• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Cuttack
କଟକରେ ଦବି ଗଲା ରାସ୍ତା

କଟକ: କଟକ ସିଡିଏ ସେକ୍ଟର -୯ ନିକଟରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି। ଟନ୍‌ପେ ନିକଟରେ ରାସ୍ତାର କିଛି ଅଂଶ ଦବି ଯାଇ ଏକ ବିରାଟ ଗାତ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାରେ ଯାତାୟାତ ବନ୍ଦ କରିଦେଇଛନ୍ତି। ସୂଚନାଥାଉ କି, ଗତକାଲି ଭୁବନେଶ୍ୱର  ନିକୋପାର୍କ ଛକରୁ କଳିଙ୍ଗ ଷ୍ଟାଡିୟମ ମଝିରେ ରାସ୍ତା ଦବି ଯାଇଥିଲା। ପ୍ରାୟ  ୫ […]

  • Tuesday, 20 July 2021
puri
ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ସୁଜାତାନଗର ବାସିନ୍ଦା; ରଥଯାତ୍ରା ସମୟରୁ ଅଛନ୍ତି ଜଳବନ୍ଦୀ

ପୁରୀ: ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ପୌର ପରିଷଦ ୧ ନମ୍ବର ୱାର୍ଡ ସୁଜାତାନଗର ଅଞ୍ଚଳର ହଜାର ହଜାର ଲୋକ। ଗତ ରଥଯାତ୍ରା ସମୟରୁ ଏହି ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା। ଗତକାଲି ମଧ୍ୟରାତ୍ରିରୁ ଜାତୀୟ ରାଜପଥକୁ କଟାଯାଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ NH ଅଧିକାରୀ, ମାଜିଷ୍ଟ୍ରେଟ୍‌ ଓ ପୁଲିସ୍‌ ଉପସ୍ଥିତ ରହି ଏନଏଚକୁ ଅସ୍ଥାୟୀ ଭାବେ କାଟିଥିଲେ। ଏହା ଫଳରେ ପାଣି ନିଷ୍କାସନ ହେଉଛି। ଏହି ଅଞ୍ଚଳରୁ ପାଣି କମିଲେ ଦୀର୍ଘଦିନରୁ […]

  • Tuesday, 20 July 2021
school student
ସ୍କୁଲ୍‌ ପିଲାଙ୍କୁ ଧକ୍କା ଦେଲା ବସ୍‌; ୨ ଗୁରୁତର

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଛକରେ ସଡ଼କ ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ। ବନ୍ଧମୁଣ୍ଡା ଛକରେ ସ୍କୁଲ୍‌ ପିଲାଙ୍କୁ ଏକ ବସ୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସ୍କୁଲ ଯିବାପାଇଁ ଆଜି ସକାଳେ ୨ ଛାତ୍ର ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଜଣେ ଛାତ୍ର ଓ ତାଙ୍କର ମାଆଙ୍କ ଅବସ୍ଥା ଗୁରୁତର ଥିବାବେଳେ, ଆଉ ଜଣେ […]

  • Tuesday, 20 July 2021
paradip
ଲଗାଣ ବର୍ଷାରେ ପାରାଦୀପ ସହର ବେହାଲ

ପାରାଦୀପ: ଲଗାଣ ବର୍ଷାରେ ପାରଦୀପ ସହର ବେହାଲ। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆ ବଜାର, ମଧୁବନ, ବଡ଼ପଡ଼ିଆ, ବୃନ୍ଦାବନ କଲୋନୀ, ଜିଜେଏଆଇ କଲୋନୀ, ଭୂୟାଁ ଛକ ଅଞ୍ଚଳ ଜଳମଗ୍ନ ହୋଇଛି। ନୂଆଗଡ ପଞ୍ଚାୟତର ମୂଷାଢିଆ ଗାଁରେ ବର୍ଷା ପାଣି ଘରେ ପଶିଯାଇଥିବା ଦେଖିବାକୁ ମିଳିଛି। ସେହିପରି ପାରାଦୀପ ଗଡ ପଞ୍ଚାୟତରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏହି […]

  • Tuesday, 20 July 2021