ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର-କର୍କଟ ରାତ୍ରି ୦୨.୦୦ ଗତେ ସିଂହ,ତିଥି-୪ର୍ଥୀ ଦିବା ୧୦.୦୩ ଗତେ ୫ମୀ,ଘାତଚନ୍ଦ୍ର- ରାତ୍ରି ୨.୦୦ ଗତେ କର୍କଟ ଓ ମକର ରାଶିର,ପୁଷ୍କର ଦୋଷ- ନାସ୍ତି
ଉ,ଫଳଗୁନି- ସ୍ୱାସ୍ଥ୍ୟରେ କିଛି ପରିବର୍ତନ ଆସିବ । ପରୋକ୍ଷ ଶତୃତା ଦୈନିକ ଜୀବନ ଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଛୋଟ କଥାକୁ ନେଇ ପରିବାର ଭିତରେ ସମ୍ପର୍କ ହାନି ହୋଇପାରେ ।
ହସ୍ତା- ଇଚ୍ଛା ପୂରଣ କରିବା ପ୍ରୟାସରେ ସଫଳ ହେବେ । ଛାତ୍ରୀଙ୍କୁ ସହପାଠୀଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବା ଯୋଗୁ ପରିବାରରେ ଶାନ୍ତି ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ ।
ଚିତ୍ରା- ଗାଡିମଟର ସାବଧାନତା ସହ ଚଲାନ୍ତୁ । ଅସ୍ଥିରତା କାରଣରୁ କାର୍ଯ୍ୟରେ ତୃଟି କରିପାରନ୍ତି । ଲାଭର ଅବସର ହାତଛଡା କରନ୍ତୁ ନାହିଁ । ଭାଗ୍ୟୋନ୍ନତି ଏବଂ ଧର୍ମ କର୍ମରେ ରୁଚି ବଢିବ ।
ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫