ବରଗଡ଼ (ଦୀପକ ଶର୍ମା): ଆଜି ବରଗଡ଼ ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସରସରାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଚିଟ୍ଫଣ୍ଡ, ମାଇନିଂ, ଶୀତଳଭଣ୍ଡାର, ଚାଷୀ ସମସ୍ୟାକୁ ନେଇ ଶଶସକ...