/odishatv-khabar/media/post_attachments/uploadimage/library/16_9/16_9_0/Fraud_1699964990.jpg)
Fraud
ଯୁବ ଡାକ୍ତରଙ୍କୁ ଚୂନ ଲଗାଇଲା ଜିମ୍ ମେଟ୍। ଠକିନେଲା ୧୪ ଲକ୍ଷ ଟଙ୍କା। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ଠକ ଜିମମେଟ୍ ସଂଗ୍ରାମ କେଶରୀ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ବ୍ୟବସାୟ ପାଇଁ ସଂଗ୍ରାମ କେଶରୀ ବିଭିନ୍ନ ପର୍ଯ୍ୟାୟରେ ଅଭିଯୋଗକାରୀ ଡାକ୍ତରଙ୍କ ପାଖରୁ ୧୪ ଲକ୍ଷ ଟଙ୍କା ନେଇଥିଲା । ଟଙ୍କା ଫେରାଇବାକୁ କହିବାରୁ ମାତ୍ର ୪ଲକ୍ଷ ଟଙ୍କା ଦେଇଥିବା ବେଳେ, ବଳକା ଟଙ୍କା ଦେଇ ନ ଥିଲା । ଏପରକି ଅଭିଯୋଗକାରୀ ଡାକ୍ତରଙ୍କ ଅନ୍ୟ ସାଙ୍ଗମାନଙ୍କ ଠାରୁ ମଧ୍ୟ ସେ ଠକେଇ କରିଥିବା ଅଭିଯୋଗ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)