• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona Cases In India

corona positive
ଦେଶରେ କମୁନି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୪୪୫୪ ଆଖି ବୁଜିଲେ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରର ପ୍ରକୋପ ଆସ୍ତେ ଆସ୍ତେ କମି କମି ଆସୁଛି । ମେ’ ଆରମ୍ଭରେ କରୋନା ସଂକ୍ରମଣ ସଂଖ୍ୟା ଡରାଉଥିଲା । ହେଲେ ଶେଷ ଆଡ଼କୁ ସଂଖ୍ୟାରୁ ଆଶ୍ଵସ୍ତି  ମିଳିଛି । ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ […]

covid test
ଦେଶରେ ସଂକ୍ରମଣ କମୁଛି, ହେଲେ ଡରଉଛି ମୃତ୍ୟୁ ସଂଖ୍ୟା: ୨୪ ଘଣ୍ଟାରେ ଆଖି ବୁଜିଲେ ୪,୧୯୪

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଆଜି ବି ତଳମୁହାଁ ରହିଛି। ହେଲେ ମୃତ୍ୟୁ ସଂଖ୍ୟା କହୁଛି ଦେଶରୁ କରୋନା ବିପଦ ଟଳିନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ  ୨ଲକ୍ଷ ୫୭ ହଜାର ୨୯୯  କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ହେଲେ ମୃତ୍ୟୁ ସଂଖ୍ୟା ଆଜି ବି ୪ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ […]

corona-national
ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ବାହାରିଲେ ୮୧ ହଜାର ରୋଗୀ

ନୂଆଦିଲ୍ଲୀ:  ଦେଶରେ ଦିନକୁ ଦିନ ବେକାବୁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୧ ହଜାର ୪୬୬ ପଜିଟିଭ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ  ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । […]

corona
ରାଜ୍ୟରେ ୨୪ ଘଣ୍ଟାରେ କରୋନାରେ ଜଣେ ମୃତ, ୬୩ ଆକ୍ରାନ୍ତ

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଶୂନ ଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ଜଣଙ୍କର ମୃତ୍ୟୁ ଖବର ଆସିଛି। ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର । ୫୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ଡାଇବେଟିସ୍‌ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ। Regret to inform the demise of 50 years old male Covid positive patient of Mayurbhanj District who was […]

corona
ମେ’ରେ କରୋନା ପ୍ରକୋପ: ଦେଶରେ ୨୬ ଦିନରେ ୧ ଲକ୍ଷ ୧୬ ଆକ୍ରାନ୍ତ

ଭାରତ: ହୁ ହୁ ହୋଇ ବଢିବାରେ ଲାଗିଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ୬୩୮୭ ନୂଆ ମାମଲା ସାମ୍ନାକୁ ଆସିଛିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭ ରହିଛି।  ଆକ୍ଟିଭ୍ କେସ୍ ୮୩ ହଜାର ୪ ରହିଥିବାବେଳେ ସୁସ୍ଥ ହେଲେଣି ୬୪ ହଜାର ୪୨୫। ମହାରାଷ୍ଟ୍ରରେ […]

corona death
କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଭାରି ହ୍ରାସ : ଗତ ସପ୍ତାହରେ ୪୫% କମ୍ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ : ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା କମୁଛି । କରୋନାର ଦ୍ୱିତୀୟ ଲହରୀ ଧୀରେ ଧୀରେ ଥମୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସଂକ୍ରମଣ ହାର କମ୍ ହେଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ।…

Lab agrwal
"ଦେଶରେ ୮୫ ପ୍ରତିଶତ କମିଲାଣି ସଂକ୍ରମଣ"

ଦେଶରେ ଲଗାତାର ଭାବରେ କମିଚାଲିଛି ସଂକ୍ରମଣ। ତେବେ ପୂର୍ବ ମାସରେ ଅର୍ଥାତ୍‌ ମେ ମାସରେ ସଂକ୍ରମଣ ଶିଖର ଛୁଇଁଥିଲା କିନ୍ତୁ ସେହିଦିନ ଠାରୁ ବର୍ତ୍ତମାନ ସମୟ ସୁଦ୍ଧା ପ୍ରାୟ ୮୫ ପ୍ରତିଶତ ସଂକ୍ରମଣ ହ୍ରାସ ପାଇଛି ବୋଲି ସୂଚନା ମିଳିଛି।

corona positive
୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ ହଜାରରୁ ଅଧିକ ପଜିଟିଭ, ମୃତ୍ୟୁ ସଂଖ୍ୟା ୨,୩୩୦

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ୨ୟ ଲହରର ଭୟାବହତା ହ୍ରାସ ପାଉଛି। ଦୈନିକ ସଂକ୍ରମଣ ହାର କମୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଆଜି ଦେଶରେ ୬୭ ହଜାର ୨୦୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୩୩୦ ଆକ୍ରାନ୍ତଙ୍କ…

corona death
ହଠାତ୍‌ ବଢ଼ିଗଲା କରୋନା ମୃତ୍ୟୁ ସଂଖ୍ୟା

ପାଟନା: ଦେଶରେ ଦୈନିକ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଆଜି ଦୈନିକ ମୃତ୍ୟୁ ହାର ରେକର୍ଡ ପାର୍ କରିଛି। ୨୪ ଘଣ୍ଟାରେ ୬ ହଜାର ୧୪୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଏହି ନୂଆ ମୃୃତ୍ୟୁ ହାର ସହ ଦେଶରେ…

corona
୨୪ ଘଣ୍ଟାରେ ୯୪ ହଜାର ନୂଆ ସଂକ୍ରମିତ ଚିହ୍ନଟ, ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ : କମୁଛି ସଂକ୍ରମଣ । ଦେଶରେ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ସମସ୍ତ ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ସଂକ୍ରମଣ କମୁଥିଲେ ମଧ୍ୟ ଦେଶରେ…

newborn corona
ଏତେ ସହଜରେ ସଂକ୍ରମିତ ହେବେନି ଶିଶୁ, ମାସ୍କ ପିନ୍ଧାଇବା ବି ଜରୁରୀ ନୁହେଁ..

ଭୁବନେଶ୍ୱର: ଗର୍ଭାବସ୍ଥାରେ ମା’ କରୋନା ଆକ୍ରାନ୍ତ ଥିଲେ ଛୁଆ ଆକ୍ରାନ୍ତ ହେବ, ତାହା ଜରୁରୀ ନୁହେଁ । ଛୋଟ ପିଲାଙ୍କୁ ମାସ୍କ ପିନ୍ଧାଇବା ବି ଆବଶ୍ୟକତା ନାହିଁ । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ଛୁଆ ଜନ୍ମ…

corona test
ଆଜି ବି ଲକ୍ଷେ ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ବାହାରିଲେ ୯୨,୫୯୬ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନ ଯେତିକି ଜୋରଦାର କରାଯାଉଛି, କରୋନାର ପ୍ରଭାବ ସେତିକି କମୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ୨ୟ ଦିନ ପାଇଁ ଦେଶରେ ଲକ୍ଷେ ତଳକୁ ରହିଛି କରୋନା ସଂକ୍ରମଣର ହାର । ଦିନକରେ ୯୨ ହଜାର ୫୯୬ ପଜିଟିଭ…

corona testing
ଦେଶରେ ଲକ୍ଷେରୁ ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ମଚାଇବା ପରେ ଆସିଛି ଆଶ୍ୱସ୍ତିମୂଳକ ଖବର। ଗତ ୬୩ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଲକ୍ଷେରୁ ତଳକୁ ଖସିଲା ଦୈନିକ ସଂକ୍ରମଣ। ଗତ ୬୩ ଦିନ ମଧ୍ୟରେ ପ୍ରଥମ ଥର…

corona death
ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ କାହିଁକି ବ୍ରେକ୍ ଲାଗୁନି? ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମୁଛି। ଟେଷ୍ଟ ପଜେଟିଭିଟି ରେଟ ବି କମୁଛି। ଆଉ ୭ ରୁ ୮ ଦିନ ଭିତରେ ଆମେ ଗୋଟିଏ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ବହୁତ ରହିଛି ଓ ସଂକ୍ରମଣ ହାର ୫ପ୍ରତିଶତ ତଳକୁ…

C CORONA
ଦେଶରେ କମୁଛି କରୋନା ସଂକ୍ରମଣ: ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେକୁ ଖସିଲା

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ।  ଦୈନିକ ସଂକ୍ରମଣରେ ଘଟୁଛି ଦ୍ରୁତ ଅବନତି । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି…

Lav agrawal
ଏବେ ଦେଶରେ ପଜିଟିଭିଟି ହାର ୭.୨୭ ପ୍ରତିଶତ ରହିଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ସେପଟେ, ଦେଶରେ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ ନେଇଛି କରୋନା ।  ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୭୦୨କୁ ବୃଦ୍ଧି ପାଇଛି ।

antibody cocktail
୩ ହଜାର ତଳକୁ ଖସିଲା ମୃତ୍ୟୁ ହାର; ଆଖି ବୁଜିଲେ ୨,୮୮୭ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି। କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି।  ଆଜି ୨ ହଜାର ୮୮୭ ସଂକ୍ରମିତଙ୍କ…

corona
ଗତ ୨୪ ଘଣ୍ଟାରେ ପୁଣି ୧ ଲକ୍ଷ ୩୨ ହଜାର ୭୮୮ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛ ସଂକ୍ରମଣ, ତା ସହ କମୁଛି ମୃତ୍ୟୁ ସଂଖ୍ୟା । ଆଉ ଅନ୍ୟପଟେ ବଢ଼ୁଛି ସୁସ୍ଥତା ହାର । ଗତ ୨୪ ଘଣ୍ଟାରେ ପୁଣି ୧ ଲକ୍ଷ ୩୨ ହଜାର ୭୮୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ…

corona -123
ଦେଶରେ କରୋନା ସଂକ୍ରମଣ କମୁଛି; ମୃତ୍ୟୁ ହାର ଏବେ ବି ୩ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ଵିତୀୟ ଲହର ପ୍ରଭାବ ଆସ୍ତେ ଅସ୍ତେ କମୁ୍‌ଥିବା ଲକ୍ଷ୍ୟ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟ…

covid-1
ଆଜି କରୋନାରେ ସର୍ବାଧିକ ରୋଗୀଙ୍କ ମୃତ୍ୟୁ: ଚାଲିଗଲା ୪,୫୨୯ ଜୀବନ

ନୂଆଦିଲ୍ଲୀ: ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା। ଦେଶରୁ ସଂକ୍ରମଣ ହାର ଧୀରେ ଧୀରେ କମୁଥିଲେ ହେଁ କମୁନି ମୃତ୍ୟୁ ସଂଖ୍ୟା। ଆଜି ଦେଶରେ ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ଗତ ୨୪ ଘଣ୍ଟା ମଧ୍ୟରେ ୪,୫୨୯ ଜଣ କରୋନାରେ…