• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

souvik
୩ ମାସ ପରେ ବେଲ୍‌ ପାଇଲେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍

ମୁମ୍ବାଇ: ଗିରଫର ୩ ମାସ ପରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍। ବୁଧବାର ମୁମ୍ବାଇର ଏନ୍‌ଡିପିଏସ୍‌ କୋର୍ଟ ସୌଭିକ୍‌ଙ୍କୁ ଜାମିନ ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ନେଇ ସୌଭିକ୍‌ଙ୍କୁ ଗରିଫ କରିଥିଲା ଏନ୍‌ସିବି(ନାର୍କୋଟିକ୍ସି କଣ୍ଟ୍ରୋଲ୍ ବ୍ୟୁରୋ)। ସେପ୍ଟେମ୍ବର ୪ ତାରିଖରେ ଏନ୍‌ସିବି ସୌଭିକ୍‌ଙ୍କ ଘରେ ରେଡ୍‌ କରିଥିଲା। ପରେ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡା ଓ ସୌଭିକ୍‌ଙ୍କୁ ଗରିଫ କରିଥିଲା ଏନ୍‌ସିବି। […]

  • Wednesday, 30 June 2021
ପେଟି ପେଟି ମଦ ବୋତଲ ଉପରେ ଚାଲିଲା ବୁଲ୍‌ଡୋଜର

ସୁରତ: ପେଟି ପେଟି ମଦ ବୋତଲ ଉପରେ ଚାଲିଲା ବୁଲ୍‌ଡୋଜର। ଆଉ ରାସ୍ତାରେ ଭାସିଲା ମଦ। ଗୁଜରାଟ ସୁରତ ସହର ନିକଟ ଅମରୋଲି ଅଞ୍ଚଳର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୁରତର ଏକାଧିକ ଅଞ୍ଚଳରୁ ଏହିସବୁ ମଦକୁ ଅବକାରୀ ଓ ପୋଲିସ୍ ବିଭାଗ ଜବତ କରିବା ପରେ ଏହାକୁ ନଷ୍ଟ କରାଯାଇଥିଲା। ରାସ୍ତା ଉପରେ ମଦ ବୋତଲ ସବୁ ରଖାଯାଇ ଏହା ଉପରେ ବୁଲ୍‌ଡୋଜର ଚଲା ଯାଇଥିଲା। ନଷ୍ଟ ହୋଇଥିବା ମଦର ମୂଲ୍ୟ ପ୍ରାୟ ୧ କୋଟି […]

  • Wednesday, 30 June 2021
aditya narayan
ଆଦିତ୍ୟଙ୍କ ରିସେପସନ୍‌ ପାର୍ଟିରେ ଡ୍ୟାନ୍ସ କଲେ ଭାରତୀ, ଭିଡିଓ ଭାଇରାଲ୍‌

ମୁମ୍ବାଇ: ପାରମ୍ପରିକ ରୀତିନୀତିରେ ବିବାହ ପରେ ଗତକାଲି ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍‌ଙ୍କ ଗ୍ରାଣ୍ଡ୍‌ ରିସେପସନ୍‌ ପାର୍ଟି ଆୟୋଜିତ ହୋଇଥିଲା।   View this post on Instagram   A post shared by Shweta Agarwal (@shweta_agarwalofficial) ରିସେପସନ୍‌ ପାର୍ଟିରେ ଆଦିତ୍ୟ କଳା ରଙ୍ଗର ସୁଟ୍‌ ସହ ଧଳା ରଙ୍ଗର ଶାର୍ଟ ପିନ୍ଧି ଥିବାବେଳେ ଶ୍ୱେତା ରେଡ୍‌ ଗାଉନ୍‌ରେ ବେଶ୍‌ ସୁନ୍ଦର ଦିଶୁଥିଲେ। ଏହି ପାର୍ଟିରେ […]

  • Wednesday, 30 June 2021