ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଖାଲି ତାଙ୍କ ଫ୍ୟାନ୍ସ ନୁହେଁ ପୂରା ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଅନେକ ବଲିଉଡ୍ ଅଭିନେତା, ଅଭିନେତ୍ରୀ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ସୁଶାନ୍ତ ସିଂ ଅଭିନୟ କରିଥିବା ବାୟୋପିକ୍ ‘ଏମ୍.ଏସ୍ ଧୋନି: ଅନ୍ଟୋଲ୍ଡ ଷ୍ଟୋରୀ’ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା। ଏହି ଫିଲ୍ମ ପରେ ସୁଶାନ୍ତଙ୍କ ଫ୍ୟାନ୍ସ ଫଲୋର୍ସ ଆହୁରି ଅଧିକ ବଢ଼ି ଯାଇଥିଲେ। ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ […]