• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

delta varient
ବଦଳୁଛି ଡେଲ୍‌ଟା ଭାରିଏଣ୍ଟର ଲକ୍ଷଣ.. ଥଣ୍ଡା, ଜ୍ୱର ବି ଚିନ୍ତା ବଢାଇବ

ନୂଆଦିଲ୍ଲୀ: ଡେଲ୍‌ଟା ଭାରିଏଣ୍ଟ ଏବେ ସାରା ପୃଥିବୀରେ ଆତଙ୍କ ଖେଳାଇ ଦେଇଛି। କରୋନାର ଏହି ନୂଆ ଭାରିଏଣ୍ଟ କେବଳ ଦ୍ରୁତ ଗତିରେ ସଂକ୍ରମିତ ହେଉନି ବରଂ ଏହାର ଲକ୍ଷଣ ବି ଅନ୍ୟ ଭାରିଏଣ୍ଟଠାରୁ ଭିନ୍ନ  ଥିବା ଦେଖିବାକୁ ମିଳୁଛି । ଏବେ…

  • Sunday, 04 July 2021
maoists
ଛୁଟି ସାରି ଡ୍ୟୁଟିକୁ ଫେରୁ ଥିବାବେଳେ ASIଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି/ବିଜାପୁର: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଜଣେ ପୋଲିସ୍‌ ASIଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗତକାଲି ମାଓବାଦୀମାନେ ଛତିଶଗଡ଼ର ପୋଲିସ୍‌ ASI ନଗେୟା କର୍ସାଙ୍କୁ ଅପହରଣ କରି ନେଇଥିଲେ। ନଗେୟା କର୍ସା ଘରକୁ ଛୁଟିରେ ଯାଇଥିଲେ। ଗତକାଲି ଡ୍ୟୁଟିରେ ଯୋଗଦେବା ପାଇଁ ସେ କୁଟୁର ଥାନା ଫେରୁଥିଲେ। ଏହି ସମୟରେ ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଆଜି ବିଜାପୁର ଜିଲ୍ଲାର ତେନ୍ତୁଲନା ଗାଁ ନିକଟ ରାସ୍ତାରେ ମାଓବାଦୀମାନେ ASIଙ୍କୁ ଗୁଳିକରି […]

  • Sunday, 04 July 2021
china-1
ସୀମାରେ ପୁଣି ମୁହାଁମୁହିଁ ଭାରତ-ଚୀନ ସେନା ; କଡ଼ା ଜବାବ ଦେଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ପୁଣି LACରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସେନା। ପୂର୍ବ ଲଦାଖ ସୀମାରେ ଚୀନ ସେନା ଉତ୍ତେଜନା ସୃଷ୍ଟି କରିବାରୁ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଦେଶ। ଲଦାଖ ନିକଟ ପାଙ୍ଗୋଙ୍ଗ ହଦ୍ର ନିକଟରେ ଗତ ୨୯-୩୦ ତାରିଖ ମଧ୍ୟରାତ୍ରୀରେ ଏହି ସଂଘର୍ଷ ହୋଇଛି। ଦକ୍ଷିଣ ପାଙ୍ଗୋଙ୍ଗ ହଦ୍ର ନିକଟରେ ଭାରତ ସୀମାରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରିଥିଲେ। ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।  ଚୀନର ଏପରି […]

  • Sunday, 04 July 2021
prasanta
କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ ଅବମାନନା କରିବା ଅଭିଯୋଗରେ  ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା କରାଯାଇଛି।  ଜରିମାନା ଅର୍ଥ ନଦେଲେ କଡ଼ା ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ନ ଦେଲେ ୩ ବର୍ଷ ପର୍ଯ୍ୟନ୍ତ ଓକିଲାତି କରିପାରିବେନି ବୋଲି କହିଲେ ସୁପ୍ରିମକୋର୍ଟ। ଏଥି ସହିତ  ୩ ମାସ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିବ। ଆଜି ପ୍ରଶାନ୍ତ […]

  • Sunday, 04 July 2021
gold
Gold Price Today: ସୁନା ଦରରେ ବୃଦ୍ଧି, ରୂପାର ଚାହିଦା ବି ବଢ଼ୁଛି

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଆଜି ଦିନ ୧୧ଟାରେ ସୁନା ଦର Multi Commodity Exchange(MCX)ରେ ୨୪୦ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୫୧,୬୮୮ଟଙ୍କାରେ କାରବାର ଚାଲିଥିଲା। ଯଦି ଆମେ Domestic futures marketରେ ରୂପା କଥା କହିବା, ତେବେ ଆଜି ଦିନ ୧୧ଟାରେ Multi Commodity Exchange(MCX)ରେ ୧,୩୨୪ଟଙ୍କା ବୃଦ୍ଧି ସହ […]

  • Sunday, 04 July 2021
flight
ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ସମୟସୀମାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିବାକୁ Directorate General of Civil Aviation(DGCA) ପକ୍ଷରୁ କୁହାଯାଇଛି। DGCAର ଏହି ନିଷ୍ପତ୍ତି ପରେ ପୂର୍ବଭଳି ଅନ୍‌ଲକ୍‌ ୪ରେ ମଧ୍ୟ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। କେବଳ ଡିଜିସିଏ ଅନୁମତିପ୍ରାପ୍ତ କାର୍ଗୋ ଅପରେସନ ଓ ବିମାନକୁ ଉଡ଼ାଣ ପାଇଁ ଅନୁମତି ମିଳିଛି। ତେବେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ସହମତି ଭିତ୍ତିରେ […]

  • Sunday, 04 July 2021
accident
ଭୟଙ୍କର ସଡ଼କ ଦୁର୍ଘଟଣା: କିଛି ସେକେଣ୍ଡରେ ଚୁର୍‌ମାର୍‌ ହୋଇ ଜଳିଗଲା କାର୍‌, ଚାଲିଗଲା ୩ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇଥିବା ଏକ କଣ୍ଟେନର ଟ୍ରକ୍‌ ଓ କାର୍‌କୁ ଧକ୍କା ଦେବା ଫଳରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି। କଣ୍ଟେନରଟି କାର୍‌କୁ ଧକ୍କା ଦେବା ଫଳରେ କାର୍‌ରେ ଥିବା…

  • Sunday, 04 July 2021
ପ୍ରଣବ ମୁଖାର୍ଜୀ
Pranab Mukharjee Death: ପ୍ରଣବ ଦା'ଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଓ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର (Pranab Mukharjee) ଆଜି ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି, ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର […]

gdp
ରେକର୍ଡ ୨୩.୯% ତଳକୁ ଖସିଲା ଜିଡିପି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଜାରି କଟକଣାର ସାଂଘାତିକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଏପ୍ରିଲରୁ ଜୁନ୍‌ ପ୍ରଥମ ତିନିମାସରେ ଦେଶର ଡିଜିପି ଐତିହାସିକ ୨୩.୯% ତଳକୁ ଖସି ଯାଇଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ୩୫.୩୫ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୨୦୨୦-୨୧ର ପ୍ରଥମ କ୍ୱାର୍ଟରରେ ୨୬.୯୦ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି […]

  • Sunday, 04 July 2021