• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 10 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 6 months ago

ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ

ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ଆସୁଥିଲା । ତେବେ ଖଡ଼ଗପୁର ଅଞ୍ଚଳରେ ବସରେ ହଠାତ୍ ନିଆଁ ଲାଗିଯାଇଥିବା କୁହାଯାଉଛି । More
  • Sangram Keshori Behera
  • 6 months ago

ଶ୍ରୀମନ୍ଦିର ଦର୍ଶନ ଅବ୍ୟବସ୍ଥା; କାର୍ତ୍ତିକରେ ହନ୍ତସନ୍ତ ହେଉଛନ୍ତି ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି । ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ଅବ୍ୟବସ୍ଥା । ସାତପାହାଚ ନିକଟରେ ଠେଲାପେଲା, ୧୦ରୁ ଅଧିକ ଆହତ । More
  • Manoranjan Behera
  • 6 months ago

ମାଣ୍ତିଆର ବଢୁଛି ଡିମାଣ୍ତ; ଧନୀଙ୍କ ପ୍ରଥମ ପସନ୍ଦ, ଚାଷୀ କୋଟିପଟି

ଦିନେ ଗରିବ ଲୋକଙ୍କ ଖାଦ୍ୟ କହି ହସୁଥିବା ସୁଆ, କାଙ୍ଗୁ ଓ ମାଣ୍ଡିଆ ଖାଉଛନ୍ତି ଧନୀକ ବର୍ଗ । ଆଉ ଏହା ଚାଷୀଙ୍କ ପାଇଁ ହୋଇଛି ବରଦାନ । ଏସବୁ ଚାଷ କରି ଭଲ ଦି’ ପଇସା ପାଉଛି । More
  • Sangram Keshori Behera
  • 6 months ago

ଫିଲ୍ମ ଷ୍ଟାଇଲରେ ATM ଭ୍ୟାନ୍ ଅଟକାଇଲେ, ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଉଠାଇନେଲେ

ମୁଖାପିନ୍ଧି ଆସିଲେ, ଟଙ୍କା ଟ୍ରଙ୍କ ଧରି ଚମ୍ପଟ ମାରିଲେ । ATM ଭ୍ୟାନ୍ କୁ ରାସ୍ତାରେ ଅଟକାଇ ନଗଦ ୧ କୋଟି ୭୩ ଲକ୍ଷ ଟଙ୍କା ଥିବା ଟ୍ରଙ୍କକୁ ଧରି ଦୁର୍ବୃତ୍ତ ସୀମାପାର୍ ଅଭିଯୋଗ । More
  • Manoranjan Behera
  • 6 months ago

ନବୀନଙ୍କୁ ଭେଟିଲେ ରଘୁବର; କଂଗ୍ରେସ କହିଲା, ପ୍ରୋଟୋକଲ୍‌ ଭାଙ୍ଗିଛନ୍ତି ରାଜ୍ୟପାଳ

ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ । ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ । ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ । More
  • Manoranjan Behera
  • 6 months ago

ବିଜେଡିରେ 'ଦକ୍ଷିଣୀ' କଂପନ ! ହେଭିୱେଟ୍‌ଙ୍କ ମଧ୍ୟରେ ଛକାପଞ୍ଝା, ବଢୁଛି ଟେନସନ୍ !

ଧସୁଛି ବିଜେଡିର ଦକ୍ଷିଣ ଗଡ଼ । ଚରମସୀମାରେ ଗୋଷ୍ଠୀ କନ୍ଦଳ । କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି । ରାୟଗଡ଼ାରେ ବି ସମାନ ସ୍ଥିତି । More
  • Manoranjan Behera
  • 6 months ago

ହୁ ହୁ ହୋଇ ଜଳିଗଲା ଇଭି ଗାଡ଼ି ସୋ’ ରୁମ୍

ରାଣୀହାଟ କେନାଲ ରୋଡରେ ଥିବା ଇଭି ସୋରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି । More
  • Pramod Behera
  • 6 months ago

Vastu Tips: ଗୃହ ନିର୍ମାଣରେ କେବେ ବି କରନ୍ତୁ ନାହିଁ ଏମିତି ଭୁଲ୍, ଋଣରେ ବୁଡିପାରନ୍ତି…

କିଛି ଲୋକ ଧନ ରଖିକି ବି ଭଲ ଜାଗାଟିଏ ମିଳୁନି ଆଉ ଯଦି ଜାଗାଟିଏ କିଣାଯାଇଛି ପରେ ଗୃହ ନିର୍ମାଣ କଲାବେଳେ ସେଥିରେ ବହୁତଗୁଡ଼ିଏ ବାଧାବିଘ୍ନ ଆସୁଛି। ଏହାକୁ ହିଁ ଆମେ ଭାଗ୍ୟ ବୋଲି କହୁଛେ। ଏହା ପଛର ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା। ଋଣଗ୍ରସ୍ତ ହୋଇପାରନ୍ତି। More
  • Manoranjan Behera
  • 6 months ago

ଓଡ଼ିଶା ସିଟିଜେନ୍ ଆୱାର୍ଡ ୨୦୨୩; ୧୧ତମ ସଂସ୍କରଣ ପାଇଁ ପ୍ରଥମ ଜୁରୀ ବୈଠକ

ଭୁବନେଶ୍ୱରସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ବସିଥିବା ପ୍ରଥମ ଜୁରୀ ବୈଠକରେ, ପୁରସ୍କାର ପାଇବାକୁ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା ହୋଇଛି । More
  • Manoranjan Behera
  • 6 months ago

ATM ପହଞ୍ଚିବା ପୂର୍ବରୁ ଲୁଟ୍‌; ବନ୍ଧୁକ ମୁନରେ ଲୁଟି ନେଲେ ଦେଢ଼ କୋଟି ଟଙ୍କା

କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି। More
  • Manoranjan Behera
  • 6 months ago

ରାତି ୧୦ଟା ପରେ ଫୁଟିବନି ବାଣ..ନିୟମ ନମାନିଲେ..

ସମସ୍ତେ ଗ୍ରୀନ କ୍ରାକର ଫୁଟାଇବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛନ୍ତି କମିଶନର । More
  • Swadesi Megha Mallhar Prusty
  • 6 months ago

ଭାରରେ ବୋହି ନେଉଥିଲେ, କିନ୍ତୁ ରାସ୍ତା ମଝିରେ ହେଲା ପ୍ରସବ

ମାଆକୁ ସମ୍ମାନ ନାରାର ଉଡ଼ିଲା ଧଜ୍ଜିଆ । ଭାରରେ ବୁହା ହେଲେ ଗର୍ଭବତୀ । More
  • Tanmay Kumar Mahalik
  • 6 months ago

କଂଗ୍ରେସରେ ମିଶିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ

ନଭେମ୍ବର ୧୬ରେ ଜୟରାମ କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ଜୟରାମ ସୋସିଆଲ୍ ମିଡିଆ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । More
  • Swadesi Megha Mallhar Prusty
  • 6 months ago

ପ୍ରୋଟୋକଲ ଭାଙ୍ଗିଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲା କଂଗ୍ରେସ

ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ କଲା କଂଗ୍ରେସ । ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । More
  • Tanmay Kumar Mahalik
  • 6 months ago

ଶ୍ରୀମନ୍ଦିରରେ ପ୍ରବଳ ଗହଳି; ଠେଲାପେଲାରେ ୧୦ରୁ ଅଧିକ ଆହତ

ମଙ୍ଗଳ ଆଳତି ସମୟରେ ଠେଲାପେଲା ହେବା ଦ୍ୱାରା ପ୍ରାୟ ୧୦ ଜଣରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । More
  • Swadesi Megha Mallhar Prusty
  • 6 months ago

ଆଉ ହଇରାଣ ହେବେନି ଚାଷୀ, ମୋବାଇଲରେ ସମାଧାନ ହେବ ଚାଷ ସମସ୍ୟା

ମୋବାଇଲରେ ସମାଧାନ ହେବ ଚାଷୀ ସମସ୍ୟା । କୃଷି ବିଭାଗ ପକ୍ଷରୁ ଆମ କୃଷି AI ଚାଟ୍ ବୋଟ୍ ଲଞ୍ଚ । More
  • Deepak Acharya
  • 6 months ago

Today Panchang 10th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୧୨ଶୀ ଦିବା ୧୨.୩୫ ଗତେ ୧୩ଶୀ । ଜାଣନ୍ତୁ ଆପଣଙ୍କର ଶୁଭ ସମୟ... More
  • Tanmay Kumar Mahalik
  • 6 months ago

ଖସୁଛି ପାରଦ; ଆସନ୍ତା ୫ ଦିନ ଯାଏ ରାଜ୍ୟରେ କମିବ ତାପମାତ୍ରା

ଗତକାଲି ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିଲା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବା ସହ ୫ ଦିନ ପରେ ରାତି ତାପମାତ୍ରା ସାମନ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି । More
  • Tanmay Kumar Mahalik
  • 6 months ago

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ; ଦୁଇ ଶିକ୍ଷକଙ୍କ ସହ ପ୍ରଧାନଶିକ୍ଷକ ଥାନାରେ ଅଟକ

ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗତ ୭ ତାରିଖ ଦିନ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ୱାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । More
  • Tanmay Kumar Mahalik
  • 6 months ago

ଅଳସ ଭାଙ୍ଗୁଛି ସୁନ୍ଦରୀ ଅଳସୀ; ସକାଳର ସୁନେଲି ସୂର୍ଯ୍ୟ କିରଣରେ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ଧରାରେ ଅଳସୀ ଫୁଲର କ୍ଷେତ । ଉପରେ ନିର୍ମଳ ଆକାଶ । ଧୀର ପବନରେ ଦୋହଲି ଦୋହଲି ଯେମିତି ଖୁସି ବାଣ୍ଟିଦିଏ ସମଗ୍ର ପରିବେଶକୁ । କୋରାପୁଟର ଏହି ଅଳସୀ କ୍ଷେତ ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି । More
  • Tanmay Kumar Mahalik
  • 6 months ago

ଦୀପାବଳି ପାଇଁ ନିୟମାବଳୀ ଜାରି କଲା ଅଗ୍ନିଶମ ବାହିନୀ; ଜାଣନ୍ତୁ କିପରି ସତର୍କ ରହିବେ

କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି । More
  • Tanmay Kumar Mahalik
  • 6 months ago

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ 'ବିନି'ର ମୃତ୍ୟୁ

ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା । ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । More
  • Tanmay Kumar Mahalik
  • 6 months ago

କାହା ଜନ୍ମଦିନକୁ ପାଳନ କରାଯାଏ ଧନତେରାସ ? ଜାଣନ୍ତୁ...

ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବା ବେଳେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ । More
  • Tanmay Kumar Mahalik
  • 6 months ago

ପ୍ରିନ୍ସପାଲଙ୍କର ଅଚଳାଚଳ ସମ୍ପତ୍ତି; ବାହାରିଲାଣି ୨୮ଟି ପ୍ଲଟ, ୩ ବହୁତଳ କୋଠା

ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି। More
  • Manoranjan Behera
  • 6 months ago

ହୁଙ୍କୁନି କି ଶୁଣୁନି ସରକାର; ଚାରିଦ୍ୱାର, ରତ୍ନଭଣ୍ତାର ଖୋଲିବାକୁ କଂଗ୍ରେସର ସଂକୀର୍ତ୍ତନ ପ୍ରତିବାଦ

ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ। ଜୋର ଧରିଲାଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ଚାରି ଦ୍ୱାର ଖୋଲା ପ୍ରସଙ୍ଗ। କଂଗ୍ରେସ ଆଜି ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରି ସରକାରଙ୍କୁ ଚେତାବନୀ ଦେଇଛି। More
  • Santosh Kumar Sahoo
  • 6 months ago

ରାଜଧାନୀର ଆପାର୍ଟମେଣ୍ଟରେ ଅପରାଧୀଙ୍କ ଉପଦ୍ରବ, ଘରେ ପଶି ବେଧଡକ କଳାକନା ବୁଲାଉଛନ୍ତି ଲୁଟେରା

ଗତ ଶନିବାର ରାତିରେ ଭରତପୁର ଥାନା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟର ୩ଟି ଫ୍ଲାଟରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ କ୍ୟାସ୍ ଚୋରେଇ ନେଇଗଲେ ଦୁବୃର୍ତ୍ତ। More
  • Santosh Kumar Sahoo
  • 6 months ago

କାଳିଆ ପ୍ରେମରେ ପାଗେଳି ବନବାସିନୀ, ପରିଣତ ବୟସରେ ସଂକୀର୍ତ୍ତନ ମଣ୍ଡଳୀକୁ ସମର୍ପି ଦେଲେ ସଂପତ୍ତି

ନାଁ ଯେମିତି କାମ ବି ସେମିତି। ୬୫ ବର୍ଷୀୟ ବନବାସିନୀଙ୍କ ଦୁଇ ଝିଅ। ଜମି ବାଡି ନାହିଁ, ସମ୍ପତ୍ତି କହିଲେ ଏଇ ଯାହା ଘର ଖଣ୍ଡିଏ ଥିଲା। ଯାହାକୁ ମୃତ୍ୟୁ ପରେ ଦୁଇ ଝିଅ ଭାଗ କରି ନେଇଥାନ୍ତେ। ହେଲେ ଯେତେବେଳେ ମା’ ମନସ୍ଥ କଲେ ଘର ଦାନ କରିଦେବାକୁ, ଲୋଭ ନକରି ତୁରନ୍ତ ସହମତି ଦେଇଥିଲେ ଝିଅ। More
  • Santosh Kumar Sahoo
  • 6 months ago

ବାଣକୁ ନେଇ ତୁଟୁନି ଦ୍ୱନ୍ଦ୍ୱ, ଗ୍ରାହକ ଓ ବ୍ୟବସାୟୀଙ୍କ ଦ୍ୱନ୍ଦ୍ୱ ବଢ଼ାଉଛି କଟକଣା ଓ ଲାଇସେନ୍ସ

କ’ଣ ସେହି ଗ୍ରୀନ୍ କ୍ରାକର୍ସ ? କେଉଁ ବାଣ ଗ୍ରୀନ୍ କ୍ରାକର୍ସ ଅନ୍ତର୍ଭୁକ୍ତ ? ତାକୁ ନେଇ ଲାଗିରହିଛି ନାନା ଦ୍ୱନ୍ଦ୍ୱ। ଏହାରି ଭିତରେ ବେଆଇନ୍ ବାଣ ବ୍ୟବସାୟୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବାରୁ ବାଣ ଆଣି ଥାକ ମାରିଥିବା ବ୍ୟବସାୟୀ ଏବେ ଅକଳରେ। More
  • Manoranjan Behera
  • 6 months ago

୨୭ରେ ଆସୁଛନ୍ତି ରାଷ୍ଟ୍ରପତି; ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ

ରାଷ୍ଟ୍ରପତି ପାରାଦୀପ ଆସି ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ । More