• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 26 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଏବେ କଞ୍ଚା ପରିବା ରେଟ୍ ଅମୂଲମୂଲ ! ଯାହାକୁ ଧରିବ କିଲୋ ୫୦ ନହେଲେ ୮୦

ଏବେ ଅପେକ୍ଷା କେବେ କମୁଛି ପନିପରିବା ଦର, କେବେ ଖାଉଟିଙ୍କୁ ମିଳୁଛି ଆଶ୍ୱସ୍ତି? More
  • Chandan Shishu
  • 3 years ago

ବିଜେଡିକୁ ବୁମେରାଂ ହେବ କି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ?

ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଥର ଚିଠି ଲେଖିଥିଲେ ବି ଏପର୍ଯ୍ୟନ୍ତ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀର। More
  • Pramod Behera
  • 3 years ago

ପ୍ରହସନ ପାଲଟିଛି ହାତୀ ସୁରକ୍ଷା

ଖୋର୍ଦ୍ଧା ଭୁଷଣ୍ଡପୁରରେ ହାତୀ ଅଘଟଣ ଅଚାନକ ନ ଥିଲା। ବନବିଭାଗ ପାଖରେ ଆଗରୁ ଖବର ଥିଲା, ହେଲେ ତତ୍ପରତା ନ ଥିଲା। ଯେଉଁ କାରଣରୁ ୨ ହତୀଙ୍କ ଜୀବନ ଚାଲିଗଲା। More
  • Chandan Shishu
  • 3 years ago

କିଶୋର ଟିକାକରଣ ନେଇ କେନ୍ଦ୍ର ଗାଇଡଲାଇନ୍ ଅପେକ୍ଷାରେ ରାଜ୍ୟ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ବିଦେଶରେ ପୂର୍ବରୁ ଶିଶୁଙ୍କ ଟିକାକରଣ ଆରମ୍ଭ ହୋଇସାରିଛି। ଆମ ଦେଶରେ ପିଲାଙ୍କ ଟିକାକରଣ ଆରମ୍ଭ ହେଲେ ଅଭିଭାବକଙ୍କ ଆଶଙ୍କା ଦୂର ହେବ। More
  • Chandan Shishu
  • 3 years ago

ସ୍ତ୍ରୀର ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। More
  • Prangyan Parimita
  • 3 years ago

କାଲି ୧୧ଟି ଜିଲ୍ଲାରେ ଘନ କୁହୁଡି ! ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟରେ ଘନ କୁହୁଡି ସମ୍ଭାବନା । More
  • Prangyan Parimita
  • 3 years ago

ଦୂର ହେବ ଲୋ ଭୋଲଟେଜ୍ ସମସ୍ୟା : ପ୍ରାୟ ୨ ହଜାର କୋଟି ଖର୍ଚ୍ଚ କରିବେ ସରକାର

ବିଜୁଳି ଭିତ୍ତିଭୂମି ସଜାଡିବା ଆଉ ଲୋ-ଭୋଲଟେଜ୍ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଚିନ୍ତା ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବ ଉପରେ ଦୁଇ ଦିନ ପୂର୍ବରୁ ଲାଗିଛି କ୍ୟାବିନେଟ୍ ମୋହର । ନିର୍ମାଣ ହେବ ୪ଟି ଗ୍ରୀଡ More
  • Rajalaxmi Sahoo
  • 3 years ago

ସିଂହନାଥ ପୀଠ ଏବଂ ମା’ ଭଟ୍ଟାରିକା ମନ୍ଦିରରେ ୧୪୪ ଧାରା

ଓମିକ୍ରନ୍‌ର ଦ୍ରୁତ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ବଡମ୍ବାର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠ ଏବଂ ମା’ ଭଟ୍ଟାରିକା ମନ୍ଦିରରେ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। More
  • Rajalaxmi Sahoo
  • 3 years ago

ଇୟର ଫୋନ୍‌ ଲଗାଇ ବାଇକ୍‌ ଚଳାଉଛନ୍ତି କି ? ହୋଇଯାଆନ୍ତୁ, ସାବଧାନ !

ମହଙ୍ଗା ପଡ଼ିଲା ଇୟର ଫୋନ୍‌ରେ କଥା ହୋଇ ବାଇକ୍‌ ଚଲାଇବା। ଇୟର ଫୋନ୍‌ରେ କଥା ହୋଇ ବାଇକ୍‌ ଚଲାଉ ଥିବା ଅଭିଯୋଗରେ ୩୦ ହଜାର ଟଙ୍କା ଫାଇନ୍‌ କଟାଯିବା ସହ ଗାଡ଼ିକୁ ଜବତ କରାଯାଇଛି। More
  • Prangyan Parimita
  • 3 years ago

ସ୍ୱାଭିମାନ ଆଗରେ ସମ୍ପତ୍ତି ତୁଚ୍ଛ ! ପର୍ଯ୍ୟଟକଙ୍କୁ ପେଟି ଫେରାଇ ସାଧୁତାର ଭିନ୍ନ ପରିଚୟ ଦେଲେ ଶେଷଦେବ

ପୁରୀକୁ ଆସିଥିବା ନ୍ୟାସନାଲ ଜର୍ଣ୍ଣାଲିଷ୍ଟ ଫେଡେରେସନର ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଥିଲେ ଭୋପାଲର ମିଥିଲେଷ ଓ ମୋହିନୀ ଜୈନ । ହେଲେ ନିଜ ସହ ଆଣିଥିବା ଏକ କାର୍ଟୁନ ପେଟିକୁ ଅଟୋରେ ଛାଡି ସଂସ୍କୃତି ଭବନ ପରିସର ସମ୍ମିଳନୀକୁ ଚାଲିଯାଇଥିଲେ More
  • Pallipuspa Samal
  • 3 years ago

ଡିନର ପାଇଁ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ କେବେ ‘ଚିକେନ୍ ମଲାଇ ଟିକ୍କା’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ମଲାଇ ଟିକ୍କା’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ୍ ମଲାଇ ଟିକ୍କା’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ । More
  • Rajalaxmi Sahoo
  • 3 years ago

କୋଟିଆରେ ପୁଣି ଉପସ୍ଥିତି ଜାହିର କଲା ଆନ୍ଧ୍ର

ପୁଣି କୋଟିଆରେ ଆନ୍ଧ୍ରପ୍ରଦେଶ ଏହାର ଉପସ୍ଥିତି ଜାହିର କରିଛି। ଆନ୍ଧ୍ରରୁ ନେତା ଆସି କୋଟିଆରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିବା ଦେଖିବାକୁ ମିଳିଛି। More
  • Rajalaxmi Sahoo
  • 3 years ago

ହତାଶ ହୋଇପଡ଼ୁଛନ୍ତି କି ତପସ୍ୱିନୀ ? କାନ୍ଦି କାନ୍ଦି କହିଲେ- ‘ମୋତେ କଷ୍ଟ ହେଉଛି, ମୁଁ ଆଉ ପାରୁନି’

ଏପର୍ଯ୍ୟନ୍ତ ନା ସ୍ୱାମୀ ନା ଶ୍ୱଶୁର ଘର ଲୋକେ ତାଙ୍କୁ ଗ୍ରହଣ କରୁଛନ୍ତି। ଏପରିକି ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ନିକଟରେ SDJM ଆଗ୍ରାହ୍ୟ କରି ଦେଇଛନ୍ତି। ଏସବୁ ଘଟଣା ପରେ ସେ ଏକ ପ୍ରକାର ହତାଶ ହୋଇପଡ଼ିଥିବା କୁହାଯାଉଛି।  More
  • Otv Khabar Bureau
  • 3 years ago

ହାଡ଼ ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା । ଗତକାଲି ସୁନ୍ଦରଗଡ଼ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବନିମ୍ନ ପାରଦ ରେକର୍ଡ କରାଯାଇଛି । More
  • Rajalaxmi Sahoo
  • 3 years ago

ବଢ଼ିଲା ଚିନ୍ତା, ଓଡ଼ିଶାରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮କୁ ବୃଦ୍ଧି ପାଇଛି।  More
  • Rajalaxmi Sahoo
  • 3 years ago

‘ମୁଁ ସୁମିତ୍‌ଙ୍କୁ ବରବାଦ୍‌ କରିବାକୁ ଚାହୁଁନି, ମୋତେ ମୋ ସୁମିତ୍‌ଙ୍କୁ ଦେଇ ଦିଅ’

‘ଯାହାକୁ ବିଶ୍ୱାସ କରି ବାହା ହୋଇ ହାତ ଧରିଥିଲି, ସେ ହିଁ ମୋତେ ବରବାଦ୍‌ କରିବାକୁ ଚାହୁଁଛନ୍ତି। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ମୁଁ ତାଙ୍କୁ ବରବାଦ୍‌ କରିବାକୁ ଚାହେଁନି। ମୁଁ ଚାହୁଁଛି ସୁମିତ୍‌ ଫେରି ଆସନ୍ତୁ।’ଏଭଳି କାନ୍ଦି କାନ୍ଦି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଚର୍ଚ୍ଚିତ ବୋହୂ ତପସ୍ୱିନୀ ଦାଶ ଓରଫ ଡିମ୍ପଲ। More
  • Rajalaxmi Sahoo
  • 3 years ago

ଏଭଳି ସ୍ୱାମୀକୁ ଧିକ୍‌: ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ସାଙ୍ଗ ହାତକୁ ଟେକି ଦେଲା, ଶେଷରେ...

ପତି ପତ୍ନୀଙ୍କ ମଧୁର ସମ୍ପର୍କରେ ଲାଗିଲା ଦାଗ। ଯିଏ ସୁଖ, ଦୁଃଖରେ ଛିଡ଼ା ହେବା ପାଇଁ ସ୍ତ୍ରୀକୁ ବଚନ ଦେଇଥିଲେ, ଶେଷରେ ସବୁକିଛି ଭୁଲି ପିଶାଚ ସାଜିବାକୁ ମଧ୍ୟ ପଛାଇଲେ ନାହିଁ। ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ସାଙ୍ଗ ହାତରେ ଟେକି ଦେଇ ଜହ୍ଲାଦ ସାଜିଲା ସ୍ୱାମୀ। More
  • Chandan Shishu
  • 3 years ago

ବାଟବଣା ହେଲା କି ବିଜୁ ଗାଁ ଗାଡ଼ି?

ବିପଜ୍ଜନକ ଯାତ୍ରାରୁ ଲୋକଙ୍କୁ ମୁକ୍ତି ଦେବାକୁ ସାତ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ରାଜ୍ୟ ସରକାର ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ କରିଥିଲେ। More
  • Otv Khabar Bureau
  • 3 years ago

ଏବର୍ଷ ମଧ୍ୟ ଖାଁ ଖାଁରେ କଟିଲା ବଡଦିନ

ପ୍ରଭୁ ଯୀଶୁଙ୍କ ଧରାବତରଣ ପ୍ରେମ ଓ ମୈତ୍ରୀର ପ୍ରତୀକ । ଯୀଶୁଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଚର୍ଚ୍ଚ । ସାମୁହିକ ପ୍ରାର୍ଥନା ଓ ସଙ୍ଗୀତ ଗାଇ ଯୀଶୁଙ୍କ ଜନ୍ମଦିନ ପାଳିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ହେଲେ ବଡଦିନ ଉତ୍ସବ ପାଳନକୁ ଫିକା କରିଦେଇଛି କୋଭିଡ୍ କଟକଣା । More
  • Chandan Shishu
  • 3 years ago

୫ ଦିନରେ ଅଢ଼େଇ ଗୁଣା ହେଲାଣି ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟ ସରକାର ସଂକ୍ରମଣ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସେପଟେ ଅଫଲାଇନ୍ କ୍ଲାସ ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରତି ସଂକ୍ରମଣ ବିପଦ ରହିଛି। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲଗୁଡ଼ିକୁ ଆଗୁଆ ଆଲର୍ଟ ଜାରି ହୋଇଛି। More
  • Prangyan Parimita
  • 3 years ago

ସିକ୍ରେଟ୍ ଡିସ୍ ପାଲଟିଛନ୍ତି କି ବିଦେଶାଗତ ପକ୍ଷୀ ? ଟାଙ୍ଗି ଏନ୍ଏଚ୍ କଡ଼ରୁ ଶତାଧିକ ପକ୍ଷୀଙ୍କ ମୃତଦେହ ଠାବ ପରେ ଉଠିଲା ପ୍ରଶ୍ନ

ଚିଲିକା ଅଞ୍ଚଳର ହୋଟେଲ୍ ଗୁଡ଼ିକରେ ମେଲିଛି କି ବିଦେଶାଗତ ପକ୍ଷୀଙ୍କୁ ନେଇ ପ୍ରସ୍ତୁତ ଖାଦ୍ୟ ପସରା ? ପର୍ଯ୍ୟଟନ ଋ଼ତୁରେ ଢାବା ଗୁଡ଼ିକରେ ଅତିଥି ବିହଙ୍ଗ ବନିଯାଇଛନ୍ତି କି ପର୍ଯ୍ୟଟକଙ୍କ ସୁସ୍ୱାଦୁ ଖାଦ୍ୟ ? ଗରାଖଙ୍କୁ ଭିନ୍ନ ସ୍ୱାଦ ଚଖାଇ ମାଲାମାଲ୍ ହେବା ପାଇଁ ନିରୀହ ପକ୍ଷୀଙ୍କୁ ସିକ୍ରେଟ୍ ଡିସ୍ରେ ସାମିଲ କରିନାହାଁନ୍ତି ତ ଢାବା ଓ ହୋଟେଲ୍ ମାଲିକ More
  • Prangyan Parimita
  • 3 years ago

ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଅଭିଯୋଗକାରିଣୀଙ୍କ ନାମରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଗତ ବର୍ଷ ମେ’ ମାସରେ ସଦର ଥାନାରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ଯୁବତୀ ଜଣଙ୍କ ନିଜେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ୧୬୪ ସିଆର୍‌ପିସିରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। More