• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

fraud-cal
ତୁମ ପିଲା ମାଟ୍ରିକ୍‌ରେ ଫେଲ୍ ହୋଇଛି। ଟଙ୍କା ଦିଅ, ପାସ୍ କରାଇ ଦେବୁ !

ବୀରମିତ୍ରପୁର: ମୁଁ କଟକ ବୋର୍ଡ ଅଫିସରୁ କହୁଛି। ଆସନ୍ତା ଜୁନ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଉଛି। ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆପଣଙ୍କ ପିଲା ସବୁ ବିଷୟରେ ପାସ୍‌ କରିଛି। କେବଳ ଗଣିତ ଓ ବିଜ୍ଞାନ ଦୁଇଟି ବିଷୟରେ…

  • Friday, 18 June 2021
kane-williamson
WTC 2021: ଭାରତ ବିରୋଧରେ ମଇଦାନକୁ ଓହ୍ଲାଇବା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ନେଲେ ଇଞ୍ଜେକ୍ସନ..

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଲଗାତାର ବର୍ଷା କାରଣରୁ ଏହି ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଛି । ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌ ହାଫ୍‌ ଟାଇମ୍‌…

ifs
ଜେଲରୁ ବାହାରିଲେ IFS ଅଭୟକାନ୍ତ ପାଠକ

ଭୁବନେଶ୍ୱର: ଜେଲରୁ ବାହାରିଲେ IFS ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ଝାରପଡ଼ା ଜେଲରୁ ମୁକୁଳିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ। ଗତ ନଭେମ୍ବର ୨୭ରେ ଭିଜିଲାନ୍ସ ଗିରଫ କରିଥିଲା। ଏହା ବ୍ୟତୀତ ତାଙ୍କ ନାଁରେ…

Lab agrwal
"ଦେଶରେ ୮୫ ପ୍ରତିଶତ କମିଲାଣି ସଂକ୍ରମଣ"

ଦେଶରେ ଲଗାତାର ଭାବରେ କମିଚାଲିଛି ସଂକ୍ରମଣ। ତେବେ ପୂର୍ବ ମାସରେ ଅର୍ଥାତ୍‌ ମେ ମାସରେ ସଂକ୍ରମଣ ଶିଖର ଛୁଇଁଥିଲା କିନ୍ତୁ ସେହିଦିନ ଠାରୁ ବର୍ତ୍ତମାନ ସମୟ ସୁଦ୍ଧା ପ୍ରାୟ ୮୫ ପ୍ରତିଶତ ସଂକ୍ରମଣ ହ୍ରାସ ପାଇଛି ବୋଲି ସୂଚନା ମିଳିଛି।

ଆର୍ଟେମିସ୍ ମିଶନର ପ୍ରଥମ ପର୍ଯ୍ୟାୟ ପାଇଁ SLS ରକେଟ୍ ପ୍ରସ୍ତୁତ

ଆମେରିକାର ସ୍ପେସ୍ ଏଜେନ୍ସି ନାସା ମହାକାଶ ସହ ଜଡିତ ଅନେକ ମିଶନରେ ନିୟୋଜିତ ଅଛି। କିନ୍ତୁ ବର୍ତ୍ତମାନ, ଚନ୍ଦ୍ର ପାଇଁ ଆର୍ଟେମିସ୍ ଅଭିଯାନ ଉପରେ ଲୋକଙ୍କ ନଜର ରହିଛି। ଚଳିତ ବର୍ଷ ଶେଷରେ, ନାସା ଏହି ମିଶନ ପାଇଁ ଏହାର ରକେଟ୍‌ସ୍ପେସ୍…

  • Friday, 18 June 2021
rain
ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: କାଲି ସକାଳ ୮ଟା ୩୦ ଯାଏଁ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ,…

Untitled-1
‘ବାବା କା ଢାବା’ର ମାଲିକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଦ୍ୟପାନ କରିବା ପରେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କାନ୍ତା ପ୍ରସାଦ। ବାବା କା ଢାବା ମାଲିକ ଦିଲ୍ଲୀର ମାଲବିୟ ନଗର…

  • Friday, 18 June 2021
Dilip-Tirkey-
ଦିଲ୍ଲୀପ ତିର୍କି ଓଡ଼ିଶା ହକି ଆଡହକ କମିଟିର ନୂଆ ଚେୟାରମ୍ୟାନ

ଭୁବନେଶ୍ୱର: ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଚେୟାରମ୍ୟାନ । ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟିର ନୂଆ ଚେୟାରମ୍ୟାନ । ସେହିଭଳି କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା ହେଲେ ସଦସ୍ୟ ଆବାହକ । ଅନ୍ୟପଟେ ଭୋଳାନାଥ ସିଂହ, ରାଜେନ୍ଦ୍ର…

high court
ରାଜ୍ୟରେ କରୋନା ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ହାଇକୋର୍ଟ ଗଲା କରୋନା ମୃତ୍ୟୁ ପ୍ରସଙ୍ଗ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ମୃତ୍ୟୁର ସଂଖ୍ୟାର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆଇନଜୀବୀ…

  • Friday, 18 June 2021
coronavirus
ବିଶ୍ୱର ୨୯ ଦେଶରେ ଠାବ ହେଲା କରୋନାର ନୂଆ ଭ୍ୟାରିଆଂଟ୍‌

କରୋନାକୁ ନେଇ WHO ବା ହୁ ବଡ଼ ମନ୍ତବ୍ୟ ଦେଇଛି। କହିଛି, ବିଶ୍ୱର ୨୯ ଦେଶରେ ପୁଣି ଥରେ କରୋନାର ନୂଆ ଭ୍ୟାରିଆଂଟ୍‌ ମିଳିଛି। ଏହି ମାରାତ୍ମକ ଭୂତାଣୁ ଦକ୍ଷିଣ ଆମେରିକାରୁ ପ୍ରଥମ ଥର ଲାଗି ଚିହ୍ନଟ ହୋଇଛି। ଆଉ ଏହାର ନାମ (Lambda) ବୋଲି କୁହାଯାଇଛି

  • Friday, 18 June 2021
exams
ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ରେଜଲ୍ଟ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ଆଜି CHSE ପକ୍ଷରୁ ସୂଚନା ଦିଆଯାଇଛି। ଏକ୍ସପର୍ଟ କମିଟି ଦେଇଥିବା ଭିତ୍ତି ଅନୁଯାୟୀ ମାଟ୍ରିକ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ…

  • Friday, 18 June 2021
nitin gadkari
୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୫୦ ପ୍ରତିଶତ କମିବ-ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଦେଶରେ ସଡକ ଦୁର୍ଘଟଣା କମିବ। ଏ ନେଇ  ଆସନ୍ତା ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୫୦ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ…

  • Friday, 18 June 2021
favipiravir
କଟକରୁ ନକଲି କରୋନା ଔଷଧ ଜବତ ଘଟଣା, କମ୍ପାନୀ ମାଲିକକୁ ଜେରା ପାଇଁ ମୁମ୍ବାଇ ଗଲା STF

କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣା । ଅଧିକ ଖୋଳତାଡ଼ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ STF ଟିମ୍ । ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବାକୁ ଗଲା ଟିମ୍ । ନକଲି କଂପାନୀ…

rathajatra
ରଥ ଯାତ୍ରା ପାଇଁ ୪ ଥର ହେବ କରୋନା ଟେଷ୍ଟ୍‌

ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ହେବ କରୋନା ଟେଷ୍ଟ। ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବା ନେଇ ସୂଚନା ମିଳିଛି।

Untitled-1
ଚୋରି କରି ଦୁଇ କଳାକାର ଗିରଫ

ମୁମ୍ବାଇ : ଚୋରି ମାମଲାରେ ମୁମ୍ବାଇ ପୋଲିସ ଦୁଇ ଟିଭି ସିରିଏଲ ଅଭିନେତ୍ରୀଙ୍କୁ ଗିରଫ କରିଛି। ପ୍ରସିଦ୍ଧ ଟିଭି ଶୋ କ୍ରାଇମ ପେଟ୍ରୋଲ ଏବଂ ଅନ୍ୟାନ୍ୟ କ୍ରାଇମ୍‌ ଶୋ’ରେ ଉଭୟ କଳାକାର ଛୋଟମୋଟ ଭୂମିକାରେ ଅଭିନୟ କରିଛନ୍ତି। କରୋନା କାଳରେ ଲକ୍‌ଆଉନ୍…

  • Friday, 18 June 2021
Drone-Delivery
ଡ୍ରୋନ୍ ମାଧ୍ୟମରେ ଫୁଡ୍ ଡେଲିଭରି କରିବ ସ୍ୱିଗି : ମିଳିଲା ମଞ୍ଜୁରୀ, ପରୀକ୍ଷା ଆରମ୍ଭ

ଡ୍ରୋନ୍ ସାହାଯ୍ୟରେ ଫୁଡ଼ି ଡେଲିଭରି କରିବ ସ୍ୱିଗି । ଅର୍ଡର ଦେବା ମାତ୍ରେ ଘରେ ଡ୍ରୋନ୍ ମାଧ୍ୟମରେ ପହଞ୍ଚିଯିବ ଖାଇବା । ଏଥିଯୋଗୁଁ ଉଭୟ ଫୁଡ ଓ ମେଡ଼ିକାଲ ପାଇଁ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସ୍ୱିଗିର ଡ୍ରୋନ୍ ଡେଲିଭରି ସହଯୋଗୀ…

  • Friday, 18 June 2021
child
ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର, ଅନ୍ତିମସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଲା ଚମତ୍କାର

ଚଣ୍ଡୀଗଡ଼: ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଥିଲେ। ପୁଅକୁ କୋଳରେ ଧରି ମୁଣ୍ଡ ଆଉଁସି କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥିଲା ମା’। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ।…

  • Friday, 18 June 2021
Untitled-1
ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

ବାଙ୍ଗାଲୁରୁ : ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏଥିରେ ଦୁଇଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି। ୧୬ଜଣିଆ ଦଳରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂଙ୍କୁ ଦଳର…

  • Friday, 18 June 2021
maoist 11
ସୁକୁମା ଜଙ୍ଗଲରେ ଏନ୍‌କାଉଣ୍ଟର: ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ

ଛତିଶଗଡ଼ ସୁକୁମା ଜିଲ୍ଲା ଚନ୍ଦାମେଟା ଜଙ୍ଗଲରେ DRG ଯବାନ ଏନ୍‌କାଉଣ୍ଟର କରିଛନ୍ତି। ଏନକାଉଣ୍ଟର୍‌ରେ ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ ହୋଇଛନ୍ତି

  • Friday, 18 June 2021
Black fungs
ପିଲାଙ୍କ ଜୀବନ ବଂଚାଇବା ପାଇଁ ଆଖି କାଢ଼ି ଦେଲେ ଡାକ୍ତର

କରୋନା ମହାମାରୀ ଲୋକଙ୍କ ନିଦ ହଜାଇଥିବା ବେଳେ ଏବେ ଟେନ୍‌ସନ୍‌ ଦେଉଛି ବ୍ଲାକ୍‌ପଙ୍ଗସ୍‌। ମହାମାରୀ ପରି ବ୍ୟାପୁଛି ଏହି ରୋଗ। ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି। ସୂଚନା ଅନୁସାରେ, ମୁମ୍ବାଇର ତିନି ଜଣ ପିଲଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ହୋଇଥିଲା।

  • Friday, 18 June 2021
arun sahoo
କୁଳପତିଙ୍କ ବୈଠକ ପରେ UG/PG ଫାଇନାଲ ପରୀକ୍ଷା ନେଇ ବଡ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ UG/PG ଫାଇନାଲ ପରୀକ୍ଷା ହେବ।  ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ଫାଇନାଲ ପରୀକ୍ଷା। ଉଚ୍ଚସ୍ତରୀୟ କୁଳପତିମାନଙ୍କ ସହ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।…

  • Friday, 18 June 2021
Untitled-1
WTC ଫାଇନାଲ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : WTC ଫାଇନାଲ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଦଳରେ ୩ଜଣ ପେସ୍ ବୋଲର ଓ ୨ ଜଣ ସ୍ପିନ୍ ବୋଲର୍ ସାମିଲ ହୋଇଛନ୍ତି । ଏହି ପ୍ଲେୟିଂ ଇଲେଭେନ୍‌ରେ ଅଛନ୍ତି ବିରାଟ କୋହଲି(କ୍ୟାପ୍‌ଟେନ୍),…

  • Friday, 18 June 2021
dmet
କରୋନାର ତୃତୀୟ ଲହରରେ କମ୍ ସଂକ୍ରମିତ ହେବେ ଶିଶୁ-ଡିଏମ୍ଇଟି

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ସେଥିପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏବେ ଆଶ୍ୱାସନା ମିଳିଛି। କରୋନାର ତୃତୀୟ ଲହରରେ ଶିଶୁମାନେ କମ୍ ସଂକ୍ରମିତ ହେବେ।  ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ…

  • Friday, 18 June 2021
Oil
ଏମିତି ଦରଦାମ୍‌ ବଢାଇଲେ, ଆମେ ବଂଚିବୁ କେମିତି?

ସାରା ଦେଶରେ କ୍ରମାଗତ ଭାବରେ ବଢୁଛି ତୈଳ ଦର। ଅନେକ ସ୍ଥାନରେ ଏବେ ୧୦୦ ଟଙ୍କା ଉପରେ ରହିଛି ତେଲ ଦର। ତେବେ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏପରି ଦରବୃଦ୍ଧିକୁ ସହଜରେ ଗ୍ରହଣ କରିନାହାନ୍ତି

  • Friday, 18 June 2021