• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 11 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sarbeswar
  • 1 year ago

ଏଇଠି କିଛି ନାହିଁ, ଜାତୀୟ ସ୍ତରରେ ନାଁ କେମିତି କମାଇବେ ?

ଆଜବେଷ୍ଟସ୍‌ ଉଡିଲା, ଘରର ଜିନିଷପତ୍ର ଛିନଛତର ହୋଇ ପଡ଼ିଲା । ଏମିତିରେ କାଳେ ଜାତୀୟସ୍ତରରେ ଏମାନେ ରେକର୍ଡ କରିବେ? More
  • Sarbeswar
  • 1 year ago

କରୋନା ପାଇଁ ଜୀବିକା ଯାଇଥିଲା...ଏବେ ସେହି କରୋନା ପାଇଁ ଭାଗ୍ୟ ବଦଳିଲା । ୟୁଟ୍ୟୁବ୍‌ ଦେଖି ମାସକୁ ରୋଜଗାର ଏବେ ଲକ୍ଷଲକ୍ଷ

ଚାଷ ବଢିବାରୁ ଏବେ ନିତିଦିନ ଘରକୁ ଦୈନିକ ଶହଶହ ଲୋକ କୁକୁଡା  କିଣିବା ପାଇଁ ଆସୁଛନ୍ତି । କୁକୁଡା ସହ ଦୟାନନ୍ଦ ବତକ ଆଉ ବଟେର ନାମକ ଏକ ପକ୍ଷୀ ମଧ୍ୟ ବିକୁଛନ୍ତି । ଖାଲି ଏତିକି ନୁହେଁ ବରଂ ଏହା ସହିତ ବିଦେଶୀ କୁକୁଡା ଚିଆଁ ମଧ୍ୟ ବିକୁଛନ୍ତି । ଦିନକୁ ଦୁଇ ଓଳି ସ୍ୱାମୀ-ସ୍ତ୍ରୀ କୁକୁଡାଙ୍କୁ ଦାନା ପାଣି ଦେଇଥାନ୍ତି । ଏବେ ମାସକୁ ରୋଜଗାର ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । More
  • Chandan Shishu
  • 1 year ago

ବୟସର ଅପରାହ୍ନରେ ଭତ୍ତା ପାଇଁ ହୀନସ୍ତା: ପଂଚାୟତରୁ ବ୍ଲକ ଅଫିସ, ଦୌଡି ଦୌଡି ନୟାନ୍ତ

ବୁଢା ବୁଢୀ ବୟସରେ ସରକାରୀ ସହାୟତା ପାଇଁ ଅନାଇ ରହିଛନ୍ତି ଅନେକ ହିତାଧିକାରୀ। ଏବେ ଅପେକ୍ଷା କେବେ ଏମାନଙ୍କୁ ଭତ୍ତା ମିଳୁଛି। More
  • Chandan Shishu
  • 1 year ago

୪ ଦିନର ଶିଶୁକୁ ମେଡିକାଲ ଲାଟ୍ରିନରେ ଛାଡ଼ି ପଳାଇଲେ ବାପା-ମାଆ

ଜନ୍ମ ପରେ ମାଆର କୋଳ ବଦଳରେ ପରିତ୍ୟକ୍ତ ଲାଟ୍ରିନ୍ କୋଠରୀରେ ନବଜାତ ଶିଶୁ। ଆସିବାର ୪ ଦିନ ପରେ ବି ମାଆ,ବାପା କିମ୍ବା ସମ୍ପର୍କୀୟଙ୍କ ପାଇଁ ସେ ଅଲୋଡ଼ା, ଅଖୋଜା।  More
  • Tanmay Kumar Mahalik
  • 1 year ago

ପାକିସ୍ତାନରେ ଅପରେଟ୍ ହେଉଛି ଓଡ଼ିଶା ସିମ୍; ଘଟଣା ପଛରେ ଓଡ଼ିଆ ଯୁବକଙ୍କ ସଂପୃକ୍ତି

ପ୍ରଥମେ ନିଜ କିଛି ଯୁବକଙ୍କୁ ରୋଜଗାରର ଲୋଭ ଦେଖାଇ ହ୍ୱାଟସ୍ଆପ୍ ଗ୍ରୁପ ତିଆରି କରନ୍ତି ଅଭିଯୁକ୍ତ । ଏହାପରେ ବିଭିନ୍ନ ଦୋକାନରେ ଗ୍ରାହକ ଦାଖଲ କରିଥିବା ଆବଶ୍ୟକ କାଗଜପତ୍ରକୁ ହାତେଇ ଏବଂ କୌଶଳକ୍ରମେ OTP ଜେନେରେଟ କରି ଆରମ୍ଭ କରନ୍ତି ପ୍ରି-ଆକଟିଭେଟେଡ ସିମ୍ କାର୍ଡର କ୍ରାଇମ୍ ସିଣ୍ଡିକେଟ । More
  • Tanmay Kumar Mahalik
  • 1 year ago

ନିର୍ମାଣର ୫ ମାସ ନପୂରୁଣୁ ଭାଙ୍ଗିଗଲା ରାଉରକେଲାର ହକି ଷ୍ଟାଚ୍ୟୁ

ଭାଙ୍ଗିଗଲା ରାଉରକେଲାର ହକି ଷ୍ଟାଚ୍ୟୁ । ନିର୍ମାଣର ୫ ମାସରେ ଗଳି ପଡିଲା ୪୦ ଫୁଟର ପ୍ରତିମୂର୍ତ୍ତି । ମାଟିରେ ମୁହଁ ମାଡି ପଡିଛି ହକି ଖେଳାଳିଙ୍କ ଷ୍ଟାଚ୍ୟୁ । ଧରାଶାୟୀ, ଟନ୍ ଟନ୍ ଲୁହାରେ ତିଆରି ୪୦ ଫୁଟର ବିରାଟ ପ୍ରତିମୂର୍ତ୍ତି । More
  • Tanmay Kumar Mahalik
  • 1 year ago

ଟ୍ରେନ ଟ୍ରାଜେଡ଼ିକୁ ପୂରିଲା ୧୦ ଦିନ; ସମୂହ ଦଶାହ ପାଳିଲେ ବାହାନଗାବାସୀ

ଆଜିର ସାମୂହିକ ଦଶାହ ପାଳନ ପରେ ଆସନ୍ତାକାଲି ଏକାଦଶାହରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି । More
  • Tanmay Kumar Mahalik
  • 1 year ago

ଭୁବନେଶ୍ୱର ପାର୍ଟସ ଦୋକାନରେ ଅଗ୍ନିକାଣ୍ଡ

ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା କୁହାଯାଉଛି । More
  • Tanmay Kumar Mahalik
  • 1 year ago

ରଥଯାତ୍ରାରେ ଡ୍ରୋନ୍‌ ଉଡ଼ାଣ ମନା

ପୋଲିସର ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି । ତେଣୁ ଡ୍ରୋନ୍‌ ଉଡ଼ାଣ ଉପରେ ମନା ରହିଛି । ବିନା ଅନୁମତିରେ କେହି ଡ୍ରୋନ୍‌ ଉଡ଼ାଇ ପାରିବେ ନାହିଁ ବୋଲି କହିଛି ପୁରୀ ପୋଲିସ । More
  • Tanmay Kumar Mahalik
  • 1 year ago

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା; ଆହୁରି ୩ ଦିନ କରିବ କଲବଲ

ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୩.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ମଧ୍ୟ ସମାନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । More
  • Sarbeswar
  • 1 year ago

ଅଟୋ ନୁହେଁ କାର୍‌ : ଲାଗିଛି କୁଲର...ଚାଲୁଛି ଟିଭି

ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍‌ ପୂରା କାର୍‌ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍‌ More
  • Sarbeswar
  • 1 year ago

ବାବୁ ୩୦ ବର୍ଷ ହେଲା ଧାଉଁଛୁ : ଘର କେବେ ପାଇବୁ?

ଆବାସ ଘର ଖଣ୍ଡିଏ ଲାଗି ୩୦ ବର୍ଷ ହେଲା ଧାଉଁଛନ୍ତି ହେଲେ ପାଉନାହାନ୍ତି । କେତେବେଳେ ସାପ ତ ଆଉ କେତେବେଳେ ଘରେ ପଶୁଛନ୍ତି ବେଙ୍ଗ । ନିଜ ନାଁରେ ଢିହ ଖଣ୍ଡେ ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଏମାନେ More
  • Sarbeswar
  • 1 year ago

ପୁଅକୁ ପାଠ ପଢାଇବା ଲାଗି ହାଣ୍ଡିଆ ବିକୁଛି ମାଆ

ଇଏ ବି ଜଣେ ମାଆ । ପୁଅକୁ ପାଠ ପଢାଇବାକୁ ବିକ୍ରି କରୁଛି ହାଣ୍ଡିଆ ...ସେପଟେ ମାଆର କଷ୍ଟକୁ ଦେଖିନପାରି କଲେଜରୁ ଆସି ପର ଦୁଆରେ ମୂଲ ଲାଗୁଛି ପୁଅ । ଏବେ କଳାରେ ରଖିଲେ ୬୯ ପ୍ରତିଶତ ନମ୍ବର More
  • Sarbeswar
  • 1 year ago

ବାବୁ ଆମେ ଆମ୍ବସଢା ତିଆରି କରୁଛୁ ହେଲେ ବିକ୍ରି ହେଉନି

ଏତେ ପରିଶ୍ରମ କରୁଛୁ । ଖରାରେ ଖଟୁଛୁ...ମୂଳ ଉଠୁନି କି ଭଲ ରୋଜଗାର ହେଉନି । ଏମିତି ହେଲେ ଆମେ ଚଳିବୁ କେମିତି? କିଛି ଏମିତି ଢଙ୍ଗରେ ଦୁଃଖ ବଖାଣିଛନ୍ତି ଆମ୍ବସଢା ବେପାରୀ More
  • Sarbeswar
  • 1 year ago

ଛୁଆ ଗୋଟିଏ..ଦାବିଦାର ୨

ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା More
  • Satyendu Shekher Mishra
  • 1 year ago

କଟକ ବିଜେଡିରେ ଫାଟ ଜଳ ଜଳ ! ମେୟରଙ୍କୁ ତାତ୍ସଲ୍ୟ କଲେ ଦେବାଶିଷ

ସୁବାସ ସିଂହଙ୍କୁ କଟାକ୍ଷ କରି ଦେବାଶିଷ କହିଛନ୍ତି, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ । More
  • Satyendu Shekher Mishra
  • 1 year ago

ଟ୍ରେନ୍‌ ଛାତରେ ଶୋଇଥିଲେ ଯାତ୍ରୀ, ଦେଖନ୍ତୁ ଭିଡିଓ...

ଉଦ୍ଧାର ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ରେଲୱେ ପୋଲିସ । More
  • Prangyan Parimita
  • 1 year ago

ଆହୁରି ବଢ଼ିବ ତାତି : ଆସନ୍ତା ୩ରୁ ୪ଦିନ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ୱାର୍ଣ୍ଣିଂ

ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୮ ଡିଗ୍ରୀ ରେକର୍ଡ ... ୩୫ ଡିଗ୍ରୀ ଉପରେ ୮ ସହରର ତାତି ... More
  • Satyendu Shekher Mishra
  • 1 year ago

ଶବଠୁ ବି ପଇସା ଶୋଷୁଛନ୍ତି ସରକାରୀ କର୍ମଚାରୀ !

କହୁଛନ୍ତି ପାଞ୍ଚ ଶହ ନଦେଲେ ହେବନି ପୋଷ୍ଟମର୍ଟମ । ଉପାୟ ନପାଇ ଲାଞ୍ଚ ଦେଉଛନ୍ତି ମୃତକଙ୍କ ମ୍ରିୟମାଣ ପରିବାର । More
  • Satyendu Shekher Mishra
  • 1 year ago

ଦିନରେ ପ୍ରବଳ ଖରା, ସଂଧ୍ୟାରେ ପ୍ରବଳ ବର୍ଷା ! ଭାଙ୍ଗିଲା ଗଛ, ଉଡ଼ିଲା ଅଲାରନାଥ ପୀଠରେ ଟେଣ୍ଟ

ଗ୍ରୀଷ୍ଣ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । More
  • Satyendu Shekher Mishra
  • 1 year ago

Train Tragedy: ବାହାନଗାରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି

ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ। More
  • Chandan Shishu
  • 1 year ago

ଆଖି ଆଗରେ ନାଚୁଛି ବାହାନଗା ଟ୍ରାଜେଡିର ବୀଭତ୍ସ ରୂପ, ମାନସିକ ଦୁଃସ୍ଥିତିରୁ ବାହାରି ପାରୁନାହାନ୍ତି ଉଦ୍ଧାରକାରୀ 

ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ। More
  • Tanmay Kumar Mahalik
  • 1 year ago

ଟ୍ରେନ୍ ଟ୍ରାଜେଡିକୁ ବିତିଗଲାଣି ୮ ଦିନ, ହେଲେ ଭୁଲିହେଉନି ବିଭୀଷିକା

ସେଦିନର କଥା ଭାବିଲେ ଏବେବି ଲୁହ ରୋକିପାରନ୍ତିନି ଭାଗବତ ମଉସା । ରକ୍ତଜୁଡ଼ୁବୁଡ଼ୁ ଶବ ଗୁଡ଼ିକୁ ଆଡ଼େଇ ଷ୍ଟେସନ ଆଡ଼କୁ ଖବର ଦେବା ପାଇଁ ଦୌଡ଼ିବା ବେଳର ଅନୁଭୂତି ବଖାଣିବା ଆଗରୁ ବାଷ୍ପରୁଦ୍ଧ ହୋଇଯାଏ କଣ୍ଠ । More
  • Chandan Shishu
  • 1 year ago

ମଞ୍ଚ ପାଲଟିଲା ମୃତ୍ୟୁ ଶଯ୍ୟା, ଦୀପ ଜାଳୁଜାଳୁ ଲିଭିଗଲା ଜୀବନ ଦୀପ

କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ। More
  • Prangyan Parimita
  • 1 year ago

ରାଜ୍ୟରେ ବିଜୁଳି ବିଭ୍ରାଟକୁ ନେଇ କାହା କଥା ଠିକ୍.. ମୁଖ୍ୟ ଶାସନ ସଚିବ ନା ଶକ୍ତିମନ୍ତ୍ରୀ ?

ବିଜୁଳି ବିଭ୍ରାଟ ସମସ୍ୟାକୁ ନେଇ କିଏ ଠିକ୍ ? ମୁଖ୍ୟ ଶାସନ ସଚିବ ନା ବିଭାଗୀୟ ମନ୍ତ୍ରୀ ? ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, ହେଲେ ଶକ୍ତିମନ୍ତ୍ରୀଙ୍କ ଭିନ୍ନମତ More
  • Chandan Shishu
  • 1 year ago

ସଞ୍ଜୟଙ୍କ ନାଁରେ ଥାନାରେ ଏତଲା ଦେଲେ ପ୍ରକୃତି

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ।  More