଧାୟକ

ମୁମ୍ବାଇ: ପ୍ରତି ମିନିଟ୍‌ରେ ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। କେତେବେଳେ ଅଜିତ୍‌ ପାୱାର ଏବଂ ତାଙ୍କ ଦାଦା ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ ହେଲାଣି ତ ଆଉ କେତେବେଳେ ବିଜେପି ସହ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନି ବୋଲି ଏନ୍‌ସିପି...

sharad
ଦାଦା-ପୁତୁରାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। ଗତକାଲି ଅପରାହ୍ଣରେ ଏନ୍‌ସିପି ରାଜଭବନ ଯାଇ ଦଳୀୟ ବିଧାୟକଙ୍କ ତାଲିକା ଦେଇଥିଲା। ଏହି ତାଲିକାରେ ୫୧ ଜଣ ବିଧାୟକଙ୍କ ନାମ ରହିଛି। ଯେଉଁଥିରେ ଅଜିତ ପାଓ୍ୱାରଙ୍କ ନାମ ମଧ୍ୟ ଥିଲା। ହେଲେ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।