• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 29 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 11 months ago

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ। More
  • Chandan Shishu
  • 11 months ago

୧୫ ଦିନରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର, ସତର୍କ କରାଇଲେ ଡିଏଫଓ

ବଉଳା କୁମ୍ଭୀରଠାରୁ ସାବଧାନ ରହିବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତାସହ ଜୁନ୍, ଜୁଲାଇ ଓ ଅଗଷ୍ଟ ଏହି ତିନି ମାସ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। More
  • Chandan Shishu
  • 11 months ago

ଆଷାଢ଼ରେ ଆକାଶଛୁଆଁ ପନିପରିବା ଦର, ବଜାରରେ ୬୦ ତଳକୁ ମିଳୁନି ପରିବା

ଏବେ ସେଂଚୁରୀ ପାର୍ ଟମାଟୋ ପାଇଁ ରାଜ୍ୟରେ ଶୀତଳଭଣ୍ଡାର ଅଭାବକୁ ଦାୟୀ କରିଛନ୍ତି ଚାଷୀ। ଏହାରି ଭିତରେ ଆଗକୁ ଶ୍ରାବଣ ମାସ ଥିବାରୁ ଏଥର ପରିବା ଦର ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି। More
  • Chandan Shishu
  • 11 months ago

5T ସଚିବଙ୍କ ଗସ୍ତକୁ ନେଇ ଜଗତସିଂହପୁରରେ ବିରୋଧ, ବିରୋଧୀ କହିଲେ- ଟିକଟ ଭୟରେ ବିଜେଡି ନେତା ଚୁପ୍

5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ କେନ୍ଦ୍ରର ଚିଠି ଆଧାରରେ ତାଙ୍କୁ ଚାକିରିକୁ ସସପେଣ୍ଡ କିମ୍ବା ବହିଷ୍କାର କରିବାକୁ ଦାବି ଜୋର୍ ଧରିବା ପରେ ଅକଳରେ ପଡ଼ିଛି ବିଜେଡି। More
  • Manoranjan Behera
  • 11 months ago

‘ରତ୍ନଭଣ୍ଡାରରେ ଯେମିତି ପାଣି ଗଳୁଛି, ଦିନେ ଭୁଶୁଡ଼ି ପଡ଼ିବ’

'ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା' । More
  • Prangyan Parimita
  • 11 months ago

‘ବିଜେଡି ସାଂସଦ ଓ ବିଧାୟକ ଅସହାୟ, ୫ଟିଙ୍କ ଦାସତ୍ୱ ଗ୍ରହଣ କରିଛନ୍ତି’

‘ଏହି ଚିଠି ଆଗାମୀ ଦିନରେ ବିଜେଡି ସରକାରକୁ ଭସ୍ମ କରିଦେବ’ More
  • Rajalaxmi Sahoo
  • 11 months ago

ପାଣିପାଗ ବିଭାଗର ଆଗୁଆ ଚେତାବନୀ- ଏହି ୨ ଦିନ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା...

ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ମାସରେ ଅଧିକ ବର୍ଷା ହୋଇଛି। More
  • Prangyan Parimita
  • 11 months ago

ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ : କଳା ବେଲୁନ ଉଡାଇ ପ୍ରତିବାଦ କଲେ ବିଜେପି କର୍ମୀ

ଜଗତସିଂହପୁର, ରାହାମା, କୁଜଙ୍ଗ, ପାରାଦୀପରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ପ୍ରତିବାଦ କରାଯାଇଛି । More
  • Rajalaxmi Sahoo
  • 11 months ago

‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି’

ଫାଇଭ-ଟି ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ତାଙ୍କ ସପକ୍ଷରେ ବରିଷ୍ଠ ବିଜେଡି ନେତା ବାହାରିଛନ୍ତି। ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି।’ More
  • Manoranjan Behera
  • 11 months ago

ଆଜି ଇଦ୍ -ଉଲ୍ - ଆଦା; ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ

ଆଜିର ଦିନକୁ ମୁସଲମାନ ସଂପ୍ରଦାୟର ଲୋକେ ବଳିଦାନର ଦିବସ ରୂପେ ପାଳନ କରିଥାନ୍ତି । More
  • Rajalaxmi Sahoo
  • 11 months ago

ପ୍ରଥମେ ହତ୍ୟା, ପରେ ମୃତଦେହ ଜାଳିଦେଲେ...

ପ୍ରଥମେ ହତ୍ୟା, ପରେ ମୃତଦେହ ଜାଳିଦେଲେ। ଗଞ୍ଜାମ ଜିଲ୍ଲାରେ ଏହି ବୀଭତ୍ସ ଡବଲ୍‌ ମର୍ଡର ହୋଇଛି। More
  • Manoranjan Behera
  • 11 months ago

ଆକାଶଛୁଆଁ ପରିବା ଦର; ଟମାଟୋ ନାଁ ଶୁଣିଲେ ଗ୍ରାହକ ଛାନିଆ

ଖାଲି ଟମାଟୋ ନୁହେଁ ବିଭିନ୍ନ ପରିବା ଦର ବି ଏବେ ଆକଶ ଛୁଆଁ ପାଲଟିଛି । More
  • Rajalaxmi Sahoo
  • 11 months ago

ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ମହଣ ମହଣ ସୁନାରେ ସଜ୍ଜିତ ହେବେ...

ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି। More
  • Rajalaxmi Sahoo
  • 11 months ago

ବ୍ରାହ୍ମଣୀ ନଦୀରେ ମଣିଷଖିଆ କୁମ୍ଭୀର: ୧୬ ଦିନରେ ୩ ଜଣଙ୍କୁ ଟାଣି ନେଲା...

ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ାରେ ପୁଣି ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର। ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର। More
  • Rajalaxmi Sahoo
  • 11 months ago

ଗାଡ଼ି ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ !

ରାସ୍ତାରେ କାର୍‌ ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ। ଝଗଡ଼ା ଏତେ ଜୋର ହୋଇଥିଲା ଯେ, ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି।  More
  • Chandan Shishu
  • 11 months ago

ଧାର ଟଙ୍କା ମାଗିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଦ୍ୱାରିକୁ ଲୋକମାନେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଅମିତର ଘର ଲୋକଙ୍କୁ ବିକାଶ ନିଜେ ଫୋନ କରି ସେ ମଦ୍ୟପାନ କରି ଦୁର୍ଘଟଣା ହୋଇଥିବା କଥା କହି ଡକାଇଥିଲା। More
  • Chandan Shishu
  • 11 months ago

କନ୍ୟା ଘରେ ପହଞ୍ଚିବାକୁ ଥିଲା ମାତ୍ର ଆଉ ମାତ୍ର ୧୦ ହାତ ବାଟ, ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

ବରଯାତ୍ରୀଙ୍କୁ ଖାଦ୍ୟ ପରସା ଯିବା ପାଇଁ ଡାଇନିଂ ହଲ୍ ରଖାଯାଇଥିଲା ପ୍ରସ୍ତୁତ। ଶୋଭାଯାତ୍ରା ଚାଲିଥିବାରୁ ଗାଡିରୁ ଓହ୍ଲାଇ କନ୍ୟାଘର ନିକଟ ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଷଠିଘର ସାହି ନିକଟରେ ରୁଣ୍ଡ ହୋଇଥିଲେ ବରଯାତ୍ରୀ ଏବଂ କନ୍ୟା ଘର ଲୋକେ।  More
  • Tanmay Kumar Mahalik
  • 11 months ago

କେବେ ଗାଡ଼ିରେ ଲାଗିବ VLTD, ପାନିକ୍ ବଟନ୍ ? ଆଗ ଘୁଞ୍ଚିଥିଲା ୨ ଥର, ଏବେ ଆଉ ୩ ମାସ ଗଡ଼ିଲା

କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ । More
  • Tanmay Kumar Mahalik
  • 11 months ago

ଝଲସିବ ଏକାମ୍ର କ୍ଷେତ୍ର, କାଲିଠୁ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More
  • Tanmay Kumar Mahalik
  • 11 months ago

ଭଗବାନଙ୍କ ପାଇଁ ନାଚୁଛି ଭକ୍ତର ପ୍ରାଣ; ପାଦ ନାଚୁଛି ଯେମିତି, ମନ ନାଚୁଛି ସେମିତି

ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ ତା ଦୁଆର ମାଡିନଥାନ୍ତି । ତା ଆଶୀର୍ବାଦ ଅଛି ବୋଲି ଆଜି ତା ଦୁଆରେ ନାଚୁଛି । More