• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 11 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Pramod Behera
  • 2 years ago

ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନାହାନ୍ତି ଚିନ୍ମୟୀଙ୍କ ମାଆ; ନ୍ୟାୟ ପାଇଁ ହାଇକୋର୍ଟ ଯିବେ

ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍‌ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍‌ପି। ତେଣେ ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନଥିବା ଚିନ୍ମୟୀଙ୍କ ମାଆ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ବୋଲି ଦୋହରାଇଛନ୍ତି। More
  • Tanmay Kumar Mahalik
  • 2 years ago

ତରଙ୍ଗ ସିନେଫ୍ଲିକ୍ସ; ଗୋଟିଏ ମଞ୍ଚରେ ଦେଶର ପ୍ରସିଦ୍ଧ ଲେଖକ, ନିର୍ଦ୍ଦେଶକ ଓ କଳାକାର

ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ତରଙ୍ଗ ସିନେ ଫ୍ଲିକ୍ସ- ୨୦୨୩ । ଯେଉଁଠି ଆଞ୍ଚଳିକ ସିନେମାକୁ ନେଇ ଅନୁଷ୍ଠିତ ହୋଇଛି କନକ୍ଲେଭ୍ । ପ୍ରଥମ ଦିନରେ ପ୍ରଥମ ଫିଲ୍ମ ଭାବେ ପ୍ରଦର୍ଶିତ ହୋଇଛି ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ଦମନ । More
  • Tanmay Kumar Mahalik
  • 2 years ago

ଭାତହାଣ୍ଡି ଉଜାଡ଼ିଦେଲା ନିଆଁ; କେମିତି ଚଳିବ ପରିବାର ?

ଲିଭିଯାଇଛି ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସର ସେହି ସର୍ବଗିଳା ନିଆଁ, ଆଉ ଧୂଆଁ ନାହିଁ କି ନିଆଁକୁ ନେଇ ଆତଙ୍କ ବି ନାହିଁ । ହେଲେ ଖଣ୍ଡିଏ ଲେଖାଏଁ ଦୋକାନ କରି ଯେଉଁମାନେ ତେଲ ଲୁଣର ସଂସାର ଚଳାଉଥିଲେ, ଲୁହ ଆଉ କୋହରେ ବତୁରି ଯାଉଛି ସେମାନଙ୍କ ମନ ଆଉ ପ୍ରାଣ । କାରଣ ନିଆଁରେ ଜୀବିକା ଆଉ ରୋଜଗାରର ପନ୍ଥା ଜଳିପୋଡ଼ି ଯାଇଛି । ଉଜୁଡ଼ିଯାଇଛି ପ୍ରତ୍ୟେକଙ୍କ ଭାତହାଣ୍ଡି । More
  • Tanmay Kumar Mahalik
  • 2 years ago

ପୁଣି ଫେରିବ କି ମାସ୍କ ଯୁଗ ? ଓଡ଼ିଶାରେ ୫୯ଜଣ H3N2 ପଜିଟିଭ୍ ଚିହ୍ନଟ

ଇନଫ୍ଲୁଏଞ୍ଜା ସନ୍ଦେହରେ ଗତ ଜାନୁଆରୀ ଓ ଫେବ୍ରୁଆରୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୫ଟି ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୯ଟି H3N2, ୫ଟି ଇନଫ୍ଲୁଏଞ୍ଜା-ଏ ଏବଂ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । More
  • Tanmay Kumar Mahalik
  • 2 years ago

୧୫ ହଜାରରୁ ଅଧିକ ପିଲା ଦେଉନାହାନ୍ତି ମାଟ୍ରିକ୍‌ ପରୀକ୍ଷା

ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ । More
  • Pramod Behera
  • 2 years ago

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରର ଆଦିବାସୀ କାର୍ଡ

୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ନାଁରେ ନୂଆ ସ୍କିମ୍ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷରେ ଜନଜାତିଙ୍କ ଜୀବିକା ପାଇଁ ୫ଶହ କୋଟି ଖର୍ଚ୍ଚ କରିବେ ସରକାର। ଯାହାକୁ ନେଇ ଆଦିବାସୀ ଭୋଟ୍ ନେବାକୁ ରଣନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। More
  • Tanmay Kumar Mahalik
  • 2 years ago

ବିବାହ ଭୋଜିରୁ ଫେରୁଥିଲେ ସରପଞ୍ଚ; ମୁଣ୍ଡଉପରେ ଚଢ଼ିଗଲା ହାଇୱା

ବିବାହ ଭୋଜିରେ ଯୋଗଦେବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଏକ ହାଇୱା ସେ ବସିଥିବା ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାଇୱାଟି ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । More
  • Pramod Behera
  • 2 years ago

ଟେଷ୍ଟ୍‌ରେ କେବେ ଫର୍ମକୁ ଫେରିବେ ‘ରନ୍ ମେସିନ୍’ ବିରାଟ

ଟେଷ୍ଟ କ୍ରିକେଟର୍ ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲିଙ୍କ ନୈରାଶ୍ୟଜନକ ଫର୍ମକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ତାଙ୍କ ଠାରୁ ଟିମ୍ (ଯଦି ଯୋଗ୍ୟତା ହାସଲ କରେ) କ’ଣ ଆଶା କରିବ? More
  • Rajalaxmi Sahoo
  • 2 years ago

ବିଜେପିରେ ମିଶିଲେ ଓଡ଼ିଆ ଅଭିନେତ୍ରୀ ଜିନା

ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଉଭୟଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । More
  • Rajalaxmi Sahoo
  • 2 years ago

ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଶତାଧିକ ଛାତ୍ରଛାତ୍ରୀ, ଫର୍ମ ପୂରଣ କରି ଗାଏବ...

ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି।  More
  • Rajalaxmi Sahoo
  • 2 years ago

ମହାପ୍ରଭୁ ଜଗନ୍ନାଥଙ୍କ ଲୀଲା: ନୂଆ ଜୀବନ ଦେଲେ, ହଜିବା ଜିନିଷ ଫେରାଇ ଦେଲେ...

ପୁରୀ ସମ୍ରାଟ ହୋଟେଲ ଅଗ୍ନିକାଣ୍ଡରୁ ଉଦ୍ଧାର ହୋଇଥିବା ଅଂଶଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଛି। ପ୍ରଶାସନର ସହଯୋଗରେ ବ୍ରତର ଆୟୋଜନ ହୋଇଥିବା ବେଳେ, ରୋଷଣୀରେ ଯାଇ ଅଂଶ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ। More
  • Manoranjan Behera
  • 2 years ago

ଡ୍ୟାମ୍ ଅଛି କିନ୍ତୁ ପାଣି ନାହିଁ; ପାଣି ପାଇଁ ଜନବସତିମୁହାଁ ଜୀବଜନ୍ତୁ

ଦିନ ଥିଲା ଏଠି ଅକାତ ଅକାତ ପାଣି ଥିଲା । ଲୋକେ ଆସୁଥିଲେ, ବୋଟରେ ବୁଲୁଥିଲେ । କିନ୍ତୁ ଜଳ ଭଣ୍ଡାରରେ ହେଲେ ଏବେ ଏଠି ନାହିଁ ଜଳଶୟର ଚିହ୍ନବର୍ଣ୍ଣ । More
  • Manoranjan Behera
  • 2 years ago

Today Panchang 11th March 2023: କେଉଁ ମୂହୁର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶନିବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୦.୦୬ ଗତେ ୫ମୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର- ବୃଷ , ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ More
  • Rajalaxmi Sahoo
  • 2 years ago

୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ିଲେ ଛାତ୍ରୀ

୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ି ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି ।  ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି। More
  • Rajalaxmi Sahoo
  • 2 years ago

ରୋଷଣୀ ବଦଳରେ ଉଠିଲା କୋକେଇ: ରାତି ପାହିଲେ ବାହା ହୋଇଥାନ୍ତେ, ତା’ପୂର୍ବରୁ ଚାଲିଗଲା ଜୀବନ...

ରାତି ପାହିଲେ ବାହାଘର ହୋଇଥାନ୍ତା। ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘରର ଠିକ୍‌ ପୂର୍ବ ଦିନ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। More
  • Manoranjan Behera
  • 2 years ago

ଆଜିଠୁ ତରଙ୍ଗ ସିନେଫ୍ଲିକ୍ସ-୨୦୨୩ ; ଜମିବ ଆଞ୍ଚଳିକ ସିନେମାର ସମ୍ଭାର

ଆଜିଠୁ ଦୁଇ ଦିନ ଯାଏଁ ୧୦ଟି ଫିଲ୍ମର ସ୍କ୍ରିନିଂ ହେବ। ଏଥିରେ ଓଡ଼ିଆ ସିନେମା ଦମନ, ହରିୟାଣା ଫିଲ୍ମ ଦାଦା, ଲକ୍ଷ୍ମୀ, ମାଲାୟଲମ୍ ଫିଲ୍ମ ନୟାତୁ, ବଙ୍ଗଳା ଫିଲ୍ମ ହାସମୀ-୨ ଭଳି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। More
  • Rajalaxmi Sahoo
  • 2 years ago

ପାଣିପାଗ ବିଭାଗର ସତର୍କ ସୂଚନା- ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା

ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିଲା। More
  • Satyendu Shekher Mishra
  • 2 years ago

ଆସୁଛି ନୂଆ ଆପାର୍ଟମେଣ୍ଟ ମାଲିକାନା ନିୟମ, ମାଲିକ ସଂଘଙ୍କ ହାତରେ ରହିବ ଜମିର ମାଲିକାନା

ଆପାର୍ଟମେଣ୍ଟ ମାଲିକଙ୍କ ଅଧିକାରରେ ରହିବ କମନ୍ ଏରିଆ, ଦୂର ହେବ ବିଲଡର ଓ ଆପାର୍ଟମେଣ୍ଟ ମାଲିକଙ୍କ ଝିନ୍‌ଝଟ୍‌ । More
  • Satyendu Shekher Mishra
  • 2 years ago

ସବୁ କିଛି ପୋଡ଼ି ଛାରଖାର୍‌, କେମିତି ଆଗକୁ ବଢ଼ିବ ଜୀବନ..?

ପ୍ରାଥମିକ ପର୍ଯ୍ୟାୟ କ୍ଷୟକ୍ଷତି ଆକଳନ କଲା ପ୍ରଶାସନିକ ଟିମ୍ । କେମିତି ଲାଗିଲା ନିଆଁ ତଦନ୍ତ ହେବ କହିଲେ ଅଗ୍ନିଶମ ଡିଜି । More
  • Satyendu Shekher Mishra
  • 2 years ago

ନବ ହତ୍ୟା ପ୍ରସଙ୍ଗରେ ପୁଣି କଂପିଲା ବିଧାନସଭା ! ୪୧ ଦିନ ପରେ ବି ମୋଟିଭ୍ ସାମ୍ନାକୁ ଆସିନଥିବାରୁ ବିରୋଧୀଙ୍କ ହଙ୍ଗାମା

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଓ ବିଜେପି । ଗୃହ ବାରମ୍ବାର ମୁଲତବି, ତଦନ୍ତ ପ୍ରକ୍ରିୟାକୁ ନେଇ ତେଜୁଛି ଅସନ୍ତୋଷ । More
  • Satyendu Shekher Mishra
  • 2 years ago

ସରିଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ, ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେଉଛନ୍ତି ଦୃଷ୍ଟିବାଧିତ ପିଲା

ମାତୃଭାଷାରେ ପରୀକ୍ଷା ଦେଲେ ପିଲା । ମାଟ୍ରିକ ପରୀକ୍ଷା ପାଇଁ ଦୃଷ୍ଟିବାଧିତ ପିଲାଙ୍କ ମଧ୍ୟରେ ଉତ୍ସାହ । More
  • Rajalaxmi Sahoo
  • 2 years ago

ପୁରୀରେ ପୁଣି ଲାଗିଲା ନିଆଁ

ପୁରୀରେ ପୁଣି ଲାଗିଲା ନିଆଁ। ନୀଳାଦ୍ରି କମ୍ଫ୍ଲେକ୍ସର ହାଣ୍ଡଲୁମ୍‌ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।  More