• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 02 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 12 months ago

ସ୍ପା’ ସେଣ୍ଟରରେ ଚାଲିଥିଲା ସେକ୍ସ କାରବାର; ଅନଲାଇନରେ ବୁକିଂ କରୁଥିଲେ ଗ୍ରାହକ

ଟଙ୍କା ଦେଇ ଗ୍ରାହକ ନିଜ ପସନ୍ଦର ସର୍ଭିସ୍ ବାଛୁଥିଲେ । ଶିବାନୀ ୱେଲନେସ ସେଣ୍ଟର୍ ଓ ସ୍ପା’ ନାମରେ ଦୀର୍ଘ ଦିନ ଧରି ସତ୍ୟନଗରର ଏହି ଘରେ ଚାଲିଥିଲା ସେକ୍ସ କାରବାର । More
  • Manoranjan Behera
  • 12 months ago

ବାଲିଯାତ୍ରାରେ ଭେରାଇଟି ଶୁଖୁଆ; ଗ୍ରାହକଙ୍କ ପସନ୍ଦ ଇଲିସି, ଖଅଙ୍ଗା, ଚିଙ୍ଗୁଡ଼ି ଶୁଖୁଆ

ବାଲିଯାତ୍ରାରେ ଶୁଖୁଆ ପାଖରେ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ଦୂରଦୂରାନ୍ତରୁ ଶୁଖୁଆ ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶୁଖୁଆ । More
  • Manoranjan Behera
  • 12 months ago

ଦୁର୍ଘଟଣା ପରେ ଚେତା ପଶିଲା; ନୋ ପାର୍କିଙ୍ଗରେ ଗାଡ଼ି ରଖିଲେ ଗଣିବେ ତଣ୍ତ

ରାଜପଥ ସାଜିଛି ମୃତ୍ୟୁର ଫାଶ । ଜୀବନ ନେଉଛି ବେଆଇନ ଟ୍ରକ୍ ପାର୍କିଂ । More
  • Manoranjan Behera
  • 12 months ago

ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩; ସମ୍ମାନିତ ହେଲେ ରାଜ୍ୟର ୯ ପ୍ରତିଭାବାନ ବ୍ୟକ୍ତିତ୍ୱ

ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । More
  • Santosh Kumar Sahoo
  • 12 months ago

ମାତ୍ର ୪ ବର୍ଷ ନ ଯାଉଣୁ ୪ଶହ କୋଟିର ଜାନିବିଲି ପ୍ରକଳ୍ପରେ ସମସ୍ୟା, ନିମ୍ନମାନର କାମକୁ ଦାୟୀ କଲେ ସହର ବାସିନ୍ଦା

୩୦ ବର୍ଷକୁ ଆଖି ଆଗରେ ରଖି ୪ ଶହ କୋଟିରୁ ଅଧିକ ଟଙ୍କାରେ ଯେଉଁ ପ୍ରକଳ୍ପ କରାଯାଇଥିଲା, ତାହା ଭଲରେ ଭଲରେ ୪ ବର୍ଷ ବି ଗଲାନାହିଁ। ୪ ଦିନ ଧରି ବ୍ରହ୍ମପୁର ପରି ଏତେ ବଡ଼ ସହର ପାଣି ବିନା ଛଟପଟ ହେଲା। More
  • Manoranjan Behera
  • 12 months ago

ବିଜେଡି ତଣ୍ଟିରେ ଟିକଟ୍‌ କଣ୍ଟା; ମଇଦାନକୁ ଏକାସାଙ୍ଗେ ଓହ୍ଲାଇବେ ନବୀନ-ପାଣ୍ତିଆନ୍‌ !

ହାତରେ ମାତ୍ର କିଛି ମାସର ସମୟ। ଭୋଟରଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡ଼ିଲେଣି ରାଜନୈତିକ ଦଳ । ଚାଲିଛି ସଂଗଠନ ସମୀକ୍ଷା। ସରକାର ବିରୋଧୀ ପ୍ରସଙ୍ଗ ସଜାଡ଼ିବାରେ ବ୍ୟସ୍ତ ବିଜେପି ଓ କଂଗ୍ରେସ । More
  • Santosh Kumar Sahoo
  • 12 months ago

ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ 'ବାଲି' ଛାଟ, ସତ୍ୟପାଠ ସମ୍ପୂର୍ଣ୍ଣ ମିଥ୍ୟା ଦର୍ଶାଇ ହାଇକୋର୍ଟ କ୍ଷୁବ୍ଧ

କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ 'ବାଲି' ଛାଟ। ବାଲି ପରିବହନ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି କହିବା ସହିତ, ତତ୍କାଳୀନ ଜିଲ୍ଲାପାଳ ଚୟନୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ଉଚ୍ଚ ନ୍ୟାୟାଳୟ । More
  • Santosh Kumar Sahoo
  • 12 months ago

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ପ୍ରଭାବରେ କାଲିଠୁ ଓଡ଼ିଶାରେ ବର୍ଷା

ବଙ୍ଗୋପସାଗରରେ ବାତ୍ୟା ଆସୁଛି। ଚେନ୍ନାଇ ଠାରୁ ୪୫୦ କିମି ଦୂରରୁ ଆଗକୁ ବଢୁଛି। ଆନ୍ଧ୍ର-ତାମିଲନାଡୁ ମଝିରେ ମଙ୍ଗଳବାର ମାଡ଼ ହେବ। ହେଲେ ତା ପ୍ରଭାବରେ ଓଡ଼ିଶାରେ କିନ୍ତୁ କାଲିଠୁ ବର୍ଷା ଆରମ୍ଭ ହୋଇଯିବ। More
  • Manoranjan Behera
  • 12 months ago

କୋଏଲ୍‌ ନଦୀରେ ଗାଧୋଇଲା ବେଳେ ବୁଡ଼ିଗଲେ ୨ ନାବାଳକ; ଜଣେ ମୃତ, ଜଣେ ନିଖୋଜ

ରାଉରକେଲାର କୋଏଲ ନଦୀରେ ବୁଡ଼ି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। More
  • Manoranjan Behera
  • 12 months ago

ବିରୁଡ଼ି କାମୁଡ଼ିଥିବା ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଲୁହା ଚେଙ୍କ; ଦୋଷ ମାନିଲେ ଶିକ୍ଷୟିତ୍ରୀ

ସ୍କୁଲରେ ଥିବା ଅବସ୍ଥାରେ ଛାତ୍ରୀଙ୍କୁ କାମୁଡ଼ିଦେଲା ବିରୁଡ଼ି । ମାତ୍ର ଔଷଧ ଦେବା ବଦଳରେ ଶିକ୍ଷୟିତ୍ରୀ ଦେଇଦେଲେ ଲୁହା ଚେଙ୍କ । More
  • Manoranjan Behera
  • 12 months ago

ବାଲିଯାତ୍ରାରେ ଗବ୍ବର ସିଂ ଚାଏର ମଜା; ନାଁ ଯେମିତି ଭିନ୍ନ, ସ୍ୱାଦ ବି ଭିନ୍ନ

ଜମୁଛି କଟକର ଐତିହାସିକ ମେଳା । ଦିନ ଗଡ଼ିବା ସହ ମେଳାରେ ବଢ଼ି ବଢ଼ି ଚାଲିଛି ଭିଡ । More
  • Manoranjan Behera
  • 12 months ago

ଶେଷରେ ହାତ ଧରିଲେ ବରିଷ୍ଠ ନେତା ଜୟରାମ ପାଙ୍ଗୀ

କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଙ୍ଗି ଦଲର ହାତ ଧରିଛନ୍ତି । More
  • Rajalaxmi Sahoo
  • 12 months ago

ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ: ରାଜଧାନୀରେ ରାତିରେ ଚାଲିଛି କଡ଼ାକଡ଼ି ଚେକିଂ

ରାସ୍ତାରେ ସମସ୍ତ ଗାଡ଼ିକୁ ଚେକିଂ କରାଯିବା ସହ ସମସ୍ତ କାଗଜପତ୍ର ଓ ଗାଡ଼ି ଚାଳକଙ୍କ ସମ୍ବନ୍ଧରେ ତଥ୍ୟ ଯାଞ୍ଚ କରାଯାଇଛି । More
  • Prangyan Parimita
  • 12 months ago

କୋଳଶୂନ୍ୟ କରିଦେଲା ପୋଖରୀ, ପାଣିରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ

ବାରିପଦା ସଦର ଥାନା ମହୁଲିଆ ଗାଁ ମାଝୀସାହିରେ ଅଘଟଣ...ମୃତ ଭାଇଭଉଣୀଙ୍କ ବୟସ ୨ ଓ ୬ ବର୍ଷ... More
  • Rajalaxmi Sahoo
  • 12 months ago

ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ

ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି । More
  • Prangyan Parimita
  • 12 months ago

ଖାଉ ଥାନା ବାବୁଙ୍କ ଖେଳ ଶେଷ, ବୈପାରୀଗୁଡ଼ା ଥାନା IIC ସୁଶାନ୍ତ ଶତପଥୀ ଚାକିରୀରୁ ବହିଷ୍କୃତ

ବିଦା ହେଲେ ବୈପାରୀଗୁଡ଼ା IIC ...ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କାର କଲେ ଡିଜିପି...ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଚାକିରୀରୁ ବହିଷ୍କୃତ.. More
  • Rajalaxmi Sahoo
  • 12 months ago

ଭୁବନେଶ୍ୱର ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୨ ମୃତ

ଟ୍ରକ୍‌କୁ କାର୍‌ ଧକ୍କା ଦେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । More
  • Deepak Acharya
  • 12 months ago

Today Panchang 2nd Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଘାତଚନ୍ଦ୍ର- ନାସ୍ତି । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ । More
  • Rajalaxmi Sahoo
  • 12 months ago

କଟକ ବାଲିଯାତ୍ରାରେ ଗବ୍ବର ଚା’...ଓଃ ! କି ଟେଷ୍ଟି...

ଏହି ଚା’ର ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ । ସେଥିପାଇଁ ତ ଦୋକାନରେ ଗ୍ରାହକଙ୍କ ଭିଡ଼ ହଟିବାର ନାଁ ନେଉନି । More
  • Satyendu Shekher Mishra
  • 12 months ago

ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି, ବିଜୁ ପକ୍କା ଘରକୁ ବି ଛାଡ଼ିଲାନି

ଓଡିଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ପଂଚାୟତର ଗାଁ ଗୁଡିକୁ ନେଇ ସୀମା ବିବାଦ ଚାଲିଥିବାବେଳେ ଉପର ସେମ୍ବିରେ ପୋଷ୍ଟ ଅଫିସ ଖୋଲିବା ସହ ସେହି ଗାଁ ଠିକଣାକୁ ଆନ୍ଧ୍ରରେ ସାମିଲ କରିବାକୁ ଚକ୍ରାନ୍ତ କରିଥିଲା ଆନ୍ଧ୍ର। More
  • Satyendu Shekher Mishra
  • 12 months ago

୪ ତାରିଖଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୱାର୍ଣ୍ଣିଂ

୫ ଓ ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଏହି ୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି। More
  • Satyendu Shekher Mishra
  • 12 months ago

ବାଲିଯାତ୍ରାରେ କାମ କରୁନି ଇଣ୍ଟରନେଟ୍, ଲାଗୁନି କଲ...

ମୋବାଇଲ୍ ଫୋନ୍ ରେ କଥା ହୋଇପାରୂନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। More
  • Santosh Kumar Sahoo
  • 12 months ago

ନବରଙ୍ଗପୁରରେ ଚାଞ୍ଚଲ୍ୟ, ନିଜର ୨ ବର୍ଷର ଶିଶୁପୁତ୍ରକୁ ଛୁରି ଭୁସି ହତ୍ୟା କଲା ମଦ୍ୟପ ବାପା

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ରାଧା ସାନ୍ତା ନାମକ ଜଣେ ମଦ୍ୟପ ବ୍ୟକ୍ତି, ପ୍ରଥମେ ପତ୍ନୀ ସହ ଝଗଡ଼ା କରି ଠେଙ୍ଗାରେ ଆକ୍ରମଣ ଉଦ୍ୟମ କରିଥିଲା। ପତ୍ନୀ ଭୟରେ ଘର ଛାଡ଼ି ଚାଲିଯିବାରୁ ଅଧିକ କ୍ରୋଧାନ୍ୱିତ ହୋଇ ନିଜର ଦୁଇବର୍ଷର ପୁଅକୁ ଛୁରାରେ ବାରମ୍ବାର ଆକ୍ରମଣ କରିଥିଲା। More
  • Santosh Kumar Sahoo
  • 12 months ago

ବ୍ରହ୍ମପୁରରେ ଉତ୍କଟ ପାଣି ସମସ୍ୟା, ଶୀତ ଦିନେ ବି ପାଣି ପାଇଁ ଡବଳ ବିକଳ ଲୋକେ

ଜାନିବିଲି ପାଇପ ଲାଇନରେ ଲିକେଜକୁ ନେଇ ଦେଖାଦେଇଛି ଏଭଳି ପାଣି ସମସ୍ୟା। ସହରକୁ ଜଳ ଯୋଗାଣର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। More
  • Santosh Kumar Sahoo
  • 12 months ago

ଜିରୋ ଫାଟାଲିଟି ୱିକ୍ ଆରମ୍ଭରୁ ମୃତ୍ୟୁ ବିଭୀଷିକା, ୪ ଦୁର୍ଘଟଣାରେ ଅକାଳରେ ଗଲା ୧୧ ଜୀବନ

ରାଜ୍ୟ ପରିବହନ ବିଭାଗର ଆକ୍ସିଡେଣ୍ଟ ତଥ୍ୟ ବି ଆଖି ତରାଟିଲା ଭଳି। ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ଗଲାଣି ୪୮ ହଜାର ଜୀବନ। ଦୈନିକ ଏ ସଂଖ୍ୟା ୧୩। ଆଶ୍ଚର୍ଯ୍ୟର କଥା ଏପ୍ରିଲରେ ଜିରୋ ଫାଟାଲିଟି ୱିକ୍ ପାଳନ ସତ୍ତ୍ୱେ ବର୍ଷର ପ୍ରଥମ ୯ ମାସରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪.୯ ପ୍ରତିଶତ ବଢ଼ିଛି। More
  • Tanmay Kumar Mahalik
  • 12 months ago

୧୭ ମହଲାରୁ ଉପରୁ ଉଦ୍ଧାର ହେଲା ସାପ

୧୭ ମହଲା ଉପରେ ସାପ ଦେଖିବା କଥା ଶୁଭେନ୍ଦୁଙ୍କୁ କହିଥିଲେ ଘରର ସଦସ୍ୟ । ତେବେ ଏତେ ଉଚ୍ଚରେ ସାପ ଚଢ଼ିବାକୁ ନେଇ ସ୍ନେକ୍‌ ହେଲ୍ପ ଲାଇନ୍‌ର ସଦସ୍ୟମାନେ ବିଶ୍ୱାସ କରିନଥିଲେ । More
  • Satyendu Shekher Mishra
  • 12 months ago

ଏକଜିଟ୍ ପୋଲରେ କଂଗ୍ରେସ-ବିଜେପି କଡ଼ା ଟକ୍କର, ୩ରେ ବାହାରିବ ସେମିଫାଇନାଲ ରେଜଲ୍ଟ

୫ ରାଜ୍ୟରେ ଭୋଟ୍ ଗଣତିକୁ ନେଇ ଚରମ ଉତ୍କଣ୍ଠା । ଓଡ଼ିଶା ରାଜନୀତିରେ ପ୍ରଭାବକୁ ନେଇ ତେଜିଲା ରାଜନୀତି । More