• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 04 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 2 years ago

ମଣିଷର ମୃତ୍ୟୁ ପରେ ଅଖିରୁ ଲୁହ ଝରାଇଲା ମାଙ୍କଡ଼

କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା । More
  • Tanmay Kumar Mahalik
  • 2 years ago

ଓଟିଭି ଫୋରସାଇଟ ୨୦୨୩; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସମନ୍ଥନ

ଗୋଟିଏ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ । ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟରେ ହୋଇଥିଲା ସେମିତି ଉଦ୍ୟମ । ବିଜନେସ ସେସନରେ ଭାଗ ନେଇଥିଲେ ଦେଶର ଦୁଇ ପ୍ରତିଷ୍ଠିତ ଉଦ୍ୟୋଗୀ- ତେତନା ସିହ୍ନା ଓ ପ୍ରକାଶ ଗୁହା । More
  • Tanmay Kumar Mahalik
  • 2 years ago

ଚିନ୍ମୟୀ ମୃତ୍ୟୁଉପରୁ ହଟୁନି ପରଦା; ୫ଦିନ ପରେ ବି ପ୍ରମାଣ ପାଉନି ପୋଲିସ

ଚିନ୍ମୟୀଙ୍କ ଗଳାରେ କେମିତି ହେଲା ଏହି ଦାଗ ? ଗୋଟି ଗୋଟି କରି ଅଗ୍ନିପରୀକ୍ଷାକୁ ସାମ୍ନା କରୁଛନ୍ତି ଚିନ୍ମୟୀଙ୍କ ସହ ଶେଷ ସମୟ ଯାଏଁ ଏକାଠି ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ । ୪ ଦିନ ଧରି ବୁର୍ଲା ଥାନାରେ ଘନଘନ ଜେରା ପରେ ଆଜି ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ କରାଇଛି ପୋଲିସ । More
  • Tanmay Kumar Mahalik
  • 2 years ago

ଶିମିଳିପାଳରୁ କୁଲଡିହା, ସବୁଠି ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ । More
  • Tanmay Kumar Mahalik
  • 2 years ago

୨୦୨୪ ପାଇଁ ବିଜେଡିର ରଣନୀତି; ଏଣିକି ନବୀନ ଓଡ଼ିଶା ନାରା

ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନରେ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରୁଛନ୍ତି । ସରକାରୀ ପ୍ରକଳ୍ପର ଶୁଭାରମ୍ଭ ସହ ବିଭିନ୍ନ ସାଧାରଣ ସଭାରେ ଯୋଗ ଦେବେ ନବୀନ । ସ୍ୱତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ୍ ୱେ'ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । More
  • Tanmay Kumar Mahalik
  • 2 years ago

ଆସନ୍ତାକାଲି ବିଜେପି ପାଳିବ ଭ୍ରଷ୍ଟାଚାର ଦିବସ

ପଞ୍ଚାୟତିରାଜ ଦିବସକୁ ବିଜେପି ୩୧୪ ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସଭାବେ ପାଳନ କରିବ । ହାତରେ କଳା କପଡା ବାନ୍ଧି ଦଳ ବିରୋଧ ପ୍ରଦର୍ଶନ କରିବ ବୋଲି କହିଛି । More
  • Pramod Behera
  • 2 years ago

OTV Foresight 2023: ବକ୍ସି ଜଗବନ୍ଧୁ ଓ ଖାରବେଳଙ୍କ ଉପରେ ଫିଲ୍ମ ନ ହେବା ପଛରେ ଆମେ ଦାୟୀ; ସିଦ୍ଧାନ୍ତ ମହାପାତ୍ର

କେଉଁଠି ନା କେଉଁଠି ନିର୍ମାତା ଓ ନିର୍ଦ୍ଦେଶକମାନେ ଅଣଓଡିଆ ଚଳଚ୍ଚିତ୍ରର ଭାଷା ଓ କାହାଣୀକୁ କପି କରୁଥିବା ନଜର ଆସେ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଥିରେ ଓଡିଆର ମୌଳିକତା ନଥିବ ସେଭଳି ଫିଲ୍ମ ବା ଗୀତ କରିବେ ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି। More
  • Satyendu Shekher Mishra
  • 2 years ago

OTV Foresight 2023: ଜଗନ୍ନାଥଙ୍କ ଦର୍ଶନ ପରେ ମୋର ନୂଆ ଜୀବନ ଆରମ୍ଭ ହୋଇଥିଲା

ଓଟିଭି ପାଇଁ ଗୀତ ମଧ୍ୟ ଗଇଛନ୍ତି ଅନୁ ମଲ୍ଲିକ । ଅନ୍‌ ଦ ସ୍ପଟ୍ ଗୀତ ଲେଖିଲେ । ଷ୍ଟେଜ୍‌ ଉପରେ କହୁ କହୁ ଓଟିଭି ପାଇଁ ଗାଇଦେଲେ ଗୀତ । More
  • Rajalaxmi Sahoo
  • 2 years ago

‘ଓଡ଼ିଆ ଖାଇବା ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍‌- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି।  More
  • Satyendu Shekher Mishra
  • 2 years ago

OTV Foresight 2023: ଷ୍ଟେଜ୍‌ରେ ଅନ୍‌ ଦ ସ୍ପଟ୍‌ ଓଟିଭି ପାଇଁ ଗୀତ କମ୍ପୋଜ କଲେ ଅନୁ ମଲ୍ଲିକ୍, ଶୁଣନ୍ତୁ...

ବର୍ତ୍ତମାନର ଯୁବ ପିଢ଼ି କିଭଳି ସୋସିଆଲ ମିଡିଆ ଜରିଆରେ ରାତା ରାତି ଷ୍ଟାର ହେଉଛନ୍ତି, ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହାର ପ୍ରଭାବ କେତେ ଖରାପ ତାହା ମଧ୍ୟ କହିଛନ୍ତି । More
  • Rajalaxmi Sahoo
  • 2 years ago

ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି... ତଥାପି ୫ ହଜାର କେସ୍‌ ପେଣ୍ଡିଂ

ଏବେ ବି ଅନେକ ମହିଳାଙ୍କ ପାଇଁ ଅପହଞ୍ଚ କମିଶନ। ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି ତଥାପି ୫ ହଜାର କେସ୍‌ ପେଣ୍ଡିଂ ଅଛି। More
  • Satyendu Shekher Mishra
  • 2 years ago

ଗାଁରେ ମହିଳାଙ୍କ ପାଇଁ ବ୍ୟାଙ୍କ ଖୋଲି ସାରା ଦେଶରେ ଚର୍ଚ୍ଚିତ ଚେତନା ସିହ୍ନା, ଜାଣନ୍ତୁ ପୁରା କାହାଣୀ...

ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ହାସଲ କରିବାଠାରୁ ଆରମ୍ଭ କରି ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ ଚେତନାଙ୍କ ମନ୍ଦେସୀ ମହିଳା ସହକାରୀ ବ୍ୟାଙ୍କ କେତେ ସମସ୍ୟାକୁ ଅତିକ୍ରମ କରିଛି ସେ କାହାଣୀ ବଖାଣିଥିଲେ । More
  • Satyendu Shekher Mishra
  • 2 years ago

OTV Foresight 2023: ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କଲେ MD ଜଗି ମଙ୍ଗତ ପଣ୍ଡା

ମୁଖ୍ୟବକ୍ତା ଭାବେ ଯୋଡ଼ିହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ତାଙ୍କୁ ସ୍ୱାଗତ କରିଥିଲେ ଜଗି । More
  • Rajalaxmi Sahoo
  • 2 years ago

‘୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ’

୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍‌-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। More
  • Rajalaxmi Sahoo
  • 2 years ago

ନାବାଳିକାଙ୍କ ପ୍ରେମରେ ପାଗଳ ଯୁବତୀ, ବାହା ହେବା ପାଇଁ ହରିୟାଣାରୁ ଧାଇଁ ଆସିଲେ ଓଡ଼ିଶା...

ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିୟାଣାରୁ ଓଡ଼ିଶା ଧାଇଁ ଆସିଥିଲେ ଯୁବତୀ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ୍‌ ଜିମା ଦେଇଛନ୍ତି।  More
  • Satyendu Shekher Mishra
  • 2 years ago

Today Panchang 4th March 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ରାଶିର ଘାତ ବାର

ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୧.୪୩ ଗତେ ୧ ପାଦ । More
  • Satyendu Shekher Mishra
  • 2 years ago

ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ଉତ୍କଳ ରତ୍ନ ସମ୍ମାନ

ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି । More
  • Rajalaxmi Sahoo
  • 2 years ago

ବଢ଼ୁଛି ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ, ଟ୍ୱିଟ୍‌ କରି ଓଡ଼ିଶା ସରକାରଙ୍କ ବିରୋଧରେ ବର୍ଷିଲେ ବିଧାୟକଙ୍କ ଗର୍ଲଫ୍ରେଣ୍ଡ୍‌

ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। More
  • Satyendu Shekher Mishra
  • 2 years ago

ଆସନ୍ତାକାଲି ଓଟିଭି ଫୋରସାଇଟ୍ ୨୦୨୩, ସକାଳ ୧୦.୩୦ରୁ ଓଟିଭିରେ ସିଧା ପ୍ରସାରଣ

ଓଟିଭି ଫୋରସାଇଟର ଏହି ତ୍ରୟୋଦଶ ସଂସ୍କରଣରେ ଏଥର ସାମିଲ୍ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ବିଶିଷ୍ଟ ବଲିଉଡ୍ ଚଳଚ୍ଚିତ୍ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ, ଜଣାଶୁଣା ଅଭିନେତ୍ରୀ ପଲ୍ଲବୀ ଯୋଷୀ, ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ପ୍ରମୁଖ। More
  • Satyendu Shekher Mishra
  • 2 years ago

କି ଦୁଃଖ ! ଚଉଠି ଦିନ ଚାଲିଗଲା ବରର ଜୀବନ, ଗଢ଼ିବା ଆଗରୁ ଭାଙ୍ଗିଗଲା ସଂସାର

ଘର ପାଖ ଗଡ଼ିଆରେ ଛକି ବସିଥିଲା ଯମ । ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ପଡ଼ି ବରର ମୃତ୍ୟୁ । More
  • Satyendu Shekher Mishra
  • 2 years ago

ଶିମିଳିପାଳରେ ରାସ୍ତା ନାଁରେ କାଟି ଦେଲେ ଶତାଧିକ ମୂଲ୍ୟବାନ ଗଛ

କାହାରି ଅନୁମତି ନ ନେଇ ଗଛ କାଟିଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ରେଞ୍ଜ ଅଧିକାରୀ । More
  • Satyendu Shekher Mishra
  • 2 years ago

କାହିଁକି ପଶ୍ଚିମ ଓଡ଼ିଶାକୁ ନବୀନଙ୍କ ଘନ ଘନ ଗସ୍ତ ? ବ୍ୟାକ୍ ଫୁଟରେ ରହିଛି କି ବିଜେଡି..?

ସ୍ଥିତି ସୁଧାରିବାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବାର ଚର୍ଚ୍ଚା । ବିରୋଧୀ କହିଲେ-ଫରକ୍ ପଡ଼ିବନି ନବୀନଙ୍କ ଗସ୍ତ । More
  • Satyendu Shekher Mishra
  • 2 years ago

ଏବେ ବି ରହସ୍ୟ ଘେରରେ ଚିନ୍ମୟୀଙ୍କ ମୃତ୍ୟୁ, ବେକରେ ଦାଗ ବଢ଼ାଇଛି ହତ୍ୟା ସନ୍ଦେହ...

ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲା ଭିମସାର୍ । ବନ୍ଧୁ ପ୍ରୀତିମାନଙ୍କ ସହିତ ଆଉ ଜଣେ ଅଟକ । More