• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 24 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ବିଜେଡିର ନିଶାନା ପରେ ଜବରଦସ୍ତ କାଉଣ୍ଟର କଲା ବିଜେପି

ବିଶ୍ୱଭୂଷଣ ନିଜ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ରଖୁନାହାନ୍ତି ବୋଲି ଆରୋପ ଲଗାଇଛି ବିଜେଡି । ତେବେ ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । More
  • Kausik Mohapatra
  • 1 year ago

ILS ଭୁବନେଶ୍ୱରର ନୂଆ ଆବିଷ୍କାର, ଯକ୍ଷ୍ମାର ଯମ ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍

ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା ନିରାକରଣରେ ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍ ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର ୱାନ୍ ବା NCoR1 ହିଁ ଟିବିର ରାମବାଣ। More
  • Kausik Mohapatra
  • 1 year ago

ପୂଜକ-ପ୍ରଶାସନ କଳିରୁ ଧବଳେଶ୍ୱରଙ୍କ ଦୁଆରେ ତାଲା, ଦର୍ଶନରୁ ବଞ୍ଚିତ ଲକ୍ଷାଧିକ ଭକ୍ତ

ସେବାୟତ- ପ୍ରଶାସନ କଳିର କୁପରିଣତି ପଞ୍ଚକରେ ଧବଳେଶ୍ୱର ମହାପ୍ରଭୁଙ୍କ ଦୁଆରେ ପଡ଼ିଲା ତାଲା। ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଲା ପ୍ରଶାସନ । More
  • Satyendu Shekher Mishra
  • 1 year ago

ସାପ ଲଗାଇ ପତ୍ନୀ-ଝିଅକୁ ହତ୍ୟା ମାମଲା; ସ୍କାନରରେ ସାପୁଆ, ଭୟଙ୍କର ହତ୍ୟା ଷଡ଼ଯନ୍ତ୍ର ସନ୍ଦେହରେ ଛାନଭିନ୍

ରେକର୍ଡ ହେଲା ୧୬୪ ଧାରାରେ ବୟାନ । ସାପକୁ ଅସ୍ତ୍ର ଭାବେ ବ୍ୟବହାର ଘଟଣାରେ ପିସିସିଏଫ୍‌ଙ୍କ ତଦନ୍ତ ନିର୍ଦ୍ଦେଶ । More
  • Satyendu Shekher Mishra
  • 1 year ago

ଭାଷା ପ୍ରୀତି ନା ଭୋଟ୍ ବ୍ୟାଙ୍କ ରାଜନୀତି ? ବିଧାନସଭାରେ ପ୍ରଥମ ଥର କୋଶଳୀରେ ପ୍ରଶ୍ନୋତ୍ତର

ସାନ୍ତାଳୀରେ ବିଧାୟକଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା । ବାଚସ୍ପତିଙ୍କ ବାରଣ ସତ୍ତ୍ବେ ସ୍ଥାନୀୟ ଭାଷା ବ୍ୟବହାରକୁ ନେଇ ପ୍ରଶ୍ନ । More
  • Satyendu Shekher Mishra
  • 1 year ago

ଆଦିବାସୀ ଜମି ହସ୍ତାନ୍ତର ସଂକ୍ରାନ୍ତ କ୍ୟାବିନେଟ୍ ନିଷ୍ପତ୍ତି ସାମୟିକ ସ୍ଥଗିତ

ତର୍ଜମା ଲାଗି ଗଲା ଆଦିବାସୀ ଉପଦେଷ୍ଟା ପରିଷଦ । More
  • Pramod Behera
  • 1 year ago

OAV Teacher Recruitment: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନୂଆ ନିଯୁକ୍ତି; ପୂରଣ ହେବ ଶିକ୍ଷକ ପଦବୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଚୁକ୍ତିଭିତ୍ତିକ ଶିକ୍ଷକ PGT (ଇଂରାଜୀ, ଗଣିତ) ଏବଂ TGT (ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ) ପଦବୀ ପୂରଣ ହେବ। ଏହି ପୋଷ୍ଟଗୁଡିକ ଅଫ୍‌ଲାଇନ୍ ମୋଡ୍‌ରେ ପୂରଣ ହେବ। More
  • Satyendu Shekher Mishra
  • 1 year ago

ସରିଗଲା ବିଧାନସଭାର ଶୀତ ଅଧିବେଶନ, ବାକି ରହିଗଲା ୨୬ କାର୍ଯ୍ୟ ଦିବସ

୨୬ଟି କାର୍ଯ୍ୟ ଦିବସ ବାକି ଥାଇ ସରିଗଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କଂଗ୍ରେସ ଏହାକୁ ଦୁର୍ଭାଗ୍ୟ ବୋଲି କହିଛି । More
  • Satyendu Shekher Mishra
  • 1 year ago

ଚାନ୍ଦବାଲିରେ ଗର୍ଜିଲା ବିଜେପି, ବ୍ଲକ୍ ଅଫିସ ଘେରାଉ ବେଳେ ପୋଲିସକୁ ପଥର ମାଡ଼ !

ବ୍ଲକ କାର୍ଯ୍ୟାଳୟ ଆଗରେ ସେମାନେ ଦୁର୍ନୀତି ବିରୋଧରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । More
  • Santosh Kumar Sahoo
  • 1 year ago

ଘଣ୍ଟାକ ଭିତରେ ଧବଳେଶ୍ୱର ମନ୍ଦିର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ

ଘଣ୍ଟାକ ମଧ୍ୟରେ ମନ୍ଦିର ଦ୍ୱାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଲେ ଆଠଗଡ଼ ଉପଜିଲ୍ଲାପାଳ। More
  • Santosh Kumar Sahoo
  • 1 year ago

ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

ସେହିଭଳି ୨ଟି ଚାରି ଚକିଆ ଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । More
  • Santosh Kumar Sahoo
  • 1 year ago

ସାପ ଦ୍ୱାରା ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା, ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ବନ୍ୟପ୍ରାଣୀ PCCF

କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ କେ. ଗଣେଶ ପାତ୍ର ନିଜ ସ୍ତ୍ରୀ ଓ ଝିଅକୁ ସାପ ସହାୟତାରେ ହତ୍ୟା କରିଥିବା ଅଭିଯୋଗ ଆସିଛି। ଗତ ଅକ୍ଟୋବର ୭ ତାରିଖରେ ଘରେ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ। More
  • Santosh Kumar Sahoo
  • 1 year ago

ବାଇକ ଚାବି ଦେଲେନି ପଡୋଶୀ, ମହିଳାଙ୍କୁ ଠେଲି ହତ୍ୟା କଲା ଯୁବକ !

ତାପସ ଗାଡି ଚାବି ନ ଦେବାରୁ ସୁଧୀର ତାଙ୍କୁ ଗାଳିଗୁଳଜ କରିଥିଲେ। ସନ୍ଧ୍ୟାରାଣୀ ଏହାର ପ୍ରତିବାଦ କରିବାରୁ ସୁଧୀର ତାଙ୍କୁ ଜୋରସେ ଠେଲି ଦେଇଥିଲେ । ସେ ଏକ ନଡ଼ିଆ ଗଛରେ ପିଟି ହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ। More
  • Santosh Kumar Sahoo
  • 1 year ago

ଆସୁଛି ଆଉ ଏକ ଲଘୁଚାପ !

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୨୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। More
  • Santosh Kumar Sahoo
  • 1 year ago

ଛାତ୍ରୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରୁଥିଲେ ଯୁବକ, ନିର୍ଦ୍ଧୁମ ଛେଚିଲେ ଅନ୍ୟ ଛାତ୍ରଛାତ୍ରୀ

କିନ୍ତୁ ପାଖରେ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସ୍ଥାନୀୟଲୋକେ ତାଙ୍କୁ ଧରି ଦେଇଥିଲେ। ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସ୍ ଜିମା ଦେଇଥିଲେ ଲୋକେ। ଏକତରଫା ପ୍ରେମରୁ ଯୁବକ ଜଣକ ଏଭଳି କରିଥିବା ସୂଚନା ମିଳିଛି। ଏହି ମାମଲାରେ ପୋଲିସ୍‌ ଅଧିକ ତଦନ୍ତ ଜାରି ରଖିଛି। More
  • Santosh Kumar Sahoo
  • 1 year ago

ଧରାପଡିଲା ଅପହରଣକାରୀ, ମିଳୁନି ଅପହୃତା ଯୁବତୀଙ୍କ ପତ୍ତା

୨୦୧୨ରେ ପରିଚ୍ଛାଗୁଡ଼ାରୁ ଜଣେ ଆଦିବାସୀ ନାବାଳିକାଙ୍କ ଅପହରଣ ହୋଇଥିଲା। ଗାଁର ରାକେଶ ସିଂ ନାମକ ଯୁବକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ । More
  • Santosh Kumar Sahoo
  • 1 year ago

ଚାକିରି ଦେବା ନାଁରେ ଠକେଇ, ରାଜଧାନୀରୁ ୨ ଜଣଙ୍କୁ ବାନ୍ଧିଲା ମୁମ୍ବାଇ ପୋଲିସ

ଗିରଫ ପରେ ଉଭୟଙ୍କ ଠାରୁ ୩୭ଟି ମୋବାଇଲ ଫୋନ୍, ୧୨ଟି ପାନ କାର୍ଡ, ୩୮ଟି ଏଟିଏମ୍ କାର୍ଡ, ୨୫ଟି ସିମକାର୍ଡ ଓ ଲାପଟପ୍ ଜବତ କରିଛି ପୋଲିସ । ଭୁବନେଶ୍ୱରରୁ ଗିରଫ ପରେ ଦୁଇ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡ ନେଇଛି ମୁମ୍ବାଇ ପୋଲିସ । More
  • Santosh Kumar Sahoo
  • 1 year ago

ସଂଶୋଧନ ହେବ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି, ଗୃହରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଏହି ଅଧିନିୟମକୁ ତର୍ଜମା କରିବାକୁ ଜନଜାତି ଉପଦେଷ୍ଟା ପରିଷଦକୁ ପଠାଗଲା। ପୂର୍ବରୁ ଆଦିବାସୀଙ୍କ ଜମି ବିକ୍ରି ନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। More
  • Santosh Kumar Sahoo
  • 1 year ago

ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ ପ୍ରତ୍ୟାହୃତ ! କ୍ୟାବିନେଟ ବୈଠକରେ ପ୍ରତ୍ୟାହୃତ ହୋଇଥିବା ସୂଚନା

ପୂର୍ବରୁ ଆଦିବାସୀଙ୍କ ଜମି ବିକ୍ରି ନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ତେବେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ। More
  • Swadesi Megha Mallhar Prusty
  • 1 year ago

ଆଜି ରାଜ୍ୟ କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଆଜି ରାଜ୍ୟ କ୍ୟାବିନେଟ୍ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । More
  • Rajalaxmi Sahoo
  • 1 year ago

Today Panchang 24th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ, ଶୁକ୍ରବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More
  • Swadesi Megha Mallhar Prusty
  • 1 year ago

ମନ୍ତ୍ର ଉଚ୍ଚାରଣ କରି ପ୍ରତିବାଦ କଲେ ବ୍ରାହ୍ମଣ ମହାସଂଘ

ମନ୍ତ୍ର ଧ୍ବନୀ ମାଧ୍ୟମରେ ଅଭିନବ ପ୍ରତିବାଦ । ମନ୍ତ୍ର ଉଚ୍ଚାରଣ କରି ପ୍ରତିବାଦ ଜଣାଇଛି ଓଡିଶା ବ୍ରାହ୍ମଣ ମହାସଂଘ । More
  • Swadesi Megha Mallhar Prusty
  • 1 year ago

'ଆନ୍ଦୋଳନ କଲେ ବୋଲି ରାଗ, ଅଚାନକ ଚେକିଂରେ ଜରିମାନା ଆଦାୟ'

ଆନ୍ଦୋଳନ କଲେ ବୋଲି ଆକ୍ରୋଶ ଅଭିଯୋଗ । ଏପରି ଅଭିଯୋଗ ଆଣିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । More
  • Manoranjan Behera
  • 1 year ago

ବିରଜୁ କୁଲୁଙ୍କୁ ଠକିଦେଲା କି ପ୍ରଶାସନ? ପ୍ରତିଶ୍ରୁତିର ୩ବର୍ଷ ପରେ ବି ମୁଣ୍ଡକୁ ଛାତ ନାହିଁ କି ମିଳିନି ସହାୟତା

ଧିରେ ଧିରେ କ୍ଷୀଣ ହୋଇ ଆସିଲାଣି ଶରୀରର ବଳବପୁ । ବାପା ମା’ ତ ଦୂରର କଥା, ଜୀବନରେ ପୁଅ, ଝିଅ କି ପତ୍ନୀ ବୋଲି କେହିନାହାଁନ୍ତି । ସଂପର୍କିୟଙ୍କ ହାତ ଟେକାରେ ଯାହା ଜୀବନ ଜୀଇଁବାକୁ ପଡୁଛି । More
  • Manoranjan Behera
  • 1 year ago

ପଞ୍ଚୁକ ପ୍ରଥମ ଦିନ: ଜଗାର ଲକ୍ଷ୍ମୀନାରାୟଣ ବେଶ, ବାବା ଧବଳେଶ୍ୱରଙ୍କ ଚନ୍ଦ୍ରମଉଳି ବେଶ

ପବିତ୍ର ପଞ୍ଚକର ପ୍ରଥମ ଦିନରେ ଗୋଟେ ପଟେ ଜଗା ଦୁଆରରେ ଦର୍ଶନାଭିଳାଷୀ ଭକ୍ତଙ୍କ ଲମ୍ବା ଲାଇନ୍ ଆର ପଟେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ନୃତ୍ୟଗୀତ ସହ ଭାବ ଭକ୍ତିରେ ବୁଡ଼ିଯାଇଛି ପୁରୀ ବଡ଼ଦାଣ୍ଡ । More
  • Tanmay Kumar Mahalik
  • 1 year ago

ଆଜି ବି ଆଦିବାସୀ ଝଡ଼ରେ କମ୍ପିଲା ଗୃହ; ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଲେ ବିଶ୍ୱଭୂଷଣ

ଆଦିବାସୀଙ୍କ ଜମି ଅଧିକାର ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ମୋସନକୁ କାହିଁକି ଗ୍ରହଣ କରି ଆଲୋଚନା ହେଉନି, ସେନେଇ ପ୍ରତିବାଦ ଜଣାଇଥିଲେ । କଂଗ୍ରେସ ସଦସ୍ୟମାନେ ମଧ୍ୟ ଆଦିବାସୀ ଜମି ସଂକ୍ରାନ୍ତୀୟ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ବଦଳରେ ପ୍ରତ୍ୟାହାର ଓ ପେସା ଆଇନ୍ ଲାଗୁ କରିବାକୁ ଦାବି କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି ଦେଇଥିଲେ । More
  • Manoranjan Behera
  • 1 year ago

ଶୋଇବା ଘରେ ନାଗ ଛାଡ଼ି ମା-ଝିଅଙ୍କୁ ମାରିଦେଲା ଜହ୍ଲାଦ ବାପ !

ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ହତ୍ୟା । ଘରେ ସାପ ଛାଡି ପତ୍ନୀ-ଝିଅକୁ ମାରିଦେଲା ସ୍ୱାମୀ । More
  • Tanmay Kumar Mahalik
  • 1 year ago

ଘରେ ଶୋଇଥିଲା ସ୍ତ୍ରୀ, ସ୍ୱାମୀ ଛାଡ଼ିଦେଲା କୋଳଥିଆ ନାଗ; ଚାଲିଗଲା ମା’-ଝିଅଙ୍କ ଜୀବନ

ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା ଏ ଅଭାବନୀୟ ଘଟଣା । ଘର ଭିତରୁ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି । More