• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bijay
‘ମୋ ବାପାଟା ପରା, ୫/୭ ବର୍ଷ ବୁଲିବା ଭୁଲି ଯା,..ତା’ ପରେ ସାରା ଦୁନିଆ ବୁଲିବୁ..’

ରାଉରକେଲା(ପବନ ତିୱାରୀ) : ‘ହଇରେ ଆଳିଆ, କ’ଣ ଆଜି କ୍ଲାସକୁ ଡେରିରେ ଆସିଲୁ ? ….ମୋ ବାପାଟା ପରା, ଏଇ ୫/୭  ବର୍ଷ ଦୁନିଆ ଭୁଲି ଯା। ମଞ୍ଚ ଦେଖ, ଲାଇବ୍ରେରୀ ଦେଖ, ନାଟକ ଶିଖ। ଦିନ ଆସିବ, ତୁ ଦୁନିଆ ସାରା ବୁଲିବୁ…। ତାଙ୍କର ଏଇ କେଇପଦ କଥା ମୋ ଜୀବନର ଗତିପଥକୁ ବଦଳାଇ ଦେଇଛି। ବାପାଙ୍କ ପରି ଛାତ୍ରଙ୍କୁ ଏମିତି ବୁଝାଉଥିବା ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟର ପ୍ରଫେସର ବିଜୟ ମହାନ୍ତି ଆଉ ନାହାନ୍ତି। ହେଲେ […]

  • Tuesday, 06 July 2021
Corona
କଟକ ସହରରୁ ଚିହ୍ନଟ ହେଲେ ୩୪ କରୋନା ପଜିଟିଭ୍‌, ଲୋକାଲ୍‌ କେସ୍ ୮

କଟକ: କଟକ ସହରରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫ ସରକାରୀ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୨୧ ହୋମ୍ କ୍ୱାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଟି ଲୋକାଲ କେସ୍ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୨୩୬ ଜଣ ସୁସ୍ଥ ହୋଇଥିବାବେଳେ ୨୪୨ ଜଣ ଚିକିତ୍ସାଧୀନ ଅଛନ୍ତି। ୮ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 06 July 2021
କଂଗ୍ରେସ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ, ଗରିବଙ୍କୁ ନ୍ୟାୟ ମିଳିବ: ରାହୁଲ
କଂଗ୍ରେସ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ, ଗରିବଙ୍କୁ ନ୍ୟାୟ ମିଳିବ: ରାହୁଲ

ବରଗଡ଼ (ଦୀପକ ଶର୍ମା): ଆଜି ବରଗଡ଼ ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସରସରାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଚିଟ୍‌ଫଣ୍ଡ, ମାଇନିଂ, ଶୀତଳଭଣ୍ଡାର, ଚାଷୀ ସମସ୍ୟାକୁ ନେଇ ଶଶସକ ଦଳକୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ କଂଗ୍ରେସ୍‌ ସରକାର ଆସିଲେ ସବୁ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଆଙ୍କୁ ନ୍ୟାୟ ମିଳିବ ବୋଲି ରାହୁଲ କହିଥିଲେ। ସେ କହିଥିଲେ, […]

  • Tuesday, 06 July 2021
ata-kala
ଅସମ୍ଭାଳ ଭୁବନେଶ୍ୱର! ଅଟା କଳରୁ ଆଉ ୩୫ କର୍ମଚାରୀ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ସଂଗୀନ ରୂପ ଧାରଣା କଲା କରୋନା। ଆଜି କେବଳ ଦିନକରେ ୧୨୬ ପଜିଟିଭ୍ ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ ୯୩ କ୍ୱାରେଣ୍ଟିନ ସେଣ୍ଟରର ଏବଂ ୩୩ ଲୋକାଲ କଣ୍ଟାକ୍ଟ କେସ୍। ସବୁଠାରୁ ବଡ଼ କଥା ହେଲା, କରୋନା ବିରୋଧୀ ଯୁଦ୍ଧରେ କଣ୍ଟା ସାଜିଲା ମଞ୍ଚେଶ୍ୱରର ଅଟା କଳ। ସମ୍ପୃକ୍ତ ଅଟାକଳର ଆଉ ୩୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଅଟା କଳର ୨୬ କର୍ମଚାରୀ କରୋନା ଚିହ୍ନଟ ହୋଇଥିଲେ। ୨ ଦିନରେ ମୋଟ ୬୧ […]

  • Tuesday, 06 July 2021
bridge
ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ

ଭୁବନେଶ୍ୱର: ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ ରହିଛି। ବର୍ଷା ଦିନ ଆସିଥିବାରୁ ସମସ୍ତ ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ।    କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି ସମେତ ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର ସେହିଭଳି ଢେଙ୍କାନାଳରେ ଥିବା ଦୁର୍ବଳ ନଦୀବନ୍ଧରେ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। ସେହିପରି ଅନୁଗୁଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର ଏବଂ କଳାହାଣ୍ଡି, କୋରାପୁଟ ଓ ମାଲକାନଗିରରେ ମଧ୍ୟ ନଦୀ ବନ୍ଧ […]

  • Tuesday, 06 July 2021
kash
କାଶରୁ ଜଣାପଡ଼ିପାରେ କରୋନା

ଭୁବନେଶ୍ୱର: କାଶରୁ ଜଣାପଡ଼ିପାରେ କରୋନା। ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି। ନିପି ଓ RMRC ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି ଭୁବନେଶ୍ୱର RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି। ନିପି ପକ୍ଷରୁ ଏକ ଆପ୍ ଏକ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମଧ୍ୟରେ ରୋଗୀ ନିଜେ କାଶର ଅଡିଓ ରେକର୍ଡ କରିବେ। ଏହାର ପରୀକ୍ଷା କରାଯିବ। କାଶର ଶବ୍ଦରୁ ଜଣାପଡ଼ିବ ସଂପୃକ୍ତ ରୋଗୀଙ୍କୁ […]

  • Tuesday, 06 July 2021
jail
ଅଭିଯୁକ୍ତ କରୋନା ପଜିଟିଭ, ହୋମ୍‌ ଆଇସୋଲେସନ୍‌ରେ ପୋଲିସ କର୍ମଚାରୀ

ଚୌଦ୍ୱାର: ବାରଙ୍ଗ ଅଞ୍ଚଳରୁ ଗିରଫ ହୋଇ ଚୌଦ୍ୱାର ଜେଲ୍‌କୁ ପଠାଯାଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨ ଦିନ ତଳେ ବାରଙ୍ଗ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ କରୋନା ପଜିଟିଭ୍ ହୋଇଥିବା ଜଣାପଡିବା ପରେ ବାରଙ୍ଗ ଥାନା ଓ ଫାଣ୍ଡିର ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ହୋଇଛି। ଏଥିସହ ସମସ୍ତ ଷ୍ଟାଫ୍ ହୋମ୍ ଆଇସୋଲେସନ୍‌ରେ ଥିବା କଟକ DCP ସୂଚନା ଦେଇଛନ୍ତି।

  • Tuesday, 06 July 2021
phytanb
ଛେଳିଛୁଆକୁ ଗିଳିଥିବା ଅଜଗର ଉଦ୍ଧାର

ଯାଜପୁର: ଛେଳିଛୁଆକୁ ଗିଳି ଦେଇଥିବା ଏକ ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ।  ଘଟଣା ଯାଜପୁର ଜିଲ୍ଲା  ସୁକିନ୍ଦା ବନାଞ୍ଚଳ ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର। ଏଠାରେ ଏକ ଅଜଗରଟି ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା। ତୁରନ୍ତ ବନବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା। ପରେ ସ୍ନେକ୍ ହେଲ୍ପଲାଇନର ସୌମ୍ୟାଜିତ ଗ୍ରାମ ବାସୀଙ୍କ ସହଯୋଗରେ ସାପଟିକୁ ଉଦ୍ଧାର କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଅଜଗରଟିର ଲମ୍ବ […]

  • Tuesday, 06 July 2021
acs
'ରାଜ୍ୟବାସୀ ଚିନ୍ତା କରନ୍ତୁନି, କରୋନାକୁ ଆମେ ଗୋଡ଼ାଇ ଧରୁଛୁ'

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ଅନ୍ୟ ରାଜ୍ୟଙ୍କ ଠାରୁ ବହୁତ ଭଲ ଅଛି। କେସ୍‌ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା ଚିନ୍ତା କରୁନ୍ତୁନି ବୋଲି  କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ। କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କେସ୍ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ। ଆମେ କରୋନାକୁ ଗୋଡ଼େଇ […]

  • Tuesday, 06 July 2021
igp
ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି

ରାଉରକେଲା: ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି।  ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍‌ରେ ପ୍ଲାଜମା ଥେରାପି ଦିଆଯିବ।  ଏଥିପାଇଁ ସେଠାରେ ପ୍ଲାଜମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିସହ ସଂକ୍ରମଣ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର୍ ସେଣ୍ଟର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି।  […]

  • Tuesday, 06 July 2021