• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 28 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 1 year ago

ମାର୍କେଟ କମ୍ପ୍ଲେକ୍ସରେ ବସାଇବେ କହି ଉଠାଇଦେଲେ, ଏବେ ଭୁଲିଗଲେ..

ପୂର୍ବରୁ ମଧ୍ୟ ୨୦୧୫ ମସିହା ନବକଳେବର ସମୟରେ ଅନେକ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇ ଏମାନଙ୍କୁ ଥଇଥାନର ପ୍ରତିଶୃତି ମିଳିଥିଲା । More
  • Manoranjan Behera
  • 1 year ago

ପାର୍ବଣ ବେଳେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ୍; ୧୫ରୁ ଅଧିକ ଅସୁସ୍ଥ

ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ । More
  • Manoranjan Behera
  • 1 year ago

‘ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ବ୍ୟକ୍ତିଗତ ସଚିବ ଉତ୍ତର ଦେବାକୁ ବିଧାନସଭା ଆସିବେ’

5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ । More
  • Kausik Mohapatra
  • 1 year ago

କୁନି ଝିଅକୁ ଧରି କାହିଁକି ନଦୀକୁ ଡେଇଁଲେ ବାପା ? ପତ୍ନୀ ମୃତ୍ୟ ପରେ ବିଶାଦରେ ଥିଲେ କି ସ୍ୱାମୀ

ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି... More
  • Kausik Mohapatra
  • 1 year ago

ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର । ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ପୁରସ୍କାର ପାଇବେ ଭୀମ ପୃଷ୍ଟି... More
  • Tanmay Kumar Mahalik
  • 1 year ago

ବାଚସ୍ପତି ଡାଲି ଭଲପାଆନ୍ତି, ଆମେ ଡାଲି ଉପହାର ଦେଲୁ; ମୁକେଶ ମହାଲିଙ୍ଗ

ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ । ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା, ହେଲେ ସେ ସେମିତି କରୁନାହାନ୍ତି । ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ ବୋଲି ମୁକେଶ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । More
  • Manoranjan Behera
  • 1 year ago

୨ ବିଜେପି ବିଧାୟକ ସସ୍‌ପେଣ୍ତ ପଛରେ ଗୃହର ନିଷ୍ପତ୍ତି: ବାଚସ୍ପତି ପ୍ରମିଳା ମଲ୍ଲିକ

୨ ବିଧାୟକଙ୍କୁ ସସ୍‌ପେଣ୍ଡ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । More
  • Manoranjan Behera
  • 1 year ago

‘ବାଚସ୍ପତି ନିଜେ ସସ୍‌ପେଣ୍ଡ ହେବା କଥା, ସେ କ’ଣ ସସ୍‌ପେଣ୍ଡ କରୁଛନ୍ତି’

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । କଡ଼ା ପ୍ରତିକ୍ରିୟା ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । More
  • Manoranjan Behera
  • 1 year ago

ବାଚସ୍ପତିଙ୍କ ପୋଡିୟମକୁ ଡ଼ାଲି ଫିଙ୍ଗିଲେ; ସସପେଣ୍ତ୍‌ ହେଲେ ୨ ବିଜେପି ବିଧାୟକ

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । More
  • Manoranjan Behera
  • 1 year ago

ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା; ପ୍ରାଣ ହରାଇଲେ ସ୍ୱାମୀ-ସ୍ତ୍ରୀ

୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । More
  • Manoranjan Behera
  • 1 year ago

ମାଟି କାରିଗରଙ୍କ ପାଇଁ ଆନ୍ଦୋଳନରେ ରାଷ୍ଟ୍ରପତିଙ୍କ ବାଲ୍ୟଗୁରୁ

ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ରାଷ୍ଟ୍ରପତିଙ୍କ ଶିକ୍ଷକ । ମାଟି କାରିଗରଙ୍କ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । More
  • Satyendu Shekher Mishra
  • 1 year ago

ଦୁଃଖ ! ମାଆ ମଲା ପରେ, ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁଲା ବାପା

ଖବର ପାଇ ଘଟଣାସ୍ଥଳରେ ପୋଲିସ୍, ଦମକଳ ବାହିନୀ ପହଞ୍ଚି ଥିଲେ ବି ଅନ୍ଧାର ପାଇଁ ଖୋଜା ଖୋଜି ନକରି ଫେରି ଆସିଥିଲେ । ଆଜି ସକାଳୁ ଖୋଜା ଖୋଜି ପୁଣି ଆରମ୍ଭ ହୋଇଛି । More
  • Satyendu Shekher Mishra
  • 1 year ago

ଲୋୟର PMGରେ ଗର୍ଜନ କରୁଛନ୍ତି ପାଚିକା-ଆଶା କର୍ମୀ

୧୦ ମାସ ବଦଳରେ ୧୨ ମାସ ଦରମା ପ୍ରଦାନ, ବକେୟା ରାଶି ପ୍ରଦାନ, ୬୦ ବର୍ଷ ପରେ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ଦାବି କରଛନ୍ତି ପାଚିକା । More
  • Satyendu Shekher Mishra
  • 1 year ago

ମନୋମୁଖୀ କାର୍ଯ୍ୟ ଓ ପିସି କାରବାରକୁ ବିରୋଧ କରି ବିଡିଓଙ୍କୁ ଘେରିଲା କଂଗ୍ରେସ

ଅଂଶୁମାନ ମହାନ୍ତିଙ୍କ ସହ ବିଡିଓଙ୍କୁ ଘେରିଲେ ଶତାଧିକ କଂଗ୍ରେସ କର୍ମୀ । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାନଗଲେ ଆନ୍ଦୋଳନ ଧମକ । More
  • Satyendu Shekher Mishra
  • 1 year ago

ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କୁ ଅପମାନ, ଭାଇରାଲ ହେଉଛି ଭିଡିଓ

ସିଂହଦ୍ୱାର ପାଖ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କଲା ଭଳି ଦୃଶ୍ୟ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଧଳାକପଡାରେ ସମ୍ପୂର୍ଣ୍ଣ ଆବଦ୍ଧ କରିଥିଲା କିଏ  । More
  • Satyendu Shekher Mishra
  • 1 year ago

Panchang Today 28th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ପୁଷ୍କର ଦୋଷ - ୧ ପାଦ କୁଟୁମ୍ବହାନି - ତିଳକାଞ୍ଚନ ଦାନ ରାତ୍ରି ୦୧.୪୮ ପର୍ଯ୍ୟନ୍ତ More
  • Manoranjan Behera
  • 1 year ago

ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯିବେ ସ୍ୱାତୀ

ଆର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଡ଼ଃ ସ୍ୱାତୀ ନାୟକ ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯାଉଛନ୍ତି । More
  • Manoranjan Behera
  • 1 year ago

ଓଡ଼ିଆ ମଞ୍ଚରେ ପଡ଼ିଥିଲା ୱାହିଦାଙ୍କ କ୍ୟାରିୟରର ମୂଳଦୁଆ

ୱାହିଦାଙ୍କୁ ୧୬ରୁ ୧୭ ବର୍ଷ ବୟସରେ ହୋଇଥିବା ବେଳେ, ଏହି କବିସୂର୍ଯ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ନିଜର ନୃତ୍ୟ ଚାତୁରୀ । More
  • Manoranjan Behera
  • 1 year ago

ନୂଆ-ପୁରୁଣା ଆପାଟର୍ମେଣ୍ଟ ପାଇଁ ଲାଗୁ ହେବ ନୂଆ ଆଇନ : ଜାଣନ୍ତୁ କେମିତି ଗଠନ ହେବ ଆସୋସିଏସନ୍‌ ?

ଅକ୍ଟୋବର ୧୦ ସୁଦ୍ଧା ଆପାର୍ଟମେଣ୍ଟ ରୁଲ୍ ଆଣିବାକୁ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଛାଟ ପରେ ଚଳିତ ବିଧାନସଭା ଅଧିବେଶନରେ ବିଲ୍ ଆଗତ କରି ଏହାକୁ ପାରିତ କରାଯାଇଛି । More
  • Manoranjan Behera
  • 1 year ago

କମନ ରୁମ୍‌ରେ ଖଟି ମନା; ସାର୍ ରହିବେ ପୁରା ୭ ଘଣ୍ଟା

ଅଧ୍ୟାପକଙ୍କ ପାଇଁ ଯେମିତି ୭ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ, ୭୫ ପ୍ରତିଶତ ଛାତ୍ରଛାତ୍ରୀ ବି କ୍ଲାସ୍ ରେ ବସିବା ସେତିକି ଜରୁରୀ । More
  • Manoranjan Behera
  • 1 year ago

୨୪ ପାଇଁ ବିଜେପିର ବଡ଼ ରଣନୀତି; ସାଂସଦ ହେବେ ବିଧାୟକ ପ୍ରାର୍ଥୀ !

ମଧ୍ୟପ୍ରଦେଶ ଫର୍ମୁଲାରେ ଓଡ଼ିଶାରୁ ବିଜେପିର ୮ ସାଂସଦଙ୍କ ମଧ୍ୟରୁ ୬ ଜଣଙ୍କୁ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଯିବାର ସମ୍ଭାବନା ରହିଛି । More