ନିଜ ବାହାଘରକୁ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଚାହାଁନ୍ତି। ହେଲେ ଅନେକ ସମୟରେ ସିକ୍ରେଟ୍ ବାହା ହୁଅନ୍ତି ସେଲିବ୍ରେଟି...ତ ପୁଣି କେତେବେଳେ ବେଶ୍ ଆଡମ୍ବରର ସହ ହୁଏ ଏମାନଙ୍କ ବାହାଘର...ତେବେ ଦେଖନ୍ତୁ ଦିନିଆର କିଛି ଚର୍ଚ୍ଚିତ ବାହାଘର
ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆଙ୍କ ଆଜି ପଡ଼ିବ ହାତଗଣ୍ଠି। କପୁର ପରିବାରରେ ଲାଗିଲାଣି ବନ୍ଧୁବାନ୍ଧବଙ୍କ ଗହଳି...ଏଇ ସମୟରେ ବାହାରିବ ବାରାଥ୍...ବିବାହ ପୂର୍ବରୁ ଶୁଭେଚ୍ଛା ଦେବା ପାଇଁ ମିଳିଲା ସୁନାର ବୁକେ ଗିଫ୍ଟ