• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 03 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ବିଧାୟକ କରିବେ ଶିକ୍ଷକଙ୍କ ବଦଳି

ଆଗକୁ ପଞ୍ଚାୟତ ନିର୍ବାଚନ ଯେଉଁଥିରେ ଶିକ୍ଷକମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଞ୍ଚାୟତ ନିର୍ବାଚନ ବୈତରଣୀ ଶିକ୍ଷକଙ୍କ ଦ୍ୱାରା ପାର ହେବା ଲାଗି ଶାସକ ଦଳ ଏପରି ହୀନ ଚକ୍ରାନ୍ତ କରିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି। More
  • Chandan Shishu
  • 3 years ago

ସାପ୍ତାହିକ ରାଶିଫଳ, ୪ ରୁ ୧୦ ଅକ୍ଟୋବର ୨୦୨୧: ଜାଣନ୍ତୁ କାହାର ବଢିବ ଆୟ, କିଏ ରହିବ ସତର୍କ ?

ଏହି ସପ୍ତାହରେ ଆପଣ ଖର୍ଚ୍ଚ ସମୟରେ ଅଧିକ ଯତ୍ନବାନ ହେବେ। ସଂଚୟ କରିବା ନେଇ ଆପଣ ସମସ୍ୟା ଦେଖାଦେବ। ବଡ଼ ବିନିଯୋଗ କରିବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡିବ କାରଣ ସେଠାରେ ଆର୍ଥିକ କ୍ଷତି ଦେଖାଦେଇପାରେ। More
  • Chandan Shishu
  • 3 years ago

ପିପିଲି ଗଡ଼ ବଜାୟ ରଖିବାର ୪ କାରଣ

ପିପିଲି ଉପନିର୍ବାଚନ ଫଳ ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ବିଜୟ, ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଆଣିବା ସହିତ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ବୁଷ୍ଟର ଭଳି କାମ କରିବ ବୋଲି କୁହାଯାଉଛି। କଂଗ୍ରେସ ଅମାନତ ହରାଉଥିବାରୁ ଆଗକୁ ଅଧିକାଂଶ ସିଟ୍‌ରେ ଆଉ ତ୍ରିକୋଣୀୟ ଲଢେଇ ନହୋଇ ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ଫାଇଟ୍ ହୋଇପାରେ। More
  • Sarbeswar
  • 3 years ago

ପୂଜାରେ ଗୀତ ଓ ନାଚ ବନ୍ଦ: ପରିବାର ଚଳାଇବା ଚିନ୍ତାରେ କଳାକାର

ସମସ୍ତଙ୍କ ଅପେକ୍ଷା ରହିଥାଏ କେବେ ଆସିବ ଦଶହରା । କାରଣ ଦଶହରାରେ ମାଆଙ୍କ ମୂର୍ତ୍ତି ତିଆରିଠୁ ଆରମ୍ଭ କରି ସାଜସଜା, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ବିଭିନ୍ନ କାରବାରରେ ଜଡିତ ବ୍ୟବସାୟୀ More
  • Pramod Behera
  • 3 years ago

କର୍କଟରେ ହାରିଲେ ରାଜଲକ୍ଷ୍ମୀ : ବାନ୍ଧବୀର ବାହୁରେ ଜୀବନ ଗଲା

କୁହାଯାଏ ଜଣେ ମହିଳା ହେଉଛନ୍ତି ଆଉ ଜଣେ ମହିଳାର ଶତ୍ରୁ। କିନ୍ତୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଏହାକୁ ଭୁଲ ବୋଲି ପ୍ରମାଣ କରିଛି। ଏହି ଘଟଣା ହେଉଛି ଓଡିଶାର। କର୍କଟ ରୋଗ ସହ ସଂଗ୍ରାମ କରୁଥିବା ରାଜଲକ୍ଷ୍ମୀ (୬୩) ତାଙ୍କ ବନ୍ଧୁ ନମ୍ରତାଙ୍କ  ବ୍ରାହୁରେ ମୃତ୍ୟୁ ବରଣ କରିଛନ୍ତି। More
  • Chandan Shishu
  • 3 years ago

ବିଜେଡି ଜିତିଲା ପିପିଲି ବାଜି

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା। More
  • Chandan Shishu
  • 3 years ago

ଇଣ୍ଟରନେଟ୍‌ ନଥିବାରୁ ପାହାଡ଼ ଉପରେ ନେଲେ କରୋନା ଟିକା

ଇଣ୍ଟରନେଟ ସେବା ନଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଆତୁର ନିବେଦନ କରିଥିଲେ। ଶେଷରେ ପ୍ରଶାସନ ପିଢପୋଖରି ଗାଁରେ ଟିକାକରଣ ପାଇଁ ବ୍ୟବସ୍ଥା କରିଥିଲେ। ହେଲେ ଇଣ୍ଟରନେଟ ନଥିବାରୁ ଡେବରା ଡିହି ପାହାଡ଼ ଉପରେ ଟିକାକରଣ କରାଯାଇଥିଲା। More
  • Chandan Shishu
  • 3 years ago

ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବାକୁ ନାରାବାଜି

ଜଣେ କଂଗ୍ରେସ କର୍ମୀ କହିଛନ୍ତି ଯେ ଦିନେ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଚାକିରି ଛାଡ଼ି ଏହି ଦଳରେ ଯୋଗ ଦେଇଥିଲି। ଏବେ ଆଉ କଂଗ୍ରେସ ଆଉ ସେଭଳି ନାହିଁ। ବର୍ତ୍ତମାନ କଂଗ୍ରେସ କିଛି ଲୋକଙ୍କ ଦ୍ୱାରା ପରିଚାଳିତ। More
  • Rajalaxmi Sahoo
  • 3 years ago

ଏହି ଗାଁରେ ମୌଳିକ ସୁବିଧା ସାତ ସପନ

ଗାଁକୁ ରାସ୍ତା, ପିଲାଙ୍କୁ ଶିକ୍ଷା ଆଉ ପିଇବାକୁ ବିଶୁଦ୍ଧ ପାଣି। ଏହି ମୌଳିକ ସୁବିଧା ସୁଯୋଗ ପାଇବା ଅଧିକାର ସମସ୍ତଙ୍କ ରହିଛି। ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଲିଙ୍କିଆ ଗାଁକୁ ଦେଖିଲେ ଲାଗୁଛି ଏସବୁ ଯେପରି ଏଠି ସାତ ସପନ। କାରଣ ବିକାଶକୁ ଛାଡ଼ନ୍ତୁ ଏଠି ନାହିଁ ମୌଳିକ ବ୍ୟବସ୍ଥା। ବିଜୁଳି ଗାଁକୁ ‌ଆସିଥିଲା। ହେଲେ କିଛି ବର୍ଷରେ ଏହା କଟି ଯାଇଥିଲା। ଏବେ ଅନ୍ଧାରରେ ସମୟ କାଟୁଛନ୍ତି ଲୋକେ।ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ବିକାଶ ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ କେତେ ଏହା ଗ୍ରାଉଣ୍ଡରେ ପହଞ୍ଚୁଛି ତାହା ବୁଝିବାକୁ କେହି ନାହାଁନ୍ତି। 

  • Rajalaxmi Sahoo
  • 3 years ago

ଆଉ କିଛି ଦିନ ପରେ ଧରାବତରଣ କରିବେ ମା’ ଜଗତଜନନୀ ଦୁର୍ଗା

ଆଉ କିଛି ଦିନର ଅପେକ୍ଷା। ଧରାବତରଣ କରିବେ ମାଆ ଜଗତଜନନୀ ଦୁର୍ଗା। ଏଥିପାଇଁ ଏବେ ଚଳଚଞ୍ଚଳ କୋଲକାତା। ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାଆଙ୍କ ଆଗମନ ପାଇଁ ବିଶେଷ ପ୍ରସ୍ତୁତି କରାଯାଉଛି। ପୂଜା ମଣ୍ଡପ ବି ସଜେଇ ହେବାରେ ଲାଗିଲାଣି। ଭିନ୍ନ ଭିନ୍ନ ଥିମ୍‌ରେ ଏଥର ସୁସଜ୍ଜିତ ହେବ କୋଲକାତାର ପୂଜା ମଣ୍ଡପ। ଏଥର କରୋନା କଟକଣା ମଧ୍ୟରେ କୋଲକାତାରେ ଦୁର୍ଗା ପୂଜା ହେବ। କେବଳ ପୂଜକ ଓ ପୂଜା କମିଟି ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି। 

  • Pallipuspa Samal
  • 3 years ago

ଘରେ ପ୍ରସ୍ତୁତ କରନ୍ତୁ ‘ନଡ଼ିଆ ଦିଆ କଙ୍କଡ଼ା ରସା’

ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଦେଶୀ ଶୈଳୀରେ ଏକ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘ନଡ଼ିଆ ଦିଆ କଙ୍କଡ଼ା ରସା’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

  • Rajalaxmi Sahoo
  • 3 years ago

ମାଓ ଗତିବିଧି ଓ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କଲେ ଡିଜିପି

ପୋଲିସ ଡିଜି ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ଡିଜିପି ଅଭୟ, ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିଥିଲେ। More

  • Prangyan Parimita
  • 3 years ago

ତିନିମାସ ଧରି ପାଣି ପ୍ରକଳ୍ପ ଅଚଳ, ୬୦ ପରିବାର ପାଇଁ ନଳକୂଳ ଗୋଟିଏ ଭରସା

ଗୋଟିଏ ନଳକୂପ ପାଖରେ ଶହ ଶହ ଲୋକଙ୍କ ଭିଡ । ପାଣି ନେବା ପାଇଁ ହାତରେ ଗରା, ବାଲଟି ଧରି ଘଂଟା ଘଂଟା ଲମ୍ବା ଧାଡିରେ ଛିଡାହେବାକୁ ପଡୁଛି । ପୁଣି ତାହା ଭିତରେ ବି ପାଟିତୁଣ୍ଡ ଲାଗିଯାଉଛି, କିଏ ଆଗ ପାଣି ନେବ ପ୍ରତିଯୋଗିତା ଚାଲୁଛି । ଗୋଟିଏ ନଳକୂପ ଉପରେ ୬୦ରୁ ଅଧିକ ପରିବାର ନିର୍ଭର କରୁଛନ୍ତି More

  • Rajalaxmi Sahoo
  • 3 years ago

କିଛି ଦିନ କମିବା ପରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଓଡ଼ିଶାରେ ୫୨୮ ପଜିଟିଭ୍‌ ଚିହ୍ନଟ

ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ କମି ଥିବାବେଳେ ଏବେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୫୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୭୩ ଜଣ ଆକ୍ରାନ୍ତ ଅଛନ୍ତି। More

  • Rajalaxmi Sahoo
  • 3 years ago

ପିପିଲି ଉପନିର୍ବାଚନ ଭୋଟ୍‌ ଗଣତି: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ସୂଚନା

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ସୂଚନା ମିଳିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। More

  • Rajalaxmi Sahoo
  • 3 years ago

ପୁଅର ଧକ୍କା ମାଡ଼ରେ ଚାଲିଗଲା ବାପାର ଜୀବନ

ପୁଅର ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ। ପୁଅର ଧକ୍କା ମାଡ଼ରେ ତଳେ ପଡ଼ି ବାପାର ଜୀବନ ଚାଲି ଯାଇଥିବା ଜଣାପଡ଼ିଛି।  More

  • Rajalaxmi Sahoo
  • 3 years ago

ମନରେଗା ଯୋଜନା କାହା ପାଇଁ ? କାମ କରି ମାସ ମାସ ଧରି ମଜୁରୀ ପାଇ ନାହାନ୍ତି ଶ୍ରମିକ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା(ମନରେଗା)ରେ କାମ କରି ମାସ ମାସ ଧରି ମଜୁରୀ ପାଇ ନାହାନ୍ତି ଶ୍ରମିକ। ସେପଟେ ମେସିନ୍ ସାହାଯ୍ୟରେ କରାଯାଉଛି ମନରେଗା କାମ। ଏଭଳି ଅଭିଯୋଗ ଉଠାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହିତାଧିକାରୀ। More

  • Rajalaxmi Sahoo
  • 3 years ago

ପିପିଲିରେ କିଏ ମାରିବ ବାଜି ? ସକାଳ ୮ଟାରୁ ଭୋଟ୍‌ ଗଣତି

ପିପିଲିରେ କିଏ ମାରିବ ବାଜି ? କାହାର ହେବ ପିପିଲି ? ଆଉ କିଛି ସମୟ ପରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ।   More

  • Chandan Shishu
  • 3 years ago

ମଡେଲିଂ ନାଁରେ ଲୁଟ୍‌ର ଶିକାର ହେଲେ ଫ୍ୟାସନ୍ ଡିଜାଇନିଂ ଛାତ୍ରୀ

ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରୀ।ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି। More

  • Chandan Shishu
  • 3 years ago

ବନ୍ୟଜନ୍ତୁ ଶିକାର ସଂପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ହାତୀ ମୃତ୍ୟୁ ରୋକିବା ଅଭିଯାନରେ ସ୍ଥାନୀୟ ଲୋକଙ୍କୁ ସାମିଲ ଲାଗି ପରାମର୍ଶ ଦିଆଯାଇଛି। ସ୍ଥାନୀୟ ସୂଚନାଦାତାଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରିବାକୁ ପରାମର୍ଶ ସହ ବେଆଇନ୍ ବିଦ୍ୟୁତ ତାର ଟାଣି ବନ୍ୟଜନ୍ତୁ ଶିକାର ସଂପର୍କରେ ସୂଚନା ଦେଲେ ପୁରସ୍କାର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। More

  • Chandan Shishu
  • 3 years ago

ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ପରୀକ୍ଷା ନୀତି

ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍‌ରେ ଶିକ୍ଷାଦାନ ହେବ। ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। More

  • Chandan Shishu
  • 3 years ago

ଆସନ ସଂରକ୍ଷଣ ନେଇ ଗାଇଡଲାଇନ ଆସିବା ପରେ ନେତାଙ୍କ ବଢିଲା ହାର୍ଟବିଟ୍‌

ପଂଚାୟତର ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅନୁପାତରେ ଓ୍ୱାର୍ଡ ସଂରକ୍ଷଣ ହେବ। ଠିକ୍ ସେଭଳି ବ୍ଲକ୍‌ର SC-ST ସଂଖ୍ୟା ଅନୁସାରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ  ଜିଲ୍ଲା ଜନସଂଖ୍ୟା ଅନୁସାରେ ବ୍ଲକ ଚେୟାମ୍ୟାନ୍ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଭିନ୍ନ ଜିଲ୍ଲାରେ କସରତ ଆରମ୍ଭ ହୋଇଛି। More

  • Chandan Shishu
  • 3 years ago

ପିପିଲିରେ କିଏ ଜିତିବ ବାଜି, କାହାର ହେବ ହାର ?

ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ର ଗଣତି ହେବ, ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ରୁ ଗଣତି। ତେବେ ଗଣତି ଶେଷରେ ଯେକୌଣସି ୫ଟି ବୁଥ୍‌ର ଭିଭିପ୍ୟାଟ୍‌କୁ ଗଣନା କରାଯିବ। ଡବଲ୍ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତି ହଲ୍‌ରେ ରହିପାରିବେ ନାହିଁ। More