• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

coronavirus
ଭୁବନେଶ୍ୱର: ଚିହ୍ନଟ ହେଲେ ଆଉ ୨୨, ସୁସ୍ଥ ହେଲେ ୧୫

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ରୁ ୩ଟି ହୋମ୍‌ କ୍ୱାରେଣ୍ଟିନ୍‌ ଓ ୧୯ଟି ଲୋକାଲ୍‌ କଣ୍ଟାକ୍ଟ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୧୯ ଲୋକାଲ୍‌ କଣ୍ଟାକ୍ଟ୍‌ କେସ୍ ମଧ୍ୟରୁ ୧୬ଜଣ ଏକ ଘରୋଇ ହସ୍ପିଟାଲର...

snake like creature
ଦୂରରୁ ଲାଗୁଥିଲା ସାପ, ହେଲେ ପରେ ଜଣାପଡ଼ିଲା...

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଜୀବର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ହଠାତ୍‌ ଦେଖିଲା ପରେ ଲୋକଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଛି। ଦୂରରୁ ଏହି ଜୀବଟି ସାପ ଭଳି ଦେଖାଯାଉଥିଲେ ହେଁ ପରେ ଜଣାପଡ଼ିଥିଲା ଯେ ଏହା ସାପ ନୁହେଁ। ପ୍ରଥମେ ଏହି ଜୀବକୁ...

blue wheel hospital
କୋଭିଡ୍ ଗାଇଡ୍‌ଲାଇନ୍ସ‌ ଉଲ୍ଲଘଂନ ଅଭିଯୋଗରେ ବ୍ଲୁ ହ୍ୱିଲ୍ ହସ୍ପିଟାଲ୍ ସିଲ୍‌

ଭୁବନେଶ୍ୱର: କୋଭିଡ୍ ଗାଇଡ୍‌ଲାଇନ୍ସ‌ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍‌କୁ ସିଲ୍‌ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ହସ୍ପିଟାଲ୍‌କୁ ସିଲ୍‌ କରାଯାଇଛି। ଏହାସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଛି। ଗତକାଲି ଏହି ହସ୍ପିଟାଲ୍‌ରୁ ୨୭ ଜଣ...

hirakud dam
କାଲି ଛଡ଼ାଯିବ ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟା ପରେ ଯେକୌଣସି ମୁହୂର୍ତ୍ତରେ ଖୋଲିବ ହୀରାକୁଦ ଜଳଭଣ୍ଡାର। କାଲି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବାବେଳେ ଆସନ୍ତାକାଲି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି। ସେଥିପାଇଁ ମହାନଦୀ...

sushant singh
ଯେତେବେଳେ ନିଜକୁ ଧୋନିଙ୍କ ରୂପରେ ଦେଖିଥିଲେ ସୁଶାନ୍ତ, ଏମିତି ଥିଲା ରିଆକ୍ସନ...

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ପରେ ଗୋଟିଏପଟେ ବଲିଉଡ୍‌ରେ ପରିବାରବାଦକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ, ଅନ୍ୟପଟେ ଫ୍ୟାନ୍ସମାନେ ସୁଶାନ୍ତଙ୍କ ପୁରୁଣା ସ୍ମୃତିକୁ ସୋସିଆଲ୍‌ ମିଡିଆରେ ଲଗାତାର ଭାବେ ଶେଆର୍‌ କରୁଛନ୍ତି। ସୁଶାନ୍ତଙ୍କ ପୁରୁଣା ଭିଡିଓ ଓ ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌...

asteroid
ମାଡ଼ି ଆସୁଛି ମହା ବିପଦ ! ପୃଥିବୀ ମୁହାଁ ବିରାଟକାୟ ଉଲ୍‌କା ପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ପ୍ରତି ମାଡ଼ି ଆସୁଛି ବଡ଼ ବିପଦ। ମହାକାଶରୁ ପୃଥିବୀ ମୁହାଁ ବିରାଟକାୟ ଉଲ୍‌କା ପିଣ୍ଡ। ଆଉ କିଛି ଘଣ୍ଟା ମଧ୍ୟରେ ଏହି ଉଲ୍‌କାପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି। ଏହି ଉଲ୍‌କା ପିଣ୍ଡ ଏତେ ବେଗରେ ଆସୁଛି ଯେ ଯଦି...

coronavirus
ରାଜ୍ୟରେ ଆଉ ୨୮୨ କରୋନା ପଜିଟିଭ୍‌‌ ଚିହ୍ନଟ, ୨୬ଟି ଲୋକାଲ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଆଉ ୨୮୨  ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨୮୨  ଆକ୍ରାନ୍ତଙ୍କ ମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି...

accident
ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝା଼ଡ଼ି ଛକ ନିକଟରେ ଏକ ପ୍ରବାସୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି। ବସ୍‌ଟି ପଣ୍ଡିଚେରୀରୁ ପ୍ରବାସୀଙ୍କୁ ନେଇ ବିହାରର ପାଟନା ଯାଉଥିବାବେଳେ ଜାମୁଝା଼ଡ଼ି ଛକ ନିକଟରେ ବସ୍‌ଟି ଟ୍ରକ୍‌କୁ ପଛରୁ ଧକ୍କା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।