• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 06 July 2021

  • Satyendu Shekher Mishra
  • 3 years ago

ଟିକା କରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସହ ହୋ-ହଲ୍ଲା, ଠେଲାପେଲା

କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି । କୋଭିଡ୍‌ର ସମସ୍ତ କଟକଣାକୁ ଫୁ’ କରି ସତେ ଯେମିତି ଟିକା ପାଇଁ ଚାଲିଛି ପ୍ରତିଯୋଗିତା । More
  • Sarbeswar
  • 3 years ago

ପ୍ରେମ ପାଇଁ ହୋଇଛି କି ଭୀମଟାଙ୍ଗୀ ହତ୍ୟାକାଣ୍ଡ?

ପ୍ରେମ ପ୍ରତାରଣାରୁ ପ୍ରଚଣ୍ଡ ପ୍ରତିଶୋଧ? ନା ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ? ଭୁବନେଶ୍ୱର ଭୀମଟାଙ୍ଗୀ ମହିଳା ହତ୍ୟାକାଣ୍ଡର କାରଣକୁ ନେଇ ଚର୍ଚ୍ଚା ଭୀମଟାଙ୍ଗୀ ଫେଜ୍ ଓ୍ୱାନରେ ରହୁଥିବା ଯାଜପୁର କୁଆଖିଆ ଅଞ୍ଚଳର ୨୬ ବର୍ଷୀୟ ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କ ହତ୍ୟାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ମିଳିପାରିନି ସ୍ପଷ୍ଟ ଚିତ୍ର More
  • Sarbeswar
  • 3 years ago

ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ଼, ଠେଲା ପେଲା ସାଙ୍ଗକୁ ହେଉଛି ପାଟିତୁଣ୍ଡ

ଟିକା ମିଳିଗଲା ତ ଭଲ କଥା, ନହେଲେ ଆାଉ ଗୋଟିଏ ଦିନର ଯୁଦ୍ଧକୁ ଅପେକ୍ଷା ରହିଛି। ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ,ହୋ ହାଲ୍ଲା ବି ହୋଇଛି। ଗତକାଲି ମଧ୍ୟ ଟିକା ପାଇଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ଅନଲାଇନ୍‌ ସହ ଅନ୍ସାଇଟ୍ ପଂଜୀକରଣ ଦ୍ୱାରା ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବାପରେ ରାଜ୍ୟବ୍ୟାପୀ ଏବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। More
  • Sarbeswar
  • 3 years ago

ରସକିଆ ପୋଲିସ କର୍ମଚାରୀ। ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ

ପୁଣି ଖାକିରେ ଲାଗିଲା କଳଙ୍କ, ଓଏପିଏଫ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ ହୋଇଛି। ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି More
  • Satyendu Shekher Mishra
  • 3 years ago

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ । More
  • Sarbeswar
  • 3 years ago

ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ କିନ୍ତୁ ବିଲ୍‌ ଆସିଛି ୫୮ ହଜାର ଟଙ୍କା

ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ।ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି, କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି ।ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ ଆସିଛି । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ପଂଚାୟତରେ। More
  • Sarbeswar
  • 3 years ago

ବ୍ୟାଙ୍କ ଅଫିସର୍‌ଙ୍କୁ ମାଇଲା କିଏ?

ଭଡା ଘରୁ ଉଦ୍ଧାର ହେଲା ବ୍ୟାଙ୍କ ଅଫିସରଙ୍କ ମୃତଦେହ। ଗଂଜାମ ସୋରଡା ଥାନା ସାରୁଅ ସାହିର ଏକ ଭଡାଘରୁ ବ୍ୟାଙ୍କ ଅଫିସର ଏନ୍. ଦେବେନ୍ଦରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେବେନ୍ଦର ସୋରଡା ପଂଜାବ ନେସନାଲ ବ୍ୟାଙ୍କରେ କ୍ଷେତ୍ର ପରିଦର୍ଶକ ଭାବେ କାର୍ଯ୍ୟ କରୁଥିଲେ More
  • Satyendu Shekher Mishra
  • 3 years ago

ଏଣିକି ବନ୍ଦ ହୋଇଯିବ ସବୁ କୋଭିଡ୍‌ କେୟାର ସେଣ୍ଟର

ଏଣିକି ବନ୍ଦ ହେବ କୋଭିଡ୍‌ କେୟାର ସେଣ୍ଟର । ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାରୀ ଓ ବେସରକାରୀ କୋଭିଡ୍ କେୟାର ସେଣ୍ଟର ଗୁଡ଼ିକ ବନ୍ଦ ହେବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଉଛି । More
  • Satyendu Shekher Mishra
  • 3 years ago

କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଲୁଚାଉ ନାହାନ୍ତି ସରକାର: ସିବିକେ ମହାନ୍ତି

ଗୋଟିଏ ଦିନରେ ଆସୁଥିବା ମୃତ୍ୟୁସଂଖ୍ୟା ସେହି ନିର୍ଦ୍ଧିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ ମୃତ୍ୟୁସଂଖ୍ୟାକୁ ଘୋଷଣା କରାଯାଉଛି ବୋଲି ସିବିକେ କହିଛନ୍ତି । ସରକାର ମୃତ୍ୟୁସଂଖ୍ୟାକୁ ଲୁଚେଇ ନାହାନ୍ତି । More
  • Rajalaxmi Sahoo
  • 3 years ago

ରିଚାର୍ଜ ନାଁରେ ବୃଦ୍ଧ ଆକାଉଣ୍ଟରୁ ୪୯ ହଜାର ଟଙ୍କା ଲୁଟ୍‌

ସୋର: ରିଚାର୍ଜ ନାଁରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଦୁର୍ବୃତ୍ତ ୪୯ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ, ରିଚାର୍ଜ ପାଇଁ ଆସିଥିବା କଲ୍‌ରୁ ଲୁଟ୍ ଅଭିଯୋଗ; ସୋର ଥାନାରେ ଏତଲା

  • Rajalaxmi Sahoo
  • 3 years ago

୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି; କର୍ଣ୍ଣାଟକ ରାଜ୍ୟପାଳ ହେଲେ ଥାୱରଚନ୍ଦ ଗେହଲଟ; ମିଜୋରାମ ରାଜ୍ୟପାଳ ହେଲେ ହରିବାବୁ କମ୍ଭଂପତି, ମଂଗୁଭାଇ ଛଗନଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ; ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ, ଶ୍ରୀଧରନ ପିଲାଇ ହେଲେ ଗୋଆ ରାଜ୍ୟପାଳ। ସତ୍ୟଦେବ ନାରାୟଣ ଆର୍ଯ୍ୟ ହେଲେ ତ୍ରିପୁରା ରାଜ୍ୟପାଳ, ରମେଶ ବୈଶ ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ; ବନ୍ଦାରୁ ଦତ୍ତାତ୍ରେୟ ହେଲେ ହରିୟାଣା ରାଜ୍ୟପାଳ

  • Rajalaxmi Sahoo
  • 3 years ago

ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହେବନି

ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହେବନି, ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ; ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କଲେ ଖାରଜ; କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍‌ଲିରେ ରଥଯାତ୍ରା ପାଇଁ ଆବେଦନ ହୋଇଥିଲା

  • Rajalaxmi Sahoo
  • 3 years ago

‘ସରକାର ମୃତ୍ୟୁ ସଂଖ୍ୟା ଲୁଚାଇ ନାହାନ୍ତି’

କୋଭିଡ ମୃତ୍ୟୁ ସଂଖ୍ୟା ପ୍ରସଙ୍ଗରେ DMET ସିବିକେ ମହାନ୍ତି କହିଲେ- ଗୋଟିଏ ଦିନରେ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦ୍ଦିଷ୍ଟ ଦିନର ନୁହେଁ। ବିଭିନ୍ନ ସ୍ତରରେ ଅଡିଟ କରାଯାଇ କୋଭିଡ ମୃତ୍ୟୁ ସଂଖ୍ୟା ଘୋଷଣା ହେଉଛି। ସରକାର ମୃତ୍ୟୁ ସଂଖ୍ୟା ଲୁଚାଇ ନାହାନ୍ତି

  • Rajalaxmi Sahoo
  • 3 years ago

  • Rajalaxmi Sahoo
  • 3 years ago

ଅଗଷ୍ଟ ଶେଷ ସୁଦ୍ଧା ସରିବ ରାଜ୍ୟର ସମସ୍ତ ଅକ୍ସିଜେନ ପ୍ଲାଣ୍ଟ କାମ

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା- ଅଗଷ୍ଟ ଶେଷ ସୁଦ୍ଧା ସରିବ ରାଜ୍ୟର ସମସ୍ତ ଅକ୍ସିଜେନ ପ୍ଲାଣ୍ଟ କାମ। ବିଦ୍ୟୁତ ଓ ମେଡିକାଲ ଗ୍ୟାସ ସପ୍ଲାଏ ସିଷ୍ଟମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଅଗଷ୍ଟ ସୁଦ୍ଧା ସରିଗଲେ ଆଉ ୩ୟ ଲହର ପାଇଁ ଅଭାବ ରହିବନି

  • Prangyan Parimita
  • 3 years ago

ସହାୟତା ଅପେକ୍ଷାରେ ଶହ ଶହ କୁନି ପିଲାଙ୍କ ଭବିଷ୍ୟତ ଗଢ଼ିଥିବା ମୀରା ଅପା

ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରତିମା ପାଢ଼ୀ, ବୟସ ୫୬ । ମୀରା ଅପା ନାଁରେ ସାରା ଓଡ଼ିଶା ତାଙ୍କୁ ଜାଣେ । ସାରା ଜୀବନ ଶିକ୍ଷକତା କରି ଶିକ୍ଷାର ଆଲୋକ ବାଣ୍ଟିଛନ୍ତି । ନିଜ ହାତରେ ଗଢିଛନ୍ତି ଶହ ଶହ କୁନୁ କୁନି ପିଲାଙ୍କ ଭବିଷ୍ୟତ । ଓଡ଼ିଶାରେ ଶିକ୍ଷା ଉପରେ ଏତେଟା ପରୀକ୍ଷା ନୀରିକ୍ଷା ହୋଇନଥିବା ସମୟରେ ବିକଳ୍ପ ଶିକ୍ଷାକୁ ନେଇ ସେ କରିଛନ୍ତି ଅନେକ ଗବେଷଣା । ପଢ଼ା ବହି, ପରୀକ୍ଷା ଓ ଶ୍ରେଣୀଗୃହରୁ ବାହାରି ପିଲାମାନଙ୍କୁ ଭିନ୍ନ ଉପାୟରେ ପାଠ ପଢେଇଛନ୍ତି । ନିଜ ହାତରେ ତିଆରି କରିଛନ୍ତି କାହିଁ କେତେ ପାଠ୍ୟ ଉପକରଣ ଏବଂ ପାଠ ପଢ଼ାଇ ତିଆରି କରିଛନ୍ତି ବଡ଼ ବଡ଼ ଅଫିସର । ପିଲାଏ ସହଜରେ ପାଠ ମନେ ରଖିବା ପାଇଁ ଲେଖିଛନ୍ତି ଅନେକ ଗପ, ଗୀତ, ପହେଲି ଓ ଧନ୍ଦା । ହେଲେ ଆଜି ସେ ଅସହାୟ ହୋଇ ପଡ଼ି ରହିଛନ୍ତି । More

  • Prangyan Parimita
  • 3 years ago

କଟକର ଯୁକ୍ତ ୩ ଛାତ୍ରୀ ଭାଗ୍ୟଶ୍ରୀ ସିଂଙ୍କ ହାତର ଯାଦୁ : ଅଦରକାରୀ ଜିନିଷରେ ପ୍ରସ୍ତୁତ କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ

ନୂଆ ରୂପ ପାଉଛି ଅଦରକାରୀ ସାମଗ୍ରୀ । ସମସ୍ତଙ୍କ ପାଇଁ ଅଦରକାରୀ, ହେଲେ ତାଙ୍କ ପାଇଁ ଅତି ଦରକାରୀ । ଫିଙ୍ଗି ଦେଉଥିବା ସାମଗ୍ରୀରେ ସେ ତିଆରି କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ । ତାଙ୍କ ହାତ ତିଆରି କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି । ତାଙ୍କ ଘରସଜା ସାମଗ୍ରୀ ଦେଖିଲେ ଯେ କେହି ଆକର୍ଷିତ ହେବ । More

  • Chandan Shishu
  • 3 years ago

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ। ରାଜ୍ୟରେ ଆଜି ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁର ଓ […] More

  • Chandan Shishu
  • 3 years ago

ଲକଡାଉନ୍‌ରେ ଖୋଲା ରହିବ ଆମିଷ ଦୋକାନ

ଭୁବନେଶ୍ୱର: ଶୁକ୍ରବାର ରାତି ୯ଟାରୁ ଆସନ୍ତା ୩୧ ଯାଏ ୪ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍। ଲକ୍‌ଡାଉନ୍‌ ସମୟରେ ବିଭିନ୍ନ କଟକଣା ଜାରି କରାଯାଇଛି। ଲକଡାଉନ୍ କଟକଣାରୁ ବାଦ୍ ନେଇ SRC ସଂଶୋଧିତ ଗାଇଡଲାଇନ୍ ଜାରି କରିଛନ୍ତି। ଲକ୍‌ଡାଉନ୍‌ରେ ଆଉ କିଛି ସାମଗ୍ରୀକୁ କଟକଣା ମୁକ୍ତ କରାଯାଇଛି। ସକାଳ ୬ରୁ ଦିନ ୧ଟା ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବ ବୋଲି ରାଜ୍ୟ ସରକାର କହିଥିଲେ। ତେବେ କେବଳ ତେଜରାତି ଓ କ୍ଷୀର ଦୋକାନକୁ ଛାଡ଼ିଦେଲେ ଅନ୍ୟ […] More

  • Chandan Shishu
  • 3 years ago

ସମାଜସେବୀ ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କଲା ଜିଆରପି

ଭୁବନେଶ୍ୱର: ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାକୁ ପ୍ରୟାସ। ମାମଲାର ତଦନ୍ତ କରୁଥିବା ଜିଆରପି ପୋଲିସ୍ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଜିଆରପି ଏକ ସ୍ୱତନ୍ତ୍ର ଟିମ୍ ଆଦିତ୍ୟଙ୍କ ସୁନ୍ଦରପଦା ସ୍ଥିତ ବାସଭବନକୁ ଯାଇ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଏହାପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଲୋକ ପାଇଲଟଙ୍କ ବୟାନ ପୁରା ମାମଲାକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଥିଲା। ଲିଙ୍ଗରାଜ ରୋଡ୍ ଷ୍ଟେସନ୍ ନିକଟ ସିସିଟିଭି ଫୁଟେଜ୍‌କୁ ତଦନ୍ତ କରି ଆଦିତ୍ୟଙ୍କୁ […] More

  • Chandan Shishu
  • 3 years ago

ଡାକ୍ତରଙ୍କୁ ଚେତାବନୀ ଦେଲେ ରାଜ୍ୟ ସରକାର; ଏସବୁ ମାନିବା ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ବେଳେ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍। ବିଭିନ୍ନ ନର୍ସିଂହୋମ୍, ଘରୋଇ କ୍ଲିନିକ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ନିୟମ ଉଲ୍ଲଂଘନ କଲେ କ୍ଲିନିକ୍ ସମେତ ଡାକ୍ତର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗାଇଡ୍‌ଲାଇନ୍ ଅନୁସାରେ କଣ ରହିଛି ନିୟମ:- ଜ୍ୱର ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଆଇସୋଲେସନ ସୁବିଧା ରହିବ। ହାତ ଧୋଇବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ। ରକ୍ତଚାପ ଉପକରଣ, ଷ୍ଟେଥୋସ୍କୋପ, […] More