• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 13 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 1 year ago

କଟକ ଛତ୍ରବଜାର ଅର୍ବାନ ହାଟରେ ପିଣ୍ଡି ବଣ୍ଟନ ପ୍ରସଙ୍ଗ, ସିଏମସି କାଉନସିଲ୍ ବୈଠକରେ ହୋହଲ୍ଲା

ବିଜେପି କର୍ପୋରେଟର ସିଏମସିରେ ହୋଇଥିବା ଜମି ଜାଲିଆତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଜବାବ ମାଗିଥିଲେ। ସେହିପରି ବାଲିଯାତ୍ରାରେ ପ୍ରତିବର୍ଷ ଅସ୍ଥାୟୀ ଶୌଚାଳୟ ସ୍ଥାପନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁଣି ଚଳିତବର୍ଷ ୨୪ ଲକ୍ଷ ଟଙ୍କା ଖର୍ଚ୍ଚକରି ହେଉଥିବା ଶୌଚାଳୟ ସ୍ଥାପନକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଛି। More
  • Manoranjan Behera
  • 1 year ago

ଦିନେ ଥିଲେ ଗୁରୁ-ଶିଷ୍ୟା, ଏବେ ପାଲଟିଛନ୍ତି ପରମଶତ୍ରୁ

୧୨ ବର୍ଷ ତଳେ ଉଭୟେ ଥିଲେ ଗୁରୁ-ଶିଷ୍ୟା । ହେଲେ ଏବେ କିନ୍ତୁ ଅହି-ନକୁଳ ସଂପର୍କ । ବିବାଦ ଏମିତି ଉଗ୍ରରୂପ ନେଲା ଯେ, ଶେଷରେ ଗୁରୁଙ୍କୁ ଯିବାକୁ ପଡ଼ିଲା ଜେଲ୍ ।  More
  • Manoranjan Behera
  • 1 year ago

ପୋଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ବାଣ ଫୁଟାଇଲେ ଟ୍ୱିନ୍‌ସିଟିବାସୀ; ବାୟୁ ହେଲା ବିଷ

ଫୁଟିଲା ବେପରୁଆ ବାଣ। ଚରମ ସୀମାରେ ବାୟୁ ପ୍ରଦୂଷଣ। ଖାଲି ଦିଲ୍ଲୀ ନୁହେଁ, ଓଡ଼ିଶାବାସୀ ବି ଅଣନିଶ୍ୱାସୀ। More
  • Manoranjan Behera
  • 1 year ago

ଗ୍ୟାଙ୍ଗ୍‌ ଅଫ୍‌ ଫାଇଭ୍‌ରେ ବିଜେଡିର କିଏ କିଏ ? ଦୀପାବଳି ବେଳେ ପ୍ରଦୀପଙ୍କ ବିସ୍ଫୋରକ ବୟାନ

ଘନଉଛି ଗଞ୍ଜାମ ପଲିଟିକ୍ସ । ଦୀପାବଳି ପୂର୍ବଦିନ ପ୍ରଦୀପଙ୍କୁ ବିଜେଡିର ଆକ୍ରମଣ, ଆଉ ଦୀପାବଳି ପରଦିନ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦୀପଙ୍କ ନିଶାନା । ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଓଡିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ୍ ଫାଇଭ୍ । More
  • Santosh Kumar Sahoo
  • 1 year ago

ପୟାଶ୍ରାଦ୍ଧ ଦେବାକୁ ଆସିଥିଲେ, ଚଢ଼ିଗଲା କାର

ରାଜଧାନୀରେ ଅଭାବନୀୟ ଘଟଣା। ପୟାଶ୍ରାଦ୍ଧ ପାଇଁ ଗଂଜାମରୁ ଲିଙ୍ଗରାଜ ମନ୍ଦିର ଆସିଥିବା ବେଳେ ଗତକାଲି ସନ୍ଧ୍ୟାରେ ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା କାର୍। ଏଥିରେ ପତ୍ନୀ ପ୍ରାଣ ହରାଇଛନ୍ତି ଏବଂ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। More
  • Santosh Kumar Sahoo
  • 1 year ago

ଡିସେମ୍ବର ୧ ତାରିଖରେ କଂଗ୍ରେସର ତୁଳସୀ ଯାତ୍ରା

ଏହାସତ୍ତ୍ୱେ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିଦ୍ୱାର ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ। ସେପଟେ ବିଜେଡି ଏହାର ଜବାବ ରଖିଛି। More
  • Manoranjan Behera
  • 1 year ago

ଦୀପାବଳିରେ ନିଆରା ପରମ୍ପରା; ଭୟ ଦୂର କରିବାକୁ ନିଆଁ ପିଣ୍ତୁଳାରେ ଫୁଟବଲ୍‌ ଖେଳ

ପ୍ରଥମେ ପଡ଼ିଆ ମଝିରେ ଏହି ସ୍ୱତନ୍ତ୍ର ପ୍ରକାର ଫୁଟବଲକୁ ପୂଜା କରାଯାଇଥାଏ । ତା’ପରେ ଖେଳାଳିମାନେ ସେହି ଫୁଟବଲକୁ ମୁଣ୍ଡିଆ ବି ମାରିଥାନ୍ତି । ତା’ପରେ ଆରମ୍ଭ ହୁଏ ଖେଳ । More
  • Manoranjan Behera
  • 1 year ago

ଦୀପାବଳିରେ ବିଷାକ୍ତ ହେଲା ଟ୍ୱିନ ସିଟି; ରେକର୍ଡ ଛୁଇଁଲା ପ୍ରଦୂଷଣ ମାତ୍ରା

ଦୀପାବଳିରେ କଟକଣା ନମାନି ସମସ୍ତେ ବାଣ ଫୁଟାଇବା ପରେ ସାରା ରାଜ୍ୟ ବିଶେଷ କରି ଭୁବନେଶ୍ୱର ଓ କଟକରେ ବଢ଼ିଥିଲା ବାୟୂ ପ୍ରଦୂଷଣ । More
  • Manoranjan Behera
  • 1 year ago

ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ବିବାଦ ପଛରେ ରହିଛି ୫ଲକ୍ଷ ୮୦ ହଜାର ଟଙ୍କାର କାରବାର । More
  • Manoranjan Behera
  • 1 year ago

ଦୁର୍ନୀତିର ଏନ୍ତୁଡ଼ିଶାଳ CMO; ସଚ୍ଚୋଟ୍‌ ଯଦି କୋଟି କୋଟି ଟଙ୍କା ଆସୁଛି କେଉଁଠୁ ?

ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି ଯେ, ବିଜେଡିର ଦଳୀୟ ପାଣ୍ଠିକୁ ଏତେ ଟଙ୍କା ଆସୁଛି କେଉଁଠୁ । ଆଗରୁ ଏତେ ଟଙ୍କା ଆସୁନଥିଲା । ଏବେ କେମିତି ଆସୁଛି । More
  • Pramod Behera
  • 1 year ago

OSSC Recruitment: ଓଡ଼ିଶାରେ ସରକାରୀ ଚାକିରି; OSSC ବାହାର କଲା ଅନେକ ପଦବୀ

OSSC ନିକଟରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଓଡ଼ିଶାରେ ଜୁନିୟର ଟାଇପିଷ୍ଟ୍, ଜୁନିୟର ଷ୍ଟେନୋଗ୍ରାଫର୍, ଜୁନିୟର କ୍ଲର୍କ, ଜୁନିୟର କପିଷ୍ଟ୍, ଡାଟାଏଣ୍ଟ୍ରୀ ଅପରେଟର ଆଦି ପଦବୀ ପୂରଣ ହେବ। More
  • Rajalaxmi Sahoo
  • 1 year ago

Today Panchang 13th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ  କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୩  ତାରିଖ, ସୋମବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More
  • Swadesi Megha Mallhar Prusty
  • 1 year ago

ଭୟାଭୟ ଅଗ୍ନିକାଣ୍ତ, ୪୦ ବସ୍ତା ଧାନ ସହ ୬ ଗୋରୁ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ଜଳିଗଲା ୬ବଖରା । ପୁରୀ କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ପୋଡିଗଲା ୬ ବଖରା ଘର । More
  • Swadesi Megha Mallhar Prusty
  • 1 year ago

ବାଣଫୁଟା ପାଲଟିଲା କାଳ, ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଅଘଟଣ

ଦୀପାବଳି ପାଳନ ଅବସରରେ ଦୁର୍ଘଟଣା । ଛୋଟ ବଡ଼ ଦୁର୍ଘଟଣାରେ ଅନେକ ଆହତ । More
  • Manoranjan Behera
  • 1 year ago

କାହା ପାଇଁ ଦୀପାବଳି, କାହା ପାଇଁ ଅନ୍ଧାର ରାତି; କିଏ ହସୁଛି ତ ଆଉ କିଏ ଆଖିର ଲୁହକୁ ଓଠରୁ ପିଉଛି

୬ ବର୍ଷ ତଳର ସେହି ଛାତିଥରା ବାଣ ବିସ୍ଫୋରଣ ଘଟଣା ଆଜି ବି ମନେପଡ଼ିଲେ ମୁଣ୍ଡରୁ ପାଦ ଯାଏ କୋଲ ମାରିଯାଏ ବାଲେଶ୍ୱର ବାହାବଳପୁରର ଗୋଲକ ପ୍ରଧାନ ଓ ପତ୍ନୀଙ୍କର । More
  • Manoranjan Behera
  • 1 year ago

ପିତୃପୁରୁଷଙ୍କୁ ମନେ ପକାଇ ପୟାଶ୍ରାଦ୍ଧ, ବଡ଼ବଡ଼ୁଆ ଡାକ

ଆଜି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର । ଆଜିର ଏହି ଖୁସିର ପର୍ବ ଭିତରେ ଆଉ ଏକ ମହତ୍ତ୍ୱ ରଖେ, ପୟାଶ୍ରାଦ୍ଧ । ଅର୍ଥାତ କାର୍ତ୍ତିକ ଅମାବାସ୍ୟା ତିଥି ପଡୁଥିବାରୁ ପିତୃପୁରୁଷଙ୍କୁ ମନେ ପକାଇବାର ଦିନ । ସେଥିପାଇଁ ତ କେଉଁଠି ପୟାଶ୍ରାଦ୍ଧ କରାଯାଇଛି ତ, ଆଉ କେଉଁଠି କାଉଁରିଆ କାଠି ଜାଳି ବଡ଼ବଡ଼ୁଆ ଡାକ ପକାଯାଇଛି । More
  • Manoranjan Behera
  • 1 year ago

ଥିଲା ଫିକା ହଳଦୀ, ଲାଗିବ ଫିକା ଗୋଲାପୀ ! ଖର୍ଚ୍ଚ ବହନ କରିବ କିଏ ?

ଚର୍ଚ୍ଚା ହେଉଛି ରାଜ୍ୟ ସରକାର ପୁରୀ ବଡଦାଣ୍ଡରେ ଥିବା ସବୁ କୋଠାର ରଙ୍ଗ ବଦଳେଇ ଫିକା ଗୋଲାପୀ କରିବାକୁ ଯାଉଛନ୍ତି । More
  • Manoranjan Behera
  • 1 year ago

କେନ୍ଦ୍ର ଦେଉଛି ରାଜ୍ୟ ପାଉନି; ପୁଣି ପଦାରେ ପଡ଼ିଲା ବିଜେଡ଼ି ସରକାରର ଅପାରଗତା

ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି। More
  • Manoranjan Behera
  • 1 year ago

ମାଛ ତେଲରେ ମାଛ ଭଜା ! ଯୋଜନା ସରକାରୀ, ହେଲେ ଚିହ୍ନ ଶାସକ ଦଳର

ମାଛ ତେଲରେ କେମିତି ହୁଏ ମାଛ ଭଜା, ଖୁବ ଜାଣିଛି ଶାସକ ଦଳ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ଯୋଜନା ମାଧ୍ୟମରେ ବିଜେଡି ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଉଠିଛି। ତେବେ ବିଜେଡିର ଚାଲାଖି ଠଉରେଇ କାଉଣ୍ଟର ଲାଗି ଅଣ୍ଟା ଭିଡ଼ିଛନ୍ତି ବିରୋଧୀ। More