ଭୁବନେଶ୍ୱର: ବେଆଇନ ନିର୍ମାଣ ଯୋଗୁ ଭୁବନେଶ୍ୱରରେ ୨୯ଟି କଲ୍ୟାଣ ମଣ୍ଡପ ସିଲ୍ ହେବ। ଏନେଇ ବିଏମ୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହି ସବୁ ମଣ୍ଡପ ଗୁଡ଼ିକର ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ୍, ଆବର୍ଜନା ପରିଚାଳନା ବ୍ୟବସ୍ଥା ନ ଥିବା ସୂଚନା ମିଳିଛି। ଏଥିସହ ମଣ୍ଡପ...
ହାଇଦ୍ରାବାଦ: ଦେଶକୁ ଦୋହଲାଇ ଦେଇଥିବା ତେଲେଙ୍ଗାନାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ୍ ଏନ୍କାଉଣ୍ଟର କରିଛି। ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଲୋକ ଏହାକୁ ନାପସନ୍ଦ କରୁଥିବା ବେଳେ...
ହାଇଦ୍ରାବାଦ: ତେଲେଙ୍ଗାନାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ହୋଇଛି। ଗତକାଲି ରାତି ପ୍ରାୟ ୩ଟାରେ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରଯାଇଥିଲା। ଆସନ୍ତୁ ଜାଣିବା କାଲି ବିଳମ୍ବିତ ରାତିରେ କ’ଣ ଘଟିଥିଲା… ଘଟଣାର ଅଧିକ ଛାନ୍ଭିନ୍ ପାଇଁ...
ହାଇଦ୍ରାବାଦ: ତେଲେଙ୍ଗାନାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପୀଡ଼ିତାଙ୍କ ପରିବାର ଲୋକ ପ୍ରତିକ୍ରିୟା ରଖିଛନ୍ତି। ପୀଡ଼ିତାଙ୍କ ବାପା କହିଛନ୍ତି, ‘ମୋ ଝିଅର ମୃତ୍ୟୁ ଘଟିବାର ୧୦ ଦିନ ପୂରିଲାଣି।...
ଆଜି ୨୦୧୯ ମସିହା, ଡିସେମ୍ବର ମାସ ୬ ତାରିଖ, ଶୁକ୍ରବାର, ମାର୍ଗଶୀର ମାସ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ହାଇଦ୍ରାବାଦ: ହାଇଦ୍ରାବାଦ୍ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଯେଉଁ ହାଇୱେରେ ଅଭିଯୁକ୍ତମାନେ ଜାଳି ଦେଇଥିଲେ ସେହି ହାଇୱେରେ ପୁଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରିଛି। ସୂଚନାଥାଉ କି, ହାଇଦ୍ରାବାଦର ଏନ୍ଏଚ୍ ୪୪ ହାଇୱେରେ ଅଭିଯୁକ୍ତମାନେ ମହିଳା ଡାକ୍ତରକୁ ପୋଡ଼ି ମାରି ଦେଇଥିଲେ। ସୂଚନା ଅନୁସାରେ, ଘଟଣାର...
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରାଯାଇଛି। ଏଥିରେ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଚେତନାପାଲି ଓଭରବ୍ରିଜ୍ ଉପରେ ଆଜି ସକାଳେ ଏହି ଏନ୍କାଉଣ୍ଟର ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ପୁଲିସ୍ ହାତରୁ ଖସି ପଳାଇବାକୁ ଉଦ୍ୟମ...