• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 05 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Kausik Mohapatra
  • 6 months ago

ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀବାସୀ, ଚିନ୍ତା ଭୁବନେଶ୍ୱରବାସୀ

ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି... More
  • Kausik Mohapatra
  • 6 months ago

ମଣ୍ଡି ନ ଖୋଲୁଣୁ ଗାଁ ଗାଁ ବୁଲିଲେଣି ଅସାଧୁ ବ୍ୟବସାୟୀ, ଚିନ୍ତାରେ ଚାଷୀ

ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ ? ପ୍ରସ୍ତୁତି କେମିତି ରହିଛି ? ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଉଛି କିଛି ଅଲଗା... More
  • Kausik Mohapatra
  • 6 months ago

ବାଘ ଆତଙ୍କରେ ଥରହର ନୂଆପଡ଼ା, ୭ ଦିମରେ ଗଲାଣି ୨ ଜଣଙ୍କ ଜୀବନ

ବାଘ ଆତଙ୍କକୁ ନେଇ ଚର୍ଚ୍ଚାରେ ନୂଆପଡ଼ା। ଜଙ୍ଗଲରୁ ଗାଁ ମୁହାଁ ହୋଇ ବାଘ କେତେବେଳେ ମଣିଷ ଶିକାର କଲାଣି, ତ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଦେଉଛି। More
  • Manoranjan Behera
  • 6 months ago

‘ଆମକୁ କିଛି ଆସୁନି, ଅଧିକ ଆଶା ରଖନି’; ସାର୍‌ ନାହାନ୍ତି ବୋଲି..

ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଚିତ୍ର । ଶିକ୍ଷକ ମରୁଡ଼ିର ଉତ୍କଟ ସ୍ଥିତି ଉତୁରି ଆସିଲା ପିଲାଙ୍କ ପରୀକ୍ଷା ଖାତାରେ । ପିଲା ଲେଖିଲେ, ସାର୍ ନାହାଁନ୍ତି, ଅଧିକ ଆଶା ରଖନି । More
  • Kausik Mohapatra
  • 6 months ago

ସହରୀ ଭୋଟରଙ୍କ ଉପରେ ବିଜେପିର ଟାର୍ଗେଟ୍

ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି। More
  • Kausik Mohapatra
  • 6 months ago

ଥାନାରେ ପଶି ଉତ୍ତ୍ୟକ୍ତ ଯୁବକଙ୍କ ଲଙ୍କାକାଣ୍ଡ

ବରଗଡ଼ ଅମ୍ବାଭୋନା ଥାନାରେ ପଶି ଉତ୍ତ୍ୟକ୍ତ ଯୁବକଙ୍କ ଲଙ୍କାକାଣ୍ଡ। । ଆଜି ୨୫ରୁ ୩୦ ଜଣ ଯୁବକ ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି। More
  • Manoranjan Behera
  • 6 months ago

ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ

ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି । More
  • Tanmay Kumar Mahalik
  • 6 months ago

ମରାମତି ବେଳେ ଫାଟିଲା ମୋବାଇଲ ବ୍ୟାଟେରୀ; ଅଳ୍ପକେ ବର୍ତ୍ତିଲେ ଗ୍ରାହକ-ଦୋକାନୀ

ମୋବାଇଲ ରିପ୍ୟାରିଙ୍ଗ କରିବା ପାଇଁ ଅନନ୍ତପୁରର ଜଣେ ଗ୍ରାହକ କାମାକ୍ଷାନଗର କଲେଜ ରୋଡରେ ଥିବା କାଳିଆ ମୋବାଇଲ ଦୋକାନକୁ ଯାଇଥିଲେ । More
  • Tanmay Kumar Mahalik
  • 6 months ago

ଜଙ୍ଗଲ ବିଭାଗ ଲଗାଇବ ତାଳ ଗଛ; ରୋକିବ ବଜ୍ରପାତ ଜନିତ କ୍ଷତି

ଆଗାମୀ ୨୦୨୪-୨୫ ଓ ୨୦୨୫-୨୬ ରୌପଣ ବର୍ଷରେ ପାଖାପାଖି ୭.୫ କୋଟି ଟଙ୍କା ବ୍ୟୟ କରି ପ୍ରାୟ ୧୯ ଲକ୍ଷ ତାଳ ଗଛ ରୋପଣ କରାଯିବ । ରାଜ୍ୟରେ ୪ହଜାର୪୭୯ଟି ବିଜ୍ଞାପିତ ଜଙ୍ଗଲ ବ୍ଲକ ଓ ୩୯ହଜାର୬୭୧ ବର୍ଗକିଲୋମିଟର ବାଉଣ୍ଡରୀ ଲାଇନ୍ ରହିଛି । More
  • Tanmay Kumar Mahalik
  • 6 months ago

ରତ୍ନଭଣ୍ଡାର ଲେଜର ସ୍କାନିଂ; ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସଂପୂର୍ଣ୍ଣ ସରକାରଙ୍କର । କେବଳ ସୁପାରିସ କରିବା କ୍ଷମତା ଗଜପତିଙ୍କ ଅଛି । ୧୯୫୨ ମସିହାରେ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ । More
  • Tanmay Kumar Mahalik
  • 6 months ago

ଥମୁନି ଦାଦନ ଦୁଃଖ; ୩୦ ଦାଦନ ଶ୍ରମିକ ଉଦ୍ଧାର, ୩ ଦଲାଲ ଅଟକ

ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା । ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି । More
  • Tanmay Kumar Mahalik
  • 6 months ago

ପର୍ଯ୍ୟଟନ ସହରକୁ ବୁଲିବାକୁ ଯାଉଛନ୍ତି କି... ପୁରୀରେ ଭୂତ ହୋଟେଲ !

ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ହ୍ୱାଟସଆପ୍ ଯୋଗେ ହୋଟେଲ ବୁକ୍ କରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀର ନିୟୁ ମେରାଇନ ଡ୍ରାଇଭ ରୋଡର ହୋଟେଲ ସ୍ୱର୍ଣ୍ଣ ଦୀପ ନାଁରେ ବୁକିଂ କରାଯାଇଛି । More
  • Tanmay Kumar Mahalik
  • 6 months ago

ପୁଣି ଅଲୋଡା ଶିଶୁକନ୍ୟା; ମସଜିଦ ପାଖରୁ ନବଜାତ ଶିଶୁ ଉଦ୍ଧାର

ଶିଶୁକନ୍ୟାକୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ମହିଳାମାନେ ସେହି ଅଞ୍ଚଳର ଜଣେ ମହିଳାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲେ । More
  • Tanmay Kumar Mahalik
  • 6 months ago

ରାଇରଙ୍ଗପୁରରେ ‘ଆମ ଓଡ଼ିଶା, ନବୀନ ଓଡିଶା' କାର୍ଯ୍ୟକ୍ରମକୁ ବର୍ଜନ

ଉଦଘାଟିତ ଉତ୍ସବରେ କୌଣସି ସରପଞ୍ଚ ଯୋଗ ଦେଇ ନଥିଲେ । ତେବେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ସରପଞ୍ଚ ସଂଘ୍ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସରପଞ୍ଚ ସଂଘ । More
  • Tanmay Kumar Mahalik
  • 6 months ago

ଜମି ବିବାଦରୁ ଗଣ୍ଡଗୋଳ; ଭୁଜାଲି ଆକ୍ରମଣରେ ୧୨ ଆହତ

ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୨ ପରିବାରର ୧୨ ଆହତ ହୋଇଛନ୍ତି । ଗୋଟିଏ ପରିବାର ୮ ଜଣ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ରହିଛନ୍ତି l More
  • Santosh Kumar Sahoo
  • 6 months ago

ବ୍ୟବସ୍ଥାର ମୁଖା ଖୋଲିଲେ ନବମ ଶ୍ରେଣୀର ଛାତ୍ର, ଖାତାରେ ଉତ୍ତର ନ ଲେଖି, ଅବ୍ୟବସ୍ଥା ବିରୋଧରେ ଲେଖିଲେ

ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପ୍ରହ୍ଲାଦଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଉତ୍ତର ଖାତାକୁ ନେଇ ଚର୍ଚ୍ଚା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସ୍କୁଲରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ପୂରଣ ହେଉ ନ ଥିବାରୁ ପିଲାଏ, ପାଠ ପଢିନଥିବା ଅଭିଯୋଗ କରିଛନ୍ତି । More
  • Swadesi Megha Mallhar Prusty
  • 6 months ago

ଛକି ଥିଲା ଛାତରେ, ମାଡ଼ି ବସିଲା ବନ ବିଭାଗ

ବନ ବିଭାଗ ବାଘକୁ କାବୁ କରିବାରେ ସଫଳ ହୋଇଛି । ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମ ବନ୍ଧା ଅଞ୍ଚଳର କୋଦୋପାଲରିରୁ କଲରାପତରିଆ ଧରା ପଡ଼ିଛି । More
  • Santosh Kumar Sahoo
  • 6 months ago

Panchang Today 5th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ଚନ୍ଦ୍ର- କର୍କଟ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୩.୧୮ ଗତେ ୯ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ More
  • Santosh Kumar Sahoo
  • 6 months ago

ଘର ଛାତ ଉପରେ ଛକି ବସିଛି କଲରା ପତରିଆ

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା । More
  • Tanmay Kumar Mahalik
  • 6 months ago

ଏସ୍.ସୁଶ୍ରୀ ହେଲେ ମୟୂରଭଞ୍ଜର ନୂଆ SP

ମୟୂରଭଞ୍ଜ SP ବି.ଗଙ୍ଗାଧରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏସ୍.ସୁଶ୍ରୀଙ୍କୁ SP ଭାବେ ନିଯୁକ୍ତ କରାଯାଇଛି । ବି.ଗଙ୍ଗାଧର ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । More
  • Santosh Kumar Sahoo
  • 6 months ago

ଜନସାଧାରଣଙ୍କୁ ବିଏମସି କମିଶନରଙ୍କ ତାଗିଦ୍, ଓଦା ଓ ଶୁଖିଲା ଅଳିଆ ପୃଥକ୍ ପୃଥକ୍ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ । More
  • Tanmay Kumar Mahalik
  • 6 months ago

ପରିଚାଳନା କମିଟିର ମୋହର; ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି । More
  • Santosh Kumar Sahoo
  • 6 months ago

ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ସରପଞ୍ଚଙ୍କ ବିରୋଧ,ସଭାସ୍ଥଳକୁ କଲେ ବୟକଟ୍

ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି? More