• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ  ଶନିବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି-୫ମୀ ସନ୍ଧ୍ୟା ୦୫.୧୪ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୭.୩୬ ରୁ ୦୮.୫୨
ଦିବା- ୧୧.୫୭ ରୁ ୧୨.୫୭

ଦିବା- ୦୨.୧୯ ରୁ ୦୨.୫୧
ଦିବା- ୦୩.୩୫ ରୁ ୦୩.୪୦   
ରାତ୍ରି- ୦୨.୩୯ ରୁ ୦୩.୩୨  

ଅଶୁଭ ସମୟ

ରାହୁକାଳ - ଦିବା ୦୮.୫୨ ରୁ ୧୦.୧୪
କାଳବେଳା- ପ୍ରାତଃ ୦୬.୦୯ ରୁ ୦୭.୩୦ ଓ ଦିବା ୦୩.୪୦ ରୁ ୦୫.୦୨

ବାରବେଳା- ଦିବା ୧୨.୫୭ ରୁ ୦୨.୧୯
କାଳରାତ୍ରି- ସନ୍ଧ୍ୟା ୦୫.୦୨ ରୁ ୦୬.୪୦ ଓ ନିଶାନ୍ତ ୦୪.୩୧ ରୁ ୦୬.୦୯