ପଶ୍ଚିମ ଓଡ଼ିଶାରେ ବେଶ୍ ପରିଚିତ ଖାଦ୍ୟ “ବାଉଁଶ କରଡ଼ି ପିଠଉ”। ହୁଏତ ଏହି ଖାଦ୍ୟ ସମ୍ପର୍କରେ ବିଶେଷ ଜାଣିନଥିବେ....କିନ୍ତୁ ଏହା ଏତେ ଟେଷ୍ଟିଂ ଯେ, ଥରେ ଖାଇସେ ପାଟିରୁ ଛାଡ଼ିବ ନାହିଁ। ତେବେ ଆସନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ ହେଉଛି?