• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 27 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 11 months ago

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ଧର୍ମପତ୍ନୀ ଯଶୋଦା ବେନ୍

ଶ୍ରୀକ୍ଷେତ୍ର ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ । ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି ପୁରୀ ଆସି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି ଯଶୋଦା ବେନ୍ ମୋଦି । More
  • Tanmay Kumar Mahalik
  • 11 months ago

ଗର୍ଜିଲେ ବେସରକାରୀ କଲେଜ ଅଧ୍ୟାପକ; ବ୍ୟାରିକେଡ୍‌ ଭାଙ୍ଗି ଧାଇଁଲେ ବିଧାନସଭା

ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ । ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ କରିଥିଲେ ଗର୍ଜନ । ପୋଲିସର ବାରିକେଡ୍ ଭାଙ୍ଗି ବିଧାନସଭା ଆଡେ ମାଡିଚାଲିଲେ ଆନ୍ଦୋଳନକାରୀ ଅଧ୍ୟାପକ । More
  • Tanmay Kumar Mahalik
  • 11 months ago

ଚେତିଲା ପରିବହନ ବିଭାଗ; ବିବାହ ଉତ୍ସବରେ ଗାଡ଼ି ବ୍ୟବହାର ନେଇ ଖୁବଶୀଘ୍ର ଆସିବ ନୂଆ SOP

ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍ । ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା । More
  • Prangyan Parimita
  • 11 months ago

ମୌସୁମୀ ବର୍ଷା ସତ୍ତ୍ୱେ ଘନ ଘନ ବିଜୁଳି କାଟ୍ ! ତାତିଲା କଂଗ୍ରେସ, ରାଜ୍ୟବ୍ୟାପୀ ବିକ୍ଷୋଭ

କେବଳ ବିଜୁଳି କାଟ୍ ନୁହେଁ, ବିଜୁଳି ଦର ବୃଦ୍ଧି, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ଏବଂ ଦୁର୍ବଳ ଭିତ୍ତିଭୂମିକୁ ନେଇ ମଧ୍ୟ ଟାଟା ପାୱାର ବିରୋଧରେ ବଢୁଛି ଅସନ୍ତୋଷ। More
  • Chandan Shishu
  • 11 months ago

ମାସକ ତଳେ ଟମାଟୋ ଥିଲା ମାତ୍ର ୨୦, ଆଉ ଆଜି ସିଧା ସେଞ୍ଚୁରୀ ପାର୍

ତେବେ ଏବେ ପ୍ରଶ୍ନ କାହିଁକି ହଠାତ୍ ଅମୂଲମୂଲ ହେଲା ଟମାଟୋ ? More
  • Chandan Shishu
  • 11 months ago

ବିବାହ ଶୋଭାଯାତ୍ରାରେ ବ୍ୟବହାର ଗାଡ଼ି ପାଇଁ ଆସିବ ନୂଆ ନିୟମ

ସେପ୍ଟେମ୍ବରରୁ ଅଟୋ, ବାଇକ ଛଡ଼ା ସବୁ ଗାଡିରେ ଲାଗିବ VLTD ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ। More
  • Prangyan Parimita
  • 11 months ago

ଆଡ଼ପ ଦର୍ଶନ ହେଲା ଶେଷ ଦର୍ଶନ; ଚାଲିଗଲା ଭକ୍ତଙ୍କ ଜୀବନ

ଗୁରୁତର ଅବସ୍ଥାର ମେଡିକାଲ୍‌ରେ ଭର୍ତ୍ତି କରିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି More
  • Tanmay Kumar Mahalik
  • 11 months ago

ସରକାରୀ ବସ୍‌ ଡ୍ରାଇଭରର ବେପରୁଆ ଡ୍ରାଇଭିଂ ପାଇଁ ଦୁର୍ଘଟଣା ହୋଇଛି: ଏସ୍‌ପି

ଉଭୟ ଡ୍ରାଇଭରଙ୍କ ମଦ୍ୟପାନ ଟେଷ୍ଟ ହୋଇଛି, ଉଭୟଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ସରକାରୀ ବସ ଡ୍ରାଇଭରର ଦ୍ରୁତ ଗତି ଓ ଆଖି ପଡ଼ିବା ଯୋଗୁଁ ଏହା ହେବା ସହ ବେପରୁଆ ଗାଡ଼ି ଚାଳନା ପାଇଁ ଡ୍ରାଇଭରକୁ ୩୦୪ ଦଫାରେ ଗିରଫ କରାଯାଇଛି । More
  • Manoranjan Behera
  • 11 months ago

ସ୍ୱାଭାବିକ ହେଲା ବାହାନଗା ଷ୍ଟେସନ

କରମଣ୍ତଳ ଟ୍ରେନ୍‌ ଦୁର୍ଘଟଣା କାରଣରୁ ବାହାନଗା ଷ୍ଟେସନ୍‌ର ବ୍ୟାପକ୍‌ କ୍ଷତି ହୋଇଥିଲା । More
  • Prangyan Parimita
  • 11 months ago

ଲୋକଙ୍କୁ ପାଣି ମିଳୁନି, ହେଲେ ପଞ୍ଚାୟତରେ ଲାଗିଛି ମାଳ ମାଳ ହୋର୍ଡିଂ

୧୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ଠିକ୍ ଠାକ୍ ଚାଲିବା ପରେ ଏବେ ସଂପୂର୍ଣ୍ଣ ଅଚଳ। More
  • Satyendu Shekher Mishra
  • 11 months ago

ପତ୍ନୀ ହତ୍ୟା ମାମଲାରେ ଗୁଣପୁର ପୂର୍ବତନ ବିଧାୟକ ରାମମୂର୍ତ୍ତିକୁ ଆଜୀବନ ଜେଲ୍‌

ଜରିମାନା ଅନାଦେୟ ହେଲେ ପୁଣି ୬ ମାସ ସଜା ନିର୍ଦ୍ଦେଶ । More
  • Satyendu Shekher Mishra
  • 11 months ago

‘ଅଡିଓ ବର୍ତ୍ତାରେ କ’ଣ ରହିଛି ସତ୍ୟତା ? ତାହା ମୁଖ୍ୟମନ୍ତ୍ରୀଙ୍କର ତ ?’, ପଚାରିଲେ ଶରତ

ଗୋଟିଏ ପଟେ ବିଜେପି ବାରମ୍ବାର ସରକାର ଓ ସଚିବଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ କଂଗ୍ରେସ ବି ଫୁଲ୍‌ ଦମ୍‌ରେ ଆଗକୁ ଆସିଛି । More
  • Prangyan Parimita
  • 11 months ago

ଟଙ୍କା ହଡ଼ପ୍‌ କରିବାର ନୂଆ ଫଣ୍ଡା ! ଯେଉଁଠି ପୋଖରୀ ନାହିଁ ସେଠି ଚାଲିଛି ପୁନରୁଦ୍ଧାର କାମ

ଯେଉଁଠି ପୋଖରୀ ନାହିଁ ସେଠି ପୋଖରୀର ପୁନରୁଦ୍ଧାର ନାଁରେ ଟଙ୍କା ହଡପ୍ ପାଇଁ ମସୁଧା। ଏକ ଗୋଚର ଜମିରେ ପୋଖରୀ ଥିବା ଦର୍ଶାଇ ତାର ପୁନରୁଦ୍ଧାର ପାଇଁ ଆସିଛି ୮ ଲକ୍ଷ ଟଙ୍କା ଅନୁଦାନ। ଯାହାକୁ ବିରୋଧ କରିଛନ୍ତି ଗଞ୍ଜାମ ଆସିକା ବ୍ଳକର ଆମ୍ବପୁଆ ଗ୍ରାମବାସୀ More
  • Rajalaxmi Sahoo
  • 11 months ago

ଚାକିରି ଛାଡ଼ିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ

ଚାକିରି ଛାଡ଼ିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ। ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆ କ୍ୟାପ୍‌ଟେନ ପଦବୀରୁ ଇସ୍ତଫା ଦେଇଛନ୍ତି। More
  • Manoranjan Behera
  • 11 months ago

ଜୟଦେବଙ୍କ ସାଙ୍ଘାତିକ ବୟାନ; କୁଆଡ଼େ ଯିବା ସ୍ଥିତିରେ ନାହାନ୍ତି ମୁଖ୍ୟମନ୍ତ୍ରୀ

ଥମୁନି 5T ସଚିବଙ୍କ ଗସ୍ତ ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍‌ ବାର୍ତ୍ତାକୁ ନେଇ କଂଗ୍ରେସ ନେତା ଜୟଦେବ ଜେନାଙ୍କ କଟାକ୍ଷ । More
  • Satyendu Shekher Mishra
  • 11 months ago

Odisha Politics: 5T ସଚିବଙ୍କ ବିରୋଧରେ କେନ୍ଦ୍ର ନିକଟରେ ଫେରାଦ ହେଲେ ବିଜୟ

ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା କେନ୍ଦ୍ରକୁ ଜଣାଇଛନ୍ତି ବିଜୟ । More
  • Rajalaxmi Sahoo
  • 11 months ago

ଆଶ୍ଚର୍ଯ୍ୟ ! ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ...କେହିବି ଟେର୍‌ ପାରୁ ନାହାନ୍ତି

ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ... ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ୨ ବର୍ଷ ପୂର୍ବରୁ ମଧ୍ୟ ଏମିତି ଶବ ଗାଏବ ହେଉଥିଲା। More
  • Manoranjan Behera
  • 11 months ago

ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ; ଉପାସରେ ପ୍ରଭୁ ଗୋପାଳଜୀଉ

ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରର ନୀତିକାନ୍ତି ଗତକାଲିଠାରୁ ବନ୍ଦ ରଖିଛନ୍ତି ମନ୍ଦିରର ସେବାୟତ। More
  • Rajalaxmi Sahoo
  • 11 months ago

ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ

ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ବେଳେ ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ଟଙ୍କା ସହ ୫ କୋଟିରୁ ଅଧିକ ସମ୍ପତ୍ତି ମିଳିଥିଲା। More
  • Manoranjan Behera
  • 11 months ago

ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍‌; ୧୦ ଆହତ

ବାରିପଦା ମେଡିକାଲ କଲେଜ ରଙ୍ଗାମାଟିଆ ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । More
  • Rajalaxmi Sahoo
  • 11 months ago

‘ଚାନ୍ଦବାଲି ବିଧାୟକଙ୍କ ଶଳା ଓ ଶ୍ୱଶୁର କ’ଣ ଆଇନଠୁ ଉପରେ ?’

ଚାନ୍ଦବାଲି ବିଡିଓଙ୍କୁ ମାଡ଼ ଅଭିଯୋଗ ଘଟଣାକୁ ନେଇ ବିଜେଡିକୁ ବିଜେପି ଟାଗେର୍ଟ କରିଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶଳା ଓ ଶ୍ୱଶୁର କ’ଣ ଆଇନଠୁ ଉର୍ଦ୍ଧ୍ୱରେ ବୋଲି ବିଜେପି ପ୍ରଶ୍ନ କରିଛି। More
  • Manoranjan Behera
  • 11 months ago

ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଧରି ପହଞ୍ଚିଲେ ମାଆ, ପୁଅ

କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ବି ପଡ଼େ ନାହିଁ । ଜଗାର ଡାକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ । More
  • Rajalaxmi Sahoo
  • 11 months ago

ଶହେ ଟପିଲା ଟମାଟୋ ଦର, କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି...

ଶହେ ଉପରେ ଟମାଟୋ ଦର।  ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି। ଯାହାକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। More
  • Rajalaxmi Sahoo
  • 11 months ago

ଆଜି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଗତ ୨-୩ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖ ଯାଏ ପ୍ରବଳ ବର୍ଷା ହୋଇପାରେ। More
  • Manoranjan Behera
  • 11 months ago

ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା; ଅପରାହ୍ନ ୫ଟା ଯାଏଁ ସଂଧ୍ୟା ଦର୍ଶନ

ଆଜି ଶେଷ ସଂଧ୍ୟା ଦର୍ଶନ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । More
  • Rajalaxmi Sahoo
  • 11 months ago

ଭୟଙ୍କର ଦୁର୍ଘଟଣା: ସାଙ୍ଗ ହୋଇ ଚାଲିଗଲେ ବାପା, ମା’ ଓ ଝିଅ...

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଟ୍ୟାଙ୍କର-କାର୍ ମଧ୍ୟରେ ଧକ୍କା ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି More
  • Sarbeswar
  • 11 months ago

ଅଧା ରାସ୍ତାରେ ଛକିଥିଲା ଯମ...ନେଇଗଲା ଶାଳୀଙ୍କ ସହ ୧୦ ଜଣଙ୍କ ଜୀବନ

ବଡ ଭଉଣୀର ବାହାଘର ଥିଲା, ଭିଣୋଇଙ୍କଠାରୁ କେତେ କଣ ଡିମାଣ୍ଡ ନେଇଥିଲା ଶାଳୀ । ବାହାଘର ସରିବା ପରେ ଖାଇପିଇ ଘରକୁ ଫେରୁଥିଲେ । ବସ୍‌ରେ କଥା ହେଉଥିଲେ ସକାଳୁ କେତେ କଣ କିଣିବେ ବୋଲି...ହେଲେ ବାଟରେ ରାସ୍ତାରେ ଜଗିଥିଲା ଯମ...ମାତ୍ର କେଇ ଘଂଟା ପୂର୍ବରୁ ହାତ ଗଣ୍ଠି ଫିଟାଇ ଥିଲେ, ୨ ଘଂଟା ପରେ ପ୍ରାଣ ନେଇଗଲା ଯମ । ଏବେ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ More
  • Chandan Shishu
  • 11 months ago

ରାଜଧାନୀବାସୀଙ୍କୁ ଘାରିଛି ଭଣ୍ଡବାବା ଡର, ସାଧୁବେଶଧାରୀ ଲୋକଙ୍କୁ ଅଯଥାରେ ଘରକୁ ନ ଡାକିବାକୁ ପରାମର୍ଶ

ଗତକାଲି ରାଜଧାନୀ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ନାଗା ବେଶଧାରୀ କିଛି ଭଣ୍ଡବାବା ଭଜନ କୀର୍ତ୍ତନ ଆଳ ଦେଖାଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ଆଉ କାଲିର ଖବର ଗଣମାଧ୍ୟମରେ ଜଣାପଡ଼ିବା ପରେ ଆଜି ଏମାନଙ୍କୁ ସନ୍ଦେହ କରି ଲୋକେ ନିଜଆଡୁ ପୋଲିସକୁ ଖବର ଦେଇଦେଇଛନ୍ତି। More
  • Satyendu Shekher Mishra
  • 11 months ago

ବାହାବେଦୀ ପାଖରେ ଆଜି ବନ୍ଧା କୋକେଇ

ଲୁହରେ ଭିଜିଲା ଖଣ୍ଡଦେଉଳି ଗାଁ, ଏକାଠି ଜଳିଲା ୩ ଜୁଇ । ଅକସ୍ମାତ୍ ଅଫେରା ରାଇଜର ପଥିକ ହୋଇଗଲେ ୧୧ ଆତ୍ମିୟ । More
  • Chandan Shishu
  • 11 months ago

ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା

ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। More
  • Satyendu Shekher Mishra
  • 11 months ago

ଦିଗପହଣ୍ଡି ବସ୍ ଟ୍ରାଜେଡି: ୨୫ ବର୍ଷର ଦଦରା ବସ୍‌ର ନଥିଲା ପରମିଟ୍, କମିତି ମିଳିଥିଲା ଫିଟନେସ୍ ?

ଦୁର୍ଘଟଣାକୁ ନେଇ ସ୍ତବ୍ଧ ରାଜ୍ୟ, ଚାଲିଛି କାରଣ ଖୋଜା । ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ନଥିଲା ପରମିଟ୍ । More