• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 29 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 9 months ago

ବିଜେଡିର ନିର୍ବାଚନୀ ଚିହ୍ନ ବାତିଲ ହେଉ: ବିଜେପି 

ବିଜେଡିକୁ ନିର୍ବାଚନ କମିଶନଙ୍କ ନୋଟିସକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପିର ଅଭିଯୋଗକୁ ସିକୃତି ଦେଇଛନ୍ତି ନିର୍ବାଚନ କମିଶନ ବୋଲି କହିଛି ବିଜେପି । More
  • Otv Khabar Bureau
  • 9 months ago

ଅବୈଧ ପ୍ରେମର କରୁଣ ପରିଣତି; ମାଲିକର ସ୍ତ୍ରୀକୁ ହତ୍ୟା କଲା ଯୁବକ... 

ଅବୈଧ ପ୍ରେମର କରୁଣ ପରିଣତି । ପ୍ରେମିକା ରାଜିନହେବାରୁ ଜୀବନ ନେଇଗଲା ପ୍ରେମିକ। ବିଚ ବଜାରରେ ଛୁରାମାଡ଼ କଲା କିଲର୍ ଲଭର୍  । More
  • Santosh Kumar Sahoo
  • 9 months ago

ସରକାରୀ ବିଜ୍ଞାପନରେ ଶଙ୍ଖ ପ୍ରସଙ୍ଗ, ବିଜେଡିକୁ ECI ଛାଟ ପରେ ଘେରିଲେ ବିରୋଧୀ

ସରକାରୀ ଯୋଜନା, ବିଜେଡିର ପ୍ରଚାର। ଅଭିଯୋଗ ଆସିଲା ଆଉ ନିର୍ବାଚନ ପୂର୍ବରୁ ଧରିଲେ ନିର୍ବାଚନ କମିଶନ। More
  • Otv Khabar Bureau
  • 9 months ago

ପୋଲିସ ହାତରେ ଆପାର୍ଟମେଣ୍ଟ କୁଖ୍ୟାତ ଲୁଟେରା; ଭୁବନେଶ୍ୱରରେ ଚଳାଇଥିଲେ ଆତଙ୍କ...

୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ । ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ । More
  • Santosh Kumar Sahoo
  • 9 months ago

ବିଜେପିରେ ମିଶିଲେ ପ୍ରଶାନ୍ତ ଜଗଦ୍ଦେବ, ପଦ୍ମ ଧରୁ ଧରୁ ପୁରୁଣା ଦଳ ବିଜେଡିକୁ କଲେ ଟାର୍ଗ

ବଢୁଛି ବିଜେପି, ଛିଡୁଛି ବିଜେଡି । ଜଣଙ୍କ ପରେ ଜଣେ ବିଜେଡିର ହେଭିୱେଟ ଦଳକୁ ବାଏ ବାଏ କରି ପଦ୍ମ ଶିବିରରେ ସାମିଲ ହେଉଛନ୍ତି। More
  • Otv Khabar Bureau
  • 9 months ago

ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ...ଖୋଲିବ ମହାପ୍ରଭୁଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡାର...

ଖୋଲିବ ମହାପ୍ରଭୁଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡା । ରତ୍ନଭଣ୍ଡାରକୁ ନେଇ ଦୂର ହେବ ସନ୍ଦେହ ଓ ସଂଶୟ । ଦୁର୍ଲଭ ଅଳଙ୍କାର ଗୁଡ଼ିକର ହେବ ଗଣତି ଓ ମଣତି ।  More
  • Santosh Kumar Sahoo
  • 9 months ago

ଭଣଜା ଦେଲେନି ଟିକେଟ୍‌, ବିଜେପିରେ ମିଶିଲେ ମାମୁ

ଆଜି ବିଜେପିରେ ସାମିଲ ହୋଇଥିବା ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ୧୯୯୦ ଓ ୧୯୯୫ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିଲେ। More
  • Otv Khabar Bureau
  • 9 months ago

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର...ବଢିଲା ଦରମା...

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ଅଙ୍ଗନବାଡ଼ି କର୍ମୀଙ୍କ ସହ ମିନି ଅଙ୍ଗନବାଡ଼ି ଓ ସହାୟିକାଙ୍କ ପାରିଶ୍ରମିକ ବି ବୃଦ୍ଧି କରାଯାଇଛି । More
  • Santosh Kumar Sahoo
  • 9 months ago

ବିପିନ୍‌ ପ୍ରଧାନଙ୍କ ଖୋଲାଖୋଲି ଧମକ, ବିଜେଡି ଟିକେଟ୍ ନ ମିଳିଲେ ଯିବେ ବିଜେପି !

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କର ଦିଗପହଣ୍ଡି ରାଜନୀତିରେ ବେଶ୍ ଦବଦବା ରହିଛି। More
  • Tanmay Kumar Mahalik
  • 9 months ago

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୂର୍ବରୁ ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା । ଆସନ୍ତା ୨୮ ତାରିଖ ପାଖାପାଖି ମୋଦି ଓଡ଼ିଶା ଆସିବେ ବୋଲି କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । More
  • Tanmay Kumar Mahalik
  • 9 months ago

ବରଯାତ୍ରୀ କଲେ ମହାଭାରତ; ଜାଳିଲେ କନ୍ୟାପକ୍ଷ ଗାଡ଼ି, ଥାନାରେ ପହଞ୍ଚିଲା ମାମଲା

ରାଜନଗର ଥାନା ଯଦୁ ଚନ୍ଦ୍ରପୁର ଗାଁର ମାନସ ରାଉଳ ଏବଂ କଇଁଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କ ମଧ୍ୟରେ ଚାଲିଥିଲା ବିବାହ । ଏଥିପାଇଁ ବରଯାତ୍ରୀ ସହ କଇଥା ଗାଁରେ ପହଞ୍ଚି ପ୍ରୋସେସନବେଳେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ଉପୁଜିଥିଲା ଗଣ୍ଡଗୋଳ । More
  • Tanmay Kumar Mahalik
  • 9 months ago

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

ରତ୍ନଭଣ୍ଡାରର ବାହାର ପଟ ଲେଜର ସ୍କାନିଂର ରିପୋର୍ଟ ASI ତରଫରୁ ଉପସ୍ଥାପିତ କରାଯିବ ଏବଂ ମରାମତି ସମ୍ପର୍କରେ ଆଲୋଚନା ହେବ । More
  • Tanmay Kumar Mahalik
  • 9 months ago

ଆଜି କେନ୍ଦୁଝର ଯିବେ ରାଷ୍ଟ୍ରପତି; ଧରଣୀଧର ୟୁନିଭର୍ସିଟିରେ ବ୍ୟାପକ ପ୍ରସ୍ତୁତି

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଆସନ୍ତାକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ । More
  • Tanmay Kumar Mahalik
  • 9 months ago

ବନ୍ଦ ଘରୁ ଉଦ୍ଧାର ହେଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ; ଆତ୍ମହତ୍ୟା ନା ହତ୍ୟା ?

କାହିଁକି ପ୍ରଦୀପ କୁମାର ଘୋଷ ଆତ୍ମହତ୍ୟା କଲେ ? ନା ଏହା ହତ୍ୟା ? ଯଦି ଏହା ଆତ୍ମହତ୍ୟା ତେବେ ଏହା ପଛର କାରଣ କ’ଣ ହୋଇଥାଇପାରେ ? ଏ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । More
  • Swadesi Megha Mallhar Prusty
  • 9 months ago

Panchang Today 29th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି-୫ ମୀ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି More
  • Tanmay Kumar Mahalik
  • 9 months ago

ପ୍ରଫୁଲ୍ଲଙ୍କୁ ୮ ଘଣ୍ଟା ଧରି ଘାଣ୍ଟିଲା ଇଡି; ଗୁଡ଼ାଇତୁଡ଼ାଇ ପଚାରିଲା ଅନେକ ପ୍ରଶ୍ନ

ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । More
  • Santosh Kumar Sahoo
  • 9 months ago

ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନ ବ୍ୟବହାର, BJD ଓ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ECI

ସରକାରୀ ପାଣ୍ଠି ବ୍ୟବହାର କରି ଦିଆଯାଉଥିବା ବିଭିନ୍ନ ବିଜ୍ଞାପନରେ ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖର ବ୍ୟବହାର ହେଉଥିବା ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । More
  • Tanmay Kumar Mahalik
  • 9 months ago

ତେଜିଲା BJDର ‘ସତ୍ୟବାଦୀ’ କଳି; ସଞ୍ଜୟ ବନାମ ଉମା… କିଏ ହେବେ ଦଳୀୟ ପ୍ରାର୍ଥୀ ?

ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକକୁ ଛଡାଇ ନେଇଛି BJP । ଆଉ ପୂର୍ବରୁ କଣାସ, ବ୍ରହ୍ମଗିରିରେ ରହିଥିବା ବେଳେ ସେଠାରେ ସଞ୍ଜୟଙ୍କ ପୁରୁଣା ସଙ୍ଗଠନ ରହିଛି । ତେଣୁ ଯଦି ଦଳ ସଞ୍ଜୟଙ୍କୁ ସତ୍ୟବାଦୀରେ ଟିକେଟ ଦିଏ ତାହେଲେ କଣାସ କ୍ରାଇସିସ ମ୍ୟାନେଜ କରିବାରେ ସକ୍ଷମ ହୋଇପାରନ୍ତି ସଞ୍ଜୟ । More
  • Santosh Kumar Sahoo
  • 9 months ago

ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ, ଶିଖିବେ ରାଜନୀତିର ଖଡ଼ିପାଠ

ବାପାଙ୍କ ବାଟରେ ଝିଅ। ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଚର୍ଚ୍ଚାରେ ଏ ତିନି ନେତା କନ୍ୟା। More
  • Santosh Kumar Sahoo
  • 9 months ago

ଫେରାଇଲେନି ୧୨ ଟଙ୍କା, ଏବେ ଗଣିବେ ୩ ଲକ୍ଷର ତଣ୍ଡ

ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ। More