• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vegetable Field

ଶୀତଳ ଭଣ୍ଡାର ନାହିଁ, ଜମିରେ ଗଡୁଛି ଫସଲ
Farmers Facing Loss: ଶୀତଳ ଭଣ୍ଡାର ନାହିଁ, କମ୍ ଦାମ୍‌ରେ କିଣି ନେଉଛନ୍ତି ବେପାରୀ...ମୂଳଖର୍ଚ୍ଚ ପାଉନି ଚାଷୀ

ବାଇଗଣ, ଫୁଲକୋବି, ବନ୍ଧାକୋବି, ଟମାଟ, ବିନସ, ଧନିଆପତ୍ର, କନ୍ଦମୂଳ, କଞ୍ଚାଲଙ୍କା, ଲାଉ, ଭଳିକି ଭଳି ଶାଗ । ଏମିତି ବହୁତ କିଛି ଚାଷ ହୋଇଥାଏ । ତେବେ ବିଡମ୍ବନାର କଥା ହେଲା ଏବେ ଚାଷୀଙ୍କ ଠାରୁ ବେପାରୀ ବହୁତ କମ ଦାମରେ କିଣୁ ନେଉଛନ୍ତି । ଯେମିତି ଟମାଟ କେଜି ପିଛା ୨ ଟଙ୍କା, ବାଇଗଣ ୩ ଟଙ୍କା, ଫୁଲ ଓ ବନ୍ଧା କୋବି ମଧ୍ୟ ୨ ଟଙ୍କା ଲେଖାଏ କେଜିରେ କିଣି ନେଉଛନ୍ତି । ଯାହା ଫଳରେ ଚାଷୀ ଆଉ ତାର ମୂଳ ଟଙ୍କା ମଧ୍ୟ ପାଇ ପାରୁନି ।