• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

odisha
ଆଜି ବିଜେପୁର ଫୈସଲା: ଆରମ୍ଭ ହେଲା ଭୋଟ୍ ଗଣତି

ଭୁବନେଶ୍ୱର: ଆଜି ଆସିବ ବିଜେପୁର ଉପନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆର୍‌ଏମ୍‌ସି ମାର୍କେଟ୍ ୟାର୍ଡରେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟ୍ ଗଣତି ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି।  ଏଥିପାଇଁ…

  • Friday, 02 July 2021
voting
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ ଆରମ୍ଭ

ବରଗଡ଼: ବିଜେପୁର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ  ମତଦାନ ପ୍ରକ୍ରିୟା ଚାଲିବ। ପ୍ରତି ବୁଥରେ ସକାଳ ସାଢେ ୫ଟାରେ ମକ୍ ପୋଲିଂ ପରେ ୭ଟାରେ ମତଦାନ ଆରମ୍ଭ ହୋଇଥିଲା। ନିର୍ବାଚନୀ…

  • Friday, 02 July 2021
bjd
ପାଟକୁରାରେ ବାଜିଲା ଶଙ୍ଖ, ଘୋଷଣା ବାକି

ପାଟକୁରା: ପାଟକୁରା ବିଧାନସଭା ଆସନକୁ ଏକରକମ ହାତେଇଛି ବିଜେଡି। ୧୮ ତମ ରାଉଣ୍ଡ ଗଣତି ଶେଷ ହେବା ପରେ ଚୂଡାନ୍ତ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ଖାଲି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା। ସେପଟେ ବିଜେଡି ଅନ୍ୟ ଦଳଠୁ ସଂଖାଧିକ ଭୋଟ୍‌ରେ…

  • Friday, 02 July 2021
oo
ବାଲେଶ୍ୱର ନିଳିଆବାଗ୍ କଣ୍ଟେନମେଣ୍ଟ ଜୋନ୍ ଅବଧି ଆଉ ୭ଦିନ ବଢ଼ିଲା

ବାଲେଶ୍ୱର: ବାଲେଶ୍ୱର ସହରର ନିଳିଆବାଗ୍ କଣ୍ଟେନମେଣ୍ଟ ଜୋନ୍ କୁ ଆହୁରି ୭ଦିନ ପାଇଁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ। ୨ ତାରିଖ ମଧ୍ୟରାତ୍ରିରେ ଏହା ଶେଷ ହେବାକୁ ଥିବାବେଳେ ଏହାକୁ ଆସନ୍ତା ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ୧୪ ଦିନ…

  • Friday, 02 July 2021
 bjp protest
ଟୋକନ ସମସ୍ୟାକୁ ନେଇ ବିଜେପିର ବିକ୍ଷୋଭ

ଟୋକନ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନର ବଲାଙ୍ଗିରରେ ସିଏସ୍ଓ ଅଫିସ ଆଗରେ ବିଜେପି ନେତା ଓ କର୍ମୀ ଧାରଣା । ଟୋକନ ଅବଧି ବଢ଼ାଇବା ସହ ଟୋକନ ଥିବା ଚାଷୀଙ୍କ ଧାନ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି।

aditya narayan marriage
୧୦ ବର୍ଷର ସମ୍ପର୍କକୁ ବିବାହର ରୂପ ଦେଲେ ଆଦିତ୍ୟ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ ୫୦ରୁ ଅଧିକ ଲୋକ ଯୋଗ ଦେଇନଥିଲେ।   View this post on Instagram   A post shared by #Shwetya my life❤❤❤ (@adiholic_till_last_breath) ଆଦିତ୍ୟ, କ୍ରିମ୍‌ ରଙ୍ଗର ଶେର୍‌ୱାନି ପିନ୍ଧି ଥିବାବେଳେ ଶ୍ୱେତା ହେଭି ୱାର୍କ ହୋଇଥିବା […]

  • Wednesday, 30 June 2021
souvik
୩ ମାସ ପରେ ବେଲ୍‌ ପାଇଲେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍

ମୁମ୍ବାଇ: ଗିରଫର ୩ ମାସ ପରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍। ବୁଧବାର ମୁମ୍ବାଇର ଏନ୍‌ଡିପିଏସ୍‌ କୋର୍ଟ ସୌଭିକ୍‌ଙ୍କୁ ଜାମିନ ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ନେଇ ସୌଭିକ୍‌ଙ୍କୁ ଗରିଫ କରିଥିଲା ଏନ୍‌ସିବି(ନାର୍କୋଟିକ୍ସି କଣ୍ଟ୍ରୋଲ୍ ବ୍ୟୁରୋ)। ସେପ୍ଟେମ୍ବର ୪ ତାରିଖରେ ଏନ୍‌ସିବି ସୌଭିକ୍‌ଙ୍କ ଘରେ ରେଡ୍‌ କରିଥିଲା। ପରେ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡା ଓ ସୌଭିକ୍‌ଙ୍କୁ ଗରିଫ କରିଥିଲା ଏନ୍‌ସିବି। […]

  • Wednesday, 30 June 2021