• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 26 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

କେମିତି ହେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଂଜଙ୍କ ମୃତ୍ୟୁ ? ସପ୍ତାହେ ପରେ ବି ଥମୁନି ସସପେନ୍ସ

​​​​​​​ସିବିଆଇ ତଦନ୍ତ ଦାବିରେ ଏକଜୁଟ୍ ହେଲେ ଶତାଧିକ ଆଦିବାସୀ ମହିଳା । ରାଉରକେଲା ଏଡିଏମ୍ ଅଫିସକୁ ଘେରାଉ ସହ ବିକ୍ଷୋଭ । More
  • Satyendu Shekher Mishra
  • 1 year ago

ଦେଖିକି ନ ଚାଲିଲେ ମଲ ! ରାଜଧାନୀରେ ଡେଥ୍ ଜୋନ୍ ପାଲଟିଛି ଖାଲ-ଖମା ରାସ୍ତା

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି BMC ଓ ପୂର୍ତ୍ତ ବିଭାଗ । ମରଣଯନ୍ତାରେ ଫସୁଛନ୍ତି ଲୋକେ, କର୍ତ୍ତୃପକ୍ଷ ନୀରବ । More
  • Satyendu Shekher Mishra
  • 1 year ago

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ, ପୁଅ ହୋଇଛି କହି ଝିଅ ଧରାଇ ଦେଲେ !

ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ବ୍ୟକ୍ତି, DNA ଟେଷ୍ଟ ଦାବି । ସତ୍ୟ ଅନୁସନ୍ଧାନ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ । More
  • Pramod Behera
  • 1 year ago

Sports: ୨୦୨୩ ବିଶ୍ୱକପ୍‌ରେ ଗେମ୍‌-ଚେଞ୍ଜର୍ ହେବେ କି କୁଲଦୀପ ଯାଦବ

ଭାରତୀୟ ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଏସିଆ କପ୍‌ରେ ଉଲ୍ଲେଖନୀୟ ବୋଲିଂ ପ୍ରଦର୍ଶନ କରି ଟିମ୍‌ରେ ତାଙ୍କ ଗୁରୁତ୍ୱ କେତେ, ତାହା ପ୍ରମାଣିତ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଟିମ୍ ପାଇଁ ଗେମ୍‌-ଚେଞ୍ଜର୍ ସାବ୍ୟସ୍ତ ହେବେ କି ରୋହିତଙ୍କ ମୁଖ୍ୟ ଅସ୍ତ୍ର ‘କୁଲଦୀପ’? ଏସିଆ କପ୍ ଭଳି କ୍ରିକେଟ୍ ମହାସମରରେ କରିବେ କି କମାଲ୍‌? More
  • Satyendu Shekher Mishra
  • 1 year ago

ମାହାଙ୍ଗା ଡବଲ ମର୍ଡର ମାମଲା, କୋର୍ଟଙ୍କ ରାୟ ପରେ ତେଜୁଛି ସମର୍ଥକ-ବିରୋଧୀ ଲଢ଼େଇ

ମାହାଙ୍ଗାରେ ସମର୍ଥକ-ବିରୋଧୀ ସଂଘର୍ଷରେ ୨ ଆହତ । ପ୍ରତାପ ଜେନାଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି । More
  • Satyendu Shekher Mishra
  • 1 year ago

ତେଜିଲା ନମ୍ବର ପଲିଟିକ୍ସ ! ମୋଦିଙ୍କୁ ନବୀନ ଦେଇଥିଲେ ୧୦ରୁ ୮, ନବୀନଙ୍କୁ ବିଜେପି ଦେଲା ଶୂନ...

ନବୀନ ଓ ମୋଦି ସରକାରଙ୍କୁ କଂଗ୍ରେସର ଜିରୋ ମାର୍କ । ସମୀକ୍ଷକ କହିଲେ ବିଗିଡ଼ିବନି ବିଜେଡି-କେନ୍ଦ୍ର ବିଜେପି ସଂପର୍କ । More
  • Satyendu Shekher Mishra
  • 1 year ago

ଗଜପତି ମହାରାଜାଙ୍କର ୬୭ ଅଙ୍କ ଆରମ୍ଭ, ସୁନିଆଁ ଅବସରରେ ଶ୍ରୀନହର ବିଶେଷ ନୀତି

ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରା ପ୍ରଚଳନ କରିବେ ଗଜପତି। More
  • Prangyan Parimita
  • 1 year ago

ଚୁଟି କାଟିବାକୁ ସେଲୁନ୍, ପରିବା କିଣିବାକୁ ବଜାର, ନିବେଶ କରିବାକୁ କୁଆଡ଼େ ଯିବେ ?

ଗୋଟେ ଲୋକ ଚପଲ କିଣିବା ପାଇଁ ଚପଲ ଦୋକାନ, ପ୍ୟାଣ୍ଟ୍ ସାର୍ଟ କିଣିବା ପାଇଁ ଗାର୍ମେଣ୍ଟ୍ ସୋ ରୁମକୁ ଯିବ ହିଁ ଯିବ। ଅତି ଅସୁବିଧା ହେଲେ ରାସ୍ତା କଡର ଫୁଟ୍ ପାଥରୁ ହେଉ ପଛେ ଅଭାବି ଲୋକଟିଏ କିଣିବ। କିନ୍ତୁ ଚପଲ କିଣିବାକୁ ହୋଟେଲ୍ ଭିତରେ ପଶିବନି କି.. More
  • Manoranjan Behera
  • 1 year ago

ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପ ଜେନାଙ୍କ ବିରୋଧରେ ବିକ୍ଷୋଭ ବେଳେ ଲୋକଙ୍କ ଉପରେ ଆକ୍ରମଣ

ଆଜି ନ୍ୟାୟ ପାଇଁ ସଂଘର୍ଷ ନାମକ ଏକ ସଂଗଠନର ସଭ୍ୟ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଆସିଥିବା ବେଳେ ସେମାନଙ୍କ ସହିତ ପ୍ରତାପଙ୍କ ସମର୍ଥକଙ୍କ ଗଣ୍ଡଗୋଳ ହୋଇଛି । ଏପରିକି ପ୍ରତାପଙ୍କ ସମର୍ଥକ ଆକ୍ରମଣ କରିଥିବା ଅପରପକ୍ଷ ଅଭିଯୋଗ କରିଛନ୍ତି । ଗଣ୍ଡଗୋଳରେ ୨ ଜଣ ଆହତ ହୋଇଛନ୍ତି । More
  • Manoranjan Behera
  • 1 year ago

ଇଏ କି କଥା ! ପୁଅ କହିଲେ, ଝିଅ ଦେଲେ !

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି। More
  • Manoranjan Behera
  • 1 year ago

ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁର ପ୍ରତିବାଦ, ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହିଳାଙ୍କ ଆନ୍ଦୋଳନ

ଗତକାଲି ଜିଲ୍ଲା କଂଗ୍ରେସ, ଆଇଜି ଅଫିସ ଘେରାଉ କରିଥିଲା। ପୋଲିସ କାହିଁକି କିଛି ଠୋସ୍ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ। ସୂଚନା ଅନୁସାରେ ଗତ ୧୯ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଖରେ ଥିବା ଏକ ପାର୍କର ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। More
  • Manoranjan Behera
  • 1 year ago

ଆଜି ବି ଚାଲିପାରିଲାନି ବିଧାନସଭା; ୧୨ଟା ଯାଏଁ ଗୃହ ମୁଲତବି

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ । More
  • Manoranjan Behera
  • 1 year ago

କାନାରା ବ୍ୟାଙ୍କର ବଡ଼ମ୍ବା ବ୍ରାଞ୍ଚ ମ୍ୟାନେଜର ନିଖୋଜ

ବ୍ୟାଙ୍କରୁ ବାହାରି ବଡ଼ମ୍ବା ଅଭିମୁଖେ ଯାଇଥିଲେ ତପନ । ପତନି ଛକରେ ଯାଉଥିବାର ଦୃଶ୍ୟ ମଧ୍ୟ ସିସିଟିଭିରୁ ଜଣାପଡୁଛି । ପତନି ଛକ ଅତିକ୍ରମ ପରେ ମୋବାଇଲ୍ ସୁଇଚ୍ ଅଫ୍; ପତ୍ତା ମିଳୁନି । More
  • Manoranjan Behera
  • 1 year ago

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାମନ ଜନ୍ମ ନୀତି

ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । More
  • Manoranjan Behera
  • 1 year ago

ମୁଣ୍ତ ନେଉଛି କୁଆଖାଇ; ପାର୍ବଣ ଋତୁରେ ୨୭ ଜଣଙ୍କ ମୃତ୍ୟୁ

ଫଳକ ଅଛି ହେଲେ କେବଳ ନାମକୁ ମାତ୍ର । ନଦୀ ଆଁରେ ଗଲାଣି ଅନେକଙ୍କ ଜୀବନ । ବର୍ଷକର ସବୁ ସମୟ ନ ହେଲେ ବି ପାର୍ବଣରେ ଏନେକଙ୍କ ଜୀବନ ହାନି ଘଟୁଛି । More
  • Deepak Acharya
  • 1 year ago

Panchang today 26 September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଜାଣନ୍ତୁ କେଉଁ ସମୟରେ କରିବେ ଶୁଭ କାର୍ଯ୍ୟ More
  • Manoranjan Behera
  • 1 year ago

ସ୍ୱାମୀ ପରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ ଡବଲ୍ ମର୍ଡର । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ । More
  • Manoranjan Behera
  • 1 year ago

ଇଂଲିଶ ମିଡିୟମ ଛାତ୍ରକୁ ପଥରରେ ଛେଚି ହତ୍ୟା

ରାଉରକେଲାରେ ନାବାଳକ ଛାତ୍ରକୁ ପଥରରେ ଛେଚି ହତ୍ୟା କରାଯାଇଛି । More
  • Manoranjan Behera
  • 1 year ago

ମାହାଙ୍ଗା ଡବଲ୍‌ ମର୍ଡର: ପ୍ରତାପ କହିଲେ, ’ମୋ ଠୁ ହାରିଥିବା ପ୍ରାର୍ଥୀ ଫସାଇବାକୁ ଉଦ୍ୟମ କରୁଛନ୍ତି’

ଏହି ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ ପ୍ରତାପ। ଏହା ବିରୋଧୀ ଦଳଙ୍କ ରାଜନୈତିକ ଷଡ଼ଯନ୍ତ୍ର । ‘ମୋ ଠାରୁ ପରାଜିତ ବିରୋଧୀ ବିଜେପି ପ୍ରାର୍ଥୀ ଏହା କରିଛନ୍ତି । More
  • Satyendu Shekher Mishra
  • 1 year ago

ଆକ୍ସନ ମୋଡ୍‌ରେ ପୋଲିସ ! ରାଜଧାନୀର ଖଟି ମନା, ସନ୍ଧ୍ୟାରେ ଗଳି କନ୍ଦିରେ ବି କରିପାରିବେନି ଗହଳି

ଏସବୁ ସ୍ଥାନରେ ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ କରି ବସିଥିଲେ ବାନ୍ଧିବ ପୋଲିସ। ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୋଲିସ ଏହି ଚଢ଼ାଉ କରୁଛି। More
  • Satyendu Shekher Mishra
  • 1 year ago

ଗୃହରେ 5T ସଚିବ ଝଡ଼ ! ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ମୁହଁ ଖୋଲିଲେ ନବୀନ...

ଅଭିଯୋଗ ଶୁଣାଣି ପାଇଁ ଡୋର ଷ୍ଟେପ୍କୁ ଯାଉଛି ସିଏମ୍ଓ । ଗସ୍ତ ଖର୍ଚ୍ଚର ହିସାବ ରଖିଲେ ମୁଖ୍ୟମନ୍ତ୍ରୀ । More
  • Satyendu Shekher Mishra
  • 1 year ago

ମୋଦିଙ୍କୁ ନବୀନଙ୍କ ପ୍ରଶଂସା ! ପୁଣି ହରଡ଼ଘଣାରେ ରାଜ୍ୟ ବିଜେପି...

ଶକ୍ତିହୀନ କରିବାକୁ ନବୀନଙ୍କ ନୂଆ ଚାଲ୍ ବୋଲି ଚର୍ଚ୍ଚା । କଂଗ୍ରେସ କହିଲା ବିଜେପି-ବିଜେଡି ଏକ୍ । More
  • Satyendu Shekher Mishra
  • 1 year ago

ସ୍ନେକ୍ ଲେଡି ରିୟା ! ଖଣ୍ଡେ ବାଡ଼ିରେ ବିଷଧର ସାପଙ୍କୁ ନିର୍ଭୟରେ କରୁଛନ୍ତି କାବୁ

ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା। More