• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 12 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 1 year ago

କାହା ପାଇଁ ଦୀପାବଳି, କାହା ପାଇଁ ଅନ୍ଧାର ରାତି; କିଏ ହସୁଛି ତ ଆଉ କିଏ ଆଖିର ଲୁହକୁ ଓଠରୁ ପିଉଛି

୬ ବର୍ଷ ତଳର ସେହି ଛାତିଥରା ବାଣ ବିସ୍ଫୋରଣ ଘଟଣା ଆଜି ବି ମନେପଡ଼ିଲେ ମୁଣ୍ଡରୁ ପାଦ ଯାଏ କୋଲ ମାରିଯାଏ ବାଲେଶ୍ୱର ବାହାବଳପୁରର ଗୋଲକ ପ୍ରଧାନ ଓ ପତ୍ନୀଙ୍କର । More
  • Manoranjan Behera
  • 1 year ago

ପିତୃପୁରୁଷଙ୍କୁ ମନେ ପକାଇ ପୟାଶ୍ରାଦ୍ଧ, ବଡ଼ବଡ଼ୁଆ ଡାକ

ଆଜି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର । ଆଜିର ଏହି ଖୁସିର ପର୍ବ ଭିତରେ ଆଉ ଏକ ମହତ୍ତ୍ୱ ରଖେ, ପୟାଶ୍ରାଦ୍ଧ । ଅର୍ଥାତ କାର୍ତ୍ତିକ ଅମାବାସ୍ୟା ତିଥି ପଡୁଥିବାରୁ ପିତୃପୁରୁଷଙ୍କୁ ମନେ ପକାଇବାର ଦିନ । ସେଥିପାଇଁ ତ କେଉଁଠି ପୟାଶ୍ରାଦ୍ଧ କରାଯାଇଛି ତ, ଆଉ କେଉଁଠି କାଉଁରିଆ କାଠି ଜାଳି ବଡ଼ବଡ଼ୁଆ ଡାକ ପକାଯାଇଛି । More
  • Manoranjan Behera
  • 1 year ago

ଥିଲା ଫିକା ହଳଦୀ, ଲାଗିବ ଫିକା ଗୋଲାପୀ ! ଖର୍ଚ୍ଚ ବହନ କରିବ କିଏ ?

ଚର୍ଚ୍ଚା ହେଉଛି ରାଜ୍ୟ ସରକାର ପୁରୀ ବଡଦାଣ୍ଡରେ ଥିବା ସବୁ କୋଠାର ରଙ୍ଗ ବଦଳେଇ ଫିକା ଗୋଲାପୀ କରିବାକୁ ଯାଉଛନ୍ତି । More
  • Manoranjan Behera
  • 1 year ago

କେନ୍ଦ୍ର ଦେଉଛି ରାଜ୍ୟ ପାଉନି; ପୁଣି ପଦାରେ ପଡ଼ିଲା ବିଜେଡ଼ି ସରକାରର ଅପାରଗତା

ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି। More
  • Manoranjan Behera
  • 1 year ago

ମାଛ ତେଲରେ ମାଛ ଭଜା ! ଯୋଜନା ସରକାରୀ, ହେଲେ ଚିହ୍ନ ଶାସକ ଦଳର

ମାଛ ତେଲରେ କେମିତି ହୁଏ ମାଛ ଭଜା, ଖୁବ ଜାଣିଛି ଶାସକ ଦଳ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ଯୋଜନା ମାଧ୍ୟମରେ ବିଜେଡି ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଉଠିଛି। ତେବେ ବିଜେଡିର ଚାଲାଖି ଠଉରେଇ କାଉଣ୍ଟର ଲାଗି ଅଣ୍ଟା ଭିଡ଼ିଛନ୍ତି ବିରୋଧୀ। More
  • Manoranjan Behera
  • 1 year ago

ୱେଲଡିଂ ନିଆଁରୁ ଅଘଟଣ, ଜଳିଗଲା ୫ଟି ବସ୍

ଭୁବନେଶ୍ୱର ତମାଣ୍ଡୋରେ ଘଟିଛି ଅଘଟଣ। ଦୀପାବଳି ଅବସରରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। More
  • Manoranjan Behera
  • 1 year ago

ଦ୍ୱିତୀୟ ଥର ପାଇଁ ରାଇରଂଗପୁର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । More
  • Satyendu Shekher Mishra
  • 1 year ago

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲା ବାପା, ଚାଲିଗଲା ଜୀବନ

ସରୋଜଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। More
  • Satyendu Shekher Mishra
  • 1 year ago

ଏଥର ଜମିବ ବାଲିଯାତ୍ରା ! ଅରିଜିତ ସିଂ-ସୋନୁ ନିଗମ-ଶ୍ରେୟାଙ୍କ ସ୍ୱରରେ ଝୁମିବ ପଡ଼ିଆ...

ବଲିଉଡ କଳାକାର ଅରିଜିତ ସିଂ, ସୋନୁ ନିଗମ, ଶ୍ରେୟା ଘୋଷାଲ, ସୁନିଦି ଚୌହାନ ଓ ଅଭିନେତା ଗୋବିନ୍ଦା ମଧ୍ୟ କାର୍ଯ୍ୟକ୍ରମକୁ ଆସିବା ସମ୍ଭାବନା ରହିଛି।  More
  • Rajalaxmi Sahoo
  • 1 year ago

Today Panchang 12th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ, ରବିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ... More
  • Satyendu Shekher Mishra
  • 1 year ago

ଧର୍ମେନ୍ଦ୍ରଙ୍କ PA କହି ଲୋକଙ୍କୁ ଚୁନ ଲଗାଉଥିଲା, ଏବେ ଧରାପଡ଼ି ଜେଲ୍‌ରେ..

ଡିଆରଡିଓ, ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦିକୁ ଜବତ କରିଛି ପୋଲିସ । More
  • Satyendu Shekher Mishra
  • 1 year ago

Kali Puja 2023: ମଧ୍ୟରାତ୍ରରେ ମାଆଙ୍କ ଚକ୍ଷୁଦାନ ପରେ ହେବ ପୂଜାର୍ଚ୍ଚନା

ମଧ୍ୟରାତ୍ରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହେବ। ଏଥର ଭଦ୍ରକର ଚରମ୍ପାରେ ୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ। More
  • Satyendu Shekher Mishra
  • 1 year ago

ଦୀପାବଳି-ପୟାଶ୍ରାଦ୍ଧ ! ଶ୍ରୀମନ୍ଦିରରେ କେବେ କରାଯିବ ପାଳନ ? ଜାଣନ୍ତୁ...

ପୟାଶ୍ରାଦ୍ଧରେ ପିଣ୍ଡଦାନ କରାଯାଇ ନ ଥାଏ । କେବଳ ଦୀପଦାନ, ଶୀତଳ ଭୋଗ ଅର୍ପଣ ଯଥା ଖଇକୋରା, ଫଳମୂଳ ଓ ଆଖୁ ଆଦି ଅର୍ପଣ କରାଯାଇଥାଏ। More
  • Manoranjan Behera
  • 1 year ago

ସଞ୍ଜ ନଇଁଲେ ଦୀପ ଜଳିବ; ଫୁଟିଯିବ ଲକ୍ଷ ଲକ୍ଷ ଟଙ୍କା

କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ । More
  • Manoranjan Behera
  • 1 year ago

ଭିତ୍ତିଭୂମି ଦୁର୍ବଳ, ସରକାର ଟଙ୍କା ଦେଉଛି ପ୍ରବଳ; ଏ ଚାଲ୍‌ ରହିଲେ ହେଲା !

କଲେଜରେ କ୍ରୀଡା ଭିତ୍ତିଭୂମି ନାହିଁ । ହେଲେ ସରକାର ଆୟୋଜନ କରିବେ କ୍ରୀଡା ଉତ୍ସବ । ଭାଗନେବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀ । More
  • Manoranjan Behera
  • 1 year ago

ଉଜୁଡ଼ିଗଲା ଦୀପାବଳିର ଖୁସି; ନିଜେ ଜଳି ୩୦ ଜଣଙ୍କୁ ବଞ୍ଚାଇଦେଲେ ପୁଷ୍ପାଞ୍ଜଳି

କିଏ ବା ଜାଣିଥିଲା ଦଇବର ବିଚିତ୍ର ଲୀଳାକୁ । କିଏ ବା ଭାବିଥିଲା ଆଲୋକର ପର୍ବ ଦୀପାବଳି ପାଇଁ ଖୁସିରେ ଘରକୁ ଫେରୁଥିବା ମଣିଷଙ୍କ ସହ ଘଟିଯିବ ଏଭଳି ଅଘଟଣ । More
  • Manoranjan Behera
  • 1 year ago

ମୁହଁ ଖୋଲିନାହାନ୍ତି ପ୍ରଦୀପ; ଝାଳନାଳ ହେଲେଣି ବିଜେଡି ନେତା

ବିଜେପି ଘୋଷଣା କରିନି । ପ୍ରଦୀପ ପାଣିଗ୍ରାହୀ ବି ମୁହଁ ଖୋଲି କହି ନାହାଁନ୍ତି । ଏପଟେ ବିଜେଡି ଶିବିରରେ କିନ୍ତୁ କଂପନ । More
  • Manoranjan Behera
  • 1 year ago

ବବିଙ୍କ ମୁହଁରେ ପାଣ୍ଡିଆନ୍ ଜପ; କହିଲେ..ପୁଅ ଯାହା କରି ନପାରେ, ତାହା କରିପାରେ ପଟ୍ଟଶିଷ୍ୟ

ଯାଜପୁରରେ ଆମ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଣବଙ୍କର ଏଭଳି ଅଭିଭାଷଣକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । More