• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 29 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ବିଦେଶରେ ପୁଣି ଫଣା ଟେକିଲାଣି ମହାମାରୀ ! ଦୀପାବଳିରେ ବି ଲାଗିଲା କଟକଣା..

ଦୁର୍ଗାପୂଜା ପରେ ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା । ତେବେ ବିଶ୍ୱବ୍ୟାପୀ ସଂକ୍ରମଣ ହଠାତ୍ ବଢିଯିବା ପରେ ଦେଶରେ ବି ଛନକା । ତେଣୁ ଦଶହରା ପରି ଦୀପାବଳିରେ ବି କୋଭିଡ୍ ନିୟମର କଡ଼ା ଅନୁପାଳନ ଲାଗି ରାଜ୍ୟମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । More
  • Satyendu Shekher Mishra
  • 3 years ago

ସକାଳୁ ସକାଳୁ ଡ୍ରାଇଭରଙ୍କ ରଣହୁଙ୍କରା, ଆନ୍ଦୋଳନକାରୀଙ୍କୁ ଦେଖି ପୋଲି ଆକ୍ତାମାକ୍ତା..!

୧୦ ଦଫା ଦାବି ନେଇ ରାଜଧାନୀରେ ରାଜ୍ୟ ଡ୍ରାଇଭର ମହାସଂଘର ରଣହୁଙ୍କାର । ବିିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ଡ୍ରାଇଭର ଆଜି ଶାନ୍ତି ପଦଯାତ୍ରା ସହ ବଡ଼ ଧରଣର ଆନ୍ଦୋଳନ କରି ନିଜ ସମସ୍ୟା ଓ ଦାବି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । More
  • Satyendu Shekher Mishra
  • 3 years ago

ଗୋବିନ୍ଦଙ୍କ ଗୋଲକଧନ୍ଧା ଭିତରେ ମମିତା ହତ୍ୟାର ଗୁମର ଫିଟିବ କେବେ ? ନିଇତି ଆସୁଛି ନୂଆ କାହାଣୀ..

ଗୋବିନ୍ଦଙ୍କ ଗୋଲକଧନ୍ଧା ଭିତରେ ମମିତା ହତ୍ୟାର ଗୁମର ଫିଟିବ କେବେ ? ନିଇତି ନୂଆ କାହାଣୀ ଆସୁଛି ସାମ୍ନାକୁ । ବରିଷ୍ଠ ନେତା ବିଜୟ ମହାପାତ୍ର ଓ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ଏବେ ଚର୍ଚ୍ଚାରେ ମନ୍ତ୍ରୀଙ୍କ ରାୟପୁର ଘର । More
  • Sarbeswar
  • 3 years ago

ମନ୍ତ୍ରୀଙ୍କୁ ଗିରଫ ଦାବିରେ ଅଟଳ ବିରୋଧୀ, କାର୍ଯ୍ୟାନୁଷ୍ଠାନ ନହେଲେ ବଢିବ ଆନ୍ଦୋଳନ !

ମମିତା ମେହେର ହତ୍ୟା ମାମଲାରେ ପୋଲିସ କହୁଛି ମନଗଢ଼ା କାହାଣୀ। ପୁରା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ବି ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାରକୁ ଭେଟିଥିବା ବିଜେପି ମହିଳା ମୋର୍ଚ୍ଚା More
  • Sarbeswar
  • 3 years ago

୨୧ ଦିନ ହେବ ଗାତରେ ଲୁଚିଥିଲେ, ଏବେ ବାହାରିଲେ ମନ୍ତ୍ରୀ: ଲେଖାଶ୍ରୀ

ମମିତା ହତ୍ୟା ମାମଲାରେ ପ୍ରେସ୍ ବିବୃତି ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୀବ୍ର ସମାଲୋଚନା କଲା ବିଜେପି ।ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି ମନ୍ତ୍ରୀଙ୍କ ବିବୃତି, ତଦନ୍ତକୁ ବାଟବଣା କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି More
  • Satyendu Shekher Mishra
  • 3 years ago

ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଉଦ୍ଧାର ହେଲେ ଅସୁସ୍ଥ ଓଡିଆ ଯୁବକ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଅସୁସ୍ଥ ଓଡିଆ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଅସୁସ୍ଥ ଯୁବକ ବାଇଧର ଘଡାଇ ଶୁକ୍ରବାର ଓଡିଶାରେ ପହଞ୍ଚିଛନ୍ତି । More
  • Satyendu Shekher Mishra
  • 3 years ago

ମମିତା ହତ୍ୟା ମାମଲାର ୨୧ ଦିନ ପରେ ମନ୍ତ୍ରୀଙ୍କ ନିଦ ଭାଙ୍ଗିଲା, କହିଲେ କଲେଜକୁ ଯିବା କିଛି ଭୁଲ ନୁହେଁ

ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ସେ ନିଜର ମତ ରଖିଛନ୍ତି । ପ୍ରଥମେ ତ ସେ ମମିତାଙ୍କ ମୃତ୍ୟୁ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । More
  • Sarbeswar
  • 3 years ago

ଓଟିଭି ନାଁରେ ମାନହାନୀ ମାମଲା ରୁଜୁ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର: କହିଲେ....

ଓଟିଭି ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି। ଓଟିଭି, ଓଡ଼ିଶା ରିପୋର୍ଟର ଏବଂ ଅନ୍ୟ ଏକ ଚ୍ୟାନେଲ ନାଁରେ ମାମଲା ରୁଜଉ ହୋଇଛି। ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର More
  • Satyendu Shekher Mishra
  • 3 years ago

ମୁମ୍ବାଇ ଡ୍ରଗ୍ସ ମାମଲା: ରାଉରକେଲାର ମନୀଷ କହିଲେ ସେଦିନର ପୂରା ଘଟଣା..

ମୁମ୍ବାଇ କ୍ରୁଜ୍‌ ପାର୍ଟିରୁ ଗିରଫ ହୋଇଥିବା ରାଉରକେଲାର ମନୀଷ ରାଜଘରିଆ ଜାମିନ ପାଇବା ପରେ ଓଡ଼ିଶା ଫେରିଛନ୍ତି । ସେ ଓଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ତାଙ୍କୁ ସେଠାରେ ଟ୍ରାପ୍‌ କରାଯାଇଥିଲା, ଜାଣିଶୁଣି ଫସାଯାଇଥିଲା । More
  • Satyendu Shekher Mishra
  • 3 years ago

ମମିତା ମେହେର ହତ୍ୟା ମାମଲା: ମୁହଁ ଖୋଲିଲେ ଅପରାଜିତା, କହିଲେ ଯଦି ଭୁଲ ନାହିଁ ସରକାର ଡରୁଛନ୍ତି କାହିଁକି ?

ମମିତା ହତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ମମିତା ହତ୍ୟାକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ସେ ପ୍ରଶ୍ନ କଲେ । ମୁଖ୍ୟମନ୍ତ୍ରୀ ଘରୁ ପଦାକୁ ବାହାରନ୍ତୁ, ସିବିଆଇ ତଦନ୍ତ ନେଇ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ଅପରାଜିତା । More
  • Sarbeswar
  • 3 years ago

ମନ୍ତ୍ରୀଙ୍କ ରାୟପୁର ଘରେ ପହଞ୍ଚିଲା ଓଟିଭି ଟିମ୍

ମମିତା ମେହେର ହତ୍ୟାକାଣ୍ଡର ପ୍ରମୁଖ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁରସ୍ଥିତ ଘରେ ପହଞ୍ଚିଥିଲା ଓଟିଭି ଟିମ୍। ରାୟପୁରରେ ଥିବା ଘରେ ହିଁ ଦିବ୍ୟଶଙ୍କର ଗୋବିନ୍ଦ ସାହୁ ଏବଂ ମମିତାଙ୍କ ମଧ୍ୟରେ ବୁଝାମଣା କରାଇବା ଲାଗି ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ ଦୁଇ ବରିଷ୍ଠ ରାଜନେତା More
  • Sarbeswar
  • 3 years ago

ମୌନେ ସମ୍ମତିର ଲକ୍ଷଣ, ନିଜ ଦୋଷକୁ ମାନନ୍ତୁ ମନ୍ତ୍ରୀ: ଭକ୍ତ ଦାସ

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ ନ କଲେ କଳାହାଣ୍ଡିରେ ହେବ ବ୍ୟାପକ ଆନ୍ଦୋଳନ। ଆଜି ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। More
  • Satyendu Shekher Mishra
  • 3 years ago

ଆସୁଛି ଦୀପାବଳି, ହେଲେ ଦୀପ କାରିଗରଙ୍କ ଘର ଅନ୍ଧାର..

ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଉପରେ ଆଲୋକର ବିଜୟର ଏହି ପର୍ବରେ ସବୁଠି ଖୋଜା ପଡ଼େ ଦୀପ । ହେଲେ ସାରା ଦୁନିଆକୁ ଆଲୋକିତ କରିବା ପାଇଁ ଦୀପ ଯୋଗାଉଥିବା କୁମ୍ଭକାରର କୂଳ ବେଉସା ଏବେ ଅନ୍ଧାରରେ । More
  • Pallipuspa Samal
  • 3 years ago

ଜୀବନ ପାଇଁ ଗୁହାରି କଲେ ରାଜେନ୍ଦ୍ର

କେଉଁଠି ସରକାରଙ୍କ ଯୋଜନା ପାଖରେ ସାଧାରଣ ଲୋକଟିଏ ପହଁଚି ପାରୁନି ତ କେଉଁଠି ସରକାରଙ୍କ ଯୋଜନା ଗରିବ ଅସହାୟଙ୍କ ପାଇଁ ବାଟ ଭୁଲି ଯାଇଛି। ଏହାର ଅବିକଳ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଓରାଓରୀ ଗ୍ରାମର ରାଜେନ୍ଦ୍ର ସିଂ ଙ୍କ କ୍ଷେତ୍ରରେ । ଦୁଇ ବର୍ଷ ପୂର୍ବେ ଦୁର୍ଘଟଣାରେ ଶିକାର ହେଇ ଏବେବି ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ରାଜେନ୍ଦ୍ର ବଞ୍ଚିବା ପାଇଁ ଶେଷରେ ସରକାରଙ୍କ ପାଖରେ ମାଗିଛି ଜୀବନ ଭିକ୍ଷା । More
  • Otv Khabar Bureau
  • 3 years ago

ଗୀତ ଗାଇ ୟୁଟ୍ୟୁବ୍‌ରେ ଫେମସ୍‌ ହେଲେ ଆଦିବାସୀ ଝିଅ

କୁଇ ଗୀତ ଗାଇ ପାଲଟିଲେ ସୁପରହିଟ୍ ଗାୟକ । ରାୟଗଡା ନିକଟସ୍ଥ ଆଦିବାସୀ ଇଲାକାର ଶିରିଗୁଡା ଗ୍ରାମର ରୋଜାଲିନ୍‌ ହିମିରିକା । More
  • Chandan Shishu
  • 3 years ago

ବାଣ ଫୁଟିଲେ କରୋନା ବଢିବ: DMET

କୋଭିଡ୍ ନିୟମାବଳୀ ଆଧାରରେ ନିଷ୍ପତ୍ତି ନେଇ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଏସ୍ଆରସି ଶୁଣାଣି କରିବାକୁ ହାଇକୋର୍ଟ କହିଛନ୍ତି। ଏହାସହ ୨ ଘଣ୍ଟା ଭିତରେ ଅର୍ଥାତ ଦିନ ୨ଟା ସୁଦ୍ଧା ଏସ୍ଆରସି ଶୁଣାଣି ଶେଷ କରିବାକୁ ହାଇକୋର୍ଟ କହିଛନ୍ତି। More
  • Chandan Shishu
  • 3 years ago

NCB ଅଫିସରେ ହିଁ ଆର୍ୟ୍ୟନଙ୍କ ସହ ଦେଖାହୋଇଥିଲେ ରାଉଲକେଲାର ମନୀଷ

ସେ ଦିନ ରାତିରେ ଅସଲରେ କ୍ରୁଜରେ କଣ ଘଟିଥିଲା ? ଏନସିବି ରେଡ୍ ବେଳେ କଣ କଣ ମିଳିଥିଲା ? ତଦନ୍ତ ପ୍ରକ୍ରିୟାକୁ ବେଶ ନିକଟରୁ ଦେଖିଛନ୍ତି ମନୀଷ। ଏନେଇ କଣ କହିଛନ୍ତି ଜାଣନ୍ତୁ More
  • Chandan Shishu
  • 3 years ago

ଭାରତ-ପାକିସ୍ତାନ ଯୁଦ୍ଧର ମୂକସାକ୍ଷୀ ଓଡ଼ିଆ ବୀର ଅଜୟ

ଓଡ଼ିଆ ବୀର ଯବାନ ଅଜୟ ଭଞ୍ଜ। ଯିଏକି ନିଜ ଜୀବନର ୪୦ବର୍ଷ ଭାରତର ସୁରକ୍ଷା ପାଇଁ ଉତ୍ସର୍ଗ କରିଛନ୍ତି। ଆସନ୍ତୁ ଜାଣିବା ଅଜୟଙ୍କ ସେଇ ବିଜୟ କାହାଣୀ। More
  • Chandan Shishu
  • 3 years ago

ଦାବି ମାନିନିଅ, ନହେଲେ ଆଗକୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

୩୦ ଜିଲ୍ଲାର ଡ୍ରାଇଭରମାନେ ଏକାଠି ହୋଇ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରାଲିର ଆୟୋଜନ କରିଛନ୍ତି। ଏମାନେ ସମସ୍ତେ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି। More
  • Chandan Shishu
  • 3 years ago

ମମିତା ହତ୍ୟା ମାମଲା: ଘଟଣାର ଅନୁଧ୍ୟାନ ପାଇଁ ଆସୁଛି ବିଜେପି କେନ୍ଦ୍ରୀୟ ଟିମ୍

ଆଜିଠୁ ରାଜ୍ୟର ସମସ୍ତ ଥାନା ଘେରାଉ କରିବ ବିଜେପି। ୨୯, ୩୦ ଓ ୩୧ ତାରିଖ ଏହି ତିନି ଦିନ ରାଜ୍ୟର ସମସ୍ତ ୬୨୫ଟି ଥାନା ଘେରାଉ କରିବା କାର୍ଯ୍ୟକ୍ରମ ରହିଛି।  More
  • Chandan Shishu
  • 3 years ago

ବଙ୍ଗୋପସାଗରରେ ଲଘୁଚାପ: ୭ ଜିଲ୍ଲାରେ ବର୍ଷିବ

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜିଠୁ ୨ ତାରିଖ ଯାଏଁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। ୭ ଜିଲ୍ଲାରେ ବର୍ଷା ହେବ। More
  • Chandan Shishu
  • 3 years ago

Daily Horoscope,29 Oct 2021: ଜାଣନ୍ତୁ ଆଜିର ରାଶିଫଳ

ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। More
  • Satyendu Shekher Mishra
  • 3 years ago

ଚାକିରି କନେଷ୍ଟବଳର, କିନ୍ତୁ ସଂପତ୍ତି କୋଟି କୋଟିର ! ବିଭିନ୍ନ ସ୍ଥାନରେ ଦାମୀ ଫ୍ଲାଟ୍‌ ଓ ବିଲ୍ଡିଂ

ଚାକିରି କନେଷ୍ଟବଳର, କିନ୍ତୁ ସଂପତ୍ତି କୋଟି କୋଟିର । ମନୀଷ ଅନୁରାଗ ହତ୍ୟା ମାମଲାରେ ବହିଷ୍କୃତ ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ଅମାପ ସଂପତ୍ତି ଏବେ ପଦାକୁ ଆସିବାରେ ଲାଗିଛି । More
  • Satyendu Shekher Mishra
  • 3 years ago

ହଠାତ୍‌ ସହର ସାରା ଉଡ଼ିଲା ପାଉଁଶ, ଲୋକେ ନିଶ୍ୱାସ ବି ନେଇ ପାରିଲେନି

ସମ୍ବଲପୁର ଠେଲକୋଲିରେ ଥିବା JSW-ଭୂଷଣ କାରଖାନାର ପ୍ରଦୂଷଣରେ ଆକ୍ତାମାକ୍ତା ସ୍ଥାନୀୟ ବାସିନ୍ଦା । ଗତକାଲି ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିଲା ପାଉଁଶ ଝଡ଼ । More
  • Sarbeswar
  • 3 years ago

କ୍ୟାପ୍‌ଟେନଙ୍କୁ କାହିଁକି ବିଦା କରନାହାନ୍ତି ନବୀନ? କ'ଣ ରହିଛି କାରଣ ?

ମମିତା ମେହେର ଘଟଣାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ କଂପନ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ହୁଲସ୍ତୁଲ ସାରା ରାଜ୍ୟ। ହେଲେ ସରକାର ନିଦା ବିଷ୍ଣୁ । ପୂର୍ବରୁ ମହିଳା ନିର୍ଯାତନା ପ୍ରସଙ୍ଗରେ କଥା କଥାକେ ମନ୍ତ୍ରିମଣ୍ଡଳରୁ ବିବାଦାୟୀ ନେତାଙ୍କୁ ବିଦା କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ More
  • Sarbeswar
  • 3 years ago

"ଜଗନ୍ନାଥ ଧାମକୁ ଅପରାଧ ପ୍ରବଣ କରିସାରିଲେଣି ନବୀନ ସରକାର"

ମମିତା ମେହେର ହତ୍ୟା ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିରୋଧୀଙ୍କ ପକ୍ଷରୁ ଜାରି ରହିଛି ଘନ ଘନ ହୁଙ୍କାର। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ୱାଲା ଓ ପିସିସି ପ୍ରଭାରୀ ଚେଲାକୁମାର ଆଜି ମମିତାଙ୍କ ପରିବାରକୁ ଭେଟିଥିଲେ More
  • Satyendu Shekher Mishra
  • 3 years ago

ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି, ନିର୍ବାଚନ କମିଶନ ଡାକିଲେ ସର୍ବଦଳୀୟ ବୈଠକ

ଆସନ୍ତାବର୍ଷ ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ ହୋଇପାରେ ! ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜାରି ରହିଛି । ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ସଂପର୍କରେ ଆଲୋଚନା ପାଇଁ ବସିବ ସର୍ବଦଳୀୟ ବୈଠକ । More