/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698895472.jpg)
Panchang Today
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ଚନ୍ଦ୍ର- କର୍କଟ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୩.୧୮ ଗତେ ୯ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ
ପ୍ରାତଃ – ୦୬.୩୮ ରୁ ୦୮.୫୨
ଦିବା – ୧୨.୫୪ ରୁ ୦୨.୫୨
ଦିବା – ୦୩.୩୭ ରୁ ୦୩.୪୨
ରାତ୍ରି – ୦୭.୪୦ ରୁ ୦୯.୨୨
ରାତ୍ରି – ୧୧.୫୫ ରୁ ୦୧.୦୬
ରାତ୍ରି – ୦୨.୪୨ ରୁ ୦୫.୫୩
ଅଶୁଭ ସମୟ
ଋାହୁକାଳ – ଦିବା ୦୩.୪୨ ରୁ ୦୫.୦୭
କାଳବେଳା – ଦିବା ୧୧.୩୦ ରୁ ୧୨.୫୪
ବାରବେଳା – ଦିବା ୧୦.୦୫ ରୁ ୧୧.୩୦
କାଳରାତ୍ରି – ରାତ୍ରି ୦୧.୦୬ ରୁ ୦୨.୪୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)