• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 17 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sarbeswar
  • 1 year ago

ACF ସୌମ୍ୟରଂଜନ ହତ୍ୟା ମାମଲାର ପୁଣି ବିଚାର ହେବ

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି More
  • Satyendu Shekher Mishra
  • 1 year ago

ପୁଣି ଆଟାକିଂ ମୋଡ୍‌ରେ ଅପରାଜିତା, ଖଣି ଦୁର୍ନୀତି କଥା କହି ସରକାରଙ୍କୁ କାଠଗଡ଼ାକୁ ଟାଣିଲେ

ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ସ୍ପଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା । ଏହାଦ୍ୱାରା ପାଖାପାଖି ୫ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଅପରାଜିତା ଅଭିଯୋଗ କରିଛନ୍ତି । More
  • Manoranjan Behera
  • 1 year ago

ଜମୁଛି ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା; ଚାଙ୍ଗୁ ତାଳେ ତାଳେ ଶିହରଣ ସୃଷ୍ଟି କରୁଛି ବାଘ ନାଚ

ବ୍ରହ୍ମପୁରରେ ଏବେ ମାତିଛି ବାଘ। ସାହିକୁ ସାହି ବୁଲୁଛି । ଘରେ ଘରେ ଗର୍ଜନ କରୁଛି। ହେଲେ ଇଏ ସତସତିକା ବାଘ ନୁହେଁ, ବାଘ ରୂପି ମଣିଷ । ମା ବୁଢୀ ଠାକୁରାଣୀଙ୍କ ବାହନ ଓ ଶକ୍ତିର ପ୍ରତୀକ ବାଘ ବେଶରେ ସଜେଇ ହୋଇଛନ୍ତି ମାନସିକଧାରୀ। More
  • Manoranjan Behera
  • 1 year ago

କାର୍ଯ୍ୟାଦେଶ SHG ନାଁରେ, ହେଲେ କାମ କରୁଛନ୍ତି ଠିକାଦାର

କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ। More
  • Satyendu Shekher Mishra
  • 1 year ago

ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ 'ବାପାଙ୍କ ହତ୍ୟାକାରୀଙ୍କ ସହ ଦିପାଳୀ ହାତ ମିଳାଇଛନ୍ତି'

ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର । More
  • Satyendu Shekher Mishra
  • 1 year ago

ପ୍ରି ପ୍ଲାନ୍‌ ଥିଲା ସମ୍ବଲପୁର ହିଂସାକାଣ୍ଡ... ପୋଲିସ ସଜାଗ ରହିଲାନି କାହିଁକି ?

ଏସପିଙ୍କ ବୟାନ ପରେ ତେଜିଲା ରାଜନୀତି । ଘଟଣା ଚପାଇଦେବାକୁ ଶାସକଦଳ ଉଦ୍ୟମ କରୁଛି କହିଲେ ବୈଜୟନ୍ତ । More
  • Satyendu Shekher Mishra
  • 1 year ago

ଡହ ଡହ ଖରାରେ ଡହଳବିକଳ ଜଙ୍ଗଲୀ ଜନ୍ତୁ; ନୂଆପଡ଼ାରେ ବାଘ ଚେତାଶୂନ୍ୟ, ନରସିଂହପୁରରେ ହାତୀ ମୃତ୍ୟୁ 

ପାଣି ଅଭାବରୁ ହାତୀ ମୃତ୍ୟୁ ଘଟଣାକୁ କିନ୍ତୁ ଅସ୍ୱୀକାର କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ସେ କହିଛନ୍ତି, ହାତୀ ମରିଥିବା ଅଞ୍ଚଳରେ ୩ଟି ପୋଖରୀରେ ପାଣି ଅଛି। More
  • Manoranjan Behera
  • 1 year ago

ପରିଣତ ବୟସରେ ଭତ୍ତା ପାଇଁ ଦହଗଞ୍ଜ; ଆଶାବାଡି ନଥିବାରୁ ସାହାରା ସାଜିଲା ପ୍ଲାଷ୍ଟିକ ଚେୟାର

ମୁଣ୍ଡ ଉପରେ ଡହ ଡହ ଖରା, ପାଦ ତଳେ ତତଲା କଡ଼େଇରେ ସିଝିଥିବା ପିଚୁ ରାସ୍ତା। ତା’ଭିତରେ ଖାଲି ପାଦରେ ଧିରେ ଧିରେ ଆଗକୁ ବଢୁଛନ୍ତି ୭୦ ବର୍ଷୀୟ ବୃଦ୍ଧା। More
  • Manoranjan Behera
  • 1 year ago

ସୁଧୁରୁଛି ସ୍ଥିତି; ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ

ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ । More
  • Pramod Behera
  • 1 year ago

ଓଡ଼ିଶାରେ କିଡ୍‌ନୀ ପ୍ରତିରୋପଣର ଆଶା ସଞ୍ଚାର

ଓଡ଼ିଶାରେ ଆରମ୍ଭ ହେଲା କିଡ୍‌ନୀ ପ୍ରତିରୋପଣ। ବର୍ତ୍ତମାନ ସୁଦ୍ଧା ସଫଳତାର ସହିତ ୩ଜଣ ଗୁରୁତର ରୋଗୀଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ରୋଗୀ ଆଉ ବାହାର ରାଜ୍ୟକୁ ଯିବେନି। More
  • Satyendu Shekher Mishra
  • 1 year ago

ସରକାରୀ ବ୍ୟବସ୍ଥାକୁ ଉପହାସ, ଚଉକିକୁ ଆଶାବାଡ଼ି କରି ବୃଦ୍ଧା କୋଷେ ଦୂର ଯାଉଛନ୍ତି ! କିଏ ବୁଝିବ ଦୁଃଖ..?

ଖାଲି ପାଦରେ ପେନ୍‌ସନ୍‌ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର । More
  • Satyendu Shekher Mishra
  • 1 year ago

ବିଷ ପିଇଦେଲେ ଦୁଇ ନାବାଳିକା, ହେଲେ କାହିଁକି ?

ଖବର ପାଇ ପୋଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ଭୁଲ ବସତଃ କିମ୍ବା ଅଜାଣତରେ ପିଲାମାନେ ବିଷ ପିଇ ଥାଇପାରନ୍ତି । More
  • Satyendu Shekher Mishra
  • 1 year ago

ଜଙ୍ଗଲରେ ଗଡ଼ିଆ ଖୋଳି ପାଣି ରଖ ! ଖରାରେ ଦହଗଞ୍ଜ ହେଲେଣି ବନ୍ୟ ଜନ୍ତୁ

ନୂଆପଡ଼ାରୁ ଉଦ୍ଧାର ହୋଇଥିବା ବାଘ ସୁସ୍ଥ ଅଛି। ଅଂଶୁଘାତ ନା କେଉଁ କାରଣରୁ ସେ ଅସୁସ୍ଥ ହୋଇଥିଲା, ତାହା ନିରୀକ୍ଷଣ କରାଯାଉଛି । More
  • Manoranjan Behera
  • 1 year ago

ଭିଆଇପିଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ୍‌ର ସ୍ୱତନ୍ତ୍ର ୱିଙ୍ଗ୍

ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।  More
  • Manoranjan Behera
  • 1 year ago

ଆହୁରି ୪ ଦିନ କଲବଲ କରିବ ତାତି

ଖରା ସାଙ୍ଗକୁ ଗୁଳୁଗୁଳି କରିବ ଅଣାୟତ୍ତ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତାଠାରୁ ଅଧିକ ରହିବ। More
  • Manoranjan Behera
  • 1 year ago

୬ ମାସ ଯାଏଁ ଷ୍ଟ୍ରାଇକ୍‌ କରିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ

ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ଲାଗୁ ହେଲା ଏସମା । More
  • Tanmay Kumar Mahalik
  • 1 year ago

ମେ’ ଦ୍ୱିତୀୟାର୍ଦ୍ଧରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ବୋର୍ଡ ସଭାପତି କହିଛନ୍ତି । ଏଥି ସହିତ ଚଳିତ ବର୍ଷ ୫ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଥିଲେ । More
  • Tanmay Kumar Mahalik
  • 1 year ago

ନାମାଙ୍କନ ଭାରିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ସହରର ମୁଖ୍ୟ ରାସ୍ତା ଦେଇ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା । More
  • Prangyan Parimita
  • 1 year ago

Video : କଟକରେ ହୁ ହୁ ଜଳିଲା ବସ୍‌

ବସ୍‌ରେ କେହି ଯାତ୍ରୀ ନଥିବା ଜଣାପଡ଼ିଛି । More
  • Prangyan Parimita
  • 1 year ago

ଖରାରେ ସିଝୁଛି ରାଜଧାନୀ : ସକାଳ ୮.୩୦ ସୁଦ୍ଧା ୩୦ ଡିଗ୍ରୀ ଟପିଲା ତାପମାତ୍ରା

ରାଜଧାନୀରେ ପୁଣି ତାତିର ପ୍ରକୋପ । ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୧.୬ ଡିଗ୍ରୀ । More
  • Tanmay Kumar Mahalik
  • 1 year ago

ଆଜି ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ

ବିଜୁ ବାବୁ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । More
  • Prangyan Parimita
  • 1 year ago

ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

ନିର୍ଦ୍ଦୟ ସମ୍ପର୍କୀୟ । ଯୁବକଙ୍କୁ ଛେଚି ମାରିଦେଲେ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ । More
  • Tanmay Kumar Mahalik
  • 1 year ago

ଅପରାଧୀ ପୁଅକୁ ଜେଲ୍ ପଠାଇଲା ବାପା; ନିଜ ଘରେ ବି କରୁଥିଲା ଗୁଣ୍ଡାଗର୍ଦ୍ଦି

ଜେଲ ଯାଇ ଜାମିନରେ ଆସି ପରେ ପୁଣି ଆରମ୍ଭ କରିଥିଲା ଗୁଣ୍ଡାଗର୍ଦ୍ଦି । ଏପରିକି ନିଜ ଘରେ ଆସବାବପତ୍ର ଭାଙ୍ଗିବା ସହିତ ମାଡପିଟ ମଧ୍ୟ କରୁଥିଲା । ଶେଷରେ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଆଲୋକର ବାପା ଲକ୍ଷ୍ମୀକାନ୍ତ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ । More
  • Tanmay Kumar Mahalik
  • 1 year ago

ସମ୍ବଲପୁର ସହରରେ କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ ତାରିଖରେ ହୋଇଥିବା ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ଜଣଙ୍କୁ ଗିରଫ କରିଛି ପୋଲିସ । More
  • Tanmay Kumar Mahalik
  • 1 year ago

ଆଜିଠୁ ସ୍କୁଲରେ ପାଠପଢ଼ା ଆରମ୍ଭ

ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଛୁଟି ଅବଧି ବଢାଇଛି ଜିଲ୍ଲା ପ୍ରଶାସନ । More
  • Tanmay Kumar Mahalik
  • 1 year ago

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ରଥଯାତ୍ରା ପୂର୍ବରୁ ଏହାଶେଷ ପଇତାଲାଗି । ଚନ୍ଦନଯାତ୍ରା ପୂର୍ବରୁ ପ୍ରତିବର୍ଷ ପଇତାଲାଗି କରାଯାଇଥାଏ । ଏହି ନୀତି ଅତି ଗୁପ୍ତ ଭାବେ କରାଯାଇଥାଏ । More
  • Tanmay Kumar Mahalik
  • 1 year ago

ମାଲକାନଗିରି ବଣ୍ଡାଘାଟିରୁ ଦୁବାଇ; ବିଦେଶ ଯିବେ ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ

ବିଦେଶରେ ଆଇଟିଆଇ ବ୍ୟବସ୍ଥା ଓ ସେଠାରୁ ଅଧିକ ଜ୍ଞାନକୌଶଳ ହାସଲ ଲାଗି ରାଜ୍ୟର ୫ ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ପଠାଉଛି ଇପିକଲ ସଂସ୍ଥା । ରାଜ୍ୟ ବୈଷୟିକ ଓ ଦକ୍ଷତା ବିକାଶ ବିଭାଗ ପିଲାଙ୍କ ନା ମନୋନୀତ କରିଛି । ତେବେ ସେଇ ତାଲିକାରେ ମାଲକାନଗିରିର ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ ସାମିଲ ହୋଇଥିବାରୁ ତାକୁ ନେଇ ବେଶ ଖୁସି ବୁଦ୍ରୀ । More
  • Tanmay Kumar Mahalik
  • 1 year ago

ନୂଆପଡ଼ାରେ କାବୁ ହେଲା କଲରାପତରିଆ

ନୂଆପଡ଼ାରେ ବାଘ ଆତଙ୍କ ଭିତରେ କାବୁ ହେଲା କଲରାପତରିଆ । ବନ ବିଭାଗ ଜାଲରେ ଧରାପଡ଼ିଲା ଶିକାରୀ ବାଘ । ନୂଆପଡ଼ା ଜିଲ୍ଲାର ତିନିଟି ରେଞ୍ଜ୍ ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ବାଘ ଭୟ । More
  • Tanmay Kumar Mahalik
  • 1 year ago

ଗରମ ଗୁଳୁଗୁଳିରେ ଆଜି ବି ଛଟପଟ ଓଡ଼ିଶା

କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆସନ୍ତା ୧୮, ୧୯ ଓ ୨୦ ତାରିଖରେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । More
  • Tanmay Kumar Mahalik
  • 1 year ago

କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁରର ସ୍ଥିତି

କାଲି ଭଳି ଆଜି ବି ସକାଳେ ଓ ଅପରାହ୍ଣରେ ୨ ଘଣ୍ଟା ଲେଖାଏଁ କୋହଳ ହୋଇଥିଲା କଫ୍ୟୁ । ତା’ପରଠୁ କିନ୍ତୁ କଡ଼ା ପହରା । ଲକ୍ଷ୍ମୀ ଟକିଜ ଛକରୁ ଗେଇଟି ଟକିଜ ରୋଡ୍, ଗୋଲବଜାର ଛକରୁ ଭିଏସଏସ୍ ମାର୍ଗ । More
  • Tanmay Kumar Mahalik
  • 1 year ago

ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ

୧୬ ତାରିଖ ଅର୍ଥାତ୍‌ ଆଜି ଯାଏଁ ରାଜ୍ୟର ସବୁ ସ୍କୁଲଗୁଡ଼ିକ ଛୁଟି ରହିବା ନେଇ କୁହାଯାଇଥିଲା । ସ୍କୁଲ୍‌ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଥିଲା । More