/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694932179.jpg)
Today Panchang
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର –କୁମ୍ଭ ରାତ୍ରି ୦୮.୨୮ ଗତେ ମୀନ । ତିଥି- ୧୪ ଶୀ ସନ୍ଧ୍ୟା ୦୬.୪୯ ଗତେ ପୂର୍ଣ୍ଣିମା ।
Advertisment
ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ରାତ୍ରି ୦୮.୨୮ ଗତେ ଧନୁ ।
ଘାତ ବାର -ତୁଳା ଓ କୁମ୍ଭ
ପୁଷ୍କର ଦୋଷ - ୧ ପାଦ କୁଟୁମ୍ବହାନି - ତିଳକାଞ୍ଚନ ଦାନ ରାତ୍ରି ୦୧.୪୮ ପର୍ଯ୍ୟନ୍ତ
ଶୁଭ ସମୟ
ପ୍ରାତଃ- ୦୫.୪୦ ରୁ ୦୭.୧୫
ସନ୍ଧ୍ୟା- ୦୬.୨୨ ରୁ ୦୯.୩୬
ରାତ୍ରି -୦୧.୦୮ ରୁ ୦୩.୧୫
ରାତ୍ରି- ୦୪.୦୩ ରୁ ୦୫.୪୦
Advertisment
ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ
ଅଶୁଭ ସମୟ
ରାହୁକାଳ - ଦିବା ୦୧.୦୬ ରୁ ୦୨.୩୫
କାଳ ବେଳା - ଦିବା ୦୨.୩୫ ରୁ ୦୪.୦୫
ବାର ବେଳା- ଦିବା ୦୪.୦୫ ରୁ ୦୫.୩୪
କାଳରାତ୍ରି –ରାତ୍ରି ୧୧.୩୭ ରୁ ୦୧.୦୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)