• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 14 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

କାଲିଠୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ

ଜାଣନ୍ତୁ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ କେତେ ରଖାଯାଇଛି। More
  • Chandan Shishu
  • 2 years ago

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି, କହିଲେ- ବାପାଙ୍କ ସ୍ୱପ୍ନ ପୂରଣ କରିବି

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । More
  • Tanmay Kumar Mahalik
  • 2 years ago

ବିଳମ୍ବ ହୋଇପାରେ OAS ମେନ୍ ରେଜଲ୍ଟ‌; ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡ଼ି

OPSC ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡି । ବାରମ୍ବାର ନିବେଦନ ପରେ ବି ବିଶ୍ୱବିଦ୍ୟାଳୟରୁ ରିଲିଭ ହେଉ ନାହାନ୍ତି ପ୍ରାଧ୍ୟାପକ । ବିଳମ୍ବ ହେବ କି oas main ପରୀକ୍ଷା ଫଳ ପ୍ରକାଶନ ? More
  • Tanmay Kumar Mahalik
  • 2 years ago

ସଂଘର୍ଷ କାହାଣୀରେ ମାଆ; ଜନ୍ମନଦେଇ ବି ପାଲଟିଛନ୍ତି ଶହଶହ ଅସହାୟଙ୍କ ଜନନୀ

ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’। More
  • Tanmay Kumar Mahalik
  • 2 years ago

ସିମ୍‌ ଓଡ଼ିଶାର, ବ୍ୟବହାର କରୁଥିଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା; ବନ୍ଧାହେଲେ ୩ ଓଡ଼ିଆ

ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ITI ଶିକ୍ଷକ ଥିବା ଜଣା ପଡ଼ିଛି । STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ । ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ । More
  • Tanmay Kumar Mahalik
  • 2 years ago

ରାଜ୍ୟର ଆଉ ୧୪ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ; ତେଜିଲା ରାଜନୀତି

ଆଦିବାସୀଙ୍କ ନିଜସ୍ୱ ପରିଚୟ ଓ ସଂସ୍କୃତିକୁ ବଜାୟ ରଖିବାକୁ ୨୦୧୮ରେ ୯ଟି ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ହେଲେ ୨୦୧୯ ନିର୍ବାଚନ ପରେ ଆଦିବାସୀଙ୍କ ବିକାଶ କଥା ଭୁଲିଗଲେ ସରକାର । More
  • Chandan Shishu
  • 2 years ago

ମହିଳା ଭୋଟର ଆମ ପଟକୁ ଢଳୁଥିବାରୁ ମୁଖ୍ୟମନ୍ତ୍ରୀ ବିବ୍ରତ: ବିଜେପି

ବିଜେଡି ସରକାର ମହିଳା ବିରୋଧୀ ଓ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଯେଉଁଭଳି ଢଙ୍ଗରେ ବିଜେଡି ସରକାରକୁ ଘନଘନ ନିଶାନା କରୁଛି, ତାର କାଉଣ୍ଟର ଲାଗି ମୁଖ୍ୟମନ୍ତ୍ରୀ ଏଭଳି ଆଭିମୁଖ୍ୟ ଆପଣାଇଥିବା ଚର୍ଚ୍ଚା ହେଉଛି। More
  • Chandan Shishu
  • 2 years ago

କାହା ପାଖକୁ ଯାଉଛି କଂଗ୍ରେସ ଭୋଟ୍?

୨୦୧୯ ତୁଳନାରେ ବିଜେଡି ପାଖାପାଖି ୫ ପ୍ରତିଶତ, ବିଜେପି ପ୍ରାୟ ୩ ପ୍ରତିଶତ ଭୋଟ୍ ଅଧିକ ପାଇଛି। ଆଉ କଂଗ୍ରେସ୍  ହରାଇଛି ପ୍ରାୟ ୮ ପ୍ରତିଶତ ଭୋଟ୍। More
  • Chandan Shishu
  • 2 years ago

ପ୍ରକାଶ ପାଇଲା ICSE, ISC ରେଜଲ୍ଟ: ଓଡ଼ିଶାରୁ ପ୍ରିୟଙ୍କା ପରାସର, ବିଷ୍ଣୁ ଶତପଥୀ ଟପ୍ପର

ପିଲାମାନେ cisce.org ଓ results.cisce.org ସାଇଟରେ ରେଜଲ୍ଟ ଦେଖିପାରିବେ । ଡିଜିଲକର ଓ SMS ଜରିଆରେ ମଧ୍ୟ ରେଜଲ୍ଟ ଜାଣି ହେବ । More
  • Sarbeswar
  • 2 years ago

ପର କରିଦେଲା ଜନ୍ମ କଲା ପିଲା : ଆଶ୍ରମରେ ରହୁଛନ୍ତି ୧୭ ଅସହାୟ ମାଆ

୩ ପିଲା ଜନ୍ମ କରିଥିଲା । ଭାବିଥିଲା ପରିଣତ ବୟସରେ ଏଇ ପିଲାଙ୍କ ପାଖରେ ରହିବ, ସେବ ଶୂଶ୍ରୁଷା ପାଇବ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ବୁଢୀ ବୟସରେ ଆଶ୍ରମରେ ରହି ପିଲାଙ୍କୁ ଝୁରୁଛି ଏଇ ମାଆ More
  • Sarbeswar
  • 2 years ago

ଏଇ ମେଡିକାଲକୁ ଯିଏ ଆସିବ, ସିଏ ନିଶ୍ଚୟ...

ଏଇ ମେଡିକାଲକୁ ଯିଏ ଆସିବ, ସିଏ ହଇରାଣ ହେବା ସୁନିଶ୍ଚିତ । ଯନ୍ତ୍ରପାତି ନାହିଁ କି ଡାକ୍ତର ନାହାନ୍ତି...ଗୋଟିଏ ଘରେ ସବୁ ଚାଲିଛି More
  • Sarbeswar
  • 2 years ago

ପ୍ଲାଷ୍ଟିକ୍‌ ଜାଗାରେ ପାଣି ରହୁଛି...ଖରା ବେଳେ ପିଇବେ ପକ୍ଷୀ

ପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ରାସ୍ତା କଡ ଗଛରେ ଲାଗିଛି ପ୍ଲାଷ୍ଟିକ୍‌ ଜାଗା...ଭରାଯାଉଛି ପାଣି, ପିଉଛନ୍ତି ପକ୍ଷୀ More
  • Rajalaxmi Sahoo
  • 2 years ago

ଓଡ଼ିଶାର ସିମ୍‌, ପାକିସ୍ତାନରେ ଅପରେଟ୍‌ ! ଏଠି କିଣା ହେଉଥିଲା ସିମ୍‌, ପାକିସ୍ତାନକୁ ଦିଆଯାଉଥିଲା ଓଟିପି...

ଓଡ଼ିଶାର ସିମ୍‌, ପାକିସ୍ତାନରେ ଅପରେଟ୍‌ ! ଏଠି କିଣା ହେଉଥିଲା ସିମ୍‌, ଆଉ ପାକିସ୍ତାନକୁ ଦିଆଯାଉଥିଲା ଓଟିପି। ଅଭିଯୁକ୍ତମାନେ ଜାଲିଆତି କରି ଅନ୍ୟ ନାଁରେ ସିମ୍ କାର୍ଡ ହାତଉଥିଲେ।  More
  • Sarbeswar
  • 2 years ago

ଯାହାକୁ ବିକିଥିଲେ ୪ ଟଙ୍କାରେ, ତାକୁ କିଣିଲେ ୪୦ ଟଙ୍କାରେ

ବାଃ ବାଃରେ ପ୍ରଶାସନ । ଦିନେ ଯୋଉ ପିଆଜକୁ ୪ ଟଙ୍କାରେ ବିକ୍ରି କରିଥିଲେ, ତାକୁ ପୁଣି ୪୦ ଟଙ୍କାରେ କିଣୁଛନ୍ତି ଚାଷୀ । ବାରମ୍ବାର ଶୀତଳଭଣ୍ଡାର ପାଇଁ କହୁଥିଲେ ବି କେହି ଶୁଣୁନାହାନ୍ତି More
  • Sarbeswar
  • 2 years ago

ଆଖିକୁ ଭଲ ଦିଶିବା ଲାଗି ଅପରେସନ୍‌ କରିବାକୁ ଯାଇଥିଲେ, ଏବେ ମୂଳରୁ ଦେଖାଯାଉନି

ଭଦ୍ରକ ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା । ତେଣୁ ଭଦ୍ରକ ବାଇପାସ୍‌ ରୋଡ୍‌ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ମେଡିକାଲର ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ । ଯାଞ୍ଚ ପରେ ବଂଶୀଧରଙ୍କ ବାମ ଆଖିରେ ମୋତିଆବିନ୍ଦୁ ହୋଇଥିବା ଡାକ୍ତର କହିବା ସହ ଅପରେସନ୍‌ କରିବାକୁ ପରାମର୍ଶ ଦେଇଥିଲେ ପରେ ଅପରେସନ୍‌ ବି ହୋଇଥିଲା । More
  • Sarbeswar
  • 2 years ago

ଏମାନଙ୍କୁ ଧର୍ମ ସହିବନି : ହନୁମାନଙ୍କ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍‌

ହଜାରେ କି ୨ ହଜାର ନୁହେଁ...ହନୁମାନ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍‌ । ବିଧାୟକ ହାତପାଣ୍ଠିରେ ମନ୍ଦିର ତିଆରି ହୋଇଛି ବୋଲି କହିଲେ...ଆରଟିଆରୁ ତଥ୍ୟ ମିଳିବା ପରେ ଗାଁ ଲୋକେ ତାତିଲେ More
  • Sarbeswar
  • 2 years ago

ଦୁଇ ଦିବ୍ୟାଙ୍ଗ ପିଲାଙ୍କ ଲାଗି ମାଟି ହାଣୁଛନ୍ତି ବାପା-ମାଆ

ବାପା-ମାଆ ଥିବେ ଯାହାର, ଚିନ୍ତା ନାହିଁ ତାଙ୍କର । ଜନ୍ମରୁ ପୁଅ-ଝିଅ ଦିବ୍ୟାଙ୍ଗ...ହେଲେ ହତାଦର କରୁନାହାନ୍ତି ବାପା-ମାଆ । ଭେଣ୍ଡିଆ ପୁଅର ଯତ୍ନ ନେଉଛନ୍ତି, ସ୍ନେହ ଆଦର କରି ଖୁଆଇ ଦେଉଛନ୍ତି । ପୁଣି ଘର ଚଳେଇବା ଲାଗି ପର ଦୁଆରେ ମାଟି ହାଣୁଛନ୍ତି More
  • Rajalaxmi Sahoo
  • 2 years ago

ବନ୍ଦ ଘରେ ୩ ଦିନ ତିନି ମୃତଦେହ: ଘରର ତାଲା ଭଙ୍ଗା ଯାଇ ଉଦ୍ଧାର ହେଲା ମା’ ଓ ୨ ପିଲାଙ୍କ ମୃତଦେହ...

ଗତ ୩ /୪ ଦିନ ହେଲାଣି ବନ୍ଦ ଘରେ ୩ ଜଣଙ୍କ ମୃତଦେହ ପଡ଼ି ରହିଥିଲା। ଗତକାଲି ଦୁର୍ଗନ୍ଧ ବାହାରିବା ପରେ ଲୋକେ ଜାଣିପାରି ପୋଲିସକୁ ଖବର ଦେଇଥିଲେ। More
  • Prangyan Parimita
  • 2 years ago

ପାନୀୟ ଜଳ ପ୍ରକଳ୍ପ କାମରେ ଦୁର୍ନୀତି, କେଉଁଠି ରାସ୍ତା କଡ଼ରେ ପାଇପ୍ ପଡିଛି ତ କେଉଁଠି ଷ୍ଟାଣ୍ଡପୋଷ୍ଟ ଫାଟି ଆଁ

ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପୂର୍ବରୁ ବେହାଲ୍ । କେବଳ ଡୁଙ୍ଗୁରିପାଲି ନୁହେଁ, ବିନିକା ବ୍ଲକର ବିଭିନ୍ନ ଗାଁରେ ମଧ୍ୟ ଦେଖିବାକୁ ମିଳିଛି ନିମ୍ନମାନର କାମ। More
  • Prangyan Parimita
  • 2 years ago

ଉପର ଚିକ୍କଣ ଭିତର ଫମ୍ପା, ଫାଇଭ୍ ଟି’ ସ୍କୁଲରେ ଆଖିବୁଜା ଦୁର୍ନୀତି

ନବୀକରଣ, ରୂପାନ୍ତରୀକରଣ ଓ ମରାମତି ନାଁରେ କୋଟି କୋଟି ଟଙ୍କା ଆତ୍ମସାତ୍ More
  • Manoranjan Behera
  • 2 years ago

ଭୁବନେଶ୍ୱର RMRC କ୍ୟାମ୍ପସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (RMRC) ପରିସରରେ ରବିବାର ଅଗ୍ନିକାଣ୍ଡ ଘଟିଛି। RMRC ପରିସରରେ ଥିବା ଏକ ଷ୍ଟୋର ରୁମ୍‌ରେ ନିଆଁ ଲାଗି ଯାଇଥିଲା। More
  • Manoranjan Behera
  • 2 years ago

ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଦଶମ ଓ ଦ୍ୱାଦଶ ରେଜଲ୍ଟ

ଚଳିତବର୍ଷ ଚଳିତବର୍ଷ ପ୍ରାୟ ୨ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।  More
  • Rajalaxmi Sahoo
  • 2 years ago

ଘର ଭିତରେ ଶୋଇଥିଲେ, ମହିଳାଙ୍କ ଉପରେ ମାଡ଼ିଗଲା କାର୍‌...

ଘରେ ଶୋଇଥିବା ବେଳେ ମାଡ଼ିଗଲା କାର୍‌। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। More
  • Manoranjan Behera
  • 2 years ago

ଦିବ୍ୟାଙ୍ଗ ନାତି ପାଇଁ ମାଆ ସାଜିଛି ଜେଜେମାଆ

ଭେଣ୍ଡିଆ ପୁଅକୁ ଜେଜେ ମାଆ ପାଖରେ ଛାଡି ଦେଇ ଆଖି ବୁଜିଲା ବୋହୂ । ଯିଏ ଦିନେ ଜେଜେ ମାଆ ହୋଇଥିଲେ, ଆଜି ସିଏ ମାଆ ହେଲେ । ଦିବ୍ୟାଙ୍ଗ ନାତି ଟୋକାର ଏମିତି ଯତ୍ନ ନେଉଛନ୍ତି ନଦେଖିଲେ ବିଶ୍ୱାସ ହେବନି । More
  • Rajalaxmi Sahoo
  • 2 years ago

ହିଟ୍‌ୱେଭ୍ ୱାର୍ଣ୍ଣିଂ: ଏହି ୩ ଦିନ ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। More
  • Manoranjan Behera
  • 2 years ago

ମାଆ ପରି କିଏ ହେବ ? ପୁଅକୁ କିଡନୀ ଦେଇ ଜୀବନ ବଞ୍ଚାଇଲା ମାଆ

ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ । More
  • Chandan Shishu
  • 2 years ago

୨୪ ପାଇଁ କି ସଂକେତ ଦେଲା ଝାରସୁଗୁଡ଼ା ଫଳ ?

ଆଗକୁ ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ଦ୍ୱିମୁଖୀ ଲଢେଇ ହେବା ଏକ ପ୍ରକାର ଜଳ ଜଳ ଦିଶୁଛି More
  • Tanmay Kumar Mahalik
  • 2 years ago

୨୪ ନିର୍ବାଚନ ପୂର୍ବରୁ ବଦଳିବ ମନ୍ତ୍ରିମଣ୍ଡଳ, କାହାକୁ ମିଳିବ କେଉଁ ବିଭାଗ ?

୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଦଳିବ ମନ୍ତ୍ରିମଣ୍ଡଳ ରୂପରେଖ କେଉଁ ନୂଆ ମୁହଁଙ୍କୁ ମିଳିବ ଚାନ୍ସ ? ବରିଷ୍ଠ ନା ଯୁବ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ଦାୟିତ୍ୱ ? ମହିଳା ଭୋଟ୍ ବ୍ୟାଙ୍କ ପାଇଁ ମହିଳା କାର୍ଡ ଖେଳିବେ କି ନବୀନ ? More
  • Manoranjan Behera
  • 2 years ago

ଚାଷୀଙ୍କୁ କନ୍ଦାଉଛି ପିଆଜ; କିଲୋକୁ ୫ରୁ ୭ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । More
  • Tanmay Kumar Mahalik
  • 2 years ago

ମାତିଛନ୍ତି ଲେଡି ଲୁଟେରା; ଯୁବକଙ୍କୁ କରୁଛନ୍ତି ଟଣାଓଟରା; ପାଟି ଖୋଲିଲେ ଦୁଷ୍କର୍ମ ଅଭିଯୋଗର ଦେଉଛନ୍ତି ଧମକ୍

ରାଜଧାନୀ ଛାତି ଉପରେ, ଦିନ ଦ୍ୱିପ୍ରହରେ, ଖୁଲମଖୁଲା ବେଧଡକ । ଜଣେ ଯୁବକଙ୍କ କଲର୍ ଧରି ଟଣା ଓଟରା କରୁଛନ୍ତି ଦୁଇ ଯୁବତୀ । ଲୋକବାକ ଯାଆସ କରୁଛନ୍ତି, ଗାଡିମଟର ଯିବା ଆସିବା କରୁଛି । More
  • Tanmay Kumar Mahalik
  • 2 years ago

ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ; ଉତ୍ସବମୁଖର ବିଜେଡି କ୍ୟାମ୍ପ

ଝାରସୁଗୁଡ଼ାରେ ବିଜେଡିର ବଡ଼ ବିଜୟ । ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ । ଉତ୍ସବମୁଖର ବିଜେଡି କ୍ୟାଂପ୍ । ଖୁସିରେ ଝୁମୁଛନ୍ତି ନେତା ଓ କର୍ମୀ । ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡିକୁ ମିଳିସାରିଥିଲା ବୃହତ ବିଜୟର ବାସ୍ନା । More