/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699596716.jpg)
Today Panchang
ସୈାର ତୁଳା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର, ତିଥି- ପ୍ରତିପଦ ଦିବା ୦୨.୩୬ ଗତେ ୨ୟା, ଘାତଚନ୍ଦ୍ର- ନାସ୍ତି, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୩୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
Advertisment
ଶୁଭ ସମୟ:
ପ୍ରାତଃ- ୦୫.୫୮ ରୁ ୦୬.୪୨
ଦିବା- ୦୮.୪୪ ରୁ ୧୧.୦୮
ସନ୍ଧ୍ୟା- ୦୫.୦୩ ରୁ ୦୬.୪୦
ରାତ୍ରି- ୦୮.୧୭ ରୁ ୦୮.୩୦
ରାତ୍ରି- ୦୯.୨୨ ରୁ ୧୧.୫୭
ରାତ୍ରି- ୦୧.୪୦ ରୁ ୦୩.୨୩
ରାତ୍ରି- ୦୪.୧୫ ରୁ ୦୫.୫୮
ଅଶୁଭ ସମୟ:
ରାହୁକାଳ - ଦିବା ୦୨.୧୭ ରୁ ୦୩.୪୦
କାଳବେଳା- ଦିବା ୧୨.୫୪ ରୁ ୦୨.୧୭
ବାରବେଳା- ପ୍ରାତଃ ୦୭.୨୧ ରୁ ୦୮.୪୪
କାଳରାତ୍ରି- ସଂନ୍ଧ୍ୟା ୦୬.୪୦ ରୁ ୦୮.୧୭
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)