• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 14 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ବିଗ୍ ବିଙ୍କ ଆଗରେ ମହା ଠକେଇର ଭାଣ୍ଡାଫୋଡ୍ କଲେ ଓଡ଼ିଆ ଟ୍ୟୁସନ୍ ସାର୍

ବାଲେଶ୍ବର ଶ୍ରୀଙ୍ଗାରପୁରର ଟ୍ୟୁସନ ସାର୍ ଶେକ୍ ଅଜମତ୍ ଖୋଲିଲେ ଗୁମର । ଖୋଲିଦେଲେ ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତିର ପୋଲ୍ । More
  • Satyendu Shekher Mishra
  • 1 year ago

ଦୁଃଖ ଦେଇଗଲା ଦୀପାବଳି ! ସ୍ୱାମୀଙ୍କ ବିୟୋଗରେ ମ୍ରିୟମାଣ ପତ୍ନୀ ହାରିଦେଲେ ଜୀବନ

ଶେଷକୃତ୍ୟ ସରୁ ସରୁ ଆତ୍ମହତ୍ୟାର ପଥ ବାଛିନେଲେ ପତ୍ନୀ । ଅବେଳରେ ଅନାଥ ହୋଇଗଲେ ବୋଲଗଡ଼ ବେଣାଗାଡିଆର ୨ କୁନି ଝିଅ । More
  • Satyendu Shekher Mishra
  • 1 year ago

ଛିଡୁନି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମୀକରଣ ! ଅକଳରେ ପଡ଼ିଛି ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା

ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି ! More
  • Satyendu Shekher Mishra
  • 1 year ago

୨୪ ଭୋଟ୍ ପୂର୍ବରୁ ବିଜେପିର ହଲ୍ଲାବୋଲ ! ଅଳିଆ ଢାଳିଲେ, ଗୋବର ମାଡ଼ କଲେ...

ଆଗାମୀ ୧୮ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ । ବିଜେଡି କହିଲା, ଏହାର କୌଣସି ପ୍ରଭାବ ପଡ଼ିବନି । More
  • Satyendu Shekher Mishra
  • 1 year ago

ଜୀବନ ନେଇଗଲା ମୃତ୍ୟୁର ଯନ୍ତା ପକାଇଥିବା ବୋରୱେଲ୍ ଗାତ

ରେସ୍କ୍ୟୁ ଟିମ୍‌ର ୫ଘଣ୍ଟାର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ବଞ୍ଚିଲେନି ବୃଦ୍ଧା । More
  • Satyendu Shekher Mishra
  • 1 year ago

ଅଶାଳୀନ ପୋଷାକ ପରେ ଶ୍ରୀମନ୍ଦିରକୁ ପାନ-ଗୁଟ୍‌ଖା ବି ବ୍ୟାନ୍ ! ସେବାୟତଙ୍କ ପାଇଁ ମଧ୍ୟ ଲାଗୁ...

​​​​​​​ଛତିଶା ନିଯୋଗ ସହ ବିଭିନ୍ନ ବିଭାଗକୁ ଜଣାଇଲା ଶ୍ରୀମନ୍ଦିର ପ୍ରଶାସନ । ଜାନୁଆରୀ ପହିଲାରୁ ନିୟମ କଡ଼ାକଡ଼ି ଲାଗୁ ପାଇଁ ଚିଠି । More
  • Satyendu Shekher Mishra
  • 1 year ago

ରାଷ୍ଟ୍ରପତି ମୋ ସାଙ୍ଗ; ଆମେ ଏକାଠି ରହୁଥିଲୁ-ଖାଉଥିଲୁ-ନାଚୁଥିଲୁ, ଥରେ ଦେଖା ହୋଇଯାଉ ଖାଲି...

ସାଙ୍ଗ ହୋଇ ଖାଉଥିଲେ, ନାଚୁଥିଲେ ଏବଂ ଶୋଉଥିଲେ । More
  • Santosh Kumar Sahoo
  • 1 year ago

ଅର୍ବାନ ହାଟ ପିଣ୍ଡି ବଣ୍ଟନରେ ଅନିୟମିତତା ଅଭିଯୋଗ, କାଲିଠୁ ଜାରି ରହିଛି କର୍ପୋରେଟରଙ୍କ ଧାରଣା

ଆଜି ଧାରଣରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ଏ ବିବାଦର ଶୀଘ୍ର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ସିଏମସି ଅଫିସକୁ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି । More
  • Swadesi Megha Mallhar Prusty
  • 1 year ago

ଜଗନ୍ନାଥଙ୍କ ଶକ୍ତି ନେଇ ଆସିଲା ଛୋଟ ଜଗା, ଦେଖନ୍ତୁ ଟରଙ୍ଗ ପ୍ଲସ ଓଟିଟି ପ୍ଲାଟଫର୍ମରେ

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । ପ୍ରଥମ ଥର ପାଇଁ ଓଡିଆରେ ଆସିଛି କାର୍ଟୁନ ସୋ ସିରିଜ । More
  • Santosh Kumar Sahoo
  • 1 year ago

ଜିମ୍‌ ମେଟ୍‌ ଲଗାଇଲା ଚୂନ, ବ୍ୟବସାୟ ନାଁରେ ଯୁବ ଡାକ୍ତରଙ୍କଠୁ ଠକିନେଲା ୧୪ ଲକ୍ଷ

ଟଙ୍କା ଫେରାଇବାକୁ କହିବାରୁ ମାତ୍ର ୪ଲକ୍ଷ ଟଙ୍କା ଦେଇଥିବା ବେଳେ, ବଳକା ଟଙ୍କା ଦେଇ ନ ଥିଲା । ଏପରକି ଅଭିଯୋଗକାରୀ ଡାକ୍ତରଙ୍କ ଅନ୍ୟ ସାଙ୍ଗମାନଙ୍କ ଠାରୁ ମଧ୍ୟ ସେ ଠକେଇ କରିଥିବା ଅଭିଯୋଗ ହୋଇଛି । More
  • Santosh Kumar Sahoo
  • 1 year ago

ବିଏମସି ଅଫିସ ଆଗରେ ଅଳିଆ ଢାଳି ବିଜେପିର ପ୍ରତିବାଦ

ବିଜେପିର ପ୍ରତିବାଦକୁ ସମାଲୋଚନା କରିଛନ୍ତି, ବିଏମସି ମେୟର । ସେ କହିଛନ୍ତି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ, ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି । More
  • Santosh Kumar Sahoo
  • 1 year ago

ସ୍ୱାମୀଙ୍କ ପଛେ ପଛେ ଚାଲିଗଲେ ସ୍ତ୍ରୀ

ଗୋକୁଳଙ୍କ ଅନ୍ତିମ ସଂସ୍କାର ପରେ ସ୍ତ୍ରୀ ଅନନ୍ଦିତା ସୁବୁଦ୍ଧି ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ସ୍ୱାମୀ ମୃତ୍ୟୁରେ ମ୍ରିୟମାଣ ହୋଇ ଅନନ୍ଦିତା ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । More
  • Pramod Behera
  • 1 year ago

Sports: ଟିମ୍ ଇଣ୍ଡିଆ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶ୍ରେୟସ ଆୟର

୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଦୃଢ଼ ପ୍ରଦର୍ଶନ କରୁଥିବା ଭାରତୀୟ ଯୁବ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଟିମ୍‌ରେ ତାଙ୍କ ଉପସ୍ଥିତି ଖୁବ୍ ଗୁରୁତ୍ୱ ରଖେ। ସେ ମଧ୍ୟକ୍ରମର ବାଦ୍‌ଶାହ, ତାଙ୍କ ବିନା ଟିମ୍‌ର ବ୍ୟାଟିଂ ଲାଇନ୍‌ଅପ୍ ସତେ ଯେମିତି ଅସମ୍ପୂର୍ଣ୍ଣ। More
  • Santosh Kumar Sahoo
  • 1 year ago

ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ, କେହି ନ ଥିବାର ସୁଯୋଗ ନେଇ କରୁଛନ୍ତି ଲୁଟ୍‌ପାଟ୍‌

ଚୋରି ବେଳର ଚିତ୍ର ସିସିଟିଭିରେ କଏଦ ହୋଇଛି । ଏକାଧିକ ଦୁର୍ବୃତ୍ତ ଏହି ଲୁଟ୍‌ରେ ସାମିଲ ଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ ଜାରି ରଖିଛି। More
  • Pramod Behera
  • 1 year ago

Zilla Swasthya Samiti Recruitment: ଜିଲ୍ଲା ସ୍ୱାସ୍ଥ୍ୟ ସମିତିରେ ଚାକିରି; ଦରମା ୫୮ ହଜାର ଟଙ୍କା

ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ନିକଟରେ ୱାକ୍-ଇନ୍-ଇଣ୍ଟରଭ୍ୟୁ ମୋଡ୍‌ମରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମେଡିକାଲ୍ ଅଫିସର ପଦବୀ ପୂରଣ ହେବ। More
  • Prangyan Parimita
  • 1 year ago

ନଭେମ୍ବର ୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ

୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ More
  • Prangyan Parimita
  • 1 year ago

ବିଏମସି ଅଫିସ ଆଗରେ ଅଳିଆ ଢାଳି ବିଜେପିର ପ୍ରତିବାଦ

ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଏମସି କାର୍ଯ୍ୟାଳୟ ଯାଏଁ ପ୍ରତିବାଦ ଶୋଭାଯାତ୍ରା। More
  • Swadesi Megha Mallhar Prusty
  • 1 year ago

ପୁରୀ କୋଚିଂ ଷ୍ଟେସନ କୋଚିଂ ଡିପୋରେ ନିଆଁ, ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ

ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗର ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି । More
  • Santosh Kumar Sahoo
  • 1 year ago

ଭୁବନେଶ୍ୱର AIIMSରେ ଖୋଲିଲା ପ୍ରଥମ ଟ୍ରାଭେଲ ହେଲ୍ଥ କ୍ଲିନିକ୍

ଖୁବଶୀଘ୍ର AIIMS ଟ୍ରାଭେଲ ହେଲ୍ଥ କ୍ଲିନିକ୍ ଅନଲାଇନ ଜରିଆରେ ମଧ୍ୟ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ। ଏମିତିକି ଆଗକୁ ଏନେଇ ଟ୍ରାଭେଲ୍ ହେଲ୍ଥ ଆପ୍ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ୱର। More
  • Swadesi Megha Mallhar Prusty
  • 1 year ago

ପରିତ୍ୟକ୍ତ ବୋରୱେଲରେ ବୃଦ୍ଧା, ପାଞ୍ଚ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର

ଦୀର୍ଘ ପାଞ୍ଚ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗାତରୁ ବାହାରିଛନ୍ତି ବୃଦ୍ଧା । ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହେଲେ ବୃଦ୍ଧା । More
  • Prangyan Parimita
  • 1 year ago

ପରିତ୍ୟକ୍ତ ବୋରୱେଲରେ ଖସିପଡ଼ିଲେ ବୃଦ୍ଧା, ଉଦ୍ଧାର ପାଇଁ ଚାଲିଛି ଅପରେସନ

ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗାଁରେ ଅଘଟଣ ...୨୦ ଫୁଟ୍ ଗାତରେ ଫସି ଯାଇଛନ୍ତି ବୃଦ୍ଧା.. More
  • Manoranjan Behera
  • 1 year ago

Panchang Today 14th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୈାର ତୁଳା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪  ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର, ତିଥି-  ପ୍ରତିପଦ ଦିବା ୦୨.୩୬ ଗତେ ୨ୟା, ଘାତଚନ୍ଦ୍ର- ନାସ୍ତି, ଘାତବାର- ମକର  ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୩୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ More
  • Prangyan Parimita
  • 1 year ago

ଆଜି ଲଘୁଚାପ, କାଲି ବର୍ଷା! ୧୬ ତାରିଖ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ .....୧୬ ତାରିଖରେ ଅବପାତର ରୂପ ନେଇପାରେ ....୧୫ ଓ ୧୬ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ... More
  • Prangyan Parimita
  • 1 year ago

ୠଣ ଶୁଝି ନପାରିବାରୁ ଘରୁ ବାହାର କରିଦେଲେ ପଡ଼ୋଶୀ, ୪ ଦିନ ହେଲା ଶୀତ କାକରରେ ପରିବାର

ମରିଗଲା ମାନବିକତା... ୠଣ ଶୁଝି ନପାରିବାରୁ ଜୋରଜବରଦସ୍ତ ଘରୁ କାଢ଼ିଦେଲେ ପଡ଼ୋଶୀ, କିଛି ବର୍ଷ ତଳର କରଜକୁ ନେଇ ବାଲେଶ୍ୱର ଭୋଗରାଇ ବରବରିଆ ଗାଁରେ ଅଭାବନୀୟ ପରିସ୍ଥିତି, ୪ ଦିନ ହେଲା ଶୀତ କାକରରେ ପକ୍ଷାଘାତ ଆକ୍ରାନ୍ତ ନିଜ ପରିବାର ଧରି ରାସ୍ତାରେ ବସିଛନ୍ତି...ପୋଲିସ୍ ପହଞ୍ଚି ଥିଲେ ବି କରିପାରୁନି ସମାଧାନ More
  • Santosh Kumar Sahoo
  • 1 year ago

କଟକ ଛତ୍ରବଜାର ଅର୍ବାନ ହାଟରେ ପିଣ୍ଡି ବଣ୍ଟନ ପ୍ରସଙ୍ଗ, ସିଏମସି କାଉନସିଲ୍ ବୈଠକରେ ହୋହଲ୍ଲା

ବିଜେପି କର୍ପୋରେଟର ସିଏମସିରେ ହୋଇଥିବା ଜମି ଜାଲିଆତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଜବାବ ମାଗିଥିଲେ। ସେହିପରି ବାଲିଯାତ୍ରାରେ ପ୍ରତିବର୍ଷ ଅସ୍ଥାୟୀ ଶୌଚାଳୟ ସ୍ଥାପନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁଣି ଚଳିତବର୍ଷ ୨୪ ଲକ୍ଷ ଟଙ୍କା ଖର୍ଚ୍ଚକରି ହେଉଥିବା ଶୌଚାଳୟ ସ୍ଥାପନକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଛି। More
  • Manoranjan Behera
  • 1 year ago

ଦିନେ ଥିଲେ ଗୁରୁ-ଶିଷ୍ୟା, ଏବେ ପାଲଟିଛନ୍ତି ପରମଶତ୍ରୁ

୧୨ ବର୍ଷ ତଳେ ଉଭୟେ ଥିଲେ ଗୁରୁ-ଶିଷ୍ୟା । ହେଲେ ଏବେ କିନ୍ତୁ ଅହି-ନକୁଳ ସଂପର୍କ । ବିବାଦ ଏମିତି ଉଗ୍ରରୂପ ନେଲା ଯେ, ଶେଷରେ ଗୁରୁଙ୍କୁ ଯିବାକୁ ପଡ଼ିଲା ଜେଲ୍ ।  More
  • Manoranjan Behera
  • 1 year ago

ପୋଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ବାଣ ଫୁଟାଇଲେ ଟ୍ୱିନ୍‌ସିଟିବାସୀ; ବାୟୁ ହେଲା ବିଷ

ଫୁଟିଲା ବେପରୁଆ ବାଣ। ଚରମ ସୀମାରେ ବାୟୁ ପ୍ରଦୂଷଣ। ଖାଲି ଦିଲ୍ଲୀ ନୁହେଁ, ଓଡ଼ିଶାବାସୀ ବି ଅଣନିଶ୍ୱାସୀ। More
  • Manoranjan Behera
  • 1 year ago

ଗ୍ୟାଙ୍ଗ୍‌ ଅଫ୍‌ ଫାଇଭ୍‌ରେ ବିଜେଡିର କିଏ କିଏ ? ଦୀପାବଳି ବେଳେ ପ୍ରଦୀପଙ୍କ ବିସ୍ଫୋରକ ବୟାନ

ଘନଉଛି ଗଞ୍ଜାମ ପଲିଟିକ୍ସ । ଦୀପାବଳି ପୂର୍ବଦିନ ପ୍ରଦୀପଙ୍କୁ ବିଜେଡିର ଆକ୍ରମଣ, ଆଉ ଦୀପାବଳି ପରଦିନ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦୀପଙ୍କ ନିଶାନା । ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଓଡିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ୍ ଫାଇଭ୍ । More
  • Santosh Kumar Sahoo
  • 1 year ago

ପୟାଶ୍ରାଦ୍ଧ ଦେବାକୁ ଆସିଥିଲେ, ଚଢ଼ିଗଲା କାର

ରାଜଧାନୀରେ ଅଭାବନୀୟ ଘଟଣା। ପୟାଶ୍ରାଦ୍ଧ ପାଇଁ ଗଂଜାମରୁ ଲିଙ୍ଗରାଜ ମନ୍ଦିର ଆସିଥିବା ବେଳେ ଗତକାଲି ସନ୍ଧ୍ୟାରେ ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା କାର୍। ଏଥିରେ ପତ୍ନୀ ପ୍ରାଣ ହରାଇଛନ୍ତି ଏବଂ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। More