• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 30 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 1 year ago

ଖେଳିବାକୁ ଯାଇଥିଲେ, ଆଉ ଫେରିଲେନି; ନାଳରେ ବୁଡ଼ି ୨ ନାବାଳକ ମୃତ

ଖେଳିବାକୁ ଯାଇ ନାଳରେ ବୁଡ଼ି ପ୍ରାଣ ହରାଇଲେ ୨ ନିରୀହ ଛୁଆ । More
  • Manoranjan Behera
  • 1 year ago

NAAC ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ଗ୍ରେଡ୍ ମାନ୍ୟତା

ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ(ନାକ୍‌) ସଂଶୋଧିତ ଗ୍ରେଡ୍ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣିଥରେ ଏ+ ଗ୍ରେଡ୍ ମାନ୍ୟତା ଫେରିପାଇଛି । More
  • Satyendu Shekher Mishra
  • 1 year ago

୩ ଦିନରେ ୩ କେନ୍ଦ୍ରମନ୍ତ୍ରୀଙ୍କ ଆଟାକ୍‌ ! ଆଟାକିଂ ମୁଡ୍‌କୁ ଆସିଗଲା କି କେନ୍ଦ୍ର ବିଜେପି ? 

କେନ୍ଦ୍ରକୁ ରାଜ୍ୟର ଅସହଯୋଗ ନେଇ ଅସନ୍ତୋଷ ଝାଡିଲେ କେନ୍ଦ୍ରମନ୍ତ୍ରୀ । ୫ ରାଜ୍ୟର ଫଳାଫଳ ପରେ ସ୍ବର ଆହୁରି ଶାଣିତ ହେବା ଅନୁମାନ । More
  • Manoranjan Behera
  • 1 year ago

ନିୟତିର ଖେଳ; ଦିନେ ଥିଲେ ବ୍ଲକ୍ ଅଧ୍ୟକ୍ଷା, ଆଜି ତାମିଲନାଡୁର ଦାଦନ ଶ୍ରମିକ

ମାତ୍ର ୧୯ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ କାନ୍ତି । ତରୁଣୀ ଆଖିରେ ବସା ବାନ୍ଧିଥିଲା ଲୋକଙ୍କ ସେବା କରିବାର ସ୍ୱପ୍ନ । କିନ୍ତୁ ବିଡ଼ମ୍ବନା, ସେତେବେଳେ ଅନେକ ଲୋକଙ୍କ ଦୁଃଖ ଦୂର କରିଥିବା ଏହି ଯୁବନେତ୍ରୀ, ଆଜି ନିଜେ ଛଟପଟ ଅସରନ୍ତି ଦୁଃଖର ଚକ୍ରବ୍ୟୁହରେ । More
  • Satyendu Shekher Mishra
  • 1 year ago

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ, ଅନଶନରେ ଡାକ୍ତର ଓ ନର୍ସ...

ଗତକାଲି ହସପିଟାଲରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଅନଶନସ୍ଥଳରେ ରୋଗୀ ଦେଖିଲେ ଡାକ୍ତର । More
  • Manoranjan Behera
  • 1 year ago

ଏଣିକି କଲେଜରୁ ମିଳିବ IAS କୋଚିଂ; ସିଭିଲ୍ ସର୍ଭିସରେ ଓଡ଼ିଆଙ୍କ ସଫଳତା ବୃଦ୍ଧି ପାଇଁ ଷ୍ଟ୍ରାଟେଜି

ଡିଗ୍ରୀ କଲେଜ ଓ ୟୁନିଭରସିଟିରେ ଦିଆଯିବ ସିଭିଲ ସର୍ଭିସ୍ କୋଚିଂ । ଶିକ୍ଷାନୁଷ୍ଠାନର ନିଜସ୍ୱ ଅର୍ଥରେ କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । More
  • Satyendu Shekher Mishra
  • 1 year ago

କୋଟିଏ ଟଙ୍କାର ଘର ! ପ୍ରତି କୋଣରେ ଇଣ୍ଟେରିଅର କାମ, ସବୁ ଦାମୀ ଜିନିଷ

ଆଲିସାନ କୋଠା ସହ ବିପୁଳ ଧନର ହିସାବ କରୁଛି ଭିଜିଲାନ୍ସ । କରିତକର୍ମା ପୁଅ ପାଇଁ ଅକଳରେ ପଡ଼ିଗଲେ ରିଟାୟାର୍ଡ ବାପା । More
  • Satyendu Shekher Mishra
  • 1 year ago

୪ ଜିଲ୍ଳାରେ ଅଛନ୍ତି ନକ୍ସଲ, କନ୍ଧମାଳରେ ପାଦୁର୍ଭାବ ବେଶି

ମାଓ ଦମନ ପାଇଁ ଜୋରଦାର ପ୍ରୟାସ କରୁଛି ବିଏସଏଫ୍ । କନ୍ଧମାଳ ଉପରେ ରଖାଯାଇଛି ସ୍ବତନ୍ତ୍ର ଫୋକସ । More
  • Satyendu Shekher Mishra
  • 1 year ago

ଦାନା ବାନ୍ଧୁଛି ବାତ୍ୟା, ତାମିଲନାଡ଼ୁ-ଚେନ୍ନାଇରେ ପ୍ରବଳ ବର୍ଷା

ତାମିଲନାଡୁର କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ସ୍ପଷ୍ଟ ହୋଇନି । More
  • Satyendu Shekher Mishra
  • 1 year ago

ଓଡ଼ିଆ ଝିଅ ମନୀଷା ପାଢୀଙ୍କୁ ବଡ଼ ନିଯୁକ୍ତି

ଝିଅର ନୂଆ ଦାୟିତ୍ୱକୁ ନେଇ ଖୁସି ବାପା ମା’ । ଦେଶର ପ୍ରଥମ ମହିଳା ଭାବେ ବନିଲେ ଏଡ୍ ଡି’ କ୍ୟାମ୍ପ । More
  • Swadesi Megha Mallhar Prusty
  • 1 year ago

ଆସୁଛି ବାତ୍ୟା, ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ

୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ୩ ତାରିଖ ସୁଦ୍ଧା ସୃଷ୍ଟି ହୋଇ ୪ ସକାଳେ ଉପକୂଳ ଛୁଇଁପାରେ । More
  • Swadesi Megha Mallhar Prusty
  • 1 year ago

ଧରା ପଡ଼ିଲେ ଜେଇ, ଛାତରୁ ହୋଇଥିଲେ ଚମ୍ପଟ

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ ଧରା ପଡିଛନ୍ତି । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ସୁନୀଲ ଛାତ ଡେଇଁ ଚମ୍ପଟ ମାରିଥିଲେ । More
  • Swadesi Megha Mallhar Prusty
  • 1 year ago

ଲେଜର ସ୍କାନିଂ ଶେଷ, ବର୍ତ୍ତମାନ ନାଟ ମଣ୍ତପ ମରାମତି ଆରମ୍ଭ

ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ପରଖିବାକୁ ଲେଜର ସ୍କାନିଂ ପରେ ଏବେ ନାଟ ମଣ୍ଡପର ମରାମତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । IIT ମାଡ୍ରାସ ବିଶେଷଜ୍ଞ ଟିମ୍ ଏଥିପାଇଁ ପ୍ରସ୍ତୁତ କରିଥିବା ଡିଜାଇନ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । More
  • Swadesi Megha Mallhar Prusty
  • 1 year ago

ଭିଜିଲାନ୍ସ ଛାଟ ଡର; ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଯନ୍ତ୍ରୀ ଜଣକ ଛାତ ଡେଇଁ ଚମ୍ପଟ ମାରିଥିଲେ । More
  • Prangyan Parimita
  • 1 year ago

ସମ୍ବଲପୁରରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ

ଜମ୍ମୁ-ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ....ତୁରନ୍ତ ଉଦ୍ଧାରକାର୍ଯ୍ୟ କରାଯାଇ ଟ୍ରେନକୁ ଟ୍ରାକକୁ ଅଣାଗଲା...ଟ୍ରେନରେ ଯାତ୍ରୀ ନଥିବାରୁ କୌଣସି ମୃତାହତର ସୂଚନା ନାହିଁ... More
  • Prangyan Parimita
  • 1 year ago

ସାବଧାନ୍ !! BMC ଅଞ୍ଚଳରେ ବିନାନୁମତିରେ ରାସ୍ତା ଖୋଳିଲେ ଦିଆଯିବ ଏତଲା...

BMCର ଆନ୍ତଃବିଭାଗୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ....ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଦିଆଯିବ ଏତଲା...ଆନ୍ତଃ ବିଭାଗୀୟ ବୈଠକରେ ହୋଇଛି ନିଷ୍ପତ୍ତି...ରାସ୍ତାରେ ବାଲି, ମାଟି ଓ ଗୋଡ଼ି ଗଦାଇବାକୁ ମଧ୍ୟ ବାରଣ କରିଛି BMC.. More
  • Manoranjan Behera
  • 1 year ago

ଓଡ଼ିଶା ଜଙ୍ଗଲରେ କଳା ବାଘ ! ଟୁଇଟ୍ କଲେ PCCF

ଓଡ଼ିଶା ଜଙ୍ଗଲରେ କଳା କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । More
  • Manoranjan Behera
  • 1 year ago

ସ୍ୱଚ୍ଛ ହେବ Plus 2 ପରୀକ୍ଷା; ଏକଜାମ୍ ସେଣ୍ଟର, ହଲ୍ ଓ କ୍ୱେଶ୍ଚିନ୍ ହବ୍‌ର ହେବ ଲାଇଭ ଷ୍ଟ୍ରିମିଂ

ଆହୁରି ସ୍ୱଚ୍ଛ ହେବ ପ୍ଲସ ଟୁ ପରୀକ୍ଷା । ସିଏଚଏସଇ ଆପଣାଇବ ନୂଆ ପଦକ୍ଷେପ । ଲାଇଭ୍ ଷ୍ଟ୍ରିମିଂ ହେବ ଏକଜାମ୍ ହଲ୍‌ର ଟିକନିଖ୍ ଦୃଶ୍ୟ । More
  • Manoranjan Behera
  • 1 year ago

କଏନ୍ ନେବାକୁ କେହି କହି ପାରିବେନି ନା; ୫୦ ପଇସାଠୁ ୨୦ ଟଙ୍କିଆ ଯାଏଁ ସବୁ ଚଳିବ

ରାଜ୍ୟର ଅନେକ ସ୍ଥାନରେ ଏବେ ଆଉ କଏନ୍ ଚଳୁନି। ଟଙ୍କିକିଆ, ଦୁଇ ଟଙ୍କିଆ କଥା ଛାଡ଼ନ୍ତୁ, ବ୍ରହ୍ମପୁର ସହର ଭଳି ବ୍ୟାବସାୟିକ ପେଣ୍ଠରେ ୧୦ ଟଙ୍କିଆ କଏନ୍ ବି ଏକ ପ୍ରକାର ଅଚଳ ହୋଇପଡ଼ିଛି। ଯାହାକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକ ମଧ୍ୟରେ ବଢ଼ୁଛି ଅସନ୍ତୋଷ। More
  • Manoranjan Behera
  • 1 year ago

ସାବଧାନ !! ଘରେ ମେଡ୍‌ ରଖୁଛନ୍ତି କି ? ନଜର ହଟିଲେ ବୁଲାଇଦେବେ କଳାକନା

ରାଜଧାନୀରେ ଏବେ ପ୍ରତ୍ୟେକ ଦିନ ଚୋରି ଓ ଲୁଟ୍ ଘଟଣା ନଜରକୁ ଆସୁଛି। ଝାରପଡ଼ାର ଜଗନ୍ନାଥ ନଗରରେ ଘରେ କାମ କରୁଥିବା ଜଣେ ମେଡ୍ ଦ୍ୱାରା ଆଲାମିରାରୁ ଟଙ୍କା ଚୋରି ଘଟଣା ସିସିଟିଭିରେ କଏଦ୍ ହେବା ପରେ ବଢ଼ିଛି ଚିନ୍ତା। More
  • Manoranjan Behera
  • 1 year ago

କୁବେର IICଙ୍କର ଥିଲା ଲମ୍ବା ହାତ; ଚାକିରି ସରକାରୀ ହେଲେ ଆଖି ପାପଧନ ଉପରେ..

କରୁଥିଲେ ସରକାରୀ ଚାକିରୀ, ରହୁଥିଲେ ସରକାରଙ୍କ ଛତ୍ରଛାୟାରେ। ଶାସକ ଦଳର ଅଭୟବର ପାଇ କେମିତି କରିତକର୍ମା ବନିଥିଲେ ବୈପାରୀଗୁଡ଼ା ଥାନାବାବୁ, ଏବେ ଫିଟୁଛି ଗୁମର। More