କାର୍ଯ୍ୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିବେ ଏବଂ ବହୁତ ପରିଶ୍ରମ କରିବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ।
ମୃଗଶିରା- ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ବ୍ୟବସାୟରେ କିଛି ନୂତନ ଚୁକ୍ତି ପତ୍ର ସମ୍ପାଦନା କରିପାରନ୍ତି । ଅତ୍ୟଧିକ କାର୍ଯ୍ୟ ଭାର ଚାପ ଆପଣଙ୍କୁ ପ୍ରଭାବିତ କରିପାରେ । ପରିବାରରେ ନୂତନ ସଦସ୍ୟଙ୍କର ଆଗମନ ହୋଇପାରେ ।
ଆଦ୍ରା- ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ପୂରଣ କରିବାରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ । ନିଜ କ୍ୟାରିୟରରେ ଟିକେ ସତର୍କ ରହିବାକୁ ପଡ଼ିବ ।
ପୁନର୍ବସୁ- ହିସାବ ନିକାଶ ପାଇଁ ସୁନ୍ଦର ଅବସର ପାଇପାରନ୍ତି । ପାଖରେ ଥିବା ଲୋକଟିର କଥା ସନ୍ଦେହଜନକ ରହିପାରେ । ଦେବୀମାତାଙ୍କ ଧ୍ୟାନରେ ମନରେ ସକାରତ୍ମକ ଶକ୍ତି ସଂଚାର ହେବ ।
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨