ଭୁବନେଶ୍ୱର : ଇସ୍ପାତ କ୍ଷେତ୍ରରେ ନୂଅା ଅଧ୍ୟାୟ। ଏକାଦିନରେ ସ୍ୱାକ୍ଷର ହେଲା ୩୮ ଚୁକ୍ତିନାମା । ୩୯ ହଜାର ୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ। ଇସ୍ପାତ ଉତ୍ପାଦନ ପାଇଁ ଅାବଶ୍ୟକ ହେଉଥିବା ଯନ୍ତ୍ରାଂଶ ପାଇଁ ବିଦେଶୀ କମ୍ପାନୀଙ୍କ ଅାଗ୍ରହ । ମେକ୍-ଇନ୍-ଇଣ୍ଡିଅା ଅଭିଯାନକୁ ଅାଗକୁ ନେଇ ଭୁବନେଶ୍ୱରରେ ଚାଲିଛି ଇସ୍ପାତ କନକ୍ଲେଭ। ଯୋଗଦେଇଛନ୍ତି କେନ୍ଦ୍ରର ତିନି ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ । ଫୋକସରେ ଥିଲା ୨୦୧୭ର ଇସ୍ପାତ ନୀତି ଅନୁସାରେ ,୨୦୩୦ସୁଦ୍ଧା ଟାର୍ଗେଟ ଥିବା […]