• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶେଷରେ ହାତ ଧରିଲେ ବରିଷ୍ଠ ନେତା ଜୟରାମ ପାଙ୍ଗୀ । ଆଜି କଂଗ୍ରେସରେ ଯୋଗଦେଇଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଙ୍ଗି ଦଲର ହାତ ଧରିଛନ୍ତି । ଏହି ଅବସରରେ ଦଲର ଅନ୍ୟତମ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ନିରଞନ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ ।

ଏହାପୂର୍ବରୁ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ BRS ପାର୍ଟିରେ ମିଶିଥିଲେ । ତେବେ ତା’ପୂର୍ବରୁ କୋରାପୁଟରୁ ବିଜେଡି ଟିକେଟରେ ସେ ସାଂସଦ ନିର୍ବଚିତ ହୋଇଥିଲୋ ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିଥିଲେ ।