/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699852160.jpg)
Today Panchang
ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ, ସୋମବାର, ଚନ୍ଦ୍ର- ତୁଳା ରାତ୍ରି ୦୯.୧୬ ଗତେ ବିଛା ତିଥି- ଅମାବାସ୍ୟା ଦିବା ୦୨.୫୭ ଗତେ ପ୍ରତିପଦ ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୩.୨୨
Advertisment
ଶୁଭ ସମୟ...
ପ୍ରାତଃ- ୦୫.୫୭ ରୁ ୦୭.୨୦
ଦିବା- ୦୮.୫୫ ରୁ ୧୧.୦୮
ରାତ୍ରି- ୦୭.୩୮ ରୁ ୦୯.୫୪
ରାତ୍ରି- ୦୨.୩୧ ରୁ ୦୩.୨୩
ଅଶୁଭ ସମୟ...
ରାହୁକାଳ - ପ୍ରାତଃ ୦୭.୨୦ ରୁ ୦୮.୪୪
କାଳବେଳା- ପ୍ରାତଃ ୦୭.୨୦ ରୁ ୦୮.୪୪
ବାରବେଳା- ଦିବା ୦୨.୧୭ ରୁ ୦୩.୪୦
କାଳରାତ୍ରି- ରାତ୍ରି ୦୯.୫୪ ରୁ ୧୧.୩୧
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)