• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 15 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 1 year ago

ୟୁନିଫର୍ମ ସିଭିଲ କୋଡ୍ କ’ଣ..କାହିଁକି ଏହାର ଆବଶ୍ୟକତା ରହିଛି ?

ଦେଶରେ ପ୍ରଚଳନ ହେବ କି ସମାନ ନାଗରିକ ସଂହିତା ? କାରଣ ଦୀର୍ଘ ୩ ବର୍ଷ ପରେ ପୁଣିଥରେ ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ନେଇ ଜନସାଧାରଣ ଓ ମାନ୍ୟତାପ୍ରାପ୍ତ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍ । More
  • Tanmay Kumar Mahalik
  • 1 year ago

ଦୁଇ ବାଇକ୍‌ ମଧ୍ୟରେ ଧକ୍କା; ୩ ମୃତ, ୨ ଗୁରୁତର

ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । More
  • Manoranjan Behera
  • 1 year ago

ଏତେ ତରତର କାହିଁକି ? କାମ ସରିନି, ରଥଯାତ୍ରା ପୂର୍ବରୁ ଖୋଲିଦେଲେ

ଦୀର୍ଘ ପ୍ରତୀକ୍ଷା ଓ ବାରମ୍ବାର ପ୍ରତିଶ୍ରୁତିର ଅବସାନ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆଉଟର ଆକ୍ସେସ ରୋଡ୍ । ତରତର ହୋଇ ସିନା ରାସ୍ତା ଖୋଲିଦେଲେ, ହେଲେ ଖୋଳା ପୋତା କାମ କିନ୍ତୁ ସରିନି । More
  • Manoranjan Behera
  • 1 year ago

ଆବାସ ଯୋଜନା; ମାଇଲେଜ୍‌ ପାଇଁ ଟଣାଓଟରା

ପୁଣି ତେଜିଲା ବିଜେଡି-ବିଜେପି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ବନାମ୍ ମୋ ଘର ଯୋଜନା । ଟାର୍ଗେଟରେ ଗ୍ରାମାଂଚଳ ଭୋଟ୍ । More
  • Tanmay Kumar Mahalik
  • 1 year ago

ପୁଣି ସିଝିଲା ଓଡ଼ିଶା; ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷା

୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ୪୪ ଡିଗ୍ରୀ ଉପରେ ୩ ସହର ଥିବାବେଳେ ୪୩ ଡିଗ୍ରୀ ଉପରେ ୮ଟି ସହର ରହିଛି । More
  • Manoranjan Behera
  • 1 year ago

ଉଭା ନାହିଁ, ସାହାଣ ମେଲା ମାତ୍ର ଘଣ୍ଟାଏ; ଏତେ କମ ସମୟରେ ସମସ୍ତେ ଜଗା ଦର୍ଶନ ପାଇବେ ତ ?

ଭକ୍ତଙ୍କୁ ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ ସୁଯୋଗ ମିଳିବ । ସେ ଭିତରୁ ପାରିମାଣିକ ଟିକେଟ୍ କାଟିଥିବା ଭକ୍ତଙ୍କ ପାଇଁ ଏକ ଘଣ୍ଟା ଓ ସର୍ବସାଧାରଣ ବା ସାହାଣ ମେଲା ଦର୍ଶନ ପାଇଁ ଦୁଇ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି । More
  • Prangyan Parimita
  • 1 year ago

କିପରି ଓ କେଉଁ ପରିସ୍ଥିତିରେ ହେଲା ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ?

MKCG ଚର୍ମ ବିଭାଗର ପିଜି ପ୍ରଥମ ବର୍ଷ ଛାତ୍ରୀ ଶୁଭାନୀ ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ହଇଚଇ । ଝିଅର ମୃତ୍ୟୁ ନେଇ ବାପା ଗଣମାଧ୍ୟମରେ ମୁହଁ ଖୋଲୁନଥିବାରୁ ଶୁଭାନୀଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ସସପେନ୍ସ । More
  • Pramod Behera
  • 1 year ago

Ratha Jatra 2023: ଜନ୍ମ ଜନ୍ମାନ୍ତର ପାପ ହରେ ରଥ ଦଉଡ଼ି; ଜାଣନ୍ତୁ ଦଉଡ଼ିର ରୋଚକ କଥା

କାଳିଆ ସାଆନ୍ତର ବଡଦାଣ୍ଡ ଧୂଳି ହେଉ କି ଶ୍ରୀମନ୍ଦିରର ମଳି ହେଉ। ସାଗରର ନୀଳ ଜଳ ହେଉ କି ଶ୍ରୀଅଙ୍ଗର ବାସି ମାଳ ହେଉ, ସବୁକିଛି ମହାନ ଆଉ ପବିତ୍ର। ଏହି ପବିତ୍ର ଜିନିଷ ମଧ୍ୟରେ ରଥ ଦଉଡି ବା ବାଦ ପଡିବ କାହିଁକି। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଆସନ୍ତୁ ଜାଣିବା ଏହି ଦଉଡିର ରହସ୍ୟ। More
  • Prangyan Parimita
  • 1 year ago

ଚୋରାଚାଲାଣ ବେଳେ ୯୨ଟି ଜୀବନ୍ତ କଇଁଛ ଉଦ୍ଧାର, ୩ ଅଭିଯୁକ୍ତଙ୍କୁ ମଧ୍ୟରୁ ୨ ଗିରଫ

ଜୀବନ୍ତ କଇଁଛ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ । କଳାହାଣ୍ଡିରୁ ଲମ୍ବିଥିବା ରାକେଟର ଖୁଲାସା କଲା ପୋଲିସ । More
  • Chandan Shishu
  • 1 year ago

ଦୁଇ ଦିନ ପରେ ପୁଣି ଉପକୂଳକୁ ଫେରିଲା ତାତି

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା More
  • Rajalaxmi Sahoo
  • 1 year ago

ଜୁନ୍‌ ୧୯ରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଜୁନ୍‌ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍‌ମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। More
  • Chandan Shishu
  • 1 year ago

ତୁଟିଲା ବିବାଦ, କୋର୍ଟ ମ୍ୟାରେଜ ପରେ ଶାଶୂଘର ଯିବେ କନ୍ୟା

ଯିଏ ବାଇକ୍ ଦେଇ ପାରିବ ତାଙ୍କର ସେଠି ବାହାଘର କରନ୍ତୁ, ନଚେତ୍ ଯଦି ସେ ଏବେ ବି ମତେ ବାହାହେବାକୁ ଚାହୁଁଛନ୍ତି, ତାହେଲେ ଆମ ଘରକୁ ଆସି ସମସ୍ତଙ୍କୁ କ୍ଷମା ମାଗନ୍ତୁ କହିଥିଲେ ଦେବକୀ। More
  • Rajalaxmi Sahoo
  • 1 year ago

ଟ୍ରେନ୍‌ରେ କଟିଗଲେ ମା’,ଝିଅ...ହସ୍ପିଟାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି ପୁଅ

ଟ୍ରେନ୍‌ରେ କଟିଗଲେ ମା’,ଝିଅ। ସେପଟେ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍‌ପି ଥାନା ଅଞ୍ଚଳରେ ଟ୍ରେନ୍‌ ଧକ୍କାରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। More
  • Rajalaxmi Sahoo
  • 1 year ago

ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ, ବିଜେଡି ନେତାଙ୍କ ଉପରକୁ ଧୂଆଁଦାର ଗୁଳିମାଡ଼ କଲେ...

ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। More
  • Rajalaxmi Sahoo
  • 1 year ago

ଆଜି ରଜ ସଂକ୍ରାନ୍ତି: ସବୁଠି ଖାଲି ମଉଜ ହିଁ ମଉଜ

ଆଜି ହେଉଛି ରଜ ସଂକ୍ରାନ୍ତି। ଓଡ଼ିଶାର ଏକାଧିକ ପର୍ବ ମଧ୍ୟରୁ ଅନ୍ୟତମ ସ୍ୱତନ୍ତ୍ର ଗଣପର୍ବ ହେଉଛି ରଜ। More
  • Chandan Shishu
  • 1 year ago

ପହିଲି ରଜରେ ଉତ୍ସବମୁଖର ପୁରପଲ୍ଳୀ; ରଙ୍ଗ ଭରିଦେଲା ମେଘୁଆ ପାଗ

ଘରେ ଘରେ ଜମିଥିଲା କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ। ପୋଡ଼ପିଠାର ବାସ୍ନାରେ ମହକି ଥିଲା ଚତୁର୍ଦ୍ଦିଗ। More
  • Chandan Shishu
  • 1 year ago

୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦ ହଜାର କୋଟି, କେବେ ସଜଡା ସରିବ ବିଦ୍ୟୁତ ଭିତ୍ତିଭୂମି ?

ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଏବଂ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ। More
  • Sarbeswar
  • 1 year ago

ଓଲିଉଡ୍‌କୁ କାଷ୍ଟିଂ କାଉଚର ଅଭିଶାପ୍‌ : ବିନା କମ୍ପ୍ରମାଇଜରେ ଅଭିନୟ କରିବା ଅସମ୍ଭବ କି?

କାଷ୍ଟିଂ କାଉଚ୍ ଝଡ଼କୁ ନେଇ ଓଲିଉଡରେ ଲାଗିରହିଛି କମ୍ପନ। ଅଭିନେତ୍ରୀ ପ୍ରକୃତି ମିଶ୍ର ହୁଅନ୍ତୁ ଅବା ଯସ୍ମିନ ରଥ, ରୂପଶ୍ରୀ ପଣ୍ଡା ହୁଅନ୍ତୁ ଅବା ରାଣୀ ପ୍ରିୟଦର୍ଶିନୀ। ନବାଗତା ଅଭିନେତ୍ରୀଙ୍କ କାଷ୍ଟିଂ କାଉଚ୍ ଅଭିଯୋଗର ବଢ଼ିଚାଲିଛି ତାଲିକା। କୌଣସି ଥାନା କି କୋର୍ଟ କଚେରୀରେ ନୁହେଁ, ବରଂ ମିଡ଼ିଆ ଆଗରେ ଅଭିଯୋଗ ଆଣି ବିବାଦ ଛିଡ଼ା କରାଉଛନ୍ତି। More
  • Manoranjan Behera
  • 1 year ago

ପହିଲି ରଜରେ ବଡ଼ ଅଘଟଣ : ଗାଧୁଆ ତୁଠରୁ ନାବାଳକକୁ ଟାଣିନେଇ ଖାଇଦେଲା କୁମ୍ଭୀର

ମା' ପାଖରୁ ପୁଅକୁ ଝାଂପି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଅତି ପାଖରୁ ୧୦ ବର୍ଷର ପୁଅକୁ ଝାଂପି ନେଇଗଲା କୁମ୍ଭୀର । ଖିନଭିନ କରି ଜୀବନ ନେବା ପରେ ଛାଡିଚାଲିଗଲା ମଝି ଦରିଆରେ । More
  • Manoranjan Behera
  • 1 year ago

ରବି ଋତୁରେ ବି ମଣ୍ଡି ଯନ୍ତ୍ରଣା; ମାର୍କେଟ୍ ୟାର୍ଡରେ ପଡିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ

ରାସ୍ତା ଉପରେ ଚାଷୀଙ୍କ ନାରାବାଜି, ତେଣେ ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ରବି ଧାନ । ଆଖି ଯୁଆଡ଼େ ବୁଲାଇଲେ ପାଲ ଘୋଡ଼ା ହୋଇ ଧାନ ପଡିଛି । More