• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା : ଭାରତୀୟ ନିର୍ବାଚନ କମିଶନଙ୍କୁ ଚରମପତ୍ର ଦେଲେ ଅଭିଯୋଗକାରୀ
ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା : ଭାରତୀୟ ନିର୍ବାଚନ କମିଶନଙ୍କୁ ଚରମପତ୍ର ଦେଲେ ଅଭିଯୋଗକାରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା। ପ୍ରସଙ୍ଗରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଚରମପତ୍ର ଦେଲେ ଅଭିଯୋଗକାରୀ। ହିଞ୍ଜିଳି ବିଧାନସଭା ଆସନର ପରାଜିତ ପ୍ରାର୍ଥୀ ଆବେଦନକାରୀ ସୁବାସ ମହାପାତ୍ର ନିର୍ବାଚନ କମିସନଙ୍କୁ ଦେଇଥିବା ଚଠିରେ ୩ ଦିନ ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ମାଗିବାକୁ ଲେଖିଛନ୍ତି। ଏଥିରେ ବ୍ୟତିକ୍ରମ ହେଲେ ଫୌଜଦାରୀ ମାମଲା କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ସୁବାସ। ସେ କହିଛନ୍ତି,ତ୍ୱରିତ ତଦନ୍ତ କରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନ ଅକ୍ଟୋବର ୨୭ରେ […]

  • Thursday, 10 June 2021
ରାଜ୍ୟରେ ଆଉ ୧୨ଟି ଅଣବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ
ରାଜ୍ୟରେ ଆଉ ୧୨ଟି ଅଣବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ଟି ବନ୍ଦର ପ୍ରତିଷ୍ଠା ପାଇଁ ଦିଆଯାଇଛି ପ୍ରସ୍ତାବ। ଆଜି ବିଧାନସଭାରେ ବାଣିଜ୍ୟ ମନ୍ତ୍ରୀ ନୃସିଂହ ସାହୁ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୧୨ଟି ଅଣବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସେଥିରୁ ବାଲେଶ୍ୱରରେ ୪ଟି, ଗଞ୍ଜାମ, ଭଦ୍ରକ ଓ ପୁରୀରେ ୨ଟି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଗୋଟିଏ ଲେଖାଏଁ ବନ୍ଦର ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ପ୍ରସ୍ତାବିତ ୧୨ଟି ମଧ୍ୟରୁ ଭଦ୍ରକର ଚୁଡ଼ାମଣିରେ ପ୍ରତିଷ୍ଠା […]

  • Thursday, 10 June 2021
ଟ୍ରାନ୍ସ ବିଚ୍‌ ଫେଷ୍ଟିଭାଲ୍‌ : ପୁରୀ ବେଳାଭୂମି ସୌନ୍ଦର୍ଯ୍ୟକରଣ ଉଦ୍ୟମକୁ ପ୍ରଶଂସା କଲେ ବ୍ୟାଡ୍ ମ୍ୟାନ୍‌
ଟ୍ରାନ୍ସ ବିଚ୍‌ ଫେଷ୍ଟିଭାଲ୍‌ : ପୁରୀ ବେଳାଭୂମି ସୌନ୍ଦର୍ଯ୍ୟକରଣ ଉଦ୍ୟମକୁ ପ୍ରଶଂସା କଲେ ବ୍ୟାଡ୍ ମ୍ୟାନ୍‌

ପୁରୀ : ପୁରୀ ବେଳାଭୂମିରେ ଆରମ୍ଭ ହୋଇଛି ୫ମ ଆନ୍ତର୍ଜାତିକ ଟ୍ରାନ୍ସ ଫେଷ୍ଟିଭାଲ୍‌। ଏହି ଉତ୍ସବରେ ଗତ ଶୁକ୍ରବାର ଦିନ ବଲିଉଡର ବ୍ୟାଡ୍ ମ୍ୟାନ୍‌ ଶକ୍ତି କପୁର ଯୋଗ ଦେଇଥିଲେ। ତାଙ୍କର ନିଆରା ଶୈଳୀରେ ଡାଇଲଗ୍ ସେଠାରେ ଉପସ୍ଥିତ ଲୋକଙ୍କ ମନ ମୋହିଥିଲା। ଶକ୍ତି କପୁର ପୁରୀ ବେଳାଭୂମିର ପରିଷ୍କାର ପରିଚ୍ଛନ୍ନତା ଦିଗରେ ପ୍ରଶାସନ ଓ ଲୋକଙ୍କ ଉଦ୍ୟମକୁ ଖୁବ୍ ପ୍ରଶଂସା କରିଥିଲେ। ପ୍ରଥମ ସନ୍ଧ୍ୟାରେ ଋଷିଆର କଳାକାରଙ୍କ ଦ୍ୱାରା ରାଧାକୃଷ୍ଣଙ୍କ ଯୁଗଳ ନୃତ୍ୟ ଦର୍ଶକଙ୍କୁ ବିମୋହିତ […]

  • Thursday, 10 June 2021
ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଆସନ୍ତାକାଲିଠୁ ଭୁବନେଶ୍ୱରରେ ହେବ ଫୁଟବଲ ମହାସମର ସୁପର କପ ଫୁଟବଲର ପ୍ରି-କ୍ୱାର୍ଟର ମ୍ୟାଚ। ଲଢେଇ ହେବ ଦେଶର ୧୬ଟି ଟପ୍‌ ଫୁଟବଲ କ୍ଲବ ମଧ୍ୟରେ। ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇୟାନ୍ ଏଫସି ଏବଂ ଆଇଜଲ ଏଫସି। ଇଣ୍ଡିଆନ୍ ସୁପର ଲିଗର ଟପ୍ ୮ଟି କ୍ଲବ ଏବଂ ଆଇ- ଲିଗର ଟପ୍ ୮ଟି କ୍ଲବକୁ ନେଇ ଖେଳାଯିବ ସୁପର କପ ଫୁଟବଲ।  ନକ୍ ଆଉଟ ଭିତ୍ତିରେ  ଖେଳାଯିବ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ। ସୁପର କପ୍ […]

  • Thursday, 10 June 2021
ଗ୍ରାମାଞ୍ଚଳ, ସପିଂ କଂପ୍ଲେକ୍ସ ଓ ମଲ୍‌ରେ ମଦ ଦୋକାନ ଖୋଲିବାକୁ ଏଣିକି ମିଳିବନି ଅନୁମତି
ଗ୍ରାମାଞ୍ଚଳ, ସପିଂ କଂପ୍ଲେକ୍ସ ଓ ମଲ୍‌ରେ ମଦ ଦୋକାନ ଖୋଲିବାକୁ ଏଣିକି ମିଳିବନି ଅନୁମତି

ଭୁବନେଶ୍ୱର : ନୂଆ ମଦ ଦୋକାନ ଖୋଲିବା ନିୟମକୁ କଡ଼ାକଡି କଲେ ରାଜ୍ୟ ସରକାର। ଏଣିକି ରାଜ୍ୟରେ ସପିଂ କମ୍ପ୍ଲେକ୍ସ, ମଲ୍ ଓ  ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ତେବେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ ସରକାର ଦୋକାନ ଖୋଲିବାକୁ ଲାଇସେନ୍ସ ଦେବେ। ସପିଂ ମଲ୍‌ରେ ଯଦି ତାରକା ହୋଟେଲ ଥିବ ତେବେ ସଂପୃକ୍ତ ହୋଟେଲକୁ ଲାଇଲେନ୍ସ ମିଳିପାରିବ। ସେହିପରି ଗ୍ରାମାଞ୍ଚଳର କୌଣସି ହୋଟେଲରେ ଯଦି ଅତି କମ୍‌ରେ ୬ ରୁମ୍‌ ବିଶିଷ୍ଟ […]

  • Thursday, 10 June 2021
ନ୍ୟାୟପାଳିକାରେ ସରକାରଙ୍କ ହସ୍ତକ୍ଷେପ ଅଭିଯୋଗ ବିବାଦ : CJIଙ୍କୁ ଜଷ୍ଟିସ ଚେଲମେଶ୍ୱରଙ୍କ ଚିଠି ପରେ ହଟଚମଟ
ନ୍ୟାୟପାଳିକାରେ ସରକାରଙ୍କ ହସ୍ତକ୍ଷେପ ଅଭିଯୋଗ ବିବାଦ : CJIଙ୍କୁ ଜଷ୍ଟିସ ଚେଲମେଶ୍ୱରଙ୍କ ଚିଠି ପରେ ହଟଚମଟ

ଭୁବନେଶ୍ୱର : ନ୍ୟାୟପାଳିକା-ସରକାର ମଧୁଚନ୍ଦ୍ରିକା ଗଣତନ୍ତ୍ର ପାଇଁ ବିପଦ। ନ୍ୟାୟପାଳିକାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟର ନମ୍ବର ଟୁ ବିଚାରପତି କେ. ଚେଲମେଶ୍ୱର, ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଲେଖିଥିବା ଏ ସମ୍ପର୍କିତ ଚିଠିକୁ ନେଇ ଏବେ ସାରା ଦେଶରେ ଚାଲିଛି ଜୋରଦାର ଚର୍ଚ୍ଚା। ଆଲୋଚନା ଏମିତି କି ଏହା ଉପରେ ବିଚାର ଲାଗି ସୁପ୍ରିମକୋର୍ଟଙ୍କ ପୂର୍ଣ୍ଣ ବେଞ୍ଚ ଡକାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ଚେମେଲେଶ୍ୱର। ସେହି ଚିଠିର ଗୋଟିଏ ଲେଖାଏଁ […]

  • Thursday, 10 June 2021
ବାଲ୍‌କୋନିରୁ ଖସି ପଡ଼ି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ବାଲ୍‌କୋନିରୁ ଖସି ପଡ଼ି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ସଫ୍ଟୱେୟାର ସଂସ୍ଥାର ମହିଳା କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଭୁବନେଶ୍ୱର ଶ୍ରୀବିହାରର ଏକ ଆପାର୍ଟମେଣ୍ଟରରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ଜିଜ୍ଞାସା ମିଶ୍ର। ହେଲେ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ବିଡିଏ ଅଞ୍ଚଳରେ ନିଜ ବାପାଙ୍କ ଘରେ ରହୁଥିଲେ ଜିଜ୍ଞାସା। ତାଙ୍କର ବୈବାହିକ ଜୀବନ ମଧ୍ୟ ଠିକ୍ ନଥିବା ଜଣାପଡ଼ିଛି। ଅନେକ ସମୟରେ ତାଙ୍କୁ ବିଭିନ୍ନ ପାର୍ଟିରେ ଦେଖିବାକୁ ମିଳିଥାଏ। ପରିବାର […]

  • Thursday, 10 June 2021
ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା
ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା। ପ୍ରଚାର ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି।  ଅଭିଯୋଗ ଅନୁସାରେ, ଗତକାଲି ୭ନମ୍ବର ଓ୍ୱାର୍ଡରେ ବିଜେପି କର୍ମୀମାନେ ପ୍ରଚାର କରୁଥିଲେ। ଏହି ସମୟରେ କିଛି ବିଜେଡି କର୍ମୀ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଏନେଇ ଉଭୟ ଦଳ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି। […]

  • Thursday, 10 June 2021
ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ଗଲା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ
ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ଗଲା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ

ଭୁବନେଶ୍ୱର : ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ଗଲା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ। ସୁଶାନ୍ତକୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଛି। କଟକ ସଦର ଥାନା ପୋଲିସର ଆବେଦନକୁ ଗ୍ରହଣ କରି ଗତକାଲି କଟକ JMFC କୋର୍ଟ ସ୍ଥାନାନ୍ତର ନେଇ ଅନୁମତି ପ୍ରଦାନ କରିଥିଲେ। କଟକ ସଦର ଥାନା ସୁଭଦ୍ରାପୁର ବିଜନ ପାଲ ଗୁଳିକାଣ୍ଡ ମାମଲାରେ ସୁଶାନ୍ତର ସଂପୃକ୍ତି ଥିବା ନେଇ ଜଣାପଡିବା ପରେ ସଦର ଥାନା ପୋଲିସ ସୁଶାନ୍ତକୁ ସ୍ଥାନାନ୍ତର ପାଇଁ […]

  • Thursday, 10 June 2021
ଚାନ୍ଦିଲିରୁ ଜାଲ ନୋଟ ଜବତ, ୩ ଜଣ ଗିରଫ
ଚାନ୍ଦିଲିରୁ ଜାଲ ନୋଟ ଜବତ, ୩ ଜଣ ଗିରଫ

ରାୟଗଡ଼ା : ରାୟଗଡ଼ା ଚାନ୍ଦିଲିରୁ ଜାଲ ନୋଟ ଜବତ। ଏଠାରେ ଜାଲନୋଟ କାରବାର କରୁଥିବା ଅଭିଯୋଗରେ ବାପ ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି ଚାନ୍ଦିଲି ପୋଲିସ। ଗିରଫ ଅଭିଯୁକ୍ତ ହେଲେ କୋଲନରା ଗାଁର ରଞ୍ଜନ ଜେନା, ତାଙ୍କ ପିତା ଦଶମନ୍ତ ଜେନା ଏବଂ ପୁଟାସିଂ ଗାଁର ରାଜକୁମାର ପାଣି। ଗତକାଲି ରାତିରେ ଏମାନେ ଜିଞ୍ଜଲିବାଡ଼ି ଗାଁରେ ଚୈତ୍ର ଯାତ୍ରା ଚାଲିଥିବା ବେଳେ ବିଭିନ୍ନ ଦୋକାନରେ ଜାଲ ନୋଟ ବଦଳ କରୁଥିଲେ। ସନ୍ଦେହ କରି ଲୋକେ […]

  • Thursday, 10 June 2021
ଗୋଲ୍ଡ ସ୍ମଗ୍‌ଲିଂର ଭୂସ୍ୱର୍ଗ ପାଲଟିଛି ଭୁବନେଶ୍ୱର ଏୟାରପୋର୍ଟ
ଗୋଲ୍ଡ ସ୍ମଗ୍‌ଲିଂର ଭୂସ୍ୱର୍ଗ ପାଲଟିଛି ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର : ବିଦେଶୀ ସୁନା ଓ ମୁଦ୍ରା ଚୋରା କାରବାରର ଭୂସ୍ୱର୍ଗ ପାଲଟିବାକୁ ବସିଲାଣି କି ରାଜ୍ୟ ରାଜଧାନୀ ଭୁବନେଶ୍ୱର ? ଏହି ଚୋରା କାରବାର ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଗଳାବାଟ ଭାବେ ବ୍ୟବହାର କରାଯାଉଛି କି ? କାରଣ ଥରେ କି ଦୁଇ ଥର ନୁହେଁ, ଗତ ପ୍ରାୟ ୬ ମାସ ହେଲାଣି କ୍ରମାଗତ ଭାବେ ଧରାପଡୁଛି ବିଦେଶୀ ସୁନା ଏବଂ ମୁଦ୍ରା। ଦୁବାଇରୁ ଆସିଥିବା ଯାତ୍ରୀଙ୍କଠୁ ଆଜି ଜବତ ହୋଇଛି ୧୧ଶହ ୪୩ […]

  • Thursday, 10 June 2021
ଜଲଦାରେ ବେଆଇନ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ
ଜଲଦାରେ ବେଆଇନ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ

ରାଉରକେଲା  : ରାଉରକେଲା ଜଲଦାରେ ବେଆଇନ ଖାଦାନରେ ବ୍ଲାଷ୍ଟିଂ ବେଳେ ଅଘଟଣ। ଏଥିରେ ୨ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ A ବ୍ଳକ ମୁଣ୍ଡା ବସ୍ତିରେ ଥିବା ବେଆଇନ ଖାଦାନରେ ବ୍ଳାଷ୍ଟିଂ କରାଯାଉଥିଲା। ଏହି ସମୟରେ ପଥର ଏବଂ ମାଟି ଅତଡା ଖସି ପଡିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୨ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ଗୁରୁତର ୨ ଜଣଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। […]

  • Thursday, 10 June 2021
CBSE ପ୍ରଶ୍ନପତ୍ର ଲିକ୍ ଘଟଣା : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୁଣିଥରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ
CBSE ପ୍ରଶ୍ନପତ୍ର ଲିକ୍ ଘଟଣା : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୁଣିଥରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର : CBSE ବିରୋଧରେ ଆନ୍ଦୋଳନ ଓ ଅସନ୍ତୋଷ ତେଜିବାରେ ଲାଗିଛି। ଭୁବନେଶ୍ୱରରେ ସିବିଏସ୍ଇ ଅଫିସ୍ ଘେରାଉ ହୋଇଛି। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୁଣିଥରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ କରିବା ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ଇସ୍ତଫା ଦାବି କରାଯାଇଛି। ଭୁବନେଶ୍ୱର ସ୍ଥିତ ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଓଡ଼ିଶା ଅଭିଭାବକ ମହାସଂଘ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛି। କେବଳ ପ୍ରଶ୍ନପତ୍ର […]

  • Thursday, 10 June 2021
ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ
ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ

ଭୁବନେଶ୍ୱର : ପୁରୀ ଓ ଶ୍ରୀମନ୍ଦିରର ଉନ୍ନତୀକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।  ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ଉତ୍ତର, ଦକ୍ଷିଣ ଓ ଏମାର ମଠର ଉନ୍ନତୀକରଣ, ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତି, ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍କନ୍ଦ ପୁରାଣ ସଂପର୍କିତ ଚିତ୍ର, ବାହାର ବେଢ଼ାରେ ଜଗନ୍ନାଥଙ୍କୁ ନେଇ ଓଡ଼ିଶା ଇତିହାସ ଚିତ୍ର, ଜଗନ୍ନାଥ ବଲ୍ଲଭ ମଠର ଉନ୍ନତି, […]

  • Thursday, 10 June 2021
ବିଧାନସଭା ବଜେଟ୍ ଅଧିବେଶନ : ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ 
ବିଧାନସଭା ବଜେଟ୍ ଅଧିବେଶନ : ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ 

ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନରେ ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ।  ବିରୋଧୀ ମାନେ ୩ଦିନ ହେଲା ଦାବି କରୁଥିବା ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଲୋକାୟୁକ୍ତ ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରାଯାଉଛି ଏବଂ ଏଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।  ଆଜି ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଏବଂ  ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରସଙ୍ଗକୁ […]

  • Thursday, 10 June 2021
୨୭ ହୋଟେଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସରକାର
୨୭ ହୋଟେଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ଅଭିଯୋଗରେ ଚଳିତ ବର୍ଷ ରାଜ୍ୟର ୨୭ଟି ହୋଟେଲ୍‌କୁ ବନ୍ଦ କରିବା ପାଇଁ ନୋଟିସ୍ ଜାରି ହୋଇଛି। ହୋଟେଲରୁ ବାହାରୁଥିବା ଅପରିଷ୍କାର ଜଳ ବିଶୋଧନ କରା ନ ଯାଇ ନିଷ୍କାସନ କରାଯାଉଛି। ଫଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ହୋଟେଲ୍‌ଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ୨୭ଟି ହୋଟେଲ ମଧ୍ୟରୁ ଗୋଟିଏ ହୋଟେଲ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାଲୁଥିବା ବେଳେ ୧୧ଟି […]

  • Thursday, 10 June 2021
ଚଳିତ ବର୍ଷ ଓଡ଼ିଶାରେ ହାତୀ ଆକ୍ରମଣରେ ୮୨ ଜଣଙ୍କ ମୃତ୍ୟୁ ଘଟିଛି
ଚଳିତ ବର୍ଷ ଓଡ଼ିଶାରେ ହାତୀ ଆକ୍ରମଣରେ ୮୨ ଜଣଙ୍କ ମୃତ୍ୟୁ ଘଟିଛି

ଭୁବନେଶ୍ୱର : ଚଳିତ ୨୦୧୭-୧୮ବର୍ଷରେ ଫେବୃୟାରୀ ମାସ ସୁଦ୍ଧା ହାତୀ ଆକ୍ରମଣରେ ୮୨ ଜଣଙ୍କ ଜୀବନ ଯାଇଛି। ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ୫୩ଜଣ। ଏଥିସହ ରାଜ୍ୟରେ ୧ହଜାର ୧୧୯ଟି ଘର ଭାଙ୍ଗିଛି, ୨୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି ଓ ପ୍ରାୟ ୫ହଜାର ୪୦୨ ଏକର ଫସଲ ନଷ୍ଟ ହୋଇଛି। ବିଧାନସଭା ବଜେଟ୍ ଅଧିବେଶନ ପ୍ରଶ୍ନକାଳରେ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ଉତ୍ତର ରଖିଛନ୍ତି। ଏହି ଉତ୍ତର ଅନୁସାରେ, ହାତୀ ଆକ୍ରମଣରେ […]

  • Thursday, 10 June 2021
ସିବିଏସ୍ଇର ୨ଟି ପରୀକ୍ଷା ପୁଣି ଥରେ କରିବାକୁ ନିଷ୍ପତ୍ତି
ସିବିଏସ୍ଇର ୨ଟି ପରୀକ୍ଷା ପୁଣି ଥରେ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର : CBSE  ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଗଣିତ ପେପର ଓ ଦ୍ୱାଦଶ ଶ୍ରେଣୀ ଇକୋନମିକ୍ସ ପେପର ପୁନର୍ବାର ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା କେବେ ହେବ ବୋର୍ଡ ୱେବ୍‌ସାଇଟ୍‌ରେ ସପ୍ତାହକ ମଧ୍ୟରେ ଜଣାଇ ଦିଆଯିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରଣ ବିଭାଗ ସୂଚନା ଦେଇଛନ୍ତି। ପରୀକ୍ଷା ପରିଚାଳନା ବେଳେ କେତେକ ଅନିୟମିତତା ହୋଇଥିବା ବୋର୍ଡ ନଜରକୁ ଆସିଥିଲା। ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆଉ ଥରେ […]

  • Thursday, 10 June 2021
ନବରଙ୍ଗପୁର ଜିଲ୍ଲାକୁ ପଛୁଆ ଜିଲ୍ଲାରେ ସାମିଲ ପାଇଁ ଦାବି
ନବରଙ୍ଗପୁର ଜିଲ୍ଲାକୁ ପଛୁଆ ଜିଲ୍ଲାରେ ସାମିଲ ପାଇଁ ଦାବି

ଭୁବନେଶ୍ୱର : ଦେଶର ପଛୁଆ ଜିଲ୍ଲା ତାଲିକାରେ ଓଡ଼ିଶା ନବରଙ୍ଗପୁର ଜିଲ୍ଲାକୁ ସାମିଲ କରିବାକୁ ଦାବି କରିଛନ୍ତି ସାଂସଦ ବଳଭଦ୍ର ମାଝି। ଏନେଇ ସେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ନବରଙ୍ଗପୁର ଏକ ପଛୁଆ ଜିଲ୍ଲା। ଏବେ ବି ସେ ଅଂଚଳରେ ବିକାଶ ଅପହଞ୍ଚ। ତେଣୁ ନବରଙ୍ଗପୁରକୁ ପଛୁଆ ଜିଲ୍ଲା ତାଲିକାରେ ସାମିଲ କରିବାକୁ ସେ ପକ୍ଷ ରଖିଥିଲେ। ନବରଙ୍ଗପୁରକୁ ପଛୁଆ ଜିଲ୍ଲା ତାଲିକାରେ ସାମିଲ ସମ୍ପର୍କରେ ବିଚାର କରାଯିବ ବୋଲି […]

  • Thursday, 10 June 2021
କନିକା ବ୍ଲକ୍‌ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ
କନିକା ବ୍ଲକ୍‌ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା କନିକା ବ୍ଲକ୍‌ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ। ୬ଟି ସ୍ଥାନରେ ୨ହଜାର ନଡ଼ିଆ ଚାରା ଲଗାଇବା ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମକୁ ୮୭ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା।  କିନ୍ତୁ ଏଥିରୁ ମାତ୍ର ୧୦ ପ୍ରତିଶତ ଗଛ ବଞ୍ଚିଥିବା ବେଳେ ଅନ୍ୟସବୁ ଗଛ ମରିଯାଇଛି। ଦୁର୍ବଳ ଚାରା ଓ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଗଛ ମରିଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବିରେ ସାମାଜିକ କର୍ମୀମାନେ କନିକାରେ […]

  • Thursday, 10 June 2021
ସମ୍ପୂର୍ଣ୍ଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କର : ସାଂସଦ ବୈଜୟନ୍ତ ପଣ୍ଡା
ସମ୍ପୂର୍ଣ୍ଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କର : ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାରେ ସାଂସଦ ପାଣ୍ଠିରେ ସମ୍ପୂର୍ଣ୍ଣ ହୋଇଥିବା କିମ୍ବା ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଥିବା ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଜନସାଧାରଣଙ୍କ ପାଇଁ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। କିଛି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଉଦଘାଟନ କାରଣରୁ ଆରମ୍ଭ ହୋଇପାରିନାହିଁ। ତେବେ ବର୍ତ୍ତମାନ ସମୟରେ ଜନତାଙ୍କ ଜଳକଷ୍ଟ ବୃଦ୍ଧି ପାଇଥିବାବେଳେ ଆନୁଷ୍ଠାନିକ ଉଦଘାଟନକୁ ଅପେକ୍ଷା ନକରି ଏ ସମସ୍ତ ପ୍ରକଳ୍ପକୁ ଆରମ୍ଭ କରିବାକୁ ସେ ଜିଲ୍ଲାପାଳ […]

  • Thursday, 10 June 2021
ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ
ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ

ଅନୁଗୁଳ : ଭଙ୍ଗା ଦଦରା ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ। ତା ପୁଣି ବିନା ନାଉରିଆରେ। ଟିକେ ଏପଟ ସେପଟ ହେଲେ ଅଘଟଣ ଘଟିବାର ଆଶଙ୍କା। ଜଣେ ଆହୁଲା ମାରିଲେ ଆଉ ଜଣେ ଡଙ୍ଗାରୁ ପାଣି କାଢୁଛି। ଏହା ହେଉଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଜୟପୁର ଗାଁର ଅବସ୍ଥା। ଗାଁରେ ସ୍କୁଲ ନଥିବାରୁ ପଂପଣ୍ଡ ସ୍କୁଲକୁ ଏମାନେ ପଢ଼ିବାକୁ ଯାଆନ୍ତି।  ଏଥିପାଇଁ ସେମାନଙ୍କୁ ଯଉତୁକ ନଦୀ ପାରି ହେବାକୁ ପଡ଼େ। ଡଙ୍ଗା […]

  • Thursday, 10 June 2021
ପୋଖରୀକୁ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ
ପୋଖରୀକୁ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : ଜୀବନ ନେଲା ବିଜୁଳି। କେନ୍ଦ୍ରାପଡ଼ା ଜିଲ୍ଲା ଆଏବା ବ୍ରହ୍ମପୁର ଗାଁରେ ଘଟିଛି ଏହି ଘଟଣା। ଗାଁର ୨ ଜଣ ବ୍ୟକ୍ତି ପୋଖରୀରେ ପଶି ମାଛ ଧରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ପୋଖରୀ ଭିତରେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। କିନ୍ତୁ ସେମାନେ ଏ ସମ୍ପର୍କରେ ଜାଣିନପାରି ପୋଖରୀ ଭିତରକୁ ପଶିଥିଲେ। ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଦେଖନ୍ତୁ ଏହି ଭିଡ଼ିଓ-

  • Thursday, 10 June 2021
କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର
କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର

ଜୟପୁର : କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଓଡ଼ିଶା ସରକାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି କୋଟିଆ ପଞ୍ଚାୟତବାସୀଙ୍କ ସହ ସଂପର୍କ ନିବିଡ଼ ପ୍ରୟାସରେ ଆନ୍ଧ୍ର ସରକାର ଏହି କ୍ରମରେ ନେରେଡି ବାଲସା ଠାରେ ଆନ୍ଧ୍ର ପୋଲିସ ପକ୍ଷରୁ ଏକ ବିରାଟ ଜନସଂପର୍କ ଶିବିରର ଆୟୋଜନ କରାଯାଇଥିଲା। ବିଜୟନଗର ଏଏସ୍‌ପି ଦୀପକ ପଟେଲ ଏହି ଜନସଂପର୍କ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ସହ ଭଲିବଲ ମ୍ୟାଚ୍‌ର ମଧ୍ୟ ଆୟୋଜନ କରାଯାଇଥିଲା। […]

  • Thursday, 10 June 2021
କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ
କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିଜ ସମ୍ପର୍କୀୟ ଘରୁ ଫେରୁଥିବା ବେଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଡମ୍ପରରେ ବସାଇ ଗାଁରେ ଛାଡ଼ିଦେବା ଆଳରେ ୨ଜଣ ଡମ୍ପର ଡ୍ରାଇଭର ନାବାଳିକାଙ୍କୁ ବାମେବାରୀ ଥାନା ଦରିବାହାଲ ଜଙ୍ଗଲରେ ଗଣଦୁଷ୍କମ କରିଥିଲେ। ପରେ ନାବାଳିକାଙ୍କୁ ବାଂଶପାଣି ସ୍ଥିତ ଏକ କ୍ରସର ନିକଟରେ ଛାଡ଼ି ପଳାଇଥିଲେ। ନାବାଳିକା ଜଣଙ୍କ ଚେତା ଫେରିବା ପରେ ବହୁକଷ୍ଟରେ ଘରକୁ ଆସି ପରିବାର ଲୋକଙ୍କ ସହାୟତାରେ ଥାନାରେ […]

  • Thursday, 10 June 2021