/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699948519.jpg)
BJP stage protest; dump garbage infront of BMC office in Bhubaneswar
ବିଏମସି ଅଫିସ ଆଗରେ ଅଳିଆ ଢାଲିଲା ବିଜେପି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଏମସି କାର୍ଯ୍ୟାଳୟ ଯାଏଁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଦୁର୍ନୀତି, ଭ୍ରଷ୍ଟାଚାର, ପିସି ପ୍ରତିବାଦରେ ଅଳିଆ ଢାଳି ବିଜେପି ପ୍ରତିବାଦ କରୁଥିବା ଜଣାପଡ଼ିଛି ।
Advertisment
ଅଭିଯୋଗ ଅନୁସାରେ ଓଡ଼ିଶାରେ ଚାଲିଛି ୫୦ ପ୍ରତିଶତ ପିସି କାରବାର। ଏଠାରେ କେନ୍ଦ୍ରୀୟ ଯୋଜନାର ଲୁଟ୍ ହେଉଛି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ଲାଞ୍ଚ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏସବୁ ପ୍ରଶ୍ନ କରି ବିକ୍ଷୋଭ କରୁଛି ବିଜେପି ।
#ବିଏମସି_ଅଫିସ_ଆଗରେ_ଅଳିଆ_ଢାଳିଲା_ବିଜେପି
ବିଏମସି ଅଫିସ ଆଗରେ ବିଜେପିର ଅଭିନବ ପ୍ରତିବାଦ । ବିଏମସି ଅଫିସ ଆଗରେ ଅଳିଆ ଢାଳିଲା ବିଜେପି। ଦୁର୍ନୀତି, ଭ୍ରଷ୍ଟାଚାର, ପିସି ପ୍ରତିବାଦରେ ବିଏମ୍ସି ଅଫିସ୍ ଆଗରେ ଅଳିଆ ଢାଳିଲେ । #Odisha#BJP#BMC#OTVpic.twitter.com/YLXfK0X6Fa— ଓଟିଭି (@otvkhabar) November 14, 2023
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)